Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଶ୍ରୀ ଭାଗବତ ସାର ୮୭: ସେ ସ୍ୱୟଂକର୍ତ୍ତା ଓ ସମଗ୍ର ସୃଷ୍ଟିର ସର୍ବରୂପ ଓ ବ୍ରହ୍ମ ହିଁ ରସ ସ୍ୱରୂପ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଏପରି ଏକ ଗ୍ରନ୍ଥ ଯାହାକୁ ସ୍ୱୟଂ ବ୍ୟାସଦେବ କହିଛନ୍ତି "ପିବତ ଭାଗବତଂ ରସମାଳୟଂ " ଏଠାରେ ଭାଗବତଙ୍କୁ ରସ ସ୍ୱରୂପରେ ବିବେଚନା କରାଯାଇଛି। ଯଦି ତୈତ୍ତିରୀୟ ଉପନିଷଦକୁ ରସର ସ୍ୱରୂପତା ନିର୍ଣ୍ଣୟ ପାଇଁ ନିଆଯାଏ ତେବେ…

ଶ୍ରୀ ଭାଗବତ ସାର ୮୬: ସର୍ବଦା ଓ ସର୍ବତ୍ର ବିଦ୍ୟମାନ ଏକମାତ୍ର ସତ୍ୟ, ସେ ହିଁ ଜୀବ ସ୍ୱରୂପରେ ଆତ୍ମା ଓ ପରମ ସ୍ୱରୂପରେ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ସ୍ୱୟଂ ଭଗବାନଙ୍କ ମୁଖନିଃସୃତ, ଏହାକୁ ମଧ୍ୟ ବ୍ୟାସଦେବ ସ୍ୱୀକାର କରି ଭାଗବତର ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟ ରେ "ମହାମୁନିଃ ଶ୍ରୀନାରାୟଣଃ,ତେନ ପ୍ରଥମଂ ସଂକ୍ଷେପତଃ କୃତେ " ବୋଲି ଲେଖିଛନ୍ତି। ଏହି ପ୍ରଥମ ଭାଗବତ…

ଶ୍ରୀ ଭାଗବତ ସାର ୮୫: ଭଗବାନ ହେଉଛନ୍ତି ସ୍ୱୟଂ ମାୟାଧର ଶ୍ରୀକୃଷ୍ଣ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ମୂଳ ସ୍ୱରୂପ ବା ଚତୁଶ୍ଳୋକି ଭାଗବତର ଦ୍ଵିତୀୟ ଶ୍ଳୋକ ଅର୍ଥାତ ବ୍ୟାସକୃତ ସଂସ୍କୃତ ଭାଗବତଙ୍କ ଦ୍ଵିତୀୟ ସ୍କନ୍ଦ ନବମ ଅଧ୍ୟାୟର ଶ୍ଳୋକ ସଂଖ୍ୟା ୩୨ରୁ ୩୫ ଶ୍ଳୋକଙ୍କ ଆଲୋଚନା ଜାରି ରହିଛି। ଶ୍ଳୋକ ୩୩:-ୠତେଅର୍ଥଂ…

ଶ୍ରୀ ଭାଗବତ ସାର ୮୪: ସୃଷ୍ଟି ପୂର୍ବରୁ କେବଳ ମୁଁ ଥିଲି, ପ୍ରଳୟ ପରେ ଯାହା ବି ରହିବେ ତାହା ବି ମୁଁ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ଉଦୟ ବା ଜନ୍ମ ବୃତ୍ତାନ୍ତ ଆଲୋଚନା କରିବା ଅବଶ୍ୟ ଏବିଷୟ କିଛି କିଛି ଆଗରୁ ଆଲୋଚିତ ହୋଇଛି, ତଥାପି ନାରଦଙ୍କ ପ୍ରେରଣାରେ ବ୍ୟାସଦେବ ଯେଉଁ ତତ୍ୱଜ୍ଞାନ ପୂର୍ଣ୍ଣ ଏକ ମହାପୁରାଣ ରଚନା ଆରମ୍ଭ କଲେ ତାର ସମ୍ପୂର୍ଣ୍ଣ…

ଶ୍ରୀ ଭାଗବତ ସାର ୮୩: ଶ୍ରୀକୃଷ୍ଣଙ୍କଠାରେ ଭକ୍ତି ଯୋଗ ଦ୍ୱାରା ନିଜକୁ ସମର୍ପିତ କରି ସମସ୍ତ କର୍ମ ଅର୍ପଣ କରିବା ହିଁ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ରଚନା ପୂର୍ବରୁ ମହର୍ଷି ବ୍ୟାସଦେବଙ୍କର ଦେବର୍ଷି ନାରଦଙ୍କ ଉପଦେଶ ମନେ ପଡିଲା। ଶ୍ରୀକୃଷ୍ଣଙ୍କ ଠାରେ ଭକ୍ତିଯୋଗ ଦ୍ୱାରା ନିଜକୁ ସମର୍ପିତ କରି ସମସ୍ତ କର୍ମ ଅର୍ପଣ କରିବା ହିଁ ଭବବନ୍ଧନ ରୋଗର ମହୌଷଧୀ, ଏହି ସାରତତ୍ୱ…

ଶ୍ରୀ ଭାଗବତ ସାର ୮୨: ମାନବଙ୍କ ଉଦ୍ଧାର ପାଇଁ ପୁନଶ୍ଚ ରଚନା ହେଲା ମହାଭାରତ ଓ ପଞ୍ଚମ ବେଦ ଭାବରେ ଅଷ୍ଟାଦଶ ପୁରାଣ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ମହର୍ଷି ବ୍ୟାସଦେବ ବେଦକୁ ଚାରି ଭାଗ କରି ଦେଲେ ସତ, ତଥାପି ସ୍ତ୍ରୀ ଓ ଶୁଦ୍ର (ଚାରି ବର୍ଣ ମଧ୍ୟରେ ଅଧମ ବର୍ଣ )ଙ୍କର ବେଦ ଚର୍ଚ୍ଚା କରିବାର ଅଧିକାର ରହିଲା ନାହିଁ। ପତିତ ମନୁଷ୍ୟ ମାନେ ମଧ୍ୟ ବେଦ ଚର୍ଚ୍ଚାରୁ ବଞ୍ଚିତ ହେଲେ।…

ଶ୍ରୀ ଭାଗବତ ସାର ୮୧: ଶାସ୍ତ୍ର କହେ ମହର୍ଷି ବ୍ୟସଦେବ ଭଗବାନଙ୍କ ସପ୍ତଦଶ ଅବତାର

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ରଚନାରେ ମୁଖ୍ୟ ଜଣେ ମହର୍ଷି ବ୍ୟାସଦେବ ଓ ଅନ୍ୟ ଜଣେ ଦେବର୍ଷି ନାରଦ। ଏହି ମହର୍ଷି ଓ ଦେବର୍ଷି ବିଷୟରେ ସମ୍ୟକ ଆଲୋଚନା ନକଲେ ଶ୍ରୀ ଭାଗବତ ସାର ରଚନାର ମୂଲ୍ୟ କିଛି ନୁହେଁ। ପ୍ରଥମେ ଆଲୋଚନା କରିବା ମହର୍ଷି…

ପହଣ୍ଡି କରି ରଥାରୂଢ ଚତୁର୍ଦ୍ଧାମୂରତି: ୪ଟାରେ ଆରମ୍ଭ ହେବ ରଣଟଣା….

ପୁରୀ: ଟାହିଆ ହଲେଇ ହଲେଇ ଝୁଲି ଝୁଲି, ବଡଦାଣ୍ଡରେ ଭକ୍ତଙ୍କୁ ବାଇଆ କରି ଶେଷରେ ଚତୁର୍ଦ୍ଧମୂରତି ରଥେ ବିଜେ କରିଛନ୍ତି । ତାଳଧ୍ବଜରେ ବିଜେ ବଡ ଠାକୁର ବଳଭଦ୍ର, ନନ୍ଦିଘୋଷରେ ବିଜେ ମହାପ୍ରଭୁ କାଳିଆ ସାଆନ୍ତ, ଆଉ ମଝିରେ ଦେବଦଳନରେ ରଥରେ ବିଜେ କରିଛନ୍ତି ହଳଦୀ ମୁହିଁ ଦେବୀ ସୁଭଦ୍ରାଙ୍କ ସହ…

‘ସୁଖ, ସମୃଦ୍ଧି ଆଉ ସୌଭାଗ୍ୟ’: ରଥଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ମୁର୍ମୁ, ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ବର/ନୂଆଦିଲ୍ଳୀ: ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ରଥାରୂଢ ହେବେ ତିନି ଠାକୁର । ଏନେଇ ଏବେ ଦେଶବିଦେଶରୁ ଓଡିଶାକୁ ଛୁଟୁଛି ଶୁଭେଚ୍ଛାର ସୁଅ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନ ମହାପ୍ରଭୁ ଜଗନ୍ନାଥ ରଥଯାତ୍ରା ଆରମ୍ଭ ହେବା ଅବସରରେ ଭକ୍ତମାନଙ୍କୁ ତାଙ୍କର ହାର୍ଦ୍ଦିକ…

କାହିଁକି ରଥଟଣା ପୂର୍ବରୁ ରାଜା କରନ୍ତି ଛେରା ପହଁରା, କ’ଣ ରହିଛି ବିଧି?

ପୁରୀ: ୧୨ ମାସ ହେଲା ଚାହିଁ ରହିଛି ବଡଦାଣ୍ଡ, ମାଉସୀ ମା’ । କୋଳକୁ ଫେରିବେ ବଡ ଠାକୁର । ଆଉ ଆଜି ସେହି ପବିତ୍ର ଦିନ । ଝୁଲି ଝୁଲି ପଣ୍ଡାଙ୍କ ପିଠିରେ ଲଦି ହୋଇ ରଥାରୂଢ ହେବେ ପ୍ରଭୁ ଜଗନ୍ନାଥ ତାଙ୍କ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା । ଭାଇ ଭଉଣୀ ସଙ୍ଗେ ଗୁଣ୍ଡିଚା ମନ୍ଦିର ଅଭିମୁଖେ…