Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଲକ୍‌ଡାଉନରେ ସ୍କୁଲ ଫି ହ୍ରାସ ପ୍ରସଙ୍ଗ; ମୁଖ୍ୟମନ୍ତ୍ରୀଙ୍କ ଅପିଲକୁ ମାନିବାକୁ ନାରାଜ ଘରୋଇ ସ୍କୁଲ୍ !

ଭୁବନେଶ୍ୱର: କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଏବେ ଓଡ଼ିଶା ସମେତ ସାରା ଦେଶରେ ଚାଲିଛି ଲକ୍‌ଡାଉନ୍ । ଏବେ ସମସ୍ତ ସରକାରୀ ଓ ବେସରକାରୀ ଘରୋଇ ସ୍କୁଲ ଗୁଡ଼ିକ ବନ୍ଦ ରହିଥିବା ଯୋଗୁଁ ବିଦ୍ୟାଳୟମାନଙ୍କରେ ପାଠପଢା ସମ୍ପୂର୍ଣ୍ଣ ବନ୍ଦ ରହିଛି । ମାତ୍ର, ୱାଟସଆପ ମାଧ୍ୟମରେ ଅନେକ ଘରୋଇ…

ବୈଶାଖ ପୂର୍ଣ୍ଣିମା: ଆଇଆଇଏମସିରେ ଉନ୍ମୋଚିତ ହେଲା ଜାଲିଆନାୱାଲାବାଗ ସଂପର୍କିତ ମନୋଗ୍ରାଫ୍‌

ଢେଙ୍କାନାଳ: ଜାଲିଆନାୱାଲାବାଗ ଗଣହତ୍ୟା ସଂପର୍କିତ ଏକ ମନୋଗ୍ରାଫ୍‍ ଆଜି ଢେଙ୍କାନାଳଠାରେ ଥିବା ଭାରତୀୟ ଜନସଂଚାର ସଂସ୍ଥାନ (ଆଇଆଇଏମସି) ପରିସରରେ ଉନ୍ମୋଚିତ ହୋଇଯାଇଛି । ସାରା ଦେଶରେ ଲକଡାଉନ୍‍ ଚାଲିଥିବା ବେଳେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ମୃଣାଳ ଚାଟାର୍ଜୀ ଏହାକୁ…

କରୋନା ମୁକାବିଲା: ଓଡ଼ିଶାରେ ୫ ମାସ ପାଇଁ ମହଜୁଦ ଅଛି ଔଷଧ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଓଡ଼ିଶାରେ ୫ ମାସ ପାଇଁ ମହଜୁଦ ରହିଛି ଅତ୍ୟାବଶ୍ୟକ ଔଷଧ । ତେବେ ଅତିରିକ୍ତ ୪ ମାସର ଔଷଧ ମହଜୁଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବାରୁ ମେ ମାସ ସୁଦ୍ଧା ଔଷଧ ଆଣି ରଖାଯିବ । କରୋନା ଟେଷ୍ଟିଙ୍ଗ ପାଇଁ ଆର୍ଟିପିସିଆର ମେସିନ, ବାଓସେଫଟି…

ସ୍ପେନରେ ସ୍ଥିତି ନିୟନ୍ତ୍ରଣକୁ ଆସୁଛି

ମାଡ୍ରିଡ: କରୋନା ଭାଇରସର କରାଳ କବଳରୁ ସ୍ପେନ ଖସୁଛି । ୨ ସପ୍ତାହ ବ୍ୟାନ ପରେ ଏବେ ସେଠାରେ ସ୍ଥିତି ନିୟନ୍ତ୍ରଣକୁ ଆସୁଛି । ସରକାର ଲକଡାଉନ ନିୟମରେ କେତେକ କୋହଳ କରିଛି । ସୋମବାର କେତେକ କମ୍ପାନୀକୁ ଖୋଲିବା ପାଇଁ ସରକାର ଅନୁମତି ଦେଇଛନ୍ତି । ସ୍ଥାନୀୟ ପୋଲିସ ମେଟ୍ରୋ ଷ୍ଟେଶନରେ ହଜାର…

ଲକଡାଉନ୍ ଅବଧି ବୃଦ୍ଧି କଲେ ତାମିଲନାଡୁ ସରକାର

ନୂଆଦିଲ୍ଲୀ: ତାମିଲନାଡୁରେ ବଢ଼ିଲା ଲକଡାଉନ୍ ଅବଧି । ଦେଶର ୭ମ ରାଜ୍ୟ ଭାବେ ତାମିଲନାଡୁ ତାର ଲକଡାଉନ ଅବଧିକୁ ୩୦ ଯାଏଁ ବୃଦ୍ଧି କରିଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ ଲକଡାଉନ ଅବଧି ବୃଦ୍ଧି ସମ୍ପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି, କରୋନା ମୁକାବିଲା ପାଇଁ ଲକଡାଉନକୁ…

ସୁନ୍ଦରପଦା ଓ ଯଦୁପୁର ଅଂଚଳରୁ ହଟିଲା ଅବରୋଧ କଟକଣା

ଭୁବନେଶ୍ୱର: ଭୁବନେଶ୍ୱରର ସୁନ୍ଦରପଦା ଓ ଯଦୁପୁର ଅଂଚଳରୁ ଆଜିଠାରୁ ହଟିଲା ଅବରୋଧ କଟକଣା ହଟାଯାଇଛି । ପୂର୍ବରୁ ଏହି ସ୍ଥାନରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଥିଲା । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୁବନେଶ୍ୱରର ୫ଟି ଜାଗାରେ କଂଟେନମେଂଟ…

ଭୋକ-ରୋଗ ଅସମ୍ଭାଳ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ସମ୍ପ୍ରତି ରୋଗ ଓ ଭୋକ କବଳରେ ସାରା ବିଶ୍ୱବାସୀ । ଜୀବଜଗତ ଆଉଟୁପାଉଟୁ ହେଉଛନ୍ତି । ବିଜ୍ଞାନ ସବୁଠୁ ବଡ ସାଂଘାତିକ ରୋଗ ଓ ଭୋକକୁ ବିନାଶ କରିବାର ଉପାୟ ବାହାର କରିପାରିନାହିଁ । କରୋନା ଭୂତାଣୁ ବିଶ୍ୱ ମହାମାରୀବେଳେ କିଛି କିଛି ସମ୍ବାଦ…

କରୋନା ଲକ୍‌-ଡାଉନ୍‌; ଅର୍ଡର କଲେ ଡ୍ରୋନ୍ ପହଂଚାଉଛି ଗୁଟଖା ଓ ପାନମସଲା !

ଗୁଜରାଟ: ସାରା ଦେଶରେ ଲକ୍‌-ଡାଉନ୍ । ସଙ୍ଗରୋଧ ଓ ସାମାଜିକ ଦୂରତ୍ୱକୁ ଅବଲମ୍ବନ କରୁଛନ୍ତି ଦେଶବାସୀ । ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ ଦେଲେ ମୁଖ୍ୟତଃ ନିଶାଦ୍ରବ୍ୟ ଗୁଡିକ ଉପରେ ପ୍ରତିବନ୍ଧକ ଲାଗିଛି । ହେଲେ ନିଶାଦ୍ରବ୍ୟ ଉପରେ ଲାଗିଥିବା ପ୍ରତିବନ୍ଧକକୁ ଖାତିର କରୁନାହାନ୍ତି ଗୁଜରାଟ…

୧୪ ଦିନ ହେବ ୧୫ ରାଜ୍ୟର ୨୫ଟି ଜିଲ୍ଲାରୁ କୌଣସି ପଜିଟିଭ ମାମଲା ଆସିନାହିିଁ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: କଂଟେନମେଂଟ ଜୋନ୍ ଘୋଷଣା ଫଳରେ ଦେଶକୁ ସଫଳତା ମିଳିଛି । ଗତ ୧୪ ଦିନରେ ପ୍ରାୟ ୧୫ ରାଜ୍ୟର ୨୫ଟି ଜିଲ୍ଲାରୁ କୌଣସି କରୋନା ପଜିଟିଭ ଚିହ୍ନଟ ହୋଇନାହାନ୍ତି । ପୂର୍ବରୁ ଏହି ସବୁ ଜିଲ୍ଲା ସଂକ୍ରମିତ ଚିହ୍ନଟ ହୋଇଥିଲା ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ…

୮ ଲୋକଙ୍କ ଦାୟିତ୍ୱହୀନତା ଯୋଗୁ ୧୯୧୭ ସଂକ୍ରମିତ ହେଲେ

ନୂଆଦିଲ୍ଲୀ: କରୋନା ଭାଇରସକୁ ରୋକିବା ପାଇଁ ସାରା ବିଶ୍ୱରେ ତତ୍ପରତା ପ୍ରକାଶ ପାଇଛି । ତେବେ କେତେଜଣଙ୍କ ଦାୟିତ୍ୱହୀନତା ଯୋଗୁ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଯାଇଥିଲା । ରିପୋର୍ଟ ମୁତାବକ ଦିଲ୍ଲୀ, ମଧ୍ୟପ୍ରଦେଶ, ଉତରପ୍ରଦେଶ, ବିହାର ଓ ରାଜସ୍ଥାନରେ ମାତ୍ର ୮ଜଣ ଲୋକଙ୍କ…