Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ମୋଦୀଙ୍କ ବୈଠକରେ ସାମିଲ ହେବେନି ମମତା

ନୂଆଦିଲ୍ଲୀ: ଆଜି ଦେଶରେ କରୋନା ସ୍ଥିତିକୁ ନେଇ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତାକାଲି କରୋନା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଆଲୋଚନା କରିବେ ।…

ସୁସ୍ଥ ହେଲେ ଆଉ ୧୨୦ କରୋନା ସଂକ୍ରମିତ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୨୦ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ୨୯୭୪ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । 4 each from Balasore, Dhenkanal, Kendrapara and Jharsuguda 3 each from Keonjhar, Ganjam & Puri 2 each from…

ଦେଶରେ ସୁଧୁରୁଛି ଅର୍ଥନୈତିକ ସ୍ଥିତି : ମୋଦୀ

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ ସୁଧୁରୁଛି ଅର୍ଥନୈତିକ ସ୍ଥିତି । ଏନେଇ ସଂକେତ ମିଳୁଛି । ବିଗତ ସପ୍ତାହରେ ସରକାରଙ୍କର ଉଦ୍ୟମ ଯୋଗୁଁ ଅର୍ଥନୀତିରେ ସୁଧାର ଆସୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଦେଶରେ କରୋନା ସ୍ଥିତିକୁ ନେଇ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କ ସହ…

ପତଞ୍ଜଳିର ‘କରୋନିଲ୍‌’ ଭଲ କରୁଛି କରୋନା ରୋଗ !

ନୂଆଦିଲ୍ଲୀ: ବାବା ରାମଦେବଙ୍କ ‘ପତଞ୍ଜଳି’ ଦାବି କରିଛି ଯେ, କରୋନା ରୋଗୀ ସୁସ୍ଥ ହୋଇପାରିବେ । ପ୍ରାୟ ୧୦୦ ଜଣ କରୋନା ରୋଗୀଙ୍କର କରୋନା ଚିକିତ୍ସା କରାଯାଇଥିବା ବେଳେ ଶତ ପ୍ରତିଶତ ରୋଗୀ ଏହି ଚିକିତ୍ସାରେ ସଫଳ ହୋଇଥିବା ନେଇ ଦାବି କରିଛନ୍ତି ‘ପତଞ୍ଜଳି’ ଅନୁଷ୍ଠାନର ସିଇଓ ଆଚାର୍ଯ୍ୟ…

ନିବୁଲାଇଜର କିଣାରେ ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ

ଭୁବନେଶ୍ୱର: ମାସ୍କ ଓ ପିପିଇ କିଟ ପରେ ଏବେ ନିବୁଲାଇଜର କିଣାରେ ଦୁର୍ନୀତି ଅଭିଯୋଗ ଆଣିଛି କଂଗ୍ରେସ । କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି ନିବୁଲାଇଜର କିଣିବା ସମୟରେ ଗୋଟିଏ କମ୍ପାନୀ ୨ଥର କୋଟେସନ ଦେଇଥିଲା । ୨୧ ତାରିଖରେ ଦେଇଥିବା ପ୍ରଥମ କୋଟେସନରେ ଏହାର ଦାମ ୩୧ଶହ ଟଙ୍କା ଥିବା…

କୋଭିଡ ଟେଷ୍ଟକୁ ନେଇ ବିଜେଡି-ବିଜେପି ବାକ୍‌ଯୁଦ୍ଧ

ଭୁବନେଶ୍ୱର: କରୋନା ଟେଷ୍ଟକୁ ନେଇ ବିଜେଡି ବିଜେପି ମୁହାଁମୁହିଁ ହୋଇଛନ୍ତି । ପ୍ରତ୍ୟେକ ଦିନ ୧୫ହଜାର ଟେଷ୍ଟ କରିବାକୁ ରାଜ୍ୟ ସରକାର ପ୍ରତିଶୃତି ଦେଇଥିବା ବେଳେ ଏହା କରାଯାଉନାହିଁ ବୋଲି ଅଭିଯୋଗ ଆଣିଛି ବିଜେପି । ଏବଂ କ୍ୱାରେଂଟିନ ସେଂଟରରେ ରହୁଥିବା ସମସ୍ତ ପ୍ରବାସୀଙ୍କ ଟେଷ୍ଟ କରାଯାଉ।…

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ କରୋନା ନେଗେଟିଭ୍‌

ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ କରୋନା ନେଗେଟିଭ୍ । ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ରିପୋର୍ଟ ନେଗେଟିଭ୍ ଆସିଛି । ଆର୍ଥାତ୍ କରୋନା ଆକ୍ରାନ୍ତ ନାହାଁନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ । ଖୁବଶୀଘ୍ର ତାଙ୍କୁ ହସପିଟାଲରୁ ମୁକ୍ତ କରାଯିବ…

ରଥ ଅନୁକୂଳ ପାଇଁ ମିଳିଲା ଅନୁମତି ପତ୍ର

ପୁରୀ: ରଥଯାତ୍ରା ହେବା ନେଇ ବାଟ ଫିଟୁଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ନୂଆ ସଙ୍କେତ ମିଳିଛି । ରଥ ଅନୁକୂଳ ପାଇଁ ଆଜି ପୁରୋହିତଙ୍କୁ ଅନୁମତି ପତ୍ର ଲେଖିଛି ଶ୍ରୀମନ୍ଦିର ପ୍ରଶାସନ । ରଥ ପ୍ରତିଷ୍ଠା ପାଇଁ ପ୍ରସ୍ତୁତ ରହିବାକୁ ପତ୍ରରେ ଦର୍ଶାଯାଇଛି । ପ୍ରତିବର୍ଷ ଶ୍ରୀମନ୍ଦିର…

ରାଜଧାନୀରେ ପୁଣି ୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରୁ ପୁଣି ବାହାରିଲେ ପଜିଟିଭ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୫ ଜଣ ଭୁବନେଶ୍ୱରର ଅଛନ୍ତି । ଏହି ୫ ଜଣଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ସୂଚନା ଦେଇଛି । ୫ ଜଣଙ୍କ…

ଜାଣନ୍ତୁ: ରଥଯାତ୍ରାରେ ଶ୍ରୀଜଗନ୍ନାଥଙ୍କ କେଉଁସବୁ ସେବା କରନ୍ତି ଗଜପତି ମହାରାଜା

ପୁରୀ: ପ୍ରାଚୀନ ସମୟରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ନୀତି, ଯାନିଯାତ୍ରା ସହିତ ଗଜପତି ମହାରାଜା ପାରମ୍ପରିକ ରୀତିରେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ । ଏହି ସେବା ନୀତି ପୁରୀ ରାଜବଂଶର ବଂଶାନୁକ୍ରମିକ ଅଟେ । ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ଅନୁଷ୍ଠିତ ରଥଯାତ୍ରା ଓ ଦଶମୀରେ…