Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ପ୍ରପୋଜ ଡେ: ମନର କଥା କହିପାରୁନଥିଲେ ଏମିତି କରନ୍ତୁ ସାଥୀକୁ ପ୍ରପୋଜ୍

ଭୁବନେଶ୍ଵର: ବର୍ଷକର ଅପେକ୍ଷା ପରେ ପୁଣି ଆସିଛି ପ୍ରେମୀ ଯୁଗଳଙ୍କରଚ ପ୍ରିୟ ମାସ । ଯାହାକୁ ଅଧିକାଂଶ ଲୋକେ ପ୍ରେମ ଋତୁ ବୋଲି କହିଥାନ୍ତି । ଏନେଇ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖାଦେଇଛି। ଫେବୃୟାରୀ ୧୪ରେ ଭାଲେଣ୍ଟାଇନ୍ସ ଡେ’ ହେବାକୁ ଥିବାବେଳେ ଗତକାଲି ଠାରୁ (ଫେବୃଆରୀ ୭)…

ଏମାନଙ୍କୁ ଓଟ୍ସ ଖାଇବା ମନା..

ଭୁବନେଶ୍ବର: ଆଜିକାଲି ଯୁବବର୍ଗ ଓଟ୍ସକୁ ଆପଣାଇଛନ୍ତି । ଏହା ସେମାନଙ୍କର ଓଜନକୁ ନିୟନ୍ତ୍ରଣରେ ରଖେ ଏବଂ ମେଟାବୋଲିଜିମ୍ କୁ ବୁଷ୍ଟ କରେ । ଏହା ବ୍ୟତୀତ, ଏହା ସେମାନଙ୍କୁ ଦିନସାରା ଉର୍ଜା ପ୍ରଦାନ କରେ । କିନ୍ତୁ ଫସଫରସ୍, ମ୍ୟାଗ୍ନେସିୟମ୍, ଜିଙ୍କ, ଆଇରନ୍, ଫୋଲେଟ୍, ଭିଟାମିନ୍ ବି- 6 ଏବଂ…

ଏହି ସାପ ଦଂଶନରେ ଶରୀରର ପ୍ରତିଟି ସ୍ଥାନରୁ ହୁଏ ରକ୍ତସ୍ରାବ !

ଭୁବନେଶ୍ବର:ବିଶ୍ବରେ ଅନେକ ପ୍ରଜାତିର ସାପ ଅଛନ୍ତି । ତେବେ ଦୁନିଆରେ ଏମିତି ଏକ ବିଷାକ୍ତ ସାପ ରହିଛି, ଯାହା ମଣିଷକୁ ଚୋଟ ମାରିବା ମାତ୍ରେ ଶରୀରର ପ୍ରତିଟି ସ୍ଥାନରୁ ରକ୍ତସ୍ରାବ ହୋଇଥାଏ । ଆପଣ ଜାଣିଛନ୍ତି କି ଏହି ସାପର ନାଁ କଣ ? ସାପର ନାଁ ହେଲା ବୁମସ୍ଲାଙ୍ଗ । ବୁମସ୍ଲାଙ୍ଗ ବିଷ ଏତେ…

କାହିଁକି ଭଗବାନ ଶିବଙ୍କୁ ପୂଜା କରନ୍ତି ଉଭୟ ଦେବତା ଏବଂ ରାକ୍ଷସ

ଭୁବନେଶ୍ଵର: ହିନ୍ଦୁ ଧର୍ମ ଅନୁସାରେ ୩୩ କୋଟି ଦେବୀ ଦେବତାଙ୍କୁ ପୂଜାର୍ଚ୍ଚନା କରାଯାଏ । କିନ୍ତୁ ସର୍ବତ୍ର ମୁଖ୍ୟତଃ ତ୍ରୀଦେବ ଅର୍ଥାତ୍ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ଵରଙ୍କୁ ପୂଜା କରାଯାଏ । କିନ୍ତୁ ଏମାନଙ୍କ ମଧ୍ୟରେ ଜଣେ ଦେବତା ଏପରି ଅଛନ୍ତି ଯାହାଙ୍କୁ କେବଳ ଦେବତା କି ନରନାରୀ ନୁହେଁ…

ମହାଶିବରାତ୍ରୀରେ ମହାସଂଯୋଗ: ଏହି ରାଶି ଉପରେ ହେବ ଧନ ବର୍ଷା

ଭୁବନେଶ୍ବର:ଚଳିତ ବର୍ଷର ମହାଶିବରାତ୍ରୀ ୨୬ ଫେବୃଆରୀ (ବୁଧବାର) ପାଳନ କରାଯିବ। ଏହି ଦିନ ପ୍ରଭୁ ଶିବଙ୍କ ଆରାଧନା କରିବାର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦିନ । ଗରୁଡ,ପଦ୍ମ,ଶିବ, ଅଗ୍ନି ପୁରାଣରେ ମହାଶିବରାତ୍ରୀର ମହିମାର ବିଶେଷ ମହତ୍ତ୍ୱ ବର୍ଣ୍ଣନା କରାଯାଇଛି। ଚଳିତ ବର୍ଷର ଶିବରାତ୍ରୀରେ…

ଏପରି ସ୍ଥାନ ଯେଉଁଠି ଶତାବ୍ଦୀ ଧରି ହୋଇନି ବର୍ଷା, ହେଲେ ହୃଦୟକୁ ଛୁଏଁ ପ୍ରାକୃତିକ ଦୃଶ୍ୟ

ନୂଆଦିଲ୍ଲୀ: ଦୁନିଆରେ ଏପରି ଏକ ଗାଁ ଅଛି ଯେଉଁଠାରେ ଆଜି ପର୍ଯ୍ୟନ୍ତ ଗୋଟିଏ ବି ବର୍ଷା ବିନ୍ଦୁ ସେଠାରେ ପଡିନାହିଁ? ଏହା ଶୁଣିବାକୁ ଅଜବ ଲାଗୁଥାଇପାରେ ହେଲେ ଏହା ସତ ଅଟେ । ଏହି ଅନନ୍ୟ ଗାଁଟି ଶତାବ୍ଦୀ ଧରି ଏହି ଅବସ୍ଥାରେ ରହିଛି, ଯେଉଁଠାରେ ପାଗ ପରିବର୍ତ୍ତନ ହୁଏ, କିନ୍ତୁ କେବେ ବର୍ଷା…

ଏହି ଧର୍ମର ଲୋକମାନେ ବିଶ୍ୱର ସବୁଠାରୁ ଧନୀ, ଜାଣନ୍ତୁ ଗରିବ ତାଲିକାରେ କିଏ ଅଛନ୍ତି?

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଧନୀ ଲୋକଙ୍କର ଅନେକ ସଂଖ୍ୟା ନ ରହିଛି । ଏକ ସମୟରେ ବିଲ୍ ଗେଟ୍ସ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାର ଶୀର୍ଷରେ ଥିଲେ, କିନ୍ତୁ ବର୍ତ୍ତମାନ ଦୀର୍ଘ ସମୟ ଧରି ଟେସଲା ମାଲିକ ଏଲନ୍ ମସ୍କ ବିଶ୍ୱର ପ୍ରଥମ ଧନୀ ବ୍ୟକ୍ତି ଅଛନ୍ତି । ତଥାପି, ଯଦି ବିଶ୍ୱର…

ଏହି ଦିନ ଲଞ୍ଚ ହେବ ଆପଲର ପ୍ରଥମ ଫୋଲ୍ଡେବଲ୍ ଆଇଫୋନ୍ ..

ନୂଆଦିଲ୍ଲୀ:ଫୋଲଡେବଲ୍ ଆଇଫୋନ୍ ର ଅପେକ୍ଷାର ଶୀଘ୍ର ଅନ୍ତ ହେବାକୁ ଯାଉଛି । ଆପଲର ପ୍ରଥମ ଫୋଲଡେବଲ୍ ଆଇଫୋନର ଲିକ୍ ସାମ୍ନାକୁ ଆସିଛି । ଏହି ଆଇଫୋନ୍ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୬ ମସିହାରେ ଲଞ୍ଚ ହୋଇପାରେ । ଏକ୍ସ ୟୁଜର ହାୟଓ ଆପଲର ପ୍ରଥମ ଫୋଲ୍ଡେବଲ୍ ଆଇଫୋନ୍ ବିଷୟରେ ତଥ୍ୟ ସେୟାର…

ହୋମ ଲୋନ୍ ନେଇ ଘର କିଣୁଛନ୍ତି, ତେବେ ଏହି ଦିଗ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ..

ଭୁବନେଶ୍ବର: ନିଜ ପରିବାର ପାଇଁ ଘର କିଣିବା ସମସ୍ତଙ୍କର ସବୁଠାରୁ ବଡ ସ୍ୱପ୍ନ ଥାଏ । ତେବେ ଯେଉଁମାନେ ପ୍ରଥମ ଥର ପାଇଁ ଘର କିଣିବାକୁ ଯାଉଛନ୍ତି, ସେମାନେ ଏହି ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍ । ହୋମ ଲୋନ୍ ଯଦି ଆପଣ ଲୋନ ନେଇ ଏକ ଘର ନେବାକୁ ଚାହୁଁଛନ୍ତି ଏବଂ…

ଖାଲି ପେଟରେ ଏହି ସବୁ ଖାଦ୍ୟ ଖାଉଛନ୍ତି କି? ସ୍ବାସ୍ଥ୍ୟପ୍ରତି ହୋଇପାରେ କ୍ଷତିକାରକ

ସୁସ୍ଥ ଶରୀର ପାଇଁ ପ୍ରତିଦିନ ଆମେ ଖାଦ୍ୟରେ ଫଳ, ପରିବା ଆଦି ସାମିଲ କରିଥାଉ। ମାତ୍ର ଏପରି କିଛି ଜିନିଷ ଅଛି ଯାହାକୁ ଠିକ୍‌ ସମୟରେ ନ ଖାଇଲେ ବା ଖାଲିପେଟରେ ଖାଇଲେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ବ୍ରେକ୍‌ଫାଷ୍ଟ୍ ବା ସକାଳ ଭୋଜନ ସ୍ବାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ। ଏଥିପାଇଁ…