Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଖୋଲିବନି ସେଲୁନ କିମ୍ବା ମଦ ଦୋକାନ: ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: କରୋନା ଭାଇରସ୍ ଲକ୍‌ଡାଉନ୍ ମଧ୍ୟରେ ଦୋକାନ ଖୋଲିବା ନେଇ ସଭିଙ୍କ ମନରେ ଜାରି ରହିଛି ଦ୍ଵନ୍ଦ୍ଵ । ତେବେ ଏହି ଦ୍ୱନ୍ଦକୁ ଦୂର କରିଛନ୍ତି କେନ୍ଦ୍ର ସରକାର । କେଉଁ ସବୁ ଦୋକାନ ଖୋଲା ରହିବ ଓ କେଉଁ ସବୁ ଦୋକାନ ବନ୍ଦ ରହିବ ସେ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ…

ମାଟ୍ରିକ ଖାତା ମୂଲ୍ୟାୟନର ୪୫ ଦିନ ଭିତରେ ବାହାରିବ ରେଜଲ୍ଟ: ମନ୍ତ୍ରୀ

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ସାରା ଦେଶରେ ତାଲାବନ୍ଦ ପଡିଛି । ଲକଡାଉନ୍ ଯୋଗୁଁ ମାଟ୍ରିକ ଖାତା ମୂଲ୍ୟାୟନକୁ ମଧ୍ୟ ସ୍ଥଗିତ ରଖାଯାଇଛି । ତେବେ ଏହା ପୁନଃ ଆରମ୍ଭ ହେବ ବୋଲି ଶନିବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି, କରୋନା ସଂକ୍ରମଣ ଲାଗି…

କରୋନା ଯୁଦ୍ଧ ପାଇଁ NASA ବିକଶିତ କଲା ହାଇ ପ୍ରେସର୍ ଭେଣ୍ଟିଲେଟର୍ !

ନ୍ୟୁୟର୍କ: କରୋନା ଯୁଦ୍ଧରେ ସହଯୋଗର ହାତ ବଢାଇଲା ନ୍ୟାସନାଲ୍ ଏରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡମିନଷ୍ଟ୍ରେସନ୍ (NASA) । କରୋନା ସଂକ୍ରମିତଙ୍କ ପାଇଁ ମାତ୍ର ୩୭ ଦିନରେ ନାସାର ଇଂଜିନିଅରମାନେ ପ୍ରସ୍ତୁତ କଲେ ହାଇ ପ୍ରେସର୍ ଭେଣ୍ଟିଲେଟର୍ । ଭେଣ୍ଟିଲେଟରକୁ ଭାଇଟାଲ ଭାବେ ନାମିତ…

ଥାନା ଭିତରେ ପଡିଲା ଥାନା ବାବୁଙ୍କ ହାତଗଣ୍ଠି

ସୁବର୍ଣ୍ଣପୁର: ଥାନା ଭିତରେ ପଡିଲା ହାତଗଣ୍ଠି । ଥାନା ଭିତରେ ବିବାହ କଲେ ଥାନା ବାବୁ । କରୋନା ପାଇଁ ଯାଇ ପାରିଲାନି ବରଯାତ୍ରୀ । ଥାନା ଭିତରେ ହିଁ ହାତକୁ ଦି ହାତ ହେଲେ ସୁବର୍ଣ୍ଣପୁର ସୁବଳୟା ଥାନାର ପୋଲିସ ଏସ୍‌ଆଇ । ମାସ୍କ ପିନ୍ଧି, ସାମାଜିକ ଦୂରତା ରଖି ଜ୍ୟୋତ୍ସ୍ନାରାଣୀଙ୍କ ହାତ…

ସାଂସଦ ପାଣ୍ଠିରେ ନିର୍ମିତ ପ୍ରକଳ୍ପକୁ କ୍ୱାରେଣ୍ଟାଇନ୍ ସେଣ୍ଟର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବୈଜୟନ୍ତ ପଣ୍ଡାଙ୍କ…

ଭୁବନେଶ୍ବର: କେନ୍ଦ୍ରପାଡାରେ ସାଂସଦ ପାଣ୍ଠିରେ ତିଆରି ପ୍ରକଳ୍ପକୁ କ୍ୱାରେଣ୍ଟାଇନ୍ ସେଂଟର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା । ଏସବୁକୁ ପ୍ରବାସୀ ଓଡ଼ିଆଙ୍କ ପାଇଁ କ୍ୱାରେଣ୍ଟାଇନ୍ ସେଂଟର ଭାବେ ବ୍ୟବହାର…

ଝଡ଼ର ଇଗଲ୍‌: ତାଲିମ୍ ନେଉ ନେଉ…

(ଝଡ଼ର ଇଗଲ୍ – ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଏହି ଆଲେଖର ସୃଷ୍ଟି । ଓଡ଼ିଶା ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖକ ତଥା ବରିଷ୍ଠ ସ୍ତମ୍ଭକାର ଦାଶ ବେନହୁରଙ୍କ ଦ୍ୱାରା ଲିଖିତ ଏହି ଆଲେଖ ସମୁଦାୟ ଏଗାରଟି କଡ଼ିରେ ବିଭକ୍ତ । ‘ଓଡ଼ିଶା ସମ୍ବାଦ’ ପକ୍ଷରୁ  ପ୍ରତିଦିନ ଧାରାବାହିକ ଭାବେ…

ରହସ୍ୟ ଘେରରେ କିମ୍ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟାବସ୍ଥା; ଡାକ୍ତରୀ ଦଳ ପଠାଇଲା ଚାଇନା !

ନ୍ୟୁୟର୍କ: ଉତ୍ତର କୋରିଆର ନିର୍ଦ୍ଦୟୀ ଶାସକ କିମ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ରହସ୍ୟ ଘନେଇବାରେ ଲାଗିଛି । ଆମେରିକା ଓ ଦକ୍ଷିଣ କୋରିଆ ସମେତ ଅନେକ ଦେଶର ମିଡିଆ କିମ୍ ଜୋଙ୍ଗ୍‌ଙ୍କ ସ୍ୱାସ୍ଥ୍ୟକୁ ନେଇ ବିଭିନ୍ନ ପ୍ରକାର ଦାବି କରିଛନ୍ତି । ଏପରି ସ୍ଥିତିରେ ଚାଇନା ନିଜର ଏକ…

ସମୁଦ୍ର ଭିତରେ ଓଡ଼ିଶା ଓ ଆନ୍ଧ୍ରକୁ ମାଡି ଆସୁଛନ୍ତି ମତ୍ସ୍ୟଜୀବୀ

ଗଞ୍ଜାମ: ସମୁଦ୍ର ଭିତରେ ଓଡ଼ିଶା ଓ ଆନ୍ଧ୍ରକୁ ମାଡି ଆସୁଛନ୍ତି ମତ୍ସ୍ୟଜୀବୀ । ଚେନ୍ନାଇରୁ ବୋଟ କିଣି ସମୁଦ୍ର ଭିତରେ ପ୍ରାୟ ୩୮ ଜଣ ମତ୍ସ୍ୟଜୀବୀ ଗଂଜାମ ଜିଲ୍ଲା ଅଭିମୁଖେ ଆସୁଛନ୍ତି । ସୂଚନା ଅନୁସାରେ, ଲକଡାଉନ୍ ଯୋଗୁଁ ଚେନ୍ନାଇରେ ଅନେକ ମତ୍ସ୍ୟଜୀବୀ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରୁ…

ଲକ୍‌ଡାଉନ୍‌ରେ ଦୋକାନ ଖୋଲିବା ନେଇ ନୂଆ ନିର୍ଦ୍ଦେଶ ଜାରି କଲେ ଓଡିଶା ସରକାର 

ଭୁବନେଶ୍ୱର: ଲକ୍‌ଡାଉନ୍‌ରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ, ଔଷଧ ଏବଂ ଜରୁରୀକାଳୀନ ସେବା ଯୋଗାଉଥିବା ଦୋକାନ ଖୋଲା ରହିଥିବାବେଳେ, ଓଡିଶା ସରକାରଙ୍କ ପକ୍ଷରୁ ଆଜି ସଂଶୋଧିତ ନିର୍ଦ୍ଦେଶ ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗତାକାଲି ଜାରି ହୋଇଥିବା ସଂଶୋଧିକ…

କରୋନା ଅପଡ଼େଟ୍‌: ଭାରତ, ଓଡ଼ିଶା ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଆଜି ସକାଳେ ସମଗ୍ର ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮,୩୧,୪୫୪ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୧,୯୭, ୨୯୭ରେ ପହଞ୍ଚିଛି । ସମୁଦାୟଙ୍କ ଆକ୍ରାନ୍ତଙ୍କ ମଧ୍ୟରୁ ୮,୦୬,୮୯୪ ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି । ଭାରତରେ ୨୫ ତାରିଖ ସକାଳ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ…