Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ସ୍ତ୍ରୀର କେମୋଥେରାପୀ ପାଇଁ ୧୪୦ କିମି ସାଇକେଲ ଚଳାଇଲେ ଦିନ ମଜୁରିଆ !

ତାମିଲନାଡୁ : ସାରା ଦେଶରେ ଲକ୍-ଡାଉନ୍ ପାଇଁ ଲୋକଙ୍କର ଅଗଣିତ ଅଭିଯୋଗ । ହେଲେ ସମସ୍ତ ବାଧାବିଘ୍ନକୁ ଆଡେଇ ଜଣେ ବ୍ୟକ୍ତି ସାଇକେଲରେ ସ୍ତ୍ରୀକୁ ବସାଇ ୧୪୦ କିମି ଅତିକ୍ରମ କରି ହସ୍ପିଟାଲରେ ପହଂଚିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ୬୫ବର୍ଷୀୟ ଦିନ ମଜୁରିଆ ଅରିଭଜାଗନ । ମାର୍ଚ୍ଚ ୩୧ରେ…

ପଣା ସଂକ୍ରାନ୍ତି: ଖୋର୍ଦ୍ଧା ଜିଲ୍ଲାର ୭ ମନ୍ଦିରରେ ୧୪୪ ଧାରା ଜାରି

ଖୋର୍ଦ୍ଧା: ଓଡିଆ ପଞ୍ଜିକାର ପ୍ରଥମ ଦିନ ତଥା ପଣା ସଂକ୍ରାନ୍ତି ଅବସରରେ ମନ୍ଦିରରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ଦିନ ୭ଟି ପ୍ରମୁଖ ମନ୍ଦିରରେ ଧାରା ୧୪୪ ଲାଗୁ କରାଯାଇଛି। ଯାହା ଫଳରେ କୋଭିଡ-୧୯କୁ ନେଇ ସାମାଜିକ ଦୂରତା ବଜାୟ ରହିପାରିବ। ନିଷେଧାଦେଶ…

ଜୟପୁରରେ କାର୍ଯ୍ୟକ୍ଷମ ହେଲା ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲ

ଜୟପୁର: ଜୟପୁର ସହରରେ ସୋମବାର ଦିନ ଏକ କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ ଉକ୍ତ ଅଞ୍ଚଳରେ ଥିବା ପୁରୁଣା ସବ-ଡିଭିଜନାଲ ହସ୍ପିଟାଲକୁ କରୋନା ପୀଡିତ ରୋଗୀଙ୍କ ଚିକିତ୍ସା ପାଇଁ କୋଭିଡ-୧୯ ହସ୍ପିଟାଲରେ ପରିଣତ କରାଯାଇଛି। ଯେଉଁଥିରେ ୧୫୦ଟି ଶଯ୍ୟା ରହିଛି।…

ଅନ୍‌ଲାଇନ୍‌ରେ ମଦ ବିକ୍ରି କରିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ରେ ମଦ ବିକ୍ରି ଓ ହୋମ୍ ଡେଲିଭରୀ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲେ ମଦ କମ୍ପାନୀ । ଲକ୍‌ଡାଉନ୍ ଯୋଗୁଁ ମଦ ଦୋକାନଗୁଡିକ ବନ୍ଦ ରହିଛି । ତେଣୁ ଏଥିପାଇଁ ଅନେକ କ୍ଷତି ସହୁଛନ୍ତି ମଦ ବ୍ୟବସାୟୀ । ଯେଉଁ ସ୍ଥାନରେ କରୋନା ବ୍ୟାପି ନାହିଁ ସେହି…

ଭୁବନେଶ୍ୱରରେ କୋହଳ ହେବନି ଲକଡାଉନ୍ କଟକଣା: ଏସ୍‌ଆର୍‌ସି

ଭୁବନେଶ୍ୱର: ଭୁବନେଶ୍ୱରରେ କୋହଳ ହେବନି ଲକଡାଉନ୍ ନିୟମ । ସର୍ବାଧିକ କରୋନା ଆକ୍ରାନ୍ତ ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ କୌଣସି ନିୟମ କୋହଳ କରାଯିବ ନାହିଁ । ରାଜଧାନୀ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଆସିବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ…

ରୋଗ ପ୍ରତିରୋଧକ ଶକ୍ତି ବଢାଏ ପଖାଳ !

ଭୁବନେଶ୍ୱର: ବଢିଚୁରା ସାଙ୍ଗକୁ ମାଛ ଭଜା ହେଉ କି ଭର୍ତ୍ତା, ଗରମ ଦିନରେ ଦହି ପଖାଳର ମଜ୍ଜା ଏବେ ସମସ୍ତେ ନେବାରେ ଲାଗିଛନ୍ତି । ମୁଣ୍ଡଫଟା ଖରା ସାଙ୍ଗକୁ ଅସହ୍ୟ ଗରମରେ ଓଡ଼ିଶାର ଘରେ ଘରେ ସକାଳୁ କଂସାଏ ପଖାଳ ଖୋଜାପଡ଼ିଥାଏ । ସାଧାରଣ ଦିନ ଅପେକ୍ଷା ଖରାଦିନରେ ପଖାଳର ମଜ୍ଜା ପ୍ରକୃତରେ ନିଆରା…

ଶ୍ରୀମନ୍ଦିରରେ ଶ୍ରୀହନୁମାନ ଦେବଙ୍କର ଜନ୍ମୋତ୍ସବ ପାଳିତ ହୋଇଥାଏ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ପଣା ସଂକ୍ରାନ୍ତି ବହୁ ଜାକମକରେ ପାଳିତ ହୁଏ । କରୋନା ଯୋଗୁ ଯାଗାଘରଗୁଡିକ ବନ୍ଦ ରହିଛି । ଏଠାରେ ପହିଲିମାନ ମାନେ ହନୁମାନଙ୍କୁ ଆରାଧାନ କରିବା ସହ କୁସ୍ତି ଲଢ଼ିଥାନ୍ତି । ପଣା, ଛତୁଆରେ ଶ୍ରୀକ୍ଷେତ୍ର ଭାସିଥାଏ କହିଲେ ଭୁଲ ହେବ ନାହିଁ । ଆଜିର ଦିନରେ ପୁରୀରେ…

ଦିଲ୍ଲୀ ପୋଲିସକୁ ଉୁରୁଗୁଏ ମହିଳାଙ୍କ ଖୋଲା ଚ୍ୟାଲେଂଜ !

ନୂଆଦିଲ୍ଲୀ: ଶନିବାର ଜଣେ ଉୁରୁଗୁଏ ମହିଳା ଦିଲ୍ଲୀ ପୋଲିସକୁ କରିଥିଲେ ଖୋଲା ଚ୍ୟାଲେଂଜ । ମାସ୍କ ପିନ୍ଧିବା ନେଇ ପୋଲିସ ପରାମର୍ଶ ଦେଇଥିଲା । ହେଲେ ପୋଲିସର କଥା ଶୁଣିବା ବଦଳରେ ମହିଳା କରିଥିଲେ ଓଲଟା ଭାଷଣବାଜି । ଦିଲ୍ଲୀ ସରକାର ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି ।…

ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଂଚଳରୁ ହଟିଲା ଅବରୋଧ କଟକଣା

କଟକ: କଟକ ଜିଲ୍ଲା ସାଲେପୁର ଓ ନିଶ୍ଚିନ୍ତ କୋଇଲିରୁ ହଟଲା କଂଟେନମେଂଟ ଜୋନ୍ କଟକଣା । ଏହି ଅଂଚଳକୁ ଅବରୋଧ ମୁକ୍ତ ଭାବେ ଘୋଷଣା କରାଯାଇଛି । ଏହି ଅଂଚଳରେ ସମସ୍ତ ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ଅବରୋଧ କଟକଣା ପ୍ରତ୍ୟାହାର କଲା ଜିଲ୍ଲା ପ୍ରଶାସନ । ଯାଜପୁରରେ ଚିହ୍ନଟ ହୋଇଥିବା…

ବାଲେଶ୍ଵରରେ କୋଭିଡ-୧୯ ହସ୍ପିଟାଲ; ଟ୍ବିଟ କଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ଵର: ଓଡିଶା ହାଇଡ୍ରୋ ପାୱାର କର୍ପୋରେସନ୍ (ଓଏଚପିସି)ର ମିଳିତ ସହଯୋଗରେ ଓଡିଶା ସରକାର ବାଲେଶ୍ଵର ଜିଲ୍ଲାରେ ଏକ କୋଭିଡ-୧୯ ହସ୍ପିଟାଲ ସ୍ଥାପନ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ ମଧ୍ୟ କରିଛନ୍ତି।…