Latest Odisha News
Browsing Category

ଧର୍ମ ଓ ପରମ୍ପରା

ଶ୍ରୀ ଭାଗବତ ସାର ୧୧୮: କେବଳ ପରମେଶ୍ୱରଙ୍କ ଇଚ୍ଛା ପୂର୍ତ୍ତି ପାଇଁ ସବୁକିଛି ଘଟଣା ଘଟିଲା, ଘଟୁଛି ଓ ଘଟିବ ମଧ୍ୟ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଅନେକ ତତ୍ୱ ସହ ତଥ୍ୟ ପ୍ରଦାନ କରିଥାଏ। ତଥ୍ୟ ହିସାବରେ ଆମେ ଜାଣିଲେ ଶାପ ଗ୍ରସ୍ତ ରାଜା ପରୀକ୍ଷିତଙ୍କୁ ପବିତ୍ର ଗଙ୍ଗା ନଦୀ କୂଳରେ ବ୍ୟାସ ନନ୍ଦନ ଶ୍ରୀ ଶୁକଦେବ ଶ୍ରୀକୃଷ୍ଣ ଲୀଳା ଚରିତ ଭାଗବତ ସାତ ଦିନ ପର୍ଯ୍ୟନ୍ତ…

ଶ୍ରୀ ଭାଗବତ ସାର ୧୧୭: ପ୍ରତ୍ୟେକ ଜୀବ ଠାରେ ବ୍ରହ୍ମଙ୍କୁ ଦର୍ଶନ କରେ, ସେଠାରେ ନାରୀ ପୁରୁଷ ଭେଦା ଭେଦ ରହେ ନାହିଁ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ରେ ଅନେକ ତତ୍ୱ ସମ୍ବଳିତ ଉପାଖ୍ୟାନ ଅଛି। ପୂର୍ବରୁ ଆମେ ଶ୍ରୀ ସୂତ ମହାମୁନି ନିଜ ଗୁରୁ ରୂପେ ଶ୍ରୀ ଶୁକଦେବଙ୍କୁ ଅଭିହିତ କରିଛନ୍ତି କାରଣ ପ୍ରଥମେ ସେ ଏହି ମହାନ ଗ୍ରନ୍ଥ ଶ୍ରୀମଦ ଭାଗବତ କଥା ଶ୍ରୀ ଶୁକଦେବଙ୍କ ଠାରୁ…

ଶ୍ରୀ ଭାଗବତ ସାର ୧୧୬: ପରମ ଜ୍ଞାନୀ ପୁରୁଷ “ବ୍ୟାସ” ଭାବରେ ଶ୍ରୀହରି ଧାରାବତରଣ କରି ଅନେକ ଅମୂଲ୍ୟ ରଚନା…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ପରଂବ୍ରହ୍ମଙ୍କର ଅନେକ ରୂପରେ ଅବତୀର୍ଣ ହେବାର କାହାଣୀ ବର୍ଣନା ଅବସରରେ ଆମେ ଏକ ଅତ୍ୟନ୍ତ ମନୋହର ରୂପ କଥା ଜାଣିଲେ, ଯାହା ପରମେଶ୍ୱରଙ୍କ ଭୁବନ ମୋହିନୀ (ପ୍ରକୃତି ସ୍ୱରୂପା )ମନ ମୋହିନୀ ବାରନାରୀ ରୂପ, ଅର୍ଥାତ…

ଶ୍ରୀ ଭାଗବତ ସାର ୧୧୫: ରାଜା ପୃଥୁଙ୍କ କନ୍ୟା ହିସାବରେ ଆମ ଧରିତ୍ରୀଙ୍କ ନାମ ହେଲା ପୃଥିବୀ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଅନେକ ତତ୍ୱର ସମାହାର, ଆମେ ଜାଣିଲେ ରାଜା ପୃଥୁଙ୍କ କନ୍ୟା ହିସାବରେ ଆମ ଧରିତ୍ରୀଙ୍କ ନାମ ହେଲା ପୃଥିବୀ। ଏହି ପୃଥିବୀରେ ସର୍ବ ଜ୍ଞାନର ଆଧାର ବେଦ ଥିଲା ଯାହା ଶଙ୍ଖାସୁର ନାମକ ଦୈତ୍ୟ ଦ୍ୱାରା ଅପହୃତ ହୋଇଗଲା…

ଶ୍ରୀ ଭାଗବତ ସାର ୧୧୪: ଭଗବାନ “ପୃଥୁ “ରୂପରେ ଅବତାର ନେଲେ, ନିଜ ପରାକ୍ରମ ବଳରେ ପୃଥିବୀକୁ ସମତଳ କଲେ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ଅନେକ ଚରିତ୍ରଙ୍କ ପରିପ୍ରକାଶ ଘଟିଛି ଯେଉଁମାନଙ୍କୁ ଆମେ ଅବତାର ଭାବେ ପରିଗଣିତ କରିପାରିବା। ଏହି ଶ୍ରେଣୀରେ ପ୍ରଥମେ ଆସିବେ ପରମାତ୍ମା ଅବଧୂତ, ଯେକି ମହର୍ଷି ଅତ୍ରି ଓ ତାଙ୍କ ପତ୍ନୀ ଅନୁସୟାଙ୍କ ସନ୍ତାନ ଥିଲେ।…

ଶ୍ରୀ ଭାଗବତ ସାର ୧୧୩: ଲୁପ୍ତ ପ୍ରାୟ ସାଂଖ୍ୟଶସ୍ତ୍ରର ଉଦ୍ଧାର ପାଇଁ ଭଗବାନ କପିଳ ରୂପ ଧାରଣ କରିଥିଲେ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ଅନେକ ଅବତାରଙ୍କ ବିଷୟରେ ସୁନ୍ଦର ସୁନ୍ଦର ଉପସ୍ଥାପନା ରହିଛି। ପ୍ରସଙ୍ଗ କ୍ରମରେ ଏହାର ଆଲୋଚନା ହୋଇ ପାରିଥାନ୍ତା କିନ୍ତୁ ବର୍ତ୍ତମାନ ଏହି ପ୍ରସଙ୍ଗ ଗୁଡିକୁ କ୍ରମାନ୍ୱୟରେ ଉପସ୍ଥାପନା କରିବାର ପ୍ରୟାସ କରାଯାଇଛି।…

ଶ୍ରୀ ଭାଗବତ ସାର ୧୧୨: ପ୍ରତ୍ୟେକ ଅବତାର ଗୋଟିଏ ଗୋଟିଏ ବିଶେଷ କାର୍ଯ୍ୟ ସାଧନ ପାଇଁ ଆସିଥାନ୍ତି, ଆଉ ତାପରେ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଅନେକ ତତ୍ୱର ପରିପ୍ରକାଶ କରିଛି, ତ୍ରିଗୁଣ ପ୍ରଭାବକୁ ମଧ୍ୟ ଖୁବ ସୁନ୍ଦର ଭାବରେ ଉପସ୍ଥାପିତ କରିଛି। ସୃଷ୍ଟି କର୍ତ୍ତା ବ୍ରହ୍ମା ଯେତେବେଳେ ସତ୍ୱ ଗୁଣର ପ୍ରଭାବରେ ଥାଇ ନିଜର ଚାରି ମୁଖରୁ ଚାରି ପୁତ୍ର ଜନ୍ମ ଦେଲେ…

ଶ୍ରୀ ଭାଗବତ ସାର ୧୧୧: ଶ୍ରୀମଦ ଭାଗବତ ଆମକୁ ଭଗବାନଙ୍କ ଲୀଳା ବର୍ଣ୍ଣନା ଓ ପରଂବ୍ରହ୍ମଙ୍କ ବିଭିନ୍ନ ଅବତାରର ତଥ୍ୟ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଆମକୁ ଭଗବାନଙ୍କ ଲୀଳା ବର୍ଣନା ଦେବା ସହିତ ପରଂବ୍ରହ୍ମଙ୍କ ବିଭିନ୍ନ ଅବତାର ବିଷୟରେ ତଥ୍ୟ ଦେଇଥାଏ। ଆମେ ପରମେଶ୍ୱରଙ୍କ ବିରାଟପୁରୁଷ ତତ୍ୱ ଜାଣିଲେ, ତାସହିତ ଜାଣିଲେ ପ୍ରଥମ ଅବତାରଙ୍କ ସମ୍ପର୍କରେ। ଏଵେ ଜାଣିବା…

ଶ୍ରୀ ଭାଗବତ ସାର ୧୧୦: ସୃଷ୍ଟି ସର୍ଜନା ପାଇଁ ବ୍ରହ୍ମା, ସୃଷ୍ଟି ପାଳନ ପାଇଁ ବିଷ୍ଣୁ ଓ ସୃଷ୍ଟି ସଂହାର ପାଇଁ ଶିବ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ଅନେକ ଅଲୌକିକ କାହାଣୀର ଅବତାରଣା ମିଳେ। ସୃଷ୍ଟି ଆରମ୍ଭର କଥା ବ୍ରହ୍ମାଙ୍କ ଇଚ୍ଛା ଅନୁସାରେ ତାଙ୍କ ଚାରି ମାନସ ପୁତ୍ର ସନକ, ସନନ୍ଦନ, ସନାତନ ଓ ସନତ କୁମାର ସତ୍ୱ ଗୁଣର ଅଧିକାରୀ ହୋଇ ସୃଷ୍ଟି ପ୍ରକ୍ରିୟାରେ…

ଶ୍ରୀ ଭାଗବତ ସାର ୧୦୯: ବିରାଟପୁରୁଷଙ୍କ ନାଭିରୁ ଏକ ପଦ୍ମ ଜାତ ହୋଇ ସେଥିରେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ଆବିର୍ଭାବ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣିତ ସୃଷ୍ଟି ତତ୍ୱ ଆଲୋଚନା କରି ଆମେ ଜାଣିଲେ ସଚରାଚର ଜଗତରେ ବ୍ୟାପ୍ତ ବିରାଟପୁରୁଷ ଅନନ୍ତ ଶୟନରେ ଥିବା ସମୟରେ ତାଙ୍କ ନାଭିରୁ ଏକ ପଦ୍ମ ଜାତ ହୋଇ ସେଥିରେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ଆବିର୍ଭାବ ଘଟିଲା।…