Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଶ୍ରୀ ଭାଗବତ ସାର ୯୩: ମହାମୁନି ଶୁକଦେବଙ୍କ ପରେ ମହର୍ଷି ଶ୍ରୀ ସୂତ ହେଉଛନ୍ତି ଶ୍ରେଷ୍ଠ ଶୀମଦ ଭାଗବତର ବ୍ୟାଖ୍ୟାକାର

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶୀମଦ ଭାଗବତର ବ୍ୟାଖ୍ୟାକାର ହିସାବରେ ମହାମୁନି ଶୁକଦେବଙ୍କ ପରେ ମହର୍ଷି ଶ୍ରୀ ସୂତଙ୍କୁ ଶ୍ରେଷ୍ଠ ବିବେଚିତ କରାଯାଏ। ଆସନ୍ତୁ ତେବେ ଏହି ଶ୍ରୀ ସୂତଙ୍କ ବିଷୟରେ ପ୍ରାଞ୍ଜଳ ଭାବରେ ଜାଣିବା। ବ୍ୟାସଦେବଙ୍କ ପ୍ରିୟ ଶିଷ୍ୟ ଲୋମହର୍ଷଣ…

ଶ୍ରୀ ଭାଗବତ ସାର ୯୨: ନୈମିଷାରଣ୍ୟର ନାମକରଣ ଓ ଉତ୍ପତି ରହସ୍ୟ ଅତ୍ୟନ୍ତ ହୃଦୟ ସ୍ପର୍ଶୀ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଚର୍ଚ୍ଚା ଭିତରେ ଯେଉଁ ସବୁ ପୁଣ୍ୟ ସ୍ଥଳି ମାନଙ୍କ ନାମ ଆସେ ସେ ମଧ୍ୟରେ" ନୈମିଷାରଣ୍ୟ " ଅନ୍ୟତମ। କାରଣ ଏହାର ନାମକରଣ ଓ ଉତ୍ପତି ରହସ୍ୟ ଅତ୍ୟନ୍ତ ହୃଦୟ ସ୍ପର୍ଶୀ। ଆହୁରି ହୃଦୟ ଛୁଆଁ ଏହାର ପାବନ ପ୍ରକୃତିର…

ଶ୍ରୀ ଭାଗବତ ସାର ୯୧: ଶ୍ରୀମଦ ଭାଗବତ ଚର୍ଚ୍ଚାର ଉପଯୁକ୍ତ ସ୍ଥାନ ହେଉଛି ନୈମିଷରଣ୍ୟ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଚର୍ଚ୍ଚାର ଉପଯୁକ୍ତ ସ୍ଥାନ ହେଉଛି ନୈମିଷରଣ୍ୟ, ଅବଶ୍ୟ ଏହି ଈପସିତ ଭୂମିର ସନ୍ଧାନ ପାଇଁ ବର୍ତ୍ତମାନ ଋଷି କୁମାର ଶୌନକ ଓ ତାଙ୍କ ସାଥି ମାନେ ବ୍ୟାକୁଳ ଅଟନ୍ତି। ସେମାନେ ମହର୍ଷି ଭରଦ୍ୱାଜଙ୍କ ଉପଦେଶ ଅନୁଯାୟୀ ଭଗବାନ…

ଶ୍ରୀ ଭାଗବତ ସାର ୯୦: ଯେଉଁ ପ୍ରାଣୀ ପରମେଶ୍ୱରଙ୍କ ସ୍ୱତନ୍ତ୍ର କୃପା ଲାଭ କରିଥାଏ ସେ ହିଁ ଦିବ୍ୟ କର୍ମରେ ନିଜକୁ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଚର୍ଚ୍ଚାର ମୂଖ୍ୟ ସ୍ଥଳି ନୈମିଷାରଣ୍ୟର ସନ୍ଧାନ କିପରି ମିଳିଲା ସେହି ପ୍ରସଙ୍ଗ ଆଲୋଚନା ଅବସରରେ ଆମେ ଜାଣିଲେ, ମହର୍ଷି ଭରଦ୍ୱାଜଙ୍କ ଆଶ୍ରମରେ ପହଂଚି ଋଷି ପୁତ୍ର ଶୌନକ ଓ ତାଙ୍କ ସାଥି ମାନେ ମହର୍ଷିଙ୍କ ପ୍ରଶ୍ନର…

ମହାପ୍ରଭୁଙ୍କ ସୁନାବେଶ: କେଉଁ ଠାକୁର ପିନ୍ଧନ୍ତି କେଉଁ ଅଳଙ୍କାର?

ପୁରୀ: ଆଜି ପବିତ୍ର ସୁନାବେଶ । ସୁନାରେ ଛାଉଣୀ ହେବେ ଶ୍ରୀଜିଉ । ଦୁର୍ଲଭ ବେଶରେ ଭକ୍ତଙ୍କୁ ଦେବେ ଦର୍ଶନ । ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ସୁନାବେଶ ଅନୁଷ୍ଠିତ ହୋଇଥାଏ। ଏହି ସୁନାବେଶ ସାମଗ୍ରୀ ଭଣ୍ଡାର ଘରୁ ପାଳିଆ…

ଶ୍ରୀ ଭାଗବତ ସାର ୮୯: ଈଶ୍ୱର କୃପା ପ୍ରାପ୍ତି ନିମନ୍ତେ ଶ୍ରୀମଦ ଭାଗବତ ଅଧ୍ୟୟନର ଅଭିଳାଷ ନିଜ ମନରେ ଜାଗ୍ରତ କରନ୍ତୁ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ପାରାୟଣର ତିନୋଟି ଵିଧି ଅଛି 1.ସପ୍ତାହବ୍ୟାପି ପାରାୟଣ 2.ମାସିକ ପାରାୟଣ 3.ବାର୍ଷିକ ପାରାୟଣ କୁହାଯାଏ ଏ କଳି ଯୁଗରେ ମନ୍ୟୁଷ ମାନେ ଦୀର୍ଘ ସମୟ ଧରି ବ୍ରତ, ଉପବାସ ଅବା ନିଷ୍ଠା ପାଳନ ଲାଗି ଆଗ୍ରହ ପ୍ରକାଶ…

ଶ୍ରୀ ଭାଗବତ ସାର ୮୮: କେଉଁ ତିଥିରେ ପଡେ ଭାଗବତ ଜନ୍ମ ଦିବସ?

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥର ଜନ୍ମ ଓ ସଂସାରରେ ଏହାର ପ୍ରଚାର ଓ ପ୍ରସାରର ଗୋଟିଏ ମୂଳ ବିବରଣୀ ଆମେ ଜାଣିଲେ। ଆଉ ଏହା ମଧ୍ୟ ଜାଣିଲେ ଶୌନକାଦି ଋଷି ମାନେ ନୈମିଷ୍ୟାରଣ୍ୟରେ ସହସ୍ର ବର୍ଷ ଯଜ୍ଞ ସମ୍ପାଦନ କରୁଥିବା ସମୟରେ ଶୁକଦେବ ଶିଷ୍ୟ…

୧୫ ବର୍ଷ ବୟସରେ ଝିଅଙ୍କ ଦାନ୍ତ ଭାଙ୍ଗି ଦିଅନ୍ତି ଏହି ଜନଜାତି, ଓଠରେ ଲଗାନ୍ତି…

ନୂଆଦିଲ୍ଲୀ: ଆଫ୍ରିକାର ଇଥିଓପିଆର ଓମୋ ଉପତ୍ୟକାରେ ବାସ କରୁଥିବା ସୁରି ଜନଜାତି, ଯାହାକୁ ସୁରମା ନାମରେ ମଧ୍ୟ ଜଣାଯାଏ, ତାଙ୍କର ଅଜଣା ଓ ଅନନ୍ୟ ପରମ୍ପରା ପାଇଁ ବିଶ୍ୱବ୍ୟାପୀ ଚର୍ଚ୍ଚାରେ ରହିଛନ୍ତି। ପ୍ରାୟ ୨୦,୦୦୦ ଜନସଂଖ୍ୟା ବିଶିଷ୍ଟ ଏହି ଜନଜାତି ପଶୁପାଳନ, ବିଶେଷକରି ଗୋପାଳନ, ଉପରେ…

ଶ୍ରୀ ଭାଗବତ ସାର ୮୭: ସେ ସ୍ୱୟଂକର୍ତ୍ତା ଓ ସମଗ୍ର ସୃଷ୍ଟିର ସର୍ବରୂପ ଓ ବ୍ରହ୍ମ ହିଁ ରସ ସ୍ୱରୂପ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଏପରି ଏକ ଗ୍ରନ୍ଥ ଯାହାକୁ ସ୍ୱୟଂ ବ୍ୟାସଦେବ କହିଛନ୍ତି "ପିବତ ଭାଗବତଂ ରସମାଳୟଂ " ଏଠାରେ ଭାଗବତଙ୍କୁ ରସ ସ୍ୱରୂପରେ ବିବେଚନା କରାଯାଇଛି। ଯଦି ତୈତ୍ତିରୀୟ ଉପନିଷଦକୁ ରସର ସ୍ୱରୂପତା ନିର୍ଣ୍ଣୟ ପାଇଁ ନିଆଯାଏ ତେବେ…

ଶ୍ରୀ ଭାଗବତ ସାର ୮୬: ସର୍ବଦା ଓ ସର୍ବତ୍ର ବିଦ୍ୟମାନ ଏକମାତ୍ର ସତ୍ୟ, ସେ ହିଁ ଜୀବ ସ୍ୱରୂପରେ ଆତ୍ମା ଓ ପରମ ସ୍ୱରୂପରେ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ସ୍ୱୟଂ ଭଗବାନଙ୍କ ମୁଖନିଃସୃତ, ଏହାକୁ ମଧ୍ୟ ବ୍ୟାସଦେବ ସ୍ୱୀକାର କରି ଭାଗବତର ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟ ରେ "ମହାମୁନିଃ ଶ୍ରୀନାରାୟଣଃ,ତେନ ପ୍ରଥମଂ ସଂକ୍ଷେପତଃ କୃତେ " ବୋଲି ଲେଖିଛନ୍ତି। ଏହି ପ୍ରଥମ ଭାଗବତ…