Latest Odisha News

BREAKING NEWS

Browsing Category

ସହର

City

କରୋନା କଟକଣାରେ ନିର୍ବାଚନ, ଏଥର ଗୀତରେଗୀତରେ ନିର୍ବାଚନ ପ୍ରଚାର

ଭୁବନେଶ୍ୱର: ଚଳିତ ଥର ନିର୍ବାଚନୀ ପ୍ରଚାର ଟିକେ ଅଲଗା ପ୍ରକାର । ଗୀତରେ ଗୀତରେ ଚାଲିଛି ନିର୍ବାଚନ ପ୍ରଚାର । ପଞ୍ଚାୟତ ନିର୍ବାଚନକୁ ନେଇ ଜୋର ଧରିଛି ଗୀତ ରେକଡିଂ । ବିଭିନ୍ନ ପ୍ରକାରର ହିଟ୍ ଗୀତ ମାଧ୍ୟମରେ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଷ୍ଟୁଡିଓରେ ଚାଲିଛି ଗୀତ ରେକଡିଂ । ଚଳିତ ଥର କୋଭିଡ…

ତ୍ରିକୋଣୀୟ ପ୍ରେମରୁ ଛୁରାମାମଡ଼ !

ଭୁବନେଶ୍ୱର: ଅଶାନ୍ତ ହେବାରେ ଲାଗିଛି ରାଜଧାନୀ । ସିରିଜ ଲୁଟ୍ ପରେ ପୁଣି ରାଜଧାନୀରେ ଛୁରା ମାଡ଼ । ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ଆଜି ଜଣେ ଯୁବକଙ୍କୁ ଛୁରାମାଡ଼ କରାଯାଇଛି । ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ଛୁରା ମାଡ଼ ହୋଇଥିବା ସୂଚନା ମିଳିଛି । ଛୁରାମାଡ଼ ହୋଇଥିବା ଯୁବକଙ୍କୁ…

[ଭିଡିଓ] ଶାସକ ଦଳର ବିଫଳତା ଓ ଦୁର୍ନୀତି ପ୍ରସଙ୍ଗକୁ ନେଇ ବର୍ଷିଲା ବିଜେପି

ଭୁବନେଶ୍ୱର: ପଂଚାୟତ ନିର୍ବାଚନ ବେଳେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ । ପଞ୍ଚାୟତ ନିର୍ବାଚନରେ ଠିକ ଲୋକକୁ ନିର୍ବାଚିତ କରିବା ପାଇଁ ସେ ନିବେଦନ କରିଛନ୍ତି । ଲମ୍ବା ସମୟର ବିଜେଡି ଶାସନ ରାଜ୍ୟବାସୀ ଦେଖିଲେଣି ।…

ବିଜେପି ବିଧାୟକ ଓ କର୍ମୀ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ, ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା…

ଭୁବନେଶ୍ୱର:ବିଜେପି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ନେଇ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡି ।ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଜେପି ଶୁଣୁନଥିବା ଅଭିଯୋଗ କରି ନିର୍ବାଚନ କମିଶନରଙ୍କ ଆଗରେ ଫେରାଦ ହେଲା ବିଜେଡି । ଧାମନଗରରେ ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀ ଏବଂ ବିଜେପି…

ମାଘ ସପ୍ତମୀରେ କରୋନା କଟକଣା : ଶ୍ରଦ୍ଧାଳୁଙ୍କୁ ଚନ୍ଦ୍ରଭାଗାରେ ବୁଡ ପକାଇବା ଲାଗି ବାରଣ

କୋଣାର୍କ :ଚଳିତ ବର୍ଷ ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ ପକାଇବା ମନା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚନ୍ଦ୍ରଭାଗା ମାଘ ମେଳାରେ ବୁଡ ପକାଇବା ନେଇ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି । ଆସନ୍ତା ଫେବୃଆରୀ ୭ ତାରିଖରେ ମାଘ ମେଳା ପଡୁଥିବାରୁ ଏଥର ବୁଡ ପକାଇବାରୁ ବଞ୍ଚିତ ହେବେ ଲକ୍ଷ ଲକ୍ଷ…

ଏକାଠି ଟିିଭି ପରଦାରେ ନଜର ଆସିବେ ସୁପରଷ୍ଟାର ଅନୁଭବଙ୍କ ସହ ରଚନା ବାନାର୍ଜୀ

ଭୁବନେଶ୍ୱର : ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଟିଭି ପରଦାରେ ଏକାଠି ନଜର ଆସିବେ ଅଭିନେତା ଅନୁଭବ ଓ ଅଭିନେତ୍ରୀ ରଚନା ବାନାର୍ଜୀ । କୌଣସି ବଡ ପରଦା ବା ନୂଆ  ଫିଲ୍ମ ପ୍ରୋଜେକ୍ଟରେ ନୁହେଁ ।ଏବେ ଆରମ୍ଭ ହୋଇଥିବା ପପୁଲାର ରିଆଲିଟି ସୋ ‘ଦାଦାଗିର ’ ରେ ଏକ ଏପିସୋଡରେ ରଚନା ବାନାର୍ଜୀଙ୍କୁ…

ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ କମୁଛି : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ  ଦିନକୁ ଦିନ ସଂକ୍ରମଣ ତଳମୁହାଁ ହବାରେ ଲାଗିଛି । ବର୍ତ୍ତମାନର କରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ସ୍ଥିର ରହିଛି । ତା ସହ ଟିକାକରଣ ଅଧିକ ଥିବାରୁ ଲୋକଙ୍କ…

ରାଜଧାନୀରେ ଆତଙ୍କ ଖେଳାଉଥିବା କେବିଏନ ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନା ଗିରଫ

ଭୁବନେଶ୍ୱର :କେବିଏନ ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନା ଗିରଫ । ଭୁବନେଶ୍ୱରରୁ ବୁବୁ ଜେନାକୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ଅଭିଯୁକ୍ତ ବୁବୁ ନିକଟରୁ ଗୋଟିଏ ଖଣ୍ଡା ଜବତ କରିଛି ପୋଲିସ । ରାଜଧାନୀରେ ବିଳମ୍ବିତ ରାତିରେ ଆତଙ୍କ ଖେଳାଉଥିଲା କେବିଏନ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ବୁବୁ । ଆଗରୁ…

ବାହାଘରକୁ ଅତିଥି ହୋଇ ଆସି ଦୁଇ ଲକ୍ଷ ଟଙ୍କାର ଗହଣା ଭର୍ତି ବ୍ୟାଗ ଲୁଟିନେଲେ ଦୁବୃର୍ତ୍ତ

ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ଲୁଟାରେ । ରାଜଧାନୀ ଭୁବନେଶ୍ୱର ଅନ୍ତର୍ଗତ କେସୁରା ଅଞ୍ଚଳରୁ ଏକ ବିବାହ ମଣ୍ଡପରୁ ଗହଣା ଲୁଟିନେଲେ ଦୁବୃର୍ତ୍ତ । ପ୍ରାୟ ୨ ଲକ୍ଷ ଟଙ୍କାର ଗହଣା ଲୁଟ ହୋଇଥିବା ସୂଚନା ମିଳିଛି । ବାହାଘର ଚାଲିଥିବା ସମୟରେ ଘର ଲୋକ ଭଳି ବିବାହ ମଣ୍ଡପକୁ ପଶି ଆସି ଜଣେ…

କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି: ପୁଣି ଉଦ୍ଧାର ହେଲେ ଦାଦନ । କିଛି ଦିନ ବ୍ୟବଧାନ ପରେ କଣ୍ଟାବାଞ୍ଜି ରେଳଷ୍ଟେସନରୁ ଏହି ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇଛି। ଏହି ରେଳ ଷ୍ଟେସନରୁ ୧୪ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ୧୪ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଏମାନଙ୍କୁ…