Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଆଜି ଦୀପାବଳି: ତାରିଖକୁ ନେଇ ଦ୍ଵନ୍ଦ, ଜାଣନ୍ତୁ କଣ କହୁଛନ୍ତି ପାଞ୍ଜିକାର

ଭୁବନେଶ୍ଵର: ଆଜି ଆଲୋକର ପର୍ବ ଦୀପାବଳି । ଗାଁ ଠାରୁ ସହର ସବୁଆଡ଼େ ଉତ୍ସବର ମାହୋଲ୍ । ଅନ୍ଧାର ଉପରେ ଆଲୋକର ଓ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଦୀପାବଳି । କାର୍ତ୍ତିକ ମାସର କୃଷ୍ଣ ପକ୍ଷ ଅମାବାସ୍ୟାରେ ପ୍ରତିବର୍ଷ ଦୀପାବଳି ପର୍ବ ପାଳନ କରାଯାଏ । ଦୀପାବଳିର କିଛି ଦିନ ପୂର୍ବରୁ ହିଁ…

ରାତି ପାହିଲେ ଆଲୋକର ପର୍ବ ଦୀପାବଳି, ଏପରି କରନ୍ତୁ ଘରର ସାଜ୍ଜସଜ୍ଜା

ଭୁବନେଶ୍ଵର: ଦୀପାବଳିରେ ପୂଜାପୂଜି ସହିତ ଘର ସଜାଇବା ମଧ୍ୟ ଏକ ମହତ୍ଵପୂର୍ଣ୍ଣ କାର୍ଯ୍ୟ। ସମସ୍ତେ ନିଜ ଘରକୁ ସୁନ୍ଦର କରିବା ପାଇଁ ଏହି ସମୟରେ ବିଭିନ୍ନ ସାଜସଜ୍ଜା କରନ୍ତି। ବଜାରରେ ଏତେ ସୁନ୍ଦର ସାଜସଜ୍ଜା ସାମଗ୍ରୀ ଦେଖିବା ପରେ ସମସ୍ତଙ୍କ ମନ ମଧ୍ୟ ସବୁକିଛି କିଣିବାକୁ ଇଚ୍ଛା ହୁଏ। ଆପଣ…

ଧନତେରାସରେ ଘରକୁ ଆଣନ୍ତୁ ଏହିସବୁ ଜିନିଷ… 

ଭୁବନେଶ୍ୱର: ଆଜି ପବିତ୍ର ଧନତେରାସ। ଏହି ଦିନ କୁବେର ଦେବତା ଏବଂ ମାଆ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ଧନତେରାସରେ ନୂଆ ଜିନିଷ କିଣିବାର ପ୍ରଥା ରହିଛି । ଧନତେରାସକୁ ଧନ୍ବନ୍ତରୀ ତ୍ରୟୋଦଶୀ ମଧ୍ୟ କୁହାଯାଏ।ପୌରାଣିକ କଥା ଅନୁଯାୟୀ ଏହି ଦିନ ଭଗବାନ ଧନ୍ଵନ୍ତରୀ ସମୁଦ୍ର ମନ୍ଥନ ସମୟରେ ଅମୃତ…

୩୧ ନା ୧, କେବେ ପଡୁଛି ଦୀପାବଳି? ଜାଣନ୍ତୁ ଶୁଭ ମୁହୂର୍ତ୍ତ

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ଦୀପାବଳି ପର୍ବର ବିଶେଷ ମହତ୍ତ୍ୱ ରହିଛି। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଦୀପାବଳି ପର୍ବ ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ଅମାବାସ୍ୟା ତାରିଖରେ ପାଳନ କରାଯାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଏହି ବର୍ଷ ଦୀପାବଳି ୩୧ ଅକ୍ଟୋବର ୨୦୨୪ ଗୁରୁବାର ଦିନ…

ଦିପାବଳୀରେ ଦୀପ ଜାଳିବାର ନିୟମ, କେଉଁ ଦିଗରେ ଦୀପ ଜାଣିଲେ ମିଳିବ କେଉଁ ଫଳ?

ଭୁବନେଶ୍ବର: ଦିପାବଳୀର ପର୍ବ ହେଉଛି ଆଲୋକ ଏବଂ ଖୁସିର ପର୍ବ । ଦୀପ ଜାଳିବା ଦ୍ୱାରା ଆମେ କେବଳ ଆମ ଘରକୁ ଆଲୋକିତ କରୁନାହୁଁ ବରଂ ଆମର ମନ ଏବଂ ଜୀବନକୁ ମଧ୍ୟ ଆଲୋକିତ କରିଥାଉ । ଦିପାବଳୀରେ ଦୀପ ଜାଳିବାର ପରମ୍ପରା ତ୍ରେତେୟା ଯୁଗରେ ଆରମ୍ଭ ହୋଇଥିଲା, ଯେତେବେଳେ ପ୍ରଭୁ ଶ୍ରୀରାମା ଲଙ୍କାକୁ…

ଦୁଲୁକିବ ବଡଦାଣ୍ଡ, ଚାଲିବ ଦେବୀସଭା, ଜମିବ ଗୋଷାଣୀ ଯାତ୍ରା

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ଗୋଷାଣୀ ଯାତ୍ରା । ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ସାତ ସାହି ୪୨କନ୍ଦିର ପ୍ରାୟ ୬୦ଟି ମେଢ ଏକାଠି ହେବେ । ସମସ୍ତେ ସିଂହଦ୍ଵାର ଠାରେ ଏକାଠି ହେବାପରେ ଚାଲିବ ଦେବୀସଭା। ସେପଟେ ଗୋଷାଣି ମୂର୍ତ୍ତିଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ…

କଟକ ଚାନ୍ଦିନୀଚୌକରେ ନିଆରା ପରମ୍ପରା, ଲାଗିହୁଏ ମାଛ ଭୋଗ

କଟକ: ଆଜି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର, ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ। ମଣ୍ତପରେ କରାଯାଉଛି ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ସ୍ୱତନ୍ତ୍ର ତନ୍ତ୍ର, ମନ୍ତ୍ର, ଚଣ୍ତିପାଠରେ ଫାଟି ପଡୁଛି ସହରଠୁ ପୁରପଲ୍ଲୀ । ପୂଜା ମଣ୍ତପରେ ରୀତିନୀତି ଅନୁସାରେ ଚାଲିଛି ମା…

ରାବଣ ପୋଡ଼ି ଗାଥା: ଅଭିଶପ୍ତ ଥିଲେ ଲଙ୍କାଧିପତି….

ଭୁବନେଶ୍ୱର: ଆଜି ଦଶହରା, ବିଜୟଦଶମୀ। ଅସତ୍ୟ ଉପରେ ସତ୍ୟର ଜୟ ପାଇଁ ଦଶହରା ପର୍ବ ପାଳନ କରାଯାଏ। ହିନ୍ଦୁ ପଞ୍ଚାଗ ଅନୁସାରେ, ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଦଶହରା ପଡେ। ମା' ଙ୍କ ପୂଜାର ଶେଷ ଦିନ। ଏହିଦିନ ମା' ମହିଷାସୁରକୁ ବଦ୍ଧ କରି ଧରାପୃଷ୍ଠରୁ ପାପ ନାଶ କରିଥିଲେ। ଆହୁରି…

ଆଜି ଦଶହରା, ପବିତ୍ର ବିଜୟ ଦଶମୀ: ଆସିଲାଣି ମାଆଙ୍କୁ ମେଲାଣି ଦେବା ସମୟ…..

ଭୁବନେଶ୍ୱର: “ଯା ଦେବୀ ସର୍ବ ଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା । ନମସ୍ତେସୈ ନମସ୍ତେସୈ ନମସ୍ତେସୈ ନମୋନମଃ ।।” ସରି ସରି ଆସିଲାଣି ଦିନ। ମେଲାଣି ନେବେ ମାଆ। ଅଧର୍ମ ଉପରେ ଧର୍ମର ଜୟ । ଅସତ୍ୟ ଉପରେ ସତ୍ୟର ବିଜୟ ପାଇଁ ଧରାପୃଷ୍ଠକୁ ଓହ୍ଲାଇଛନ୍ତି ଦୁର୍ଗତୀନାଶିନୀ ମା’…

ପୂଜା ମଣ୍ଡପ ବୁଲି ଦେଖିୁଛନ୍ତି ମୁଖ୍ୟମନ୍ତ୍ରୀ

କଟକ: ବିଭିନ୍ନ ପୂଜା ମଣ୍ଡପ ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ମହାମାୟୀଙ୍କର ମହାନବମୀ ଅବସରରେ ରୌପ୍ୟନଗରୀ କଟକରେ ବିଭିନ୍ନ ପୂଜା ମଣ୍ଡପ ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ । ସୁନା ଚାନ୍ଦିରେ ସୁସଜ୍ଜିତ ମା’ଙ୍କ ମୃଣ୍ମୟୀ ପ୍ରତିମାଙ୍କୁ ଦର୍ଶନ କରି ଆଶିଷ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ…