Latest Odisha News

BREAKING NEWS

Browsing Category

ସହର

City

ଆସନ୍ତାକାଲି ବ୍ରଜରାଜନଗର ଉପନିର୍ବାଚନ, ୨୭୯ ବୁଥରେ ଭୋଟ ଦେବେ ୨ଲକ୍ଷରୁ ଅଧିକ ଭୋଟର

ଝାରସୁଗୁଡ଼ା: ବାଇ-ଇଲେକ୍ସନ କାଉଣ୍ଟଡାଉନ୍ । ଆସନ୍ତାକାଲି ନୂଆ ବିଧାୟକ ବାଛିବେ ବ୍ରଜରାଜନଗରବାସୀ । ଭୋଟ ଦେଇ ପ୍ରତିନିଧି ଚୟନ କରିବେ ୨ ଲକ୍ଷ ୧୪ ହଜାର ୮୭୮ ମତଦାତା । ଏଥିପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି । ମୋଟ ୧୨ ଶହ ୨୮ ପୋଲିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଆଜି ସନ୍ଧ୍ୟା…

ବଦଳିବ ବ୍ରହ୍ମପୁର ସିଟି ହାଇସ୍କୁଲ ଖେଳପଡିଆ ରୂପ; ନିର୍ମାଣ ହେବ ଅତ୍ୟାଧୁନିକ ଇଣ୍ଡୋର ହଲ୍‌

ବ୍ରହ୍ମପୁର: ବ୍ରହ୍ମପୁର ସହରର ମଧ୍ୟ ସ୍ଥଳରେ ଥିବା ସିଟି ହାଇସ୍କୁଲ ଖେଳ ପଡିଆ ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପରିବର୍ତ୍ତେ ଅପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି। ଦିନେ ଥିଲା ଉକ୍ତ ଖେଳ ପଡିଆରେ ସହରର ସମସ୍ତ ପ୍ରକାର ଖେଳକୁଦ ସହିତ ମେଳା, ସଭା ସମତି ହୋଇ ବେଶ ଜନଗହଳି ଲାଗୁଥିଲା ।…

ନିଖୋଜ ବିମାନର ମିଳିଲା ପତ୍ତା :ନେପାଳ ମୁସ୍ତାଙ୍ଗ ଜିଲ୍ଲା କୋଆଙ୍ଗ ଅଞ୍ଚଳରେ ବିମାନର ଭଗ୍ନାବଶେଷ

କାଠମାଣ୍ଡୁ: ନେପାଳରେ ନିଖୋଜ ବିମାନର ଧ୍ବଂସାବଶେଷ ଠାବ ନେଇ ନେପାଳ ଆର୍ମିର ସୂଚନା । ବିମାନର ଧ୍ବଂସାବଶେଷ କୋଓ୍ବାଙ୍ଗରେ ସନ୍ଧାନ ମିଳିଥିବା କୁହାଯାଇଛି । ନେପାଳରେ ମଝି ଆକାଶରେ ନିଖୋଜ ହୋଇଯାଇଥିଲା ବିମାନ । ଏହି ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ ଓଡିଆ ପରିବାର । ଏହି ପରିବାରର ଘର…

କ୍ୟାପିଟାଲ ଥାନାରେ ଡିଜିଟାଲ ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ୱର: ଥାନା ଭିତରର ଅନୁଭୂତି ତିକ୍ତ । ମକଦ୍ଦମା ହେଉ କି କିଛି ଆବଶ୍ୟକୀୟ କାମ ପାଇଁ ଥାନାକୁ ଯିବା ବେଳର ଅନୁଭବ ଅସହଜ । ଏଥରେ ଅସହମତିର କିଛି ପ୍ରଶ୍ନ ନାହିଁ । ତେବେ ଏହି ଅନୁଭବକୁ ବଦଳେଇ ଏକ ସୁସ୍ଥ ଭାବନା ଦେବା ପାଇଁ କମିଶନରେଟ ପୋଲିସ ଉଦ୍ୟମ କରିଛି । ଫାଲକନ ଗ୍ରୁପ ଏବଂ…

ବିଜେଡ଼ିର ୪ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ ପ୍ରାର୍ଥୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା ହୋଇଛି । ପୁଣି ଥରେ ସସ୍ମିତ ପାତ୍ରଙ୍କୁ ଦଳ ରିପିଟ୍ କରିଥିବା ବେଳେ, ଆଉ ୩ ନୂଆ ମୁହଁଙ୍କୁ ପ୍ରାର୍ଥୀ କରିଛି ଦଳ ।  ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ତଥା ବିଜେଡିର ସାଧାରଣ ସଂପାଦକ ମାନସ ମଙ୍ଗରାଜଙ୍କୁ ରାଜ୍ୟସଭା…

ଆଜି ସନ୍ଧ୍ୟାରେ ସରୁଛି ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର, ୨୭୯ ବୁଥରେ ହେବ ଭୋଟ୍ ଗ୍ରହଣ

ଝାରସୁଗୁଡା : ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚୁଡାନ୍ତ । ବୁଥ ମୁହାଁ ପୋଲିଂ ଅଫିସର । ଉପନିର୍ବାଚନ ପାଇଁ ୧୨ ଶହ ୨୮ ଜଣ ପୋଲିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଆଇନ୍ ଶୃଙ୍ଖଳା ପାଇଁ ୧ ହଜାର ପୋଲିସ କର୍ମଚାରୀ, ୩ କମ୍ପାନୀ ସେଣ୍ଟ୍ରାଲ ଆର୍ମ ଫୋର୍ସ ମୁତୟନ କରାଯାଇଛି । ୨ ଲକ୍ଷ ୧୪…

[ଦେଖନ୍ତୁ ଭିଡିଓ] ସାବିତ୍ରୀ ବ୍ରତ ପାଇଁ ଫଳ ବଜାରରେ ନିଆଁ: ଆମ୍ବ କିଲୋ ୧୦୦କୁ ସେଓ କିଲୋ ୨୦୦ ଟଙ୍କା

କେନ୍ଦୁଝର : ସାବିତ୍ରୀ ବ୍ରତ । ବ୍ରତ ପୂର୍ବରୁ ଫଳ ବଜାରରେ ଲାଗିଲାଣି ନିଆଁ । ଆମ୍ବ କଲୋ ପିଛା ଦର ୧୦୦ଟଙ୍କା ପାର କରି ଯାଇଥିବାବେଳେ ସେଓ କିଲୋ ୨ଶହ ଟଙ୍କା ଉପରେ ରହିଛି । ଲିଚି କଲୋ ପିଛା ଦାମ ୧୨୦ ଟଙ୍କା ଉପରେ ରହିଛି । କମଳା, ଅଂଗୁର କଥା ନକହିବା ଭଲ । ପଣସ , ସପୁରୀ ଦରରେ ବି ହାତ…

ନବୀନ ସରକାରଙ୍କ ପଞ୍ଚମ ପାଳିର ତୃତୀୟ ବର୍ଷ: ରାଜ୍ୟର ବିକାଶ ଓ ଲୋକାଭିମୁଖୀ ଯୋଜନା ପ୍ରତିଟି ଲୋକଙ୍କ ନିକଟରେ ପହଞ୍ଚିଛି

ଭୁବନେଶ୍ୱର: ନବୀନ ସରକାରଙ୍କ ପଞ୍ଚମ ପାଳିକୁ ପୁରିଲା ୩ ବର୍ଷ । ରାଜ୍ୟର ବିକାଶ ଓ ଲୋକାଭିମୁଖୀ ଯୋଜନା ପ୍ରତିଟି ଲୋକଙ୍କ ନିକଟରେ ପହଞ୍ଚିଛି । 5T ସହିତ ‘ମୋ ସରକାର’ ବ୍ୟବସ୍ଥା । ଥାନାଠୁ ଡାକ୍ତରଖାନା ଯେ କୌଣସି ସରକାରୀ ଅଫିସରେ ଉତ୍ତମ ସେବା ମିଳୁଛି କି ନାହିଁ, ସେ ନେଇ ମୁଖ୍ୟମନ୍ତ୍ରୀଙ୍କ…

ସମୟ ପୂର୍ବରୁ କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର: କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ପୂର୍ବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି । ନିର୍ଦ୍ଧାରିତ ତାରିଖ ଜୁନ ୧ର ୩ ଦିନ ଆଗରୁ ଆଜି କେରଳ ପହଞ୍ଚିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପ୍ରଭାବରେ କେରଳରେ ବର୍ଷା…

ନନ୍ଦନକାନନରେ ସିଂହୀ ଗଙ୍ଗା ମୃତ୍ୟୁ ଘଟଣା: ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ବିରୋଧରେ ଥାନାରେ ମାମଲା

ଭୁବନେଶ୍ୱର :  ନନ୍ଦନକାନନରେ ସିଂହୀ ଗଙ୍ଗା ମୃତ୍ୟୁ ଘଟଣାକୁ ନେଇ ଥାନାରେ ଅଭିଯୋଗ । ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ବିରୋଧରେ ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି । ଚିକିତ୍ସାରେ ବିଳମ୍ବ ଅଭିଯୋଗ କରି ଆନିମଲ ୱେଲଫେୟାର ଟ୍ରଷ୍ଟ ଏକାମ୍ର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ସିଂହୀ…