Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଶ୍ରୀ ଭାଗବତ ସାର ୨୦: ପରୀକ୍ଷିତଙ୍କୁ ଜନ୍ମ ମରଣ ଚକ୍ରରୁ ମୁକ୍ତି ଲାଭ କଲା ଶ୍ରୀମଦ ଭାଗବତ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ପୁଣି ଶୁକଦେବ ମହାତ୍ମାଙ୍କ ମୁଖରୁ ଏଭଳି ଅପୂର୍ବ ସୁଯୋଗ କିଏ ବା ହାତଛଡା କରିବ। ଅଠାଅଶୀ ହଜାର ମୁନି ଋଷି ତନ୍ମୟ ହୋଇ ଏହା ଶ୍ରବଣ କଲେ। ଏଥିରୁ ଜଣାଯାଏ ବେଦର ନିଗୁଢ଼ ତତ୍ୱ, ବ୍ରହ୍ମ ସୂତ୍ର ତଥା ଉପନିଷଦର…

ଶ୍ରୀ ଭାଗବତ ସାର ୧୯: ଶ୍ରୀମଦ ଭାଗବତର ଶରଣ ନେବା, ସଂସାର ମାୟା ଭୁଲେଇବା

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥର ପ୍ରତ୍ୟେକ ସ୍କନ୍ଦ ଭଗବାନଙ୍କ ଭିନ୍ନ ଭିନ୍ନ ଅଙ୍ଗ ରୂପେ ପରିକଳ୍ପିତ ହୋଇଛନ୍ତି। ସେହି ଅନୁସାରେ ଶ୍ରୀମଦ ଭାଗବତ ଗ୍ରନ୍ଥ ଏ କଳି ଯୁଗରେ ସ୍ୱୟଂ ଭଗବତ ସ୍ୱରୂପ ଧାରଣ କରି ଜୀବମାନଙ୍କ ଉଦ୍ଧାର ପାଇଁ…

ଶ୍ରୀ ଭାଗବତ ସାର ୧୮: ଭଗବାନଙ୍କ ନିକଟରେ ଯିଏ ଶରଣାପନ୍ନ ହୁଅନ୍ତି ସେହି ପ୍ରକାରେ ପ୍ରଭୁଙ୍କର କୃପା ପ୍ରାପ୍ତ ହୁଅନ୍ତି

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥ ଯେ ନିଜେ ସତ ସ୍ୱରୂପ ପରମେଶ୍ୱର ଏଥିରେ ଆଉ ସନ୍ଦେହ ନାହିଁ। ଏବେ ଆମେ ଚିନ୍ତା କରିବା କାହିଁକି ଏ ମଣିଷ ସର୍ବଦା ଶ୍ରୀମଦ ଭାଗବତଙ୍କ ସାଙ୍ଗରେ ରହିବ, ଅବା ଅନ୍ୟ ଅର୍ଥରେ କହିଲେ ସତସଙ୍ଗ କରିବ? ଏହି କଥା…

ଶ୍ରୀ ଭାଗବତ ସାର ୧୭: ଶ୍ରୀମଦ ଭାଗବତ ପ୍ରତି ଅନୁରାଗ ସୃଷ୍ଟି କରିବା ପାଇଁ ସ୍ୱୟଂକୁ ଭାଗବତ କରିବାକୁ ପଡିବ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ପ୍ରତି ଅନୁରାଗ ସୃଷ୍ଟି କରିବା ପାଇଁ ସ୍ୱୟଂକୁ ଭାଗବତ କରିବାକୁ ପଡିବ। ଅର୍ଥାତ ସର୍ବଦା ଭାଗବତ ଗ୍ରନ୍ଥ ପଠନ, ଚିନ୍ତନ, ଶ୍ରବଣ ଓ ମନ୍ଥନ କରୁଥିବା ବ୍ୟକ୍ତିଟିଏ ହେବାକୁ ପଡିବ। ପ୍ରଥମେ ବ୍ୟାସଦେବ ଜନକଲ୍ୟାଣ ନିମିତ୍ତ…

ଶ୍ରୀ ଭାଗବତ ସାର ୧୬: ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ଶ୍ରବଣ, କୀର୍ତ୍ତନ ତଥା ମନରେ ଯେ ସର୍ବଦା ଥାନ୍ତି ସେ ଭାଗବତ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଏପରି ଏକ ଗ୍ରନ୍ଥ ଯେ ଭାଗବତ ମାନଙ୍କୁ ଆଶ୍ରୟ ଦେଇଥାନ୍ତି। ତେବେ ଏହି ଭାଗବତ ମାନେ କିଏ? ସରଳରେ କହିଲେ ଯିଏ ଶ୍ରୀମଦ ଭାଗବତ ଆଶ୍ରୟୀ ସେ ମଧ୍ୟ ଭାଗବତ। ଅର୍ଥାତ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ଶ୍ରବଣ,…

ଶ୍ରୀ ଭାଗବତ ସାର ୧୫: ଏ ବ୍ରହ୍ମାଣ୍ଡରେ ଏକ ମାତ୍ର ଆଶ୍ରୟଦାତା ହେଉଛନ୍ତି ସ୍ୱୟଂ ପରଂବ୍ରହ୍ମ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କୁ ଅନୁରାଗ ଡୋରିରେ ବାନ୍ଧିବା ପାଇଁ ଯେପରି ଭଗବାନ ଶ୍ରୀକୃଷ୍ଣଙ୍କ ସ୍ନେହ ଲୋଡ଼ା ସେପରି ପ୍ରଭୁଙ୍କର ଆଶ୍ରୟ ବି ଲୋଡ଼ା। ପ୍ରଭୁଙ୍କର ଆଶ୍ରିତ ନହେଲେ ଆମର ବା ଏ ଜୀବଙ୍କର ଅନ୍ୟ ଗତି ନାହିଁ। ଏ…

ରାବଣର ଅନ୍ତିମ ସଂସ୍କାର କରିବାକୁ କାହିଁକି ମନା କରିଥିଲେ ବିଭୀଷଣ? କାହିଁକି ମୃତ୍ୟୁ ବେଳେ ତିନି ଥର ରାମଙ୍କ ନାଁ…

ଭୁବନେଶ୍ୱର: ରାମ ଓ ରାବଣ ମଧ୍ୟରେ ଏକ ଭୀଷଣ ଯୁଦ୍ଧ ହୋଇଥିଲା। ଅନ୍ତିମରେ, ଯୁଦ୍ଧର ଦଶମ ଦିନରେ ରାମ ରାବଣର ନାଭିରେ ବ୍ରହ୍ମାସ୍ତ୍ର ପ୍ରୟୋଗ କରିଥିଲେ, ଫଳରେ ରାବଣ ମାଟିରେ ପଡ଼ିଯାଇଥିଲା। ତା’ର ପ୍ରାଣ ତ୍ୟାଗ କରିବାରେ କିଛି ସମୟ ଲାଗିଥିଲା। ମୃତ୍ୟୁ ସମୟରେ ସେ ତିନିଥର ରାମଙ୍କ ନାମ ଉଚ୍ଚାରଣ…

ଶ୍ରୀ ଭାଗବତ ସାର ୧୪: ମଣିଷ ଯଦି ହରିଙ୍କ ପାଖରେ ଭକ୍ତି କରିବା ଶଖିଯିବ ତେବେ ସେ ମଧ୍ୟ ଭକ୍ତ ପ୍ରହ୍ଲାଦ ପାଲଟିଯିବ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥ ଭକ୍ତି ଓ ପ୍ରେମ ପ୍ରଧାନ ଅଟେ। କାରଣ ଭଗବାନ ଶ୍ରୀକୃଷ୍ଣ ସ୍ୱୟଂ ଭକ୍ତର ଅଧୀନ ଓ ଭକ୍ତ ପ୍ରେମରେ ବନ୍ଧା। ଏଇଠି ମନରେ ପ୍ରଶ୍ନ ଆସେ ଆମ ଭଳି ସାଧାରଣ ମଣିଷଟିଏ କଣ ଭଗବାନଙ୍କ ପ୍ରକୃତ ଭକ୍ତ ହୋଇ ପାରିବା? ଏହି…

ଶ୍ରୀ ଭାଗବତ ସାର ୧୩: ଜ୍ଞାନ ଓ ବୈରାଗ୍ୟ ପ୍ରଭାବରେ ମଣିଷ ମନରେ ନିଷ୍କାମ ଭକ୍ତି ଜାଗ୍ରତ ହୁଏ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥର ଭକ୍ତି ମାର୍ଗ ଭଗବାନ ଶ୍ରୀକୃଷ୍ଣଙ୍କୁ ନିତ୍ୟ ସତ୍ୟ ଓ ସଂସାର ସମ୍ପୂର୍ଣ୍ଣ ଅନିତ୍ୟ ବୋଲି ଜ୍ଞାନ ପ୍ରଦାନ କରି ସଂସାର ବିଷୟ ବାସନା ପ୍ରତି ବୈରାଗ୍ୟ ସୃଷ୍ଟି କରେ। ଅତଏବ ଜ୍ଞାନ ଓ ବୈରାଗ୍ୟ…

ଶ୍ରୀ ଭାଗବତ ସାର ୧୨: ଶ୍ରୀକୃଷ୍ଣ ଭକ୍ତିରେ ପରିପୂର୍ଣ୍ଣ ଶ୍ରୀମଦ ଭାଗବତ ଗ୍ରନ୍ଥ ହିଁ ଆମର ଆଧାର ଗ୍ରନ୍ଥ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ସ୍ୱୟଂ ଭଗବାନ ସ୍ୱରୂପ ବ୍ୟାସଦେବଙ୍କ ଆନ୍ତରରେ କିପରି ସ୍ପୁରିତ ହେଲା ତାହା ଅବଗତ ହେବା ପରେ ଏତିକି ସ୍ପଷ୍ଟ ହେଲା ଯେ ଶ୍ରୀକୃଷ୍ଣ ହିଁ ପରମ ସତ୍ୟ ଏବଂ ନିଷ୍କାମ ଭକ୍ତି ପାଇବା ପାଇଁ ଏହି ପରମ ସତ୍ୟଙ୍କ…