ବନ କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ନିସ୍ତୁକ ମାଡ଼, ପୋଡୁ ଚାଷ ଓ ଜଙ୍ଗଲ କଟାକୁ ବିରୋଧ କରିବାରୁ ଗଛରେ ବାନ୍ଧି...

ମାଲକାନଗିରି: ମାଲକାନଗିରି ତେଲେଙ୍ଗାନା ସୀମାନ୍ତ କୋତ୍ତାଗୁଡେମା ଜିଲ୍ଲାରେ ଅଭାବନୀୟ ଘଟଣା । ବନ କର୍ମଚାରୀଙ୍କୁ ଆଦିବାସିଙ୍କ ଆକ୍ରୋଶର ସାମନା କରିବାକୁ ପଡିଛି । ଫରେଷ୍ଟରଙ୍କ ହାତକୁ ଦୌଡିରେ ବାନ୍ଧି ଜଙ୍ଗଲ ଭିତରେ ଏକ ଗଛରେ ବାନ୍ଧି ଠେଙ୍ଗାରେ ନିସ୍ତୁକ ଭାବେ ମାଡ ମାରିଛନ୍ତି...

୧୧ ଦଫା ଦାବି ନେଇ ଗର୍ଜିଲେ ବିଚ୍ଛିନ୍ନାଞ୍ଚଳବାସୀ, ସରକାରଙ୍କ ବିରୋଧରେ ନାରାବାଜି

କୋରୁକୋଣ୍ଡା: ଆଜି ବିଭିନ୍ନ ଦାବି ନେଇ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ମାଲକାନଗିରି ବିଚ୍ଛିନ୍ନାଞ୍ଚଳର ଅଧିବାସୀ । ସେମାନେ ସରକାରଙ୍କ ସାମ୍ନାରେ ୧୧ ଦଫା ଦାବି ରଖିଛନ୍ତି । ଅଙ୍ଗୁରଗୁଡା, ଅମ୍ବିଲିବେଡା, ସାନ୍ଅମ୍ବିଲିବେଡା, ଟିକରପଡା, ଖଜୁରୀଗୁଡା, ଗଙ୍ଗାପଡା, ଜଲାଗୁଡା, ବାଟାଗୁଡା ଭଳି ଅନେକ ଗାଁର...

ଅଲିଭା ସ୍ୱାକ୍ଷର

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ଗାଁ ସ୍କୁଲରେ ମୁଁ ତୃତୀୟ ଶ୍ରେଣୀରେ ପଢୁଥାଏ । ଆମ ଗାଁର ଆଖପାଖ ଗାଁରେ ଆଉ କୌଣସି ପ୍ରାଥମିକ ବିଦ୍ୟାଳୟ ନଥିଲା ସେତେବେଳେ । ସେଥିପାଇଁ ପ୍ରାୟ ପାଞ୍ଚ ଛଅ ଖଣ୍ଡ ଗାଁର ପିଲାମାନେ...

କୂଅ ଖୋଳିଲା ବେଳେ ଖସିଲା ମାଟି ଅତଡା, ଚାପି ହୋଇ ଶ୍ରମିକ ମୃତ 

ଢେଙ୍କାନାଳ: ଢେଙ୍କାନାଳ କାମାକ୍ଷାନଗର ଥାନା ଆଳତୁମା ଗାଁରେ ଅଘଟଣ । କୂଅ ଖୋଳୁଥିବା ବେଳେ ମାଟି ଅତଡା ଧସି କୂଅ ଭିତରେ ଫସିଥିବା ଜଣେ ଶ୍ରମିକ ମୃତ ହୋଇଛି । ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଦମକଳ ବାହିନୀ ଓ ୩ଟି ଜେସିବି...

ଗାଁ ସ୍କୁଲରେ ତାଲା

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ମାମୁଁ ଘର ଗାଁ ନବୀନପୁର । ପିଲାଦିନେ ମାଆ ସାଙ୍ଗରେ ଯାଉଥିଲି । ଦିନେ ଦି ଦିନ ରହିବା ପରେ ପୁଣି ଗାଁରୁ ଜେଜେଙ୍କ ଡାକରା ଯାଏ । ତେଣୁ ମାଆ ବାପଘର ଛାଡ଼ିବାକୁ...

ବାହୁଡ଼ିବ କି ବୋହୂଚୋରି?

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ଅନେକ ଦିନ ପରେ ଏଥର ମୁଁ ଗାଁକୁ ଯାଇଥିଲି । ଗାଁରେ ପହଞ୍ଚିଲା ବେଳକୁ ବେଳ ନଇଁ ଆସୁଥିଲା। ଗାଁ ଛକରେ ବସରୁ ଓହ୍ଲାଇଲା ବେଳକୁ ବଡ଼ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିଲେ ମୋ...

ମାଗଣା ଖିଆ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ବୃନ୍ଦାବନ ବାଡ଼ତ୍ୟାଙ୍କ ପାଞ୍ଚ ପୁଅ । ସବା ସାନକୁ ୧୭ ବର୍ଷ, ଆଉ ସବା ବଡ଼କୁ ୨୩ । ତା ମାନେ କହିବାକୁ ଗଲେ ବର୍ଷେ ଲେଖାଏଁ ଅନ୍ତରରେ ପାଞ୍ଚ ପୁଅ ଜନ୍ମ ଦେଇଥିଲେ...

ପାଣି ଟୋପେ ପାଇଁ ଡହଳବିକଳ ମାଲକାନଗିରି ନାରିଙ୍ଗିଝୋଲା ବାସିନ୍ଦା, ଜଳକଷ୍ଟ ଦୂର କରିବାକୁ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି 

ମାଲକାନଗରି ଜିଲ୍ଲାରେ ଦୁର ହୋଇପାରୁନି ଜଳ ସଙ୍କଟ । ପାଣି ଟୋପେ ଲାଗି ଡହଳ ବିକଳ ହେଉଛନ୍ତି ନାରିଙ୍ଗିଝୋଲା ଗାଁ ଲୋକେ । ପାନୀୟ ଜଳ ଲାଗି ପାହାଡ଼ ଉପର ଥିବା ଏକ ଚୁଆ ଉପରେ ନିର୍ଭର କରୁଛନ୍ତି । ପାଣି ଟୋପେ ପାଇଁ...

ଦୁଇଟା ଜାତିର ମଣିଷ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ବିଶ୍ୱଜିତ୍ ରାଉତରାୟ । ହରିପୁର ଗାଁର ଜଣେ ଜଣାଶୁଣା ଲୋକ । ନ୍ୟାୟ ନିଶାପରେ ଆଖପାଖ ଦଶ ଖଣ୍ଡ ଗାଁର ଲୋକେ ବି ତାଙ୍କୁ ଡାକନ୍ତି । ଗାଁର ସବୁକଥାରେ ଆଗ ଠିଆହୁଅନ୍ତି ବିଶ୍ୱଜିତ୍...

ପାଲା ଦେଖୁଛି କିଏ?

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ବିବସ୍ୱାନ୍ ଓ ବନ୍ଦିତା .. ବିଶ୍ୱାଳ ଘରର ବଡ଼ ପୁଅ-ବୋହୂ । ବାହାଘରର ପନ୍ଦର ବର୍ଷ ବିତିଗଲାଣି । ଷଠୀବୁଢ଼ୀ ମାଆ ଏଯାଏଁ ସେମାନଙ୍କ କୋଳରେ ପିଲାଟିଏ ଦେଇନି । କେତେ ଦିଅଁ ଦେବତା,...

ସାହିତ୍ୟ