Latest Odisha News

BREAKING NEWS

Browsing Category

ଶ୍ରାଦ୍ଧ ବାର୍ଷିକୀ

ବ୍ୟାସକବିଙ୍କ ୧୦୫ ତମ ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବନେଶ୍ବର : ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦ ଆନୁକୂଲ୍ୟରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୦୫ ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସଂସଦ ପକ୍ଷରୁ ବାଣୀବିହାର ପରିସରରେ ବ୍ୟାସକବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଏକ ସାରସ୍ଵତ ସଭା…

ଗୁରୁ କେଳୁଚରଣ ମହାପାତ୍ରଙ୍କ ୧୯ତମ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ଵର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କ ୧୯ତମ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଓଡ଼ିଶୀ ଗବେଷଣା କେନ୍ଦ୍ର ଛାତ୍ରୀ ସ୍ମୃତିରେଖା ପ୍ରତିହାରୀଙ୍କୁ ଗୁରୁ କେଳୁଚରଣ ସ୍ମୃତି ସମ୍ମାନ ପ୍ରଦାନ…

ଗୋବିନ୍ଦ ଚନ୍ଦ୍ର ମାହୁନ୍ତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସ୍ମୃତି ସଭା ଆୟୋଜିତ

ଭୁବନେଶ୍ୱର : ବିଶିଷ୍ଟ ଭାଷା ଯୋଦ୍ଧା, ଓଡ଼ିଆ ସାହିତ୍ୟ, ସଂସ୍କୃତିପ୍ରେମୀ, ସମାଜସେବୀ ତଥା ବହୁମୁଖୀ ପ୍ରତିଭାର ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମାହୁନ୍ତଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିଚାରଣ ସଭା ସ୍ଥାନୀୟ ବୁଦ୍ଧମନ୍ଦିରଠାରେ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଓ ଅଭିମନ୍ୟୁ…

ଉତ୍କଳ ସମ୍ମିଳନୀ ପକ୍ଷରୁ ଫକୀର ମୋହନଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

କଟକ : ଉତ୍କଳ ସମ୍ମିଳନୀ, କଟକ ପକ୍ଷରୁ ବ୍ୟାସକବି ଫକୀର ମୋହନ ସେନାପତିଙ୍କର ୧୦୪ତମ ଶ୍ରାଦ୍ଧ ବାର୍ଷିକୀ ତେଲେଙ୍ଗା ବଜାର ରଘୁନାଥଜୀଉ ମନ୍ଦିରଠାରେ ପାଳିତ ହୋଇଯାଇଛି। ଶରତ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରବି ରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବରେ, ବିଚିତ୍ରା…

ବ୍ୟାସକବି ଫକୀର ମୋହନଙ୍କ ୧୦୪ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଭୁବନେଶ୍ୱର : ବ୍ୟାସ କବି ଫକୀର ମୋହନ ସ୍ମୃତି ସଂସଦ, ଭୁବନେଶ୍ୱର ଆନୁକୂଲ୍ୟରେ ବ୍ୟାସ କବିଙ୍କ ୧୦୪ ତମ ଶ୍ରାଦ୍ଧ ବର୍ଷିକୀ ପାଳିତ ହୋଇଯାଇଛି। ଜୀବନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ଵତ ସଭାରେ ଫକୀର ମୋହନ ବିଶ୍ୱ ବିଦ୍ୟାଳୟର କୁଳପତି ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ…

ଆଜି ଭଗବାନ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ: ଯାହାଙ୍କ ପାଇଁ ପ୍ରମାଦ ଗଣୁଥିଲେ ଇଂରେଜ ଶାସକ…

– ଦେବଦତ୍ତ ରଥ ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଭାରତର ପୁର୍ବାଞ୍ଚଳର ଘଞ୍ଚ ଜଙ୍ଗଲ ମଧ୍ୟରେ ଯେଉଁ ବିପ୍ଲବର ସ୍ୱର ଝଙ୍କୁତ ହୋଇଥିଲା, ‘ଆବୁଆ ରାଜା ଇତେ ଜାନା, ମହାରାନୀ ରାଜ ଟୁଡୁ ଜାନା’ (ମହାରାଣୀଙ୍କ ସାମ୍ରାଜ୍ୟ ପତନ ହେଉ ଏବଂ ଆମ ସାମ୍ରାଜ୍ୟର ପ୍ରତିଷ୍ଠା ହେଉ)। ଯାହା ଥିଲା ବ୍ରିଟିଶ୍…

ମନୋଜ୍ଞ ମନୀଷୀ ମନୋଜ ଦାସ

ମନୋଜ ଦାସଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ  ମନୋଜ ଦାସ ବାଲେଶ୍ୱର ଜିଲ୍ଲାର ଶଙ୍ଖାରି ଗ୍ରାମଠାରେ ୧୯୩୪ ମସିହା ଫେବୃଆରୀ ୨୭ ତାରିଖଦିନ ବାଲେଶ୍ବର ଶଙ୍ଖାରି ଗ୍ରାମ ର ସଂଭ୍ରାନ୍ତ ପରିବାରରେ ପିତା ଏବଂ ମାତା କାଦମ୍ବିନୀ ଦେବୀ ଙ୍କ କୋଳରେ…

ଓଡ଼ିଶା ଶାସନରେ ପ୍ରଥମ କୃଷିନୀତିର ପ୍ରବର୍ତ୍ତକ ଜାନକୀ ବଲ୍ଲଭ ପଟ୍ଟନାୟକ

ଅମୀୟ କୁମାର ପଟ୍ଟନାୟକ  ସାଧାରଣ ମଧ୍ୟବିତ୍ତ ପରିବାରରେ ଜନ୍ମ ଲାଭ କରି, ଅସାଧାରଣ ପ୍ରଜ୍ଞା, ପ୍ରତିଭା, ନିଷ୍ଠା ଓ ସାଧନା ବଳରେ ସଫଳତାର ଶୀର୍ଷ ଛୁଇଁଥିବା ଜଣେ ବିରଳ ବ୍ୟକ୍ତିତ୍ୱ ଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ । ଏକାଧାରରେ ସେ ଜଣେ ପ୍ରତିଷ୍ଠିତ ରାଜନିତୀଜ୍ଞ, ଯଶସ୍ୱୀ ସାମ୍ବାଦିକ,…