Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଲକଡାଉନ୍‌: ଏମସ୍ ମହିଳା ଡାକ୍ତରଙ୍କୁ ପୋଲିସର ଦୁର୍ବ୍ୟବହାର ଅଭିଯୋଗ

ଭୁବନେଶ୍ୱର: କରୋନା ବିରୋଧୀ ଲଢ଼େଇର ଆଗଧାଡିର ଯୋଦ୍ଧା ହେଉଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ । ଯେଉଁମାନେ ସିଧାସଳଖ କରୋନା ସହ ଲଢ଼େଇ କରୁଛନ୍ତି । କିନ୍ତୁ ଆମ ପୋଲିସ ବାବୁମାନେ କିନ୍ତୁ ଏହାକୁ ବୁଝୁ ନାହାନ୍ତି । ଲକଡାଉନ୍ ବେଳେ ଭୁବନେଶ୍ୱର ସ୍ଥିତ ଏମ୍‌ସ ହସ୍ପିଟାଲର ଜଣେ ମହିଳା…

ସୁମୋ ରେସଲରଙ୍କୁ କରୋନା

ଟୋକିଓ: ଜାପାନର ଜନୈକ ସୁମୋ ରେସଲର କୋଭିଡ-୧୯ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତାଙ୍କ ନାମ ପ୍ରକାଶ କରାଯାଇ ନାହିଁ । ସେ ଏବେ କ୍ୱାରେଂଟାଇନରେ ଅଛନ୍ତି ।  ଜାପାନର ଏହି ପୁରାତନ ଖେଳକୁ ବଞ୍ଚାଇ ରଖିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ କରାଯାଉଛି। ଏପରି ବନ୍ଦ ଘର ମଧ୍ୟରେ ଏହାର କିଛି ମ୍ୟାଚ୍…

କିଲର କରୋନା କବଳରେ ଆମେରିକାର ସେନା

ୱାଶିଂଟନ: କିଲର କରୋନା ଆମେରିକାର କ୍ଷତି ଘଟାଇ ଚାଲିଛି । ଏହା ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରର ସେନା ବାହିନୀକୁ ମଧ୍ୟ ଛାଡିନି । ରିପୋର୍ଟ ମୁତାବକ ଆମେରିକାରେ ୫୫୦ ନୌସୈନିକ କୋଭିଡ-୧୯ରେ ଆକ୍ରାନ୍ତ ହୋଇଛନ୍ତି । ୯୨ ପ୍ରତିଶତ ନୌସେନାଙ୍କ ପରୀକ୍ଷଣ ପରେ ଉପରୋକ୍ତ ରିପୋର୍ଟ ଆସିଥିଲା ।…

କେନ୍ଦ୍ରକୁ କମଲନାଥଙ୍କ ଟାର୍ଗେଟ: ବିଳମ୍ବ ହୋଇଛି ଲକଡାଉନ୍ ନିଷ୍ପତ୍ତି

ଭୋପାଲ: କାରୋନା ମହାମାରୀକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ । ସେ କହିଛନ୍ତି, ଲକଡାଉନ୍ ଲାଗୁ କରିବାରେ କେନ୍ଦ୍ର ସରକାର ବିଳମ୍ବରେ ନିଷ୍ପତ୍ତି ନେଇଛନ୍ତି । ମଧ୍ୟପ୍ରଦେଶରେ ବିଜେପି ସରକାର ଗଠନରେ ଯେତିକି ବିଳମ୍ବ ହେଉଥିଲା ସରକାର…

ଲକ୍‌ଡାଉନ ଡାଏରୀ: ନୃତ୍ୟ ଶିଳ୍ପୀ କବିତା ଦ୍ୱିବେଦୀ ପୁରୁଣା ଅନୁଭୂତିକୁ କଲମରେ ସାଁଉଟିବାରେ ବ୍ୟସ୍ତ

ଭୁବନେଶ୍ୱର: କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଦେଶବ୍ୟାପୀ ଲକ୍‌ଡାଉନ ଯୋଗୁଁ ସାଧାରଣ ଜୀବନରେ ବ୍ୟସ୍ତତା ମଧ୍ୟରେ ରହୁଥିବା ଲୋକଙ୍କୁ ନିଜ ପାଇଁ ସମୟ ମିଳିଛି । ନିତିଦିନିଆଁ ଧାଁ ଦୌଡ ଭିତରୁ ବାହାରି ଆସି ସେମାନେ ଦୀର୍ଘଦିନରୁ ଅଟକି ରହିଥିବା ନିଜର…

କ୍ୱାରେଂଟାଇନ ଶେଷ ହେବା ପରେ ଜେଲ ଗଲେ ୧୭ ଜମାତି

ଲକ୍ଷ୍ନୌ: ତବଲିଗ ଜମାତର ୧୭ ସଦସ୍ୟଙ୍କ କ୍ୱାରେଂଟାଇନ ଅବଧି ଶେଷ ହେବା ପରେ ସେମାନଙ୍କୁ ଜେଲ ପଠାଇ ଦେଇଛି । କରୋନା ଭାଇରସ ନେଇ ଭାରତରେ ଲକ୍‌ଡାଉନରେ ଥିବା ବେଳେ ଜମାତିଙ୍କ ଦାୟିତ୍ୱହୀନତା ଯୋଗୁ ଅନେକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଜେଲକୁ ପଠାଯିବା ପୂର୍ବରୁ ଉତ୍ତର ପ୍ରଦେଶ ବହରାଇଚ…

ଭିଏତନାମରେ ଗୋଟିଏ ଅଂଚଳ ହେଲା କରୋନା ମୁକ୍ତ

ହନୋଇ: କରୋନା ଭାଇରସ ସବୁଠାରୁ ତାର ପ୍ରଭାବ ବିସ୍ତାର କରିଚାଲିଛି । ଏହି ଅବସରରେ ରବିବାର ଏକ ଖୁସି ଖବର ହସ୍ତଗତ ହୋଇଛି । ରିପୋର୍ଟ ମୁତାବକ ଭିଏତନାମର ବିନ ଥୁଆନ ଅଂଚଳର ସମସ୍ତ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତକାଲି କୌଣସି ନୂଆ କେସ୍ ଆସି ନ ଥିବାରୁ ଏହି ଅଂଚଳକୁ…

ମାସକର ଶିଶୁକୁ କୋଳରେ ଧରି କାମରେ ଯୋଗ ଦେଲେ ଆଇଏଏସ୍

ବିଶାଖାପଟନମ୍‌: କୋଳରେ ମାସକର ଶିଶୁ । କରୋନା ବିରୋଧରେ ଲଢ଼େଇ ପାଇଁ ଆଗେଇ ଆସିଛନ୍ତି ମା’ । ମହାମାରୀ ଭୂତାଣୁକୁ ମାତ୍ ଦେବାକୁ ସାଜିଛନ୍ତି ଯୋଦ୍ଧା । ଆଉ ଏହି ଯୋଦ୍ଧା ହେଲେ ବିଶାଖାପଟନମ୍‌ର ସୃଜନ ଗୁମ୍ମାଲ୍ଲା । ସେ ଜଣେ ଆଇଏଏସ୍ ଅଧିକାରୀ । ଆନ୍ଧ୍ରପ୍ରଦେଶର ଗ୍ରେଟର ବିଶାଖାପଟନମ୍…

ଭାରତରୁ ଆମେରିକାରେ ପହଞ୍ଚିଲା ହାଇଡ୍ରୋକ୍ସି କ୍ଲୋରକୁଇନ ଔଷଧ

ୱାଶିଂଟନ: ଭାରତରୁ ଆମେରିକାରେ ପହଂଚିଲା ହାଇଡ୍ରୋକ୍ସି କ୍ଳୋରକୁଇନ୍ ଔଷଧ । କରୋନା ଉପଚାର ପାଇଁ ଏହି ଔଷଧକୁ ସମ୍ଭାବ୍ୟ ସଂଜିବନୀ ରୂପେ ଗ୍ରହଣ କରାଯାଇଛି । ଏଥିପାଇଁ ଚଳିତ ସପ୍ତାହରେ ଆମରେିକା ରାଷ୍ଟ୍ରପତିଙ୍କ ଅନୁରୋଧ କ୍ରମେ ଭାରତ ଆମେରିକାକୁ ହାଇଡ୍ରୋକ୍ସି କ୍ଲୋରକୁଇନ୍‌ର ୩୫.୮୨ ଲକ୍ଷ…

ସୁନ୍ଦରଗଡର ବିଶ୍ରା ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ସୁନ୍ଦରଗଡ: ସୁନ୍ଦରଗଡରୁ ୨ କରୋନା ପଜିଟିଭ ଚିହ୍ନଟ ହେବା ପରେ ରାଉରକେଲାର ବିଶ୍ର ସଦର ମାର୍କେଟ ଅଚଂଳକୁ କଣ୍ଟେମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ପୁରା ୪୮ ଘଂଟା ପାଇଁ ସିଲ୍ କରାଯାଇଛି । ଏଥିସହ ସମ୍ପୃକ୍ତ ଅଚଂଳରେ ସାନିଟାଇଜ କରାଯାଉଛି । ପୁରା ଅଚଂଳରେ ପ୍ରାୟ ୧୫୦୦ ଘର ରହିଛି । ଏହି ସବୁ ଘର…