Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ମୃତ ସାଗର: ଏଠି ମଣିଷ ଚାହିଁଲେ ବି ବୁଡିପାରିବେନି

ନୂଆଦିଲ୍ଲୀ:ଆମ ପୃଥିବୀରେ ଅନେକ ସ୍ଥାନ ରହିଛି ଯାହା ସମସ୍ତଙ୍କୁ ଚକିତ କରିଥାଏ । ସେହିପରି ଏକ ସାଗର ଇସ୍ରାଏଲ- ଜୋର୍ଡାନ ସୀମାରେ ଅବସ୍ଥିତ, ଯେଉଁଠି କୌଣସି ଜୀବ ଏହି ସାଗରରେ କେବେ ବି ବୁଡି ପାରିବେ ନାହିଁ । ସମଗ୍ର ବିଶ୍ବରେ ଏହା ମୃତ ସାଗର ନାଁରେ  ପରିଚିତ । ଏହି ସାଗର ସମୁଦ୍ର ପତ୍ତନରୁ…

ବଜାରକୁ ଆସିବ ରିଏଲମିର ଏହି ସ୍ମାର୍ଟଫୋନ୍, ରହିଛି ଦମଦାର୍ ଫିଚର

ନୂଆଦିଲ୍ଲୀ: ରିଏଲମି ନିଜର ଗ୍ରାହକଙ୍କ ପାଇଁ ଏକ ନୂତନ ସ୍ମାର୍ଟଫୋନ୍ ଆଣୁଛି । କମ୍ପାନୀର ଆଗାମୀ ସ୍ମାର୍ଟଫୋନ୍ ରିଏଲମି ନେଓ 7SE (Realme Neo 7 SE) ରହିବ । ବର୍ତ୍ତମାନ କମ୍ପାନୀ ଏହାର ଲଞ୍ଚ ତାରିଖ ସମ୍ବନ୍ଧରେ କୌଣସି ଅଫିସିଆଲ୍ ବିବରଣୀ ପ୍ରଦାନ କରିନି । କିନ୍ତୁ ଏହାର ଲିକ୍ସ ସାମ୍ନାକୁ…

ଏହି ରାଜ୍ୟରେ ଦେଖିବାକୁ ମିଳେନାହିଁ ସାପ କି କୁକୁର,,,

ନୂଆଦିଲ୍ଲୀ: ଭାରତ ଏକ ଏପରି ଦେଶ ଯେଉଁଠି ପାଦେ ପାଦେ ରହିଛି ଅନେକ ରହସ୍ୟ । ଦେଶର ପ୍ରାୟ ସବୁ ସ୍ଥାନ ତା’ର ନିଜ ନିଜ ବୈଶିଷ୍ଟ ପାଇଁ ପରିଚିତ । କିଏ ତାର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ମାନ୍ୟତା ପାଇଛି ତ କିଏ ପୌରାଣିକ କଥା ପାଇଁ । ସେହିପରି ଆମ ଦେଶରେ ଏକ ଏପରି ରାଜ୍ୟ ଅଛି ଯେଉଁଠାରେ…

ଦୁନିଆର ସବୁଠୁ ଦାମିକା ଲୁଣ, ଦର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭୁବନେଶ୍ଵର: ମାନବ ଜୀବନ ନିମନ୍ତେ ଲୁଣ ଏକ ଅପରିହାର୍ଯ୍ୟ ଉପାଦାନ ଓ ମୌଳିକ ସ୍ୱାଦ ନିମନ୍ତେ ଏହା ଅତ୍ୟନ୍ତ ଆବଶ୍ୟକ । ଉଦ୍ଭିଦ ତନ୍ତୁମାନଙ୍କରେ ପ୍ରାଣୀମାନଙ୍କ ତନ୍ତୁ ଅପେକ୍ଷା ଅଧିକ ଲୁଣ ଥାଏ । ଲୁଣ ଏକ ସର୍ବପୁରାତନ ଖାଦ୍ୟ ସ୍ୱାଦକାରୀ ଓ ଖାଦ୍ୟ ସଂରକ୍ଷଣକାରୀ ପଦାର୍ଥ । କାରଣ ଲୁଣ ଖାଦ୍ୟରେ…

କଫକାଶ ଦୂର କରିଥାଏ ଏହି ପାଞ୍ଚ ଜଡିବୁଟି..

ଭୁବନେଶ୍ବର: ଶୀତ ଋତୁରେ ଅନେକ ଲୋକଙ୍କୁ କଫ,କାଶ ହୋଇଥାଏ । କିଛିଜଣଙ୍କ କାଶ ସମସ୍ୟା ଶୀଘ୍ର ଛାଡେ ନାହିଁ । ଛାତିରେ କଫ ଜମା ହୋଇ ରହିଥାଏ । ତେବେ ଏହି କଷ୍ଟରୁ ମୁକ୍ତି ପାଇଁ ଜଡିବୁଟି  ବେଶ୍ ଲାଭଦାୟକ  । -  ସଧାରଣତଃ ଘରେ ତୁଳସୀ ଗଛ ଥାଏ । ଏହା କାଶ ଏବଂ ଥଣ୍ଡା ଜ୍ବରରେ ବହୁତ ଲାଭଦାୟକ…

ଏଥିପାଇଁ ଲଫାପାରେ ୧୦୧, ୫୦୧, ୧୦୦୧ଟଙ୍କା ଦିଆଯାଏ ..

ଭୁବନେଶ୍ବର: ଯେତେବେଳେ ଆମେ ବିବାହ/ବ୍ରତ ଘରେ କିମ୍ବା ଅନ୍ୟ କୌଣସି ଶୁଭ କାର୍ଯ୍ୟ ସମୟରେ କାହାକୁ ଟଙ୍କା ଉପହାର ଲଫାପାରେ ଦେଇଥାଉ, ଆମେ ନିଶ୍ଚିତ ଭାବରେ ଏଥିରେ ୧୦୦,୫୦୦ କିମ୍ବା ୧୦୦୦ ଟଙ୍କା ସହିତ ଏକ ଟଙ୍କାର କଏନ୍ ରଖୁ । ଏକ ଟଙ୍କାର କଏନ୍ ବିନା ଲଫାପା ଦେବା ଶୁଭ ନୁହେଁ ବୋଲି ବିବେଚନା…

ଗୁଗୁଲ କ୍ରୋମ ବ୍ୟବହାର କରୁଥିଲେ ସାବଧାନ, ସରକାର ଦେଲେ ଚେତାବନୀ

ନୂଆଦିଲ୍ଲୀ: ଯଦି ଆପଣ ଡେସ୍କଟପ୍, ଲାପଟପ୍, କିମ୍ବା ମ୍ୟାବୁକ୍ ରେ ଗୁଗୁଲ୍ କ୍ରୋମ୍ ବ୍ୟବହାର କରୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । କ୍ରୋମ ଜରିଆରେ ଚୋରି ହୋଇପାରେ ଆପଣଙ୍କ ତଥ୍ୟ । ଏନେଇ ସତର୍କ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର । ବାସ୍ତବରେ ଏହି ବ୍ରାଉଜରର ଦୁଇଟି ତ୍ରୁଟି ବିଷୟରେ…

ସବୁଠାରୁ ଶସ୍ତା ବ୍ୟକ୍ତିଗତ ଲୋନ କେଉଁଠୁ ପାଇବେ ?

ଭୁବନେଶ୍ବର: ଯଦି ଆପଣ ବ୍ୟକ୍ତିଗତ ଲୋନ ନେବାକୁ ଚିନ୍ତା କରୁଛନ୍ତି, ତେବେ କେଉଁ ବ୍ୟାଙ୍କ ସର୍ବନିମ୍ନ ସୁଧ ହାରରେ ଲୋନ ପ୍ରଦାନ କରୁଛି ତାହା ଜାଣିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଏହା ସହିତ ଆପଣଙ୍କୁ ଲୋନ ଉପରେ କମ୍ ସୁଧ ଦେବାକୁ ପଡିବ ଏବଂ ଆପଣଙ୍କର ଇଏମଆଇ ମଧ୍ୟ କମ୍ ରହିବ । ଅନେକ…

ଏହି ଦୁର୍ଗରେ ଲୁଚି ରହିଛି ପୁଳାଏ ପୁଳାଏ ସୁନାରୂପା

ରାଜସ୍ଥାନ: ଭାରତର ଇତିହାସ ଯେତିକି ସମୃଦ୍ଧ ଏବଂ ପୁରୁଣା, ଏହାର କାହାଣୀ ଏବଂ ରହସ୍ୟ ମଧ୍ୟ ଚକିତ କଲା ଭଳି ରହିଛି ।  ରାଜସ୍ଥାନରେ ବହୁତ ପ୍ରାସାଦ ଏବଂ ଦୁର୍ଗ ରହିଛି ଓ ସେମାନଙ୍କର ନିଜସ୍ୱ କାହାଣୀ  ମଧ୍ୟ ଅଛି । ସେଥି ମଧ୍ୟରୁ ଗୋଟିଏ ହେଉଛି ବିକାନେରର ଜୁନାଗଡ ଦୁର୍ଗ । ଏହି ଦୁର୍ଗରେ…

ଫୁଲକୋବିର ନାଡ ଖାଇଲେ ମିଳେ ଏହି ସବୁ ଲାଭ..

ଭୁବନେଶ୍ବର:ଶୀତ ଦିନରେ ହାଟମାନଙ୍କରେ ଫୁଲକୋବି ଅଧିକ ପରିମାଣରେ ମିଳେ । ଏହି ସମୟରେ ଫୁଲକୋବି ଭଜା, ତରକାରୀ, ଚିଲି, ପକୁଡି ରାନ୍ଧି ଖାଇଥାଉ । ତେବେ ଜାଣିଛନ୍ତି କି ଏହି ଫୁଲକୋବି ନାଡ, ପତ୍ରରେ ମଧ୍ୟ ଅନେକ ପୋଷକତତ୍ତ୍ବ ଭରି ରହିଛି । ଏଥିରେ ଭିଟାମିନ୍ ଏ , ଫାଇବର୍ , ପ୍ରୋଟିନ୍ ,…