Latest Odisha News

BREAKING NEWS

Browsing Category

ସହର

City

ବନ୍ଦ ହେଲା ଶିଶିର ସରସ ମେଳା

ଭୁବନେଶ୍ୱର: ବନ୍ଦ ହେଲା ଶିଶିର ସରସ ମେଳା । କେଭିଡ ଗାଇଡ଼ ଲାଇନ ଉଲ୍ଲଂଘନ ଅଭିଯୋଗରେ କମିଶନରେଟ୍ ପୋଲିସ ବନ୍ଦ କଲା ମେଳା । ରାଜ୍ୟ ସରକାର କୋଭିଡ ଗାଇଡଲାଇନରେ ମେଳା ମହତ୍ସବ କରିବାକୁ ସମ୍ପୂର୍ଣ୍ଣ ବାରଣ କରିଥିଲେ, ହେଲେ ଏଠି କାହା ଅନୁମତିରେ ଶିଶିର ସରସ ମେଳା ହୋଇଥିଲା ତାହା ଏବେବି ପ୍ରଶ୍ନ…

[ଭିଡିଓ] ଓବିସି ପ୍ରସଙ୍ଗକୁ ନେଇ ଶାସକ ଦଳ ଉପରେ ପୁଣି ବର୍ଷିଲା ବିଜେପି

ଭୁବନେଶ୍ୱର : ଓବିସି ପ୍ରସଙ୍ଗକୁ ନେଇ ଶାସକ ଦଳ ଉପରେ ବର୍ଷିଲା ବିଜେପି । ରାଜ୍ୟ ସରକାର ପଛୁଆ ବର୍ଗଙ୍କୁ ପଛକୁ ଠେଲିଦେଉଥିବା କଥା  କହିଛି ବିଜେପି । ସଂଖ୍ୟାଧିକ ମାନଙ୍କୁ ସାମ୍ବିଧାନିକ ଅଧିକାର ଦେବାକୁ କାହିଁକି କୁଣ୍ଠିତ ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିଜେପି ଓବିସି…

ପ୍ରଫେସର ବିଭୂତି ଭୂଷଣ ପ୍ରଧାନ ଓ ପ୍ରଫେସର ଗଙ୍ଗାଧର ସାହୁ SOAର ପ୍ରୋ- ଭାଇସ ଚାନ୍ସେଲର ନିଯୁକ୍ତ

ଭୁବନେଶ୍ୱର:ସୋଆର ପ୍ରୋ- ଭାଇସ ଚାନ୍ସେଲର ନିଯୁକ୍ତ । ପ୍ରଫେସର ବିଭୂତି ଭୂଷଣ ପ୍ରଧାନ ଓ ପ୍ରଫେସର ଗଙ୍ଗାଧର ସାହୁଙ୍କୁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟର ପ୍ରୋ- ଭାଇସ ଚାନ୍ସେଲର ଭାବେ ନିଯୁକ୍ତ କରାଯାଇଛି । ପ୍ରଫେସର ପ୍ରଧାନ ବର୍ତ୍ତମାନ ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ଭାବେ…

୭ ଦିନ ଧରି ଗୃହ ବନ୍ଦୀ ଜଣେ ବୃଦ୍ଧା ଓ ତାଙ୍କ ପୁଅ

ଭୁବନେଶ୍ୱର: ଘର ଭି୍ତରେ ବନ୍ଦୀ ହୋଇ ରହିଛନ୍ତି ଜଣେ ବୃଦ୍ଧା। ଖାଲି ବୃଦ୍ଧା ନୁହନ୍ତି ବୃଦ୍ଧାଙ୍କ ସହିତ ତାଙ୍କ ପୁଅ ବି ବନ୍ଦୀ ହୋଇରହିଛି । ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏହି ଅଭାବନୀୟ ଘଟଣା। ୭ ଦିନ ହେଲା ଘର ଭିତରେ ବନ୍ଦୀ ହୋଇ ରହିଛନ୍ତି ୭୬ ବର୍ଷୀୟା ବୃଦ୍ଧା ଓ ତାଙ୍କ ପୁଅ ।…

ନୂଆବର୍ଷରେ ୧୦୦ ଦିବସୀୟ ପଠନ ଅଭିଯାନ ‘ପଢେ ଭାରତ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ନୂଆଦିଲ୍ଲୀ : ବହି ପଢିବା ନୀତିଦିନିଆ ଅଭ୍ୟାସରେ ପରିଣତ କରିବାକୁ ଯୁବ ପିଢିଙ୍କୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇଂରାଜୀ ନବ ବର୍ଷ ଅବସରରେ ରଷ୍ଟ୍ରୀୟ ଶିକ୍ଷାନୀତି ୨୦୨୨…

ଛେଳିଚୋରି କରିବା ଅଭିଯୋଗରେ ନିଲମ୍ବନ ହେଲେ ସିନ୍ଧିକେଲା ଥାନା ଏଏସଆଇ

ବଲଙ୍ଗୀର : ଛେଳି ଚୋରି କରିବା ଏଏସଆଇଙ୍କୁ ପଡିଲା ମହଙ୍ଗା । ଛେଳି ଚୋରି କରି ବଲଙ୍ଗୀର ସିନ୍ଧିକେଲା ଥାନା ଏଏସଆଇ ସୁମନ ମଲ୍ଲିକ ନିଲମ୍ବିତ ହୋଇଛନ୍ତି । ଶୁକ୍ରବାର ରାତିରେ ସିନ୍ଧିକେଲା ଏଏସଆଇ ସୁମନ ମଲ୍ଲିକ ଛେଳି ଚୋରି କରି ଭୋଜି କରିବା ତାଙ୍କ ନାଁ ରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ…

[ଭିଡିଓ] ନୂଆବର୍ଷରେ ମହାପ୍ରଭୁଙ୍କୁ ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ନୂଆବର୍ଷରେ ମହାପ୍ରଭୁ ଜଗନ୍ନାଥଙ୍କର ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ନୂଆ ବର୍ଷରେ ନବୀନ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ଓଡିଶାବାସୀଙ୍କର ମଙ୍ଗଳ କାମନା କରି ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ। ୨୦୨୨…

ନୂଆବର୍ଷରେ ଘଟଗାଁ ମା’ ତାରିଣୀଙ୍କ ସୁନାବେଶ

କେନ୍ଦୁଝର : ନୂଆବର୍ଷରେ ଖାଁ ଖାଁ ଲାଗୁଛି ମା ତାରିଣୀ ପୀଠ । କେନ୍ଦୁଝର ଘଟଗାଁ ଅଧିଷ୍ଟାତ୍ରୀ ଦେବୀ ମା ତାରିଣୀଙ୍କ ଆଜି ସୁନାବେଶ ଅନୁଷ୍ଠିତ ହୋଇଛି । ହେଲେ ନୂଆବର୍ଷ ଉପଲକ୍ଷେ କଟକଣା ଜାରି ହେବା ପରେ ଭକ୍ତମାନେ ଏହି ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ସକାଳୁ ମା’ ଙ୍କ ପୂଜାର୍ଚ୍ଚନା ସାରିବା…

ଆଇସକ୍ରିମ କାଠି କଳାକୃତିରେ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ଯୁବଶିଳ୍ପୀ ବିଶ୍ୱଜିତ

ପୁରୀ : ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ପୁରୀ ସିଦ୍ଧ ମହାବୀର କୁମୁଟି ପାଟଣା ଅଞ୍ଚଳର ଯୁବଶିଳ୍ପୀ ବିଶ୍ୱଜିତ ନାୟକ ଆଇସକ୍ରିମ କାଠି ମାଧ୍ୟମରେ ନିଆରା କଳାକୃତି କରିଛନ୍ତି । ସମସ୍ତଙ୍କୁ ନୂତନ ବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ବିଶ୍ୱଜିତ୍ । ୨୭୫ ଟି ଆଇସି କ୍ରିମ କାଠିରେ…

ଘରୋଇ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ନୂଆବର୍ଷରେ ଜୀବନ ହାରିଲେ ଛାତ୍ରୀ । ଭୁବନେଶ୍ୱରରେ ଘରୋଇ କଲେଜ ହଷ୍ଟେଲରୁ ଜଣେ ଛାତ୍ରୀଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଇନଫୋସିଟି ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଏହି ଘଟଣା ଘଟିଛି । ମୃତ ଛାତ୍ରୀ ଜଣଙ୍କ ଏମବିଏ ଦ୍ୱିତୀୟ ବର୍ଷରେ ପଢୁଥିଲେ । ଖବର…