Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଶ୍ରୀ ଭାଗବତ ସାର ୧୩: ଜ୍ଞାନ ଓ ବୈରାଗ୍ୟ ପ୍ରଭାବରେ ମଣିଷ ମନରେ ନିଷ୍କାମ ଭକ୍ତି ଜାଗ୍ରତ ହୁଏ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥର ଭକ୍ତି ମାର୍ଗ ଭଗବାନ ଶ୍ରୀକୃଷ୍ଣଙ୍କୁ ନିତ୍ୟ ସତ୍ୟ ଓ ସଂସାର ସମ୍ପୂର୍ଣ୍ଣ ଅନିତ୍ୟ ବୋଲି ଜ୍ଞାନ ପ୍ରଦାନ କରି ସଂସାର ବିଷୟ ବାସନା ପ୍ରତି ବୈରାଗ୍ୟ ସୃଷ୍ଟି କରେ। ଅତଏବ ଜ୍ଞାନ ଓ ବୈରାଗ୍ୟ…

ଶ୍ରୀ ଭାଗବତ ସାର ୧୨: ଶ୍ରୀକୃଷ୍ଣ ଭକ୍ତିରେ ପରିପୂର୍ଣ୍ଣ ଶ୍ରୀମଦ ଭାଗବତ ଗ୍ରନ୍ଥ ହିଁ ଆମର ଆଧାର ଗ୍ରନ୍ଥ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ସ୍ୱୟଂ ଭଗବାନ ସ୍ୱରୂପ ବ୍ୟାସଦେବଙ୍କ ଆନ୍ତରରେ କିପରି ସ୍ପୁରିତ ହେଲା ତାହା ଅବଗତ ହେବା ପରେ ଏତିକି ସ୍ପଷ୍ଟ ହେଲା ଯେ ଶ୍ରୀକୃଷ୍ଣ ହିଁ ପରମ ସତ୍ୟ ଏବଂ ନିଷ୍କାମ ଭକ୍ତି ପାଇବା ପାଇଁ ଏହି ପରମ ସତ୍ୟଙ୍କ…

ଶ୍ରୀ ଭାଗବତ ସାର ୧୧: ଭଗବତ ଭାବ ବର୍ଜିତ ହେଲେ ନିଷ୍କାମ କର୍ମର ମଧ୍ୟ ମୂଲ୍ୟ ନଥାଏ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ସ୍ୱୟଂ ନାରାୟଣଙ୍କ ଠାରୁ ବା ଦ୍ୱାରା ସୄଷ୍ଟ ବୋଲି ଆମେ ଅବଗତ ହେଲେ, ଏହା ମଧ୍ୟ ଜାଣିଲେ ଯେ ଏହା ବ୍ରହ୍ମା ଓ ନାରଦଙ୍କ ଦ୍ୱାରା ସଂସାରର କଲ୍ୟାଣ ଉଦ୍ୟେଶରେ ବିସ୍ତାରିତ ଓ ପ୍ରସାରିତ ହେବା ଉଦ୍ୟେଶରେ…

ଶ୍ରୀ ଭାଗବତ ସାର ୧୦: ସ୍ୱୟଂ ଭଗବାନ ଯେଉଁ ଜ୍ଞାନଅମୃତ ଦାନ କରିଛନ୍ତି ତାର ନାମ ଶ୍ରୀମଦ ଭାଗବତ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ରୂପକ ଅମୃତ ତଥା ମଣିକୁ ଏ ସାରା ସଂସାର କିପରି ପ୍ରାପ୍ତ ହେଲା ତାହା ପ୍ରଯ୍ୟାଲୋଚନା କଲେ ଜଣାଯାଏ ସ୍ୱୟଂ ନାରାୟଣ ଏହାକୁ ସୃଷ୍ଟି ଆରମ୍ଭରେ ବ୍ରହ୍ମାଙ୍କୁ ଶୁଣାଇ ଥିଲେ। ବ୍ରହ୍ମା ଏହାକୁ ନିଜ ପୁତ୍ର…

ଶ୍ରୀ ଭାଗବତ ସାର ୯: “ହେ ଶୁକଦେବ ଆମକୁ କଥାମୃତ ଦିଅ, ଆମେ ତୁମକୁ ଅମୃତ ଦେବୁ”

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥ ଏପରି ରସାଳ ଓ ଭକ୍ତି ରସ ଯୁକ୍ତ ଯେ ଭାଗବତର ମହାତ୍ମ୍ୟ ବର୍ଣ୍ଣନା କରିବାକୁ ଯାଇ କୁହାଯାଇଛି- "କ୍ଵ ସୁଧା କ୍ଵ କଥା ଲୋକେ, କ୍ଵ କାଚ କ୍ଵ ମଣିମହାନ", ଯଦି ସମସ୍ତଙ୍କୁ ଅମରତ୍ୱ ପ୍ରଦାନ କରୁଥିବା…

ଶ୍ରୀ ଭାଗବତ ସାର ୮: ଗୀତା ରୂପକ ଦୁଗ୍ଧରେ ମହୁ ମିଶାଇଲେ ଯାହା ହୁଏ ତାହା ହିଁ ଶ୍ରୀମଦ ଭାଗବତ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ଉତ୍ପତି ସ୍ୱୟଂ ନାରାୟଣଙ୍କ ଉପଦେଶରୁ ହୋଇଛି। ଏହା ଜାଣିବା ପରେ ମନରେ ସ୍ୱତଃ ପ୍ରଶ୍ନ ଉଠେ ବେଦ, ଉପନିଷଦ ସବୁ ଭଗବାନ ମନ୍ୟୁଷଙ୍କୁ ଦେଇ ସାରିବା ପରେ ପୁଣି ବ୍ରହ୍ମାଙ୍କୁ ଭାଗବତ ତତ୍ୱ କାହିଁକି ପ୍ରଦାନ…

ଶ୍ରୀ ଭାଗବତ ସାର ୭: ମନରେ ସାମାନ୍ୟ ଅହଂକାର ଭଗବାନଙ୍କ ନିକଟରେ ପୂର୍ଣ୍ଣ ସମର୍ପିତ ହେବାକୁ ଦେବ ନାହିଁ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଏକ ପ୍ରେମ ପ୍ରଧାନ ଓ ଭକ୍ତି ମାର୍ଗର ଗ୍ରନ୍ଥ। କିନ୍ତୁ ଏହା ଏପରି ସରଳ ଯେ ଏଠାରେ ନବଧା ଭକ୍ତିର ମାର୍ଗ ଅନୁସରଣ କରିବା ଦରକାର ନାହିଁ। କେବଳ ସମର୍ପଣ ହିଁ ଏହାର ଆଧାର। ଏଠାରେ ସମର୍ପଣର ଠିକ ଅର୍ଥ ହେଲା…

ଭାରତ ଇତିହାସର ରହସ୍ୟମୟ ସମ୍ପ୍ରଦାୟ ଆଜିବିକା, ଓଡ଼ିଶାର ଗୁମ୍ଫାରେ ରହୁଥିଲେ ଏମାନେ

ଆଜିବିକା ସମ୍ପ୍ରଦାୟ ଭାରତୀୟ ଇତିହାସରେ ଏକ ରହସ୍ୟମୟ ଓ ଅନନ୍ୟ ଧାର୍ମିକ ସମ୍ପ୍ରଦାୟ। ଯାହା ଖ୍ରୀଷ୍ଟପୂର୍ବ ୬ଷ୍ଠ ଶତାବ୍ଦୀ ସମୟରେ ଜୈନ ଓ ବୌଦ୍ଧ ଧର୍ମ ସହିତ ଏକକାଳୀନ ଉତ୍ଥାନ ଲାଭ କରିଥିଲା। ଏହି ସମ୍ପ୍ରଦାୟର ପ୍ରତିଷ୍ଠାତା ଥିଲେ ମକ୍ଖଲି ଗୋସାଳ (ମସ୍କାରୀ ଗୋଶାଳକ), ଯିଏକି ସେତେବେଳର…

ଶ୍ରୀ ଭାଗବତ ସାର ୬: ଶ୍ରୀମଦ ଭାଗବତ ହେଉଛି ସବୁଠାରୁ ସରଳ ପ୍ରେମ ପ୍ରଧାନ ଓ ଭକ୍ତିର ମାର୍ଗ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ କେବଳ ଭଗବାନ ସ୍ୱରୂପ ବା ଶ୍ରୀଗୁରୁ ସ୍ୱରୂପ ଗ୍ରନ୍ଥ ନୁହେଁ, ଏହା ପ୍ରକୃତରେ ପ୍ରେମ ପ୍ରଧାନ ଗ୍ରନ୍ଥ ସନାତନ ଧର୍ମ ଧାରରେ ବେଦ ଓ ଉପନିଷଦର ଯେପରି ପ୍ରାଧାନ୍ୟ ରହିଛି ସେହିପରି ଶ୍ରୀମଦ ଭାଗବତ ର ମଧ୍ୟ…

ଶ୍ରୀ ଭାଗବତ ସାର ୫: “ଶୁଣ ପରୀକ୍ଷ ନରନାଥ, କୃଷ୍ଣ ଚରିତ ଭାଗବତ”

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ପରି ମହାନ ଗ୍ରନ୍ଥକୁ ଅନେକ ମନୀଷୀ କହିଛନ୍ତି "ଏହି ଗ୍ରନ୍ଥ ଭାଗବତ ହିଁ ଭଗବାନ ଓ ଶ୍ରୀ ଗୁରୁ ସ୍ୱରୂପ ଅଟନ୍ତି।" କାରଣ ଶ୍ରୀମଦ ଭାଗବତ କେବଳ କୃଷ୍ଣ ଚରିତରେ ପୂର୍ଣ୍ଣ ହୋଇଛି, ତେଣୁ ଯଥାର୍ଥରେ ଶ୍ରୀ…