Latest Odisha News

BREAKING NEWS

Browsing Category

ମହାଶିବରାତ୍ରୀ

Mahashivaratri

ଆଜି ମହାଶିବରାତ୍ରି; ରାତି ୧୦ଟା ସୁଦ୍ଧା ଉଠିବ ମହାଦୀପ

ଭୁବନେଶ୍ବର : ଆଜି ମହାଶିବରାତ୍ରି। ପବିତ୍ର ଜାଗର ବ୍ରତ। ଆଜି ଶିବଭକ୍ତ ଓ ଶ୍ରଦ୍ଧାଳୁମା‌ନେ ଉପବାସ ରଖି ଜାଗର ବ୍ରତ ପାଳନ କରିବେ । ଏଥିପାଇଁ ଆଜି ସକାଳୁ ସକାଳୁ ମହାଦେବଙ୍କ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ । ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଗତକାଲି ରାତିରୁ…

ଆଜି ପବିତ୍ର ମହାଶିବରାତ୍ରି; ୭୦୦ ବର୍ଷ ପରେ ପଡିଛି ଏପରି ଶୁଭ ମୁହୂର୍ତ୍ତ

ଆଜି ପବିତ୍ର ମହାଶିବରାତ୍ରି । ପଞ୍ଚାଙ୍ଗ ହିସାବରେ ମାଘ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ । ଦେବ ଦେବ ମହାଦେବଙ୍କର ହଜାର ହଜାର ଶ୍ରଦ୍ଧାଳୁ ଆଜି ଆଜି ମାନସିକ କରିି ବ୍ରତ ରଖିଥାନ୍ତି । ସାରା ଦିନ ଉପବାସ ରହିବା ପରେ ରାତିରେ ମହାଦୀପ ଉଠିବା ପରେ ପ୍ରସାଦ ସେବନ କରିଥାନ୍ତି । ସାରା ରାତି ବସି…

ବାବା ଆଖଣ୍ଡଳମଣି ପୀଠରେ ଜାଗର, ୪ଟି ପଞ୍ଚାୟତ ଲୋକଙ୍କୁ ଦର୍ଶନ ଅନୁମତି

ଭଦ୍ରକ: ମହାଶିବରାତ୍ରି ଉତ୍ସବ ମୁଖରିତ ଭଦ୍ରକ ଜିଲ୍ଲା ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠ । କୋଭିଡ୍ କଟକଣାରେ ଆରଡ଼ିରେ ପାଳିତ ହେଉଛି ଜାଗର ଯାତ୍ରା । ଏଥର କେବଳ ୪ଟି ପଞ୍ଚାୟତର ଲୋକଙ୍କୁ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବାକୁ ଅନୁମତି ମିଳିଛି । ଆଜି ଭୋର ୪ଟାରେ ପହୁଡ ଖୋଲା ହେବା ପରେ…

ଆଜି ମହାଶିବରାତ୍ରି: ଶୈବପୀଠ ଚଳଚଞ୍ଚଳ

ଭୁବନେଶ୍ୱର: ଆଜି ମହାଶିବରାତ୍ରି । ରାଜ୍ୟର ବିଭିନ୍ନ ଶୈବପୀଠ ଚଳଚଞ୍ଚଳ । ଓମକାର ଧ୍ୱନୀରେ କମ୍ପୁଛି ଗଗନ ପବନ । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଜାଗର ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରଭୁ ଲିଙ୍ଗରାଜଙ୍କର ଆଳତି ଅବକାଶ ସରିଛି । ଦିନ ୧୧ ଘଟିକା ପର୍ଯ୍ୟନ୍ତ ଦର୍ଶନ କରିବେ ଭକ୍ତ ।…

ପବିତ୍ର ପର୍ବ ମହାଶିବରାତ୍ରୀ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଭଗବାନ ଆଶୁତୋଷ ଶଙ୍କରଙ୍କର ସମସ୍ତ ପର୍ବ ବା ବ୍ରତମାନଙ୍କ ମଧ୍ଯରେ ଶିବରାତ୍ରି ବ୍ରତ ଶ୍ରେଷ୍ଠ ବୋଲି କୁହାଯାଇଅଛି । ଶିବରାତ୍ରି ଶବ୍ଦର ଅର୍ଥ ହେଉଛି - ଶିବଙ୍କର ପ୍ରିୟରାତ୍ରି (ଶିବପ୍ରିୟା ରାତ୍ରିଃ) ଅର୍ଥାତ୍ ଶିବ ଚତୁର୍ଦ୍ଦଶୀ । ଶିବରାତ୍ରି ବ୍ରତ…

କଟକଣା ଭିତରେ ବଲାଙ୍ଗିର ଜିଲ୍ଲାରେ ଚାଲିଛି ଶିବରାତ୍ରୀ ପୂଜା, ମଧ୍ୟରାତିରେ ଉଠିବ ମହାଦୀପ

ବଲାଙ୍ଗିର: ରୀତିନୀତି ଅନୁଯାଇ ବଲାଙ୍ଗିର ଜିଲ୍ଲାରେ ପାଳିତ ହୋଇଛି ଜାଗର । ଜିଲ୍ଲାର ପ୍ରସିଦ୍ଧ ହରିଶଙ୍କର, ରାଣୀପୁର ଝରିଏଲ ଶୈବ ପୀଠ, ଟିଟିଲାଗଡ ଶୈବପୀଠ, ବେଲଖଣ୍ଡି ଶୈବ ପୀଠ, ବଲାଙ୍ଗିର ସୁର୍ଡା, ଆଠଗାଁ, ସହରର ବିଭିନ୍ନ ଶୈବ ପୀଠରେ ଚାଲିଛି ଜାଗର ପୂଜା । ସକାଳ ୩ଟାରୁ ମନ୍ଦିର ଦ୍ବାର…

ମେ’ ୨୭ରେ ବାବା ଆଖଣ୍ଡଳମଣିଙ୍କ ବିବାହ ଉତ୍ସବ; ଆରଡ଼ିରେ ଉଠିଲା ଲଗ୍ନଥାଳ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପାରମ୍ପରିକ ବିବାହ ଉତ୍ସବ ଆସନ୍ତା ମେ’ ୨୭ ତାରିଖରେ ଅନୁଷ୍ଠିତ ହେବ । ଏହି ଦେବଦମ୍ପତିଙ୍କ ବିବାହ ଉତ୍ସବ ଲାଗି ସୋମବାର ଦିନ ବିଧି ମୁତାବକ ଲଗ୍ନଥାଳ ଉଠିଛି । ମିଳିଥିବା ସୂଚନାନୁଯାୟୀ, ଆରଡ଼ିର…

ସୋମବାର ଦିନ ଶିବଙ୍କର ଏହି ୧୧ଟି ନାମ ଜପ କରନ୍ତୁ; ମିଳିବ ଅଦ୍ଭୁତ ସିଦ୍ଧି

ଭଗବାନ ଶିବଙ୍କର କୃପା ବ୍ୟକ୍ତିବିଶେଷ କେବେ ପରାଜୟର ସାମ୍ନା କରିନଥାନ୍ତି । ଜୀବନରେ ସମସ୍ତ ମୂହୁର୍ତ୍ତରେ ଏବଂ ସବୁକ୍ଷେତ୍ରରେ ସେମାନେ ବିଜୟ ହାସଲ କରିଥିବା ଦେଖାଯାଇଥାଏ । ଭକ୍ତର ଅଚଳାଚଳ ଭକ୍ତିରେ ସେ ନିଶ୍ଚିତ ରୂପେ ପ୍ରସନ୍ନ ହୋଇଥାଆନ୍ତି । ଯେହେତୁ ଶିବଶଙ୍କର ଭୋଳାନାଥ ସେ ଭକ୍ତକୁ ବର…

ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଲା

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟ ପୂର୍ବରୁ ଏକାମ୍ରକ୍ଷେତ୍ରସ୍ଥିତ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଛି । ରାତି ୯ଟା ୪୫ ମିନିଟରେ ଏହି ମହାଦୀପ ମନ୍ଦିର ଉପରକୁ ଉଠିଥିଲା । ହଜାର ହଜାର ଭକ୍ତମାନଙ୍କ ଜୟ ଜୟକାର ଧ୍ୱନୀ ମଧ୍ୟରେ ଏହି ମହାଦୀପକୁ ସେବାୟତ ମନ୍ଦିର ଉପରେ ଜଳାଇଛନ୍ତି ।…

ମହାଶିବରାତ୍ରୀ: କାହିଁକି ଶିବଙ୍କୁ ଅର୍ପଣ କରାଯାଏ କେତକୀଫୁଲ, ଜାଣନ୍ତୁ…

ପବିତ୍ର ଶିବରାତ୍ରୀରେ ଭକ୍ତମାନେ ମହାଦେବଙ୍କୁ ବେଲପତ୍ର, ଦୁର୍ଦରା ଫୁଲ, କେତକୀ ଫୁଲ, ମହୁ ଏବଂ କ୍ଷୀରଦାନ କରି ପୂଜାର୍ଚ୍ଚନା କରିଥାଆନ୍ତି । କେତକୀ ଫୁଲ କାହିଁକି ଦେବଦେବ ମହାଦେବଙ୍କ ଅତି ପ୍ରିୟ ଏସମ୍ପର୍କରେ ଏକ ପୌରାଣିକ କଥାବସ୍ତୁ ରହିଛି । ଶିବ ପୁରାଣ ଅନୁସାରେ ଭଗବାନ ଶିବଙ୍କ ଆଦି…