Latest Odisha News
Browsing Category

ଧର୍ମ ଓ ପରମ୍ପରା

ଶ୍ରୀ ଭାଗବତ ସାର ୧୦୩: ଯେଉଁ ଶ୍ରଦ୍ଧାଳୁ ଓ ଭକ୍ତ ମାନେ ଭାଗବତ ଶ୍ରବଣ କରନ୍ତି ଶ୍ରୀକୃଷ୍ଣ ତାଙ୍କ ହୃଦୟରେ ବିରାଜମାନ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ସମ୍ପୂର୍ଣ ବ୍ୟାଖ୍ୟା ଆରମ୍ଭ ପୂର୍ବରୁ ଶ୍ରୀସୂତ ମହାମୁନି ନାନା ଉପଦେଶ ଛଳରେ ଶୌନକ ଆଦି ଋଷି ମାନଙ୍କ ମନକୁ ସ୍ଥିର ଓ ହୃଦୟକୁ ନିର୍ମଳ କରିବାକୁ ଲାଗିଲେ କାରଣ ଶ୍ରୀମଦ ଭାଗବତ ପରି ଜ୍ଞାନ ଓ ପରମେଶ୍ୱରଙ୍କ ଲୀଳା…

ଶ୍ରୀ ଭାଗବତ ସାର ୧୦୨: ତାଙ୍କରି ସୃଷ୍ଟିରେ ପ୍ରତ୍ୟେକ ଜୀବ ତାଙ୍କ ପାଇଁ ସମାନ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣିତ କିଛି ଚରିତ୍ର ଆମମାନଙ୍କୁ ଅତ୍ୟନ୍ତ ଦୁଷ୍ଟ ବୋଲି ପ୍ରତୀତ ହୁଅନ୍ତି, କିନ୍ତୁ ବିଶେଷ ଭାବରେ ତର୍ଜମା କଲେ ଜଣାଯାଏ ଯେ ହିରଣ୍ୟ, ହିରଣ୍ୟାକ୍ଷ, ଶିଶୁପାଳ, ଦନ୍ତବତ୍ର ପ୍ରଭୁତି ଭାଗବତ ବର୍ଣିତ ଚରିତ୍ର ମାନେ…

ଶ୍ରୀ ଭାଗବତ ସାର ୧୦୧: ଭଗବାନଙ୍କ ସହିତ ଯାହାର ସମ୍ପର୍କ ଅଛି ସେ ହିଁ ଭାଗବତ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ପ୍ରଥମ ସ୍କନ୍ଦରୁ ଦ୍ୱାଦଶ ସ୍କନ୍ଦ ପର୍ଯ୍ୟନ୍ତ ଶୌନକ ଋଷି ଆଦିଙ୍କୁ ଶୁଣାଇବାର ଅଭିଳାଷ ନେଇ ଶ୍ରୀସୂତ ମହାମୁନି କିଛି କିଛି ଉପଦେଶ ଦେଇ ଶ୍ରୋତାଙ୍କ ମନକୁ ସ୍ଥିର ଓ ହୃଦୟଙ୍କୁ ନିର୍ମଳ କରିବାରେ ଲାଗିଛନ୍ତି।…

ଶ୍ରୀ ଭାଗବତ ସାର ୧୦୦: ନିଜର ଧର୍ମ ଆଚରଣ କରିବା ମନ୍ୟୁଷର ପରମ କର୍ତ୍ତବ୍ୟ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ସମ୍ପୂର୍ଣ୍ଣ ଆଲୋଚନା ଆରମ୍ଭ କରିବା ପୂର୍ବରୁ ଶ୍ରୀ ସୂତ ମହାମୁନି ଶୌନକ ଆଦି ଋଷିଙ୍କୁ କିଛି ଉପଦେଶ ଦେଉଛନ୍ତି। ଆଉ କହିଛନ୍ତି ମନ୍ୟୁଷର ପରମ ଧର୍ମ କଣ ଓ ଯାହାର ଉତ୍ତରରେ କହିଛନ୍ତି ଭଗବତ ଭକ୍ତି ହିଁ ପରମ ଧର୍ମ,…

ଶ୍ରୀ ଭାଗବତ ସାର ୯୯: ପରମାତ୍ମାଙ୍କଠାରେ କୌଣସି କାମନା ନରଖି ଭକ୍ତି କଲେ, ତାହାହିଁ ସର୍ବଶ୍ରେଷ୍ଠ ଧର୍ମ ନାମରେ କଥିତ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭଗବତ ପରି ମହାପୁରାଣ ଆରମ୍ଭ ପୂର୍ବରୁ ଶ୍ରୀସୂତ ମହାମୁନି ଉପଦେଶ ଛଳରେ କହିଲେ ହେ ଶୌନକ ଆଦି ଋଷି ଗଣ ସଂସାରରେ ଅନେକ ମହାନ ଓ ଜ୍ଞାନୀ ବକ୍ତା ମିଳିବେ କିନ୍ତୁ ଆପଣ ମାନଙ୍କ ଭଳି ଶ୍ରଦ୍ଧାବାନ ନିଷ୍ଠାପର ଶ୍ରୋତା ମିଳିବା…

ଶ୍ରୀ ଭାଗବତ ସାର ୯୮: ଭଗବାନ ବା ପରମାତ୍ମା କାହିଁକି ଅବତାର ନିଅନ୍ତି ?

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଉତ୍ପତିର ସେହି ଛଅ ଗୋଟି ପ୍ରଶ୍ନ ବିଷୟରେ ଆମର ଆଲୋଚନା ମଧ୍ୟରେ ଜାଣିଲେ ଚାରି ଗୋଟି ପ୍ରଶ୍ନ ଶୁଣି ସାରିବା ପରେ ବି ଶ୍ରୀ ସୂତ ମହାମୁନି ତାର ଉତ୍ତର ଦେଉ ନାହାନ୍ତି ଏବଂ ପୁନଃ ପୁନଃ ଇସାରା କରୁଛନ୍ତି ନୂତନ ପ୍ରଶ୍ନ…

ଶ୍ରୀ ଭାଗବତ ସାର ୯୭: ଅଞ୍ଜନ ଆଖିକୁ ସଫା କରିବା ପରି ଆମ ମନକୁ ସଫା କରେ ଓଡ଼ିଆ ଭାଗବତର ପଦ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ମୂଳ ଭିତ୍ତି ସ୍ଥିର ହୋଇଥିଲା ଯେଉଁ ଛଅ ଗୋଟି ପ୍ରଶ୍ନ ଉପରେ ସେ ମଧ୍ୟରୁ ଶୌନକ ଋଷି ଦୁଇଟି ପ୍ରଶ୍ନ ପଚାରି ସାରିଛନ୍ତି ଏବଂ ଶ୍ରୀସୂତ ମହାମୁନି ତାର ଅନେକ ସମ୍ଭାବ୍ୟ ଉତ୍ତର ମନରେ ଚିନ୍ତା କରି ମଧ୍ୟ ତାହା ପ୍ରକାଶ…

ଶ୍ରୀ ଭାଗବତ ସାର ୯୬: ଜୀଵ କି ପ୍ରକାର କର୍ମ ବା ଜ୍ଞାନ ଦ୍ୱାରା ଆତ୍ମପ୍ରସାଦ ଲାଭ କରିପାରିବ ?

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ପରମ ଜ୍ଞାନୀ ଓ ବ୍ୟାଖ୍ୟାକାର ଶ୍ରୀ ସୂତ ମହାମୁନି ଆଜି ଅତ୍ୟନ୍ତ ଚିନ୍ତାଶୀଳ ହୋଇପଡିଛନ୍ତି, କାରଣ ନୈମିଷାରଣ୍ୟରେ ଶୌନକ ଆଦି ଋଷି ମାନେ ତାଙ୍କୁ ଏକ ଉତ୍କୃଷ୍ଟ ପ୍ରଶ୍ନ ପଚାରିଛନ୍ତି, ଯଥା ଜୀଵର ଏକମାତ୍ର ଶ୍ରେୟ ବା…

ଶ୍ରୀ ଭାଗବତ ସାର ୯୫: ଜନ ସମାଜର କଲ୍ୟାଣ ପାଇଁ ସର୍ବୋତମ ତଥା ଅମୋଘ ସାଧନ କଣ?

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଯେଉଁ ଭିତ୍ତି ଭୂମି ଉପରେ ରଚିତ ହୋଇଛି ତାହା ଥିଲା ଶୌନକ ଆଦି ଋଷି ମାନଙ୍କ ପ୍ରଶ୍ନ ଉପରେ ପର୍ଯ୍ୟବେଷିତ। ଭାଗବତ ସାର ଆଲୋଚନା ପ୍ରସଙ୍ଗରେ ସେହି କିଛି ସର୍ବୋତ୍କୃଷ୍ଟ ପ୍ରଶ୍ନର ଆଲୋଚନା ନିଶ୍ଚୟ ଆମର ଜ୍ଞାନ ବୃଦ୍ଧି…

ଶ୍ରୀ ଭାଗବତ ସାର ୯୪: ଶ୍ରୀମଦ ଭାଗବତଙ୍କ ଅନନ୍ୟ ବକ୍ତା ଶ୍ରୀସୂତ ବା ଉଗ୍ରଶ୍ରବା ଅଟନ୍ତି

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ଅନନ୍ୟ ବକ୍ତା ଶ୍ରୀସୂତ ବା ଉଗ୍ରଶ୍ରବା ଅଟନ୍ତି, କିନ୍ତୁ ଏହି ଶ୍ରୀସୂତ ନାମକରଣର ଯଥାର୍ଥତା ବିଷୟରେ ଅନୁଶୀଳନ କଲେ ଜଣାଯାଏ ଯେ ମୁନି ଲୋମହର୍ଷଣ ସୂତଜାତୀୟ ଥିଲେ। ଅର୍ଥାତ ବର୍ଣଶଙ୍କର ଥିଲେ ଯଥା ମା ବ୍ରହ୍ମଣୀ ଓ…