Latest Odisha News

BREAKING NEWS

Browsing Category

ନିର୍ବାଚନ ୨୦୨୪

ପଦରୁ ଇସ୍ତଫା ଦେଲେ ଭକ୍ତ ଦାସ

ଭୁବନେଶ୍ବର: ପଦରୁ ଇସ୍ତଫା ଦେଲେ ଭକ୍ତ ଚରଣ ଦାସ । ଚଳିତ ନିର୍ବାଚନରେ କଂଗ୍ରେସ ଦଳର ଖରାପ ପ୍ରଦର୍ଶନ ପରେ ଆଜି ନିଜର ପ୍ରଚାର କମିଟି ଅଧ୍ୟକ୍ଷ ପଦ ଛାଡ଼ିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ । ସେ ପ୍ରଦେଶ କଂଗ୍ରେସ କମିଟିର ପ୍ରଚାର କମିଟି ଅଧ୍ୟକ୍ଷ ରହିଥିଲେ । ଅଧ୍ୟକ୍ଷ ପଦ ଛାଡ଼ିବା…

ଶପଥ ପରେ ମୋଦୀଙ୍କ ପ୍ରଥମ ଦସ୍ତଖତ, ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା

ନୂଆଦିଲ୍ଲୀ: ଶପଥ ପରେ ମୋଦୀଙ୍କ ପ୍ରଥମ ଦସ୍ତଖତ । କୃଷକଙ୍କ ଆକାଉଣ୍ଟକୁ ଟଙ୍କା ଯିବା ନେଇ ଜାରି କଲେ ନିର୍ଦ୍ଦେଶନାମା । ଗତକାଲି ଶପଥ ଗ୍ରହଣ ପରେ ଆଜି ପ୍ରଧାନମନ୍ତ୍ରୀ ପ୍ରଥମ ଫାଇଲରେ ନିଜର ଦସ୍ତଖତ ମାରିଛନ୍ତି । ଯାହା କୃଷକଙ୍କ ସହ ଜଡିତ । ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଦସ୍ତଖତରେ ପିଏମ୍…

ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ନେଇ ବଢୁଛି ଉତ୍କଣ୍ଠା, ଦିଲ୍ଲୀରୁ ଫେରି କିଛି ଏମିତି କହିଲେ ସୁରେଶ ପୂଜାରୀ…….

ଭୁବନେଶ୍ବର: ରବିବାର ସରିଯାଇଛି ମୋଦୀ ସରକାରଙ୍କ ତୃତୀୟ ପାଳି ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ । ଏହାରି ଭିତରେ ଓଡିଶାର ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ନିଯୁକ୍ତ ହୋଇଛନ୍ତି ଦୁଇଜଣ ପର୍ଯ୍ୟବେକ୍ଷକ । ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି…

ବସିବ ମୋଦୀ ୩.୦ କ୍ୟାବିନେଟର ପ୍ରଥମ ବୈଠକ

ନୂଆଦିଲ୍ଲୀ: ଆଜି ବସିବ ତୃତୀୟ ପାଳି କ୍ୟାବିନେଟର ପ୍ରଥମ ବୈଠକ । ମୋଦୀ ୩.୦ ସରକାର ଶପଥ ଗ୍ରହଣ ପରେ ଆଜି ପ୍ରଥମ କ୍ୟାବିନେଟ୍ ବୈଠକ ବସିବାକୁ ଯାଉଛି । ସନ୍ଧ୍ୟା ୫ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନିଜର ଲୋକ କଲ୍ୟାଣ ମାର୍ଗ ବାସଭବନରେ ବସିବ ଏହି କ୍ୟାବିନେଟ୍…

ମୋଦିଙ୍କ କ୍ୟାବିନେଟରେ ସାମିଲ ହେଲେ ଓଡ଼ିଶାର ୩ ସାଂସଦ

ଭୁବନେଶ୍ୱର : ମୋଦିଙ୍କ କ୍ୟାବିନେଟରେ ସାମିଲ ହେଲେ ଓଡ଼ିଶାର ୩ ସାଂସଦ | ଓଡିଶାରୁ ଏଥିରେ ସାମିଲ ଅଛନ୍ତି ବିଜେପି ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ୬ଷ୍ଠ ଥର ପାଇଁ ସୁନ୍ଦରଗଡ଼ରୁ ସାଂସଦ ହୋଇଥିବା ଜୁଏଲ ଓରାମ ଓ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ | ପୁଣି ତୃତୀୟ ଥର ପାଇଁ…

ଆରମ୍ଭ ହେଲା ମୋଦି ୩.୦, ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମୋଦି

ନୂଆଦିଲ୍ଲୀ: ପୁଣି ତୃତୀୟ ଥର ପାଇଁ ଆରମ୍ଭ ହେଲା ମୋଦି ସରକାରଙ୍କ ଶାସନ | ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀଭାବେ ତୃତୀୟ ଥର ପାଇଁ ଶପଥ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ରାଷ୍ଟ୍ରପତି ଭବନରେ ପାଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ପ୍ରଥମ ଥର…

ମୋଦିଙ୍କ କ୍ୟାବିନେଟରେ ସାମିଲ ହେବାକୁ ମନାକଲେ ପ୍ରଫୁଲ୍ଲ ପଟେଲ

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣକୁ ଆଉ କିଛି ମୁହୂର୍ତ୍ତ | ଏହାରି ଭିତରେ ଏନଡିଏ ମେଣ୍ଟରେ ଆରମ୍ଭ ହେଲାଣି କନ୍ଦଳ | ମୋଦି ୩.୦ କ୍ୟାବିନେଟରେ ସାମିଲ ହେବାକୁ ମନ କରିଦେଇଛନ୍ତି ଏନସିପି (ଅଜିତ ପାୱାର ଦଳ)ର ନେତା ତଥା ରାଜ୍ୟସଭା ସାଂସଦ ପ୍ରଫୁଲ୍ଲ…

ମୋଦିଙ୍କ ନୂଆ କ୍ୟାବିନେଟରୁ ହଟିଲେ ସ୍ମୃତି ଓ ଅନୁରାଗ

ନୂଆଦିଲ୍ଲୀ : ଗଣତି ଆରମ୍ଭ ହୋଇଗଲାଣି | ଆରମ୍ଭ ହେବାକୁ ଯାଉଛି ମୋଦି ୩.୦ କାଳ | ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି | ଏହା ସହିତ ଶପଥ ନେବେ ପ୍ରାୟ ୬୫ କ୍ୟାବିନେଟ ମନ୍ତ୍ରୀ | ସେଥିପାଇଁ ପୁନଃଗଠିତ ହୋଇଯାଇଛି ମୋଦି ସରକାରଙ୍କ ନୂଆ…

ମୋଦି ୩.୦ କ୍ୟାବିନେଟ୍‌; କେଉଁ ରାଜ୍ୟରୁ କିଏ ହୋଇଛନ୍ତି ମନ୍ତ୍ରୀ? ଜାଣନ୍ତୁ….

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି | ଆଉ ମାତ୍ର କେଇଟା ମୁହୂର୍ତ୍ତ | ଏହା ସହିତ ଶପଥ ନେବେ ନୂଆ କ୍ୟାବିନେଟ ମନ୍ତ୍ରୀ | ଏହା ପୂର୍ବରୁ କେନ୍ଦ୍ର କ୍ୟାବିନେଟକୁ ନେଇ ସମସ୍ତ କଳ୍ପନା ଜଳ୍ପନା ଉପରେ ପଡିଛି ପୂର୍ଣ୍ଣଛେଦ | ଆସିଯାଇଛି କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ…

ମୋଦି କ୍ୟାବିନେଟର ସବୁଠୁ ସାନ ସାଂସଦ ରାମ ମୋହନ ନାୟଡୁ, ଜାଣନ୍ତୁ କିଏ……..

ନୂଆଦିଲ୍ଲୀ : ମୋଦୀ ସରକାର ୩.୦ରେ ସାମିଲ ହେବାକୁ ଯାଉଛନ୍ତି ତେଲୁଗୁ ଦେଶମ ପାର୍ଟିର ବା ଟିଡ଼ିପିରୁ ଦୁଇ ସାଂସଦ | କ୍ୟାବିନେଟ ମନ୍ତ୍ରୀ ଭାବେ ସାମିଲ ହେବେ କଂଜରାପୁ କ୍ୟାବିନେଟ ମନ୍ତ୍ରୀ ଟିଡିପିର ରାମ ମୋହନ ନାୟଡୁ ଏବଂ ଚନ୍ଦ୍ରଶେଖର ପେମ୍ମାସାନୀ | ଆଜି ମୋଦିଙ୍କ ଶପଥ ଗ୍ରହଣ ପରେ ରାଜ୍ୟ…