Latest Odisha News

BREAKING NEWS

Browsing Category

ଆଲେଖ

ମକର ମେଳା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ବର୍ଷକୁ ଥରେ ମକର ଯାତ୍ରା । ସେଥିପାଇଁ ଯିଏ ଯେଉଁଠି ଥିଲେ ସମସ୍ତେ ଗାଁକୁ ଆସିଛନ୍ତି। କେବଳ ଏବେ ନୁହେଁ, ଶହ ଶହ ବର୍ଷ ଧରି ଚାଲି ଆସିଛି ଏହି ପରମ୍ପରା। ଗାଁର ମହାଦେବଙ୍କ ମନ୍ଦିରରେ ବାର୍ଷିକ ଉତ୍ସବ ମକର ମେଳା। ଗାଁର ଈଷ୍ଟଦେବତାଙ୍କ ଏ…

ସାଧାରଣ ଲୋକଙ୍କ ନ୍ୟାୟିକ ଅଧିକାର ଓ ଗାନ୍ଧୀ

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ ସ୍ୱାଧୀନତା ସହ ନ୍ୟାୟିକ ଅଧିକାର ଜଡିତ । ସାଧାରଣ ଲୋକଟିଏ ଯଦି ନ୍ୟାୟ ପାଇବାରୁ ବଞ୍ଚିତ ହୁଏ, ତେବେ ତାହାର ବ୍ୟକ୍ତିଗତ ସ୍ୱାଧୀନତା ଏବଂ ଧନ ଓ ଜୀବନ ଉପରେ ଥିବା ଅଧିକାର ସଙ୍କୁଚିତ ହୁଏ । ତେଣୁ ଆମ ଗଣତନ୍ତ୍ରରେ ବ୍ୟବସ୍ଥାପିକା…

ମିହିର ଦାସଙ୍କ ସାମ୍ବାଦିିକତା ଆଉ ‘କିନ୍ତୁ’ : ‘ଚିତ୍ର ଲହରୀ’

ଛାୟାଲିପି : ଭାଗ ସତର  ମିହିର ଦାସ ଚାଲିଗଲେ ଆଜି ! ଆଜି ଘୋର ଦୁର୍ଦ୍ଦିନରେ, ତାଙ୍କୁ ସ୍ମରଣ କରି କେତେକେତେ ଶ୍ରଦ୍ଧାଞ୍ଜଳି ଓ ଶୋକାଞ୍ଜଳି ଅର୍ପଣ ହୋଇଛି, କେତେ କେତେ ଧାର ଲୁହରେ ଓଦା ହୋଇଛି ଛାତି ଆଉ ମନ, କେତେ କେତେ ଦୀର୍ଘଶ୍ୱାସରେ ଉନ୍ମନା ହୋଇଛି କେତେ ହୃଦୟ ତା’ର ଇୟତ୍ତା ନାହିଁ ।…

ଧନବାଦୀ ଦୁନିଆରେ ଜନବାଦୀ ସାହିତ୍ୟ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ଧନବାଦୀ ସମାଜ ମୁଷ୍ଟିମେୟ ମୁନାଫାଖୋର ମହାଜନ ଓ ମାଫିଆର ମିଳିତ ଚକ୍ର ଦ୍ୱାରା ଚାଳିତ ଓ ପରିଚାଳିତ ଏକ ଜଡ଼ବାଦୀ ସମାଜ  । ଚେତନା ଉପରେ ଧଳା ଚାଦରଟାଏ ଢାଙ୍କିଦେଇଥିବା ଏ ସମାଜର ମୂଳଧନ ହେଉଛି ଗୁପ୍ତଧନ  । ଏ ଗୁପ୍ତଧନ ଆସିଥାଏ କେଉଁଠୁ…

ଭରସା ତୁଟିଲା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଯଦୁପୁର ଗାଁରେ ମନ୍ଦିର କଥା ବୁଝୁଛନ୍ତି ବାନାମ୍ବର ବାବୁ। ଗାଁ ଜନ୍ତାଳଠୁ ଆରମ୍ଭ କରି କାହାର ପୁଅ ଝିଅ ବାହାଘର ହେଉ ବା ଓପାସ ବାରବ୍ରତ। ସବୁକଥାରେ ବାନାମ୍ବରଙ୍କୁ ଖୋଜନ୍ତି ଲୋକେ। ଗାଁ ମନ୍ଦିରରେ ଭୋଗ ଲଗାଇବାଠୁ ଆରମ୍ଭ କରି ବିଭିନ୍ନ…

ଜୀବନରେ ସଂଘର୍ଷ ଜରୁରୀ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… ଆମ ଜୀବନରେ ଆମେ ପିଲାମାନଙ୍କ ପାଇଁ ସବୁ କିଛି କିରବାକୁ ଚାହୁଁଛେ । ସବୁ ସୁବିଧା ସୁଯୋଗ ଆମେ ପିଲାମାନଙ୍କ ହାତ ପାହାନ୍ତାରେ ପହଞ୍ଚେଇବା ପାଇଁ ଜୀବନ ତମାମ୍‌ ପରିଶ୍ରମ କରି ଚାଲୁଛେ । ନିଜେ ନଖାଇ ନପିଇ, ଭଲ ନପିନ୍ଧି, ନିଜ…

ସମୟର ସଭାକବି ସଚ୍ଚି ରାଉତରାୟ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ସଚ୍ଚି ରାଉତରାୟ କେବଳ ଓଡ଼ିଆ ସାହିତ୍ୟରେ ଜନମାନସର ମନସ୍କ ମନୀଷୀ ରୂପେ ପରିଗୃହୀତ ନୁହନ୍ତି, ତାହା ନୁହେଁ ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ ତାଙ୍କର ସୁଖ୍ୟାତି ସମ୍ପ୍ରସାରିତ । ଆନ୍ତର୍ଜାତିକ ସାହିତ୍ୟର ଗତିଧାରା ସହିତ ସଂଯୋଗ…

ସାହିତ୍ୟ ପରିକ୍ରମା ୨୦୨୧

ପରିବର୍ତ୍ତନ ହିଁ ସୃଷ୍ଟିର ନିୟମ। ଏହି ପରିପ୍ରେକ୍ଷୀରେ ପ୍ରତି ମୁହୂର୍ତ୍ତରେ ପୃଥିବୀର କୋଣ ଅନୁକୋଣରେ କିଛି ନା କିଛି ପରିବର୍ତ୍ତନ ଘଟୁଥାଏ। ସମୟ ସହ ନୂଆ ନୂଆ ଘଟଣାବଳୀର ଫର୍ଦ୍ଦସବୁ ଯୋଡ଼ି ହେଉଥାଏ ପୁଣି କିଛି ଇହିହାସର ପୃଷ୍ଠାରେ ପରିବର୍ତ୍ତିତ ହେଉଥାଏ। ଆଜି ୨୦୨୧ର ଶେଷ ଦିନ। ଗୋଟିଏ ବର୍ଷ…

ଆତ୍ମହତ୍ୟା ନାଟକ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ସେତେବେଳେ ସ୍କୁଲ କଲେଜ ସବୁ ବନ୍ଦ। ବାର୍ଷିକ ପରୀକ୍ଷା ପରେ ଖରାଛୁଟିରେ ସମସ୍ତଙ୍କ ପାଖରେ ପ୍ରାୟ କୌଣସି କାମ ନାହିଁ। ଏହି ସମୟକୁ ଆମେ ଗାଁ ପିଲାମାନେ ଦୁଇଟା ଉପାୟରେ ବିନିଯୋଗ କରୁ। ଦିନବେଳେ ଘରେ ପେଟେ ପଖାଳ ଟାଙ୍କିଦେଇ ଗାଁ ପାହାଡ଼…

ବିଦାୟୀ ବର୍ଷର କିଛି କଥା କିଛି ବ୍ୟଥା

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ବିଗତ ବର୍ଷଗୁଡିକର କ୍ୟାଲେଣ୍ଡର ବଦଳି ଯାଇଥିଲେ ବି ଯେମିତି ସମାଜ ଦ୍ରୁତ ଗତିରେ ବୃଦ୍ଧି ପାଇଛି, ସେମିତି ସମସ୍ୟାର ବଳୟ ଭିତରେ ମଣିଷ ଅଣନିଃଶ୍ବାସୀ ହୋଇ ପଡ଼ୁଛି । ଜଣାପଡୁଛି ଯେ ହିଂସା କେବଳ ଭୟ, ଅସତ୍ୟ ଏବଂ ଆକ୍ରୋଶର ପ୍ରାଧାନ୍ୟ ଦେଇନାହିଁ, ବରଂ…