Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ପ୍ରକାଶ ପାଇଲା ଓଟିଇଟି ରେଜଲ୍ଟ, ଜାଣନ୍ତୁ କିପରି ଜାଣିବେ ଫଳାଫଳ

ଭୁବନେଶ୍ବର: ଆଜି ପ୍ରକାଶ ପାଇଛି ଓଟିଇଟି ୨୦୨୪ର ରେଜଲ୍ଟ । ପରୀକ୍ଷାର୍ଥୀମାନେ ତାଙ୍କର ରେଜଲ୍ଟ ଜାଣିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର ଅଫିସିଆଲ ୱେବସାଇଟ (http://www.bseodisha.ac.in/) ରେ ଲଗ୍‌ ଇନ୍‌ କରି ରେଜଲ୍ଟ ଜାଣି ପାରିବେ । ଏଥିପାଇଁ ପରୀକ୍ଷାର୍ଥୀମାନେ ପ୍ରଥମେ…

ଯାଯାବର ଗଣହତ୍ୟା ମାମଲା, ୭ ଗିରଫ

ସୁନ୍ଦରଗଡ଼: ଯାଯାବର ଗଣହତ୍ୟା ମାମଲାରେ ୭ ଗିରଫ l କର୍ଣ୍ଣାଟକରୁ ୭ ଜଣଙ୍କୁ ଗିରଫ କରି ଓଡ଼ିଶା ଆଣିଲା ପୋଲିସ l ଅକ୍ଟୋବର ୨୯ ତାରିଖ ସଦର ଥାନା କରମଡିହ ନିକଟ ଗୀତାପଡ଼ାରେ ଶୋଇଥିବା ବେଳେ ୫ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା l ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୯ ତାରିଖରେ ସୁନ୍ଦରଗଡ ସଦର…

କେବେଠୁ ଆରମ୍ଭ ହେଲା ଦୀପାବଳି: ସବୁ ଯୁଗ କୁହେ ଭିନ୍ନ ପୌରାଣିକ କାହାଣୀ….

ଭୁବନେଶ୍ୱର: କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଦୀପାବଳି ପାଳନ କରାଯାଏ। ଦୀପାବଳି କେବେଠୁ ପାଳନ କରାଯାଉଛି ଏହାକୁ ନେଇ ବିଭିନ୍ନ ପୌରାଣିକ କଥା ବସ୍ତୁରେ ବିଭିନ୍ନ କଥା ରହିଛି। ତେବେ ଖାଲି ଯେ ପ୍ରଭୁ ଶ୍ରୀରାମ ଏହି ଦିନ ୧୪ ବର୍ଷ ବନବାସ ପରେ ଅଯୋଧ୍ୟା ଫେରିଥିଲେ ତାହା ନୁହେଁ,…

ଆଜି ଦୀପାବଳି: ତାରିଖକୁ ନେଇ ଦ୍ଵନ୍ଦ, ଜାଣନ୍ତୁ କଣ କହୁଛନ୍ତି ପାଞ୍ଜିକାର

ଭୁବନେଶ୍ଵର: ଆଜି ଆଲୋକର ପର୍ବ ଦୀପାବଳି । ଗାଁ ଠାରୁ ସହର ସବୁଆଡ଼େ ଉତ୍ସବର ମାହୋଲ୍ । ଅନ୍ଧାର ଉପରେ ଆଲୋକର ଓ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଦୀପାବଳି । କାର୍ତ୍ତିକ ମାସର କୃଷ୍ଣ ପକ୍ଷ ଅମାବାସ୍ୟାରେ ପ୍ରତିବର୍ଷ ଦୀପାବଳି ପର୍ବ ପାଳନ କରାଯାଏ । ଦୀପାବଳିର କିଛି ଦିନ ପୂର୍ବରୁ ହିଁ…

ରାତି ପାହିଲେ ଆଲୋକର ପର୍ବ ଦୀପାବଳି, ଏପରି କରନ୍ତୁ ଘରର ସାଜ୍ଜସଜ୍ଜା

ଭୁବନେଶ୍ଵର: ଦୀପାବଳିରେ ପୂଜାପୂଜି ସହିତ ଘର ସଜାଇବା ମଧ୍ୟ ଏକ ମହତ୍ଵପୂର୍ଣ୍ଣ କାର୍ଯ୍ୟ। ସମସ୍ତେ ନିଜ ଘରକୁ ସୁନ୍ଦର କରିବା ପାଇଁ ଏହି ସମୟରେ ବିଭିନ୍ନ ସାଜସଜ୍ଜା କରନ୍ତି। ବଜାରରେ ଏତେ ସୁନ୍ଦର ସାଜସଜ୍ଜା ସାମଗ୍ରୀ ଦେଖିବା ପରେ ସମସ୍ତଙ୍କ ମନ ମଧ୍ୟ ସବୁକିଛି କିଣିବାକୁ ଇଚ୍ଛା ହୁଏ। ଆପଣ…

ଧନତେରାସରେ ଘରକୁ ଆଣନ୍ତୁ ଏହିସବୁ ଜିନିଷ… 

ଭୁବନେଶ୍ୱର: ଆଜି ପବିତ୍ର ଧନତେରାସ। ଏହି ଦିନ କୁବେର ଦେବତା ଏବଂ ମାଆ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ଧନତେରାସରେ ନୂଆ ଜିନିଷ କିଣିବାର ପ୍ରଥା ରହିଛି । ଧନତେରାସକୁ ଧନ୍ବନ୍ତରୀ ତ୍ରୟୋଦଶୀ ମଧ୍ୟ କୁହାଯାଏ।ପୌରାଣିକ କଥା ଅନୁଯାୟୀ ଏହି ଦିନ ଭଗବାନ ଧନ୍ଵନ୍ତରୀ ସମୁଦ୍ର ମନ୍ଥନ ସମୟରେ ଅମୃତ…

୩୧ ନା ୧, କେବେ ପଡୁଛି ଦୀପାବଳି? ଜାଣନ୍ତୁ ଶୁଭ ମୁହୂର୍ତ୍ତ

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ଦୀପାବଳି ପର୍ବର ବିଶେଷ ମହତ୍ତ୍ୱ ରହିଛି। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଦୀପାବଳି ପର୍ବ ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ଅମାବାସ୍ୟା ତାରିଖରେ ପାଳନ କରାଯାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଏହି ବର୍ଷ ଦୀପାବଳି ୩୧ ଅକ୍ଟୋବର ୨୦୨୪ ଗୁରୁବାର ଦିନ…

ଦିପାବଳୀରେ ଦୀପ ଜାଳିବାର ନିୟମ, କେଉଁ ଦିଗରେ ଦୀପ ଜାଣିଲେ ମିଳିବ କେଉଁ ଫଳ?

ଭୁବନେଶ୍ବର: ଦିପାବଳୀର ପର୍ବ ହେଉଛି ଆଲୋକ ଏବଂ ଖୁସିର ପର୍ବ । ଦୀପ ଜାଳିବା ଦ୍ୱାରା ଆମେ କେବଳ ଆମ ଘରକୁ ଆଲୋକିତ କରୁନାହୁଁ ବରଂ ଆମର ମନ ଏବଂ ଜୀବନକୁ ମଧ୍ୟ ଆଲୋକିତ କରିଥାଉ । ଦିପାବଳୀରେ ଦୀପ ଜାଳିବାର ପରମ୍ପରା ତ୍ରେତେୟା ଯୁଗରେ ଆରମ୍ଭ ହୋଇଥିଲା, ଯେତେବେଳେ ପ୍ରଭୁ ଶ୍ରୀରାମା ଲଙ୍କାକୁ…

ଦୁଲୁକିବ ବଡଦାଣ୍ଡ, ଚାଲିବ ଦେବୀସଭା, ଜମିବ ଗୋଷାଣୀ ଯାତ୍ରା

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ଗୋଷାଣୀ ଯାତ୍ରା । ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ସାତ ସାହି ୪୨କନ୍ଦିର ପ୍ରାୟ ୬୦ଟି ମେଢ ଏକାଠି ହେବେ । ସମସ୍ତେ ସିଂହଦ୍ଵାର ଠାରେ ଏକାଠି ହେବାପରେ ଚାଲିବ ଦେବୀସଭା। ସେପଟେ ଗୋଷାଣି ମୂର୍ତ୍ତିଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ…

କଟକ ଚାନ୍ଦିନୀଚୌକରେ ନିଆରା ପରମ୍ପରା, ଲାଗିହୁଏ ମାଛ ଭୋଗ

କଟକ: ଆଜି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର, ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ। ମଣ୍ତପରେ କରାଯାଉଛି ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ସ୍ୱତନ୍ତ୍ର ତନ୍ତ୍ର, ମନ୍ତ୍ର, ଚଣ୍ତିପାଠରେ ଫାଟି ପଡୁଛି ସହରଠୁ ପୁରପଲ୍ଲୀ । ପୂଜା ମଣ୍ତପରେ ରୀତିନୀତି ଅନୁସାରେ ଚାଲିଛି ମା…