Latest Odisha News

BREAKING NEWS

Browsing Category

କଳା ସଂସ୍କୃତି

ରାବଣର ଅନ୍ତିମ ସଂସ୍କାର କରିବାକୁ କାହିଁକି ମନା କରିଥିଲେ ବିଭୀଷଣ? କାହିଁକି ମୃତ୍ୟୁ ବେଳେ ତିନି ଥର ରାମଙ୍କ ନାଁ…

ଭୁବନେଶ୍ୱର: ରାମ ଓ ରାବଣ ମଧ୍ୟରେ ଏକ ଭୀଷଣ ଯୁଦ୍ଧ ହୋଇଥିଲା। ଅନ୍ତିମରେ, ଯୁଦ୍ଧର ଦଶମ ଦିନରେ ରାମ ରାବଣର ନାଭିରେ ବ୍ରହ୍ମାସ୍ତ୍ର ପ୍ରୟୋଗ କରିଥିଲେ, ଫଳରେ ରାବଣ ମାଟିରେ ପଡ଼ିଯାଇଥିଲା। ତା’ର ପ୍ରାଣ ତ୍ୟାଗ କରିବାରେ କିଛି ସମୟ ଲାଗିଥିଲା। ମୃତ୍ୟୁ ସମୟରେ ସେ ତିନିଥର ରାମଙ୍କ ନାମ ଉଚ୍ଚାରଣ…

ଭୁବନେଶ୍ୱର ଗଠନ ପଛର ରଚୋକ ଇତିହାସ, ନାଁ ପଛର ରହସ୍ୟ

ଭୁବନେଶ୍ୱର, ଓଡ଼ିଶାର ରାଜଧାନୀ ତଥା ‘ମନ୍ଦିର ମାଳିନୀ ନଗରୀ’ ଭାବେ ପରିଚିତ। ଏକ ଐତିହାସିକ ଓ ସାଂସ୍କୃତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସହର। ଏହାର ନାମ ‘ତ୍ରିଭୁବନେଶ୍ୱର’ ଶବ୍ଦରୁ ଉଦ୍ଭବ, ଯାହାର ଅର୍ଥ ହେଉଛି ‘ତିନି ଜଗତର ଈଶ୍ୱର’ (ଭଗବାନ ଶିବ)। ଏହି ସହରର ଇତିହାସ…

ରାମ ନବମୀ ଏବଂ ମା’ ସିଦ୍ଧିଦାତ୍ରୀଙ୍କ ରହସ୍ୟ, ଗୋଟିଏ ଦିନରେ ଦୁଇ ଦୁଇଟି ପର୍ବ…

ଭୁବନେଶ୍ଵର: ଆଜି ପବିତ୍ର ରାମନବମୀ। ଏଥିପାଇଁ ଉତ୍ସବ ମୁଖର ଗାଁଠୁ ସହର। ଶ୍ରୀରାମ ମନ୍ଦିର ସମେତ ବିଭିନ୍ନ ଦେବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ରାମନବମୀ ଅବସରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି। ଆଜିଠାରୁ ପୁରୀରେ ଆରମ୍ଭ ହୋଇଯିବ ପାରମ୍ପରିକ…

ପୌରାଣିକ ପୃଷ୍ଠାରେ ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା, ଜାଣନ୍ତୁ କଣ କୁହେ କିମ୍ବଦନ୍ତୀ

ବ୍ରହ୍ମପୁର: ଆଜିଠୁ ଆରମ୍ଭ ହେବ ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା । ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସାଆନ୍ତାଣୀ ବୁଢ଼ୀ ଠାକୁରାଣୀଙ୍କ ଘଟ ବିଳମ୍ବିତ ରାତିରେ ଆସିବ। ଶାଶୂଘରୁ ବାପଘରକୁ ଆସିବେ ମା’ । ପ୍ରାୟ ମାସେ ଧରି ବାପଘରେ ରହିବା ପରେ ବାପଘରୁ ବିଦାୟ ନେବେ ।…

ଏକାମ୍ର ରେ ଦୋଳ ପରମ୍ପରା…

ଭୁବନେଶ୍ଵର: ଦୋଳ ଉତ୍ସବ ଓଡ଼ିଆ ଜାତିର ନିଜସ୍ୱ ଉତ୍ସବ। ସାରା ଭାରତ ରେ କେବଳ ହୋଲିକା ଦହନ ଓ ହୋଲି ପାଳନ କରାଯାଉଥିବା ବେଳେ ଓଡ଼ିଶାରେ ହୋଲିକା ଦହନ, ଦୋଳ ପୁର୍ଣ୍ଣିମା ଓ ହୋଲି ବିପୁଳ ଉତ୍ସାହରେ ପାଳନ କରାଯାଇଥାଏ । ଦୋଳ ଓ ହୋଲି ଗାଁ ଗାଁ ରେ ଏକ ଉତ୍ସବ ର ବାତାବରଣ ସୃଷ୍ଟି କରିଥାଏ ।…

ମୃତଦେହ କାଟି ଖାଉଛନ୍ତି ଏଠାକାର ଲୋକ, ଉଦ୍ଭୁତ ପରମ୍ପରା

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା ଅଜବ ଲାଗେ। ଏପରି ପରିସ୍ଥିତିରେ, ଆପଣ ଜାଣନ୍ତି କି ଏପରି ଏକ ସ୍ଥାନ ଅଛି ଯେଉଁଠାରେ ମୃତ୍ୟୁ ପରେ ଲୋକମାନେ ମୃତଦେହକୁ କାଟି…

ଇସଲାମ ଧର୍ମରେ ରମଜାନ ମାସର କ’ଣ ରହିଛି ଗୁରୁତ୍ଵ?

ଭୁବନେଶ୍ଵର: ଆଜିଠୁ ଆରମ୍ଭ ହେଉଛି ମୁସଲମାନଙ୍କ ପବିତ୍ର ରମଜାନ ମାସ । ଗତକାଲି ରାତିରୁ ତରାବି ପାଠ ସହ ଆଜିଠୁ ଆରମ୍ଭ ହେଉଛି ରମଜାନ ମାସ । ଇସଲାମ ଧର୍ମରେ ରମଜାନ ମାସକୁ ସବୁଠାରୁ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ଏହି ମାସରେ “ରୋଜା” ଅର୍ଥାତ ଉପବାସ ରଖାଯାଇଥାଏ । ମୁସଲମାନ ଭାଇ ଓ…

ଦ୍ବାଦଶ ଜ୍ୟୋତିର୍ଲିଙ୍ଗ: ଆସନ୍ତୁ ଜାଣିବା ମହାରାଷ୍ଟ୍ରରେ ଅବସ୍ଥିତ ୩ ଜ୍ୟୋତିର୍ଲିଙ୍ଗଙ୍କ ସମ୍ବନ୍ଧରେ..

ନୂଆଦିଲ୍ଲୀ: ପୁରାଣ ଏବଂ ଧାର୍ମିକ ବିଶ୍ୱାସ ଅନୁଯାୟୀ ଦେଶରେ ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ଅଛନ୍ତି । ଯଦି ଆପଣ ଦ୍ବାଦଶ ଜ୍ୟୋତିର୍ଲିଙ୍ଗଙ୍କ ଦର୍ଶନ କରିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ମହାରାଷ୍ଟ୍ରରୁ ଯାତ୍ରା ଆରମ୍ଭ କରନ୍ତୁ | ମହାରାଷ୍ଟ୍ରରେ ସର୍ବାଧିକ ସଂଖ୍ୟକ ଜ୍ୟୋତିର୍ଲିଙ୍ଗ ଅଛନ୍ତି ।…

ବ୍ୟଞ୍ଜନ ଦ୍ୱାଦଶୀ; ମହାପ୍ରଭୁଙ୍କୁ ଲାଗି ହୁଏ ଭଳି କି ଭଳି ବ୍ୟଞ୍ଜନ

ପୁରୀ; ମାର୍ଗଶୀର ଶୁକ୍ଳପକ୍ଷ ଦ୍ୱାଦଶୀ । ଏହି ଦ୍ଵାଦଶୀ ତିଥିଟି ବ୍ୟଞ୍ଜନ ଦ୍ୱାଦଶୀ ବା ଅଖଣ୍ଡ ଦ୍ୱାଦଶୀ ନାମରେ ଜଣା । ବ୍ୟଞ୍ଜନ ଦ୍ୱାଦଶୀରେ ଅନୁଷ୍ଠିତ ସମସ୍ତ ଧର୍ମକର୍ମର ନିଶ୍ଚିତଫଳ ମିଳେବୋଲି ଲୋକ ବିଶ୍ୱାସ ରହିଛି । ବିଶେଷ କରି ବ୍ୟଞ୍ଜନ ଦ୍ୱାଦଶୀ ତିଥି ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର…

ମଲ୍ଲିକାର୍ଜୁନ ଜ୍ୟୋତିର୍ଲିଙ୍ଗ; ଦର୍ଶନ କଲେ ମିଳେ ମୋକ୍ଷ

ନୂଆଦିଲ୍ଲୀ: ଐତିହାସିକ ମନ୍ଦିର ଏବଂ ସଂସ୍କୃତି ପାଇଁ ଭାରତ ସାରା ବିଶ୍ୱରେ ଜଣାଶୁଣା | ଭଗବାନ ଶିବଙ୍କ ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ମଲ୍ଲିକାର୍ଜୁନ ଅନ୍ୟତମ । ଶିବପୁରାଣ ଅନୁଯାୟୀ ମଲ୍ଲିକାର୍ଜୁନ ଜ୍ୟୋତିର୍ଲିଙ୍ଗ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ମିଳିତ ରୂପ ଅଟେ । ଶାସ୍ତ୍ରରେ…