Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆପଣଙ୍କ ଅଂଚଳରେ ଖୋଲା ରହିଛି ଏହି ସବୁ ତେଜରାତି ଦୋକାନ

ଭୁବନେଶ୍ୱର : ରାଜଧାନୀରେ ଲକ୍ ଡାଉନ ବେଳେ ଦୋକାନବଜାର ଉପରେ କଟକଣା ରହିଛିି । ତେବେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଉପରେ କୌଣସି କଟକଣା ଲଗାଯାଇନାହିଁ । ଏବେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ତେଜରାତି ସାମଗ୍ରୀ ପାଇଁ ବିଭିନ୍ନ ୱାର୍ଡରେ ଖୋଲା ରହିଥିବା ଦୋକାନମାନଙ୍କର…

ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୭୦୦୦ ଟପିଲା, ୨୩୯ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୭୪୪୭ରେ ପହଞ୍ଚିଛି । ଏଯାବତ୍ କରୋନାରେ ସଂକ୍ରମିତ ହୋଇ ପ୍ରାୟ ୬୫୬୫ ଜଣ ବ୍ୟକ୍ତି ଚିକିତ୍ସିତ…

ଆମେରିକାରେ କରୋନା ରଚିଲା ତାଣ୍ଡବ; ଗୋଟିଏ ଦିନରେ ୨ ହଜାର ମୃତ୍ୟୁ !

ନ୍ୟୁୟର୍କ: ଯୁକ୍ତରାଷ୍ଟ୍ର ଆମେରିକାରେ ଏବେ ବିପର୍ଯ୍ୟସ୍ତ ଅବସ୍ଥା । ଦୁଇଦିନ ପୂର୍ବରୁ କରୋନାକୁ ନେଇ ଆଶଙ୍କା ପ୍ରକାଶ କରିଥିଲେ ଆମେରେକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଆମେରିକାରେ ଆଗାମୀ ଦିନରେ କରୋନା ଯୋଗୁଁ ମୃତ୍ୟୁସଂଖ୍ୟା ବୃଦ୍ଧିପାଇବା ନେଇ ଟ୍ରମ୍ପ୍ ଆଶଙ୍କା ବ୍ୟକ୍ତ କରିଥିଲେ ।…

କରୋନା ମୃତ୍ୟୁ ସଂଖ୍ୟା ବିଶ୍ୱରେ ଲକ୍ଷେ ଅତିକ୍ରମ କଲା

ସାରା ବିଶ୍ୱରେ କରୋନା ମହାମାରୀର ରୂପ ନେଇଛି । ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଶୁକ୍ରବାର ବିଶ୍ୱରେ ମୋଟ କରୋନାରେ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ଅତିକ୍ରମ କରିଛି । ଏଥି ମଧ୍ୟରୁ ଶକ୍ତିଶାଳୀ ଆମେରିକାରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୧୭ହଜାର ୯୨୭…

ଦିଲ୍ଲୀ ଏଲଏନଜେପି ହସ୍ପିଟାଲକୁ ଗୌତମ ଗାମ୍ଭୀର ଦେଲେ ହଜାରେ ପିପିଇ କିଟ୍

ନୂଆଦିଲ୍ଲୀ- କରୋନା ମୁକାବିଲାରେ ସହାୟତାର ହାତ ବଢାଇଛନ୍ତି କ୍ରିକେଟର ତଥା ସାଂସଦ ଗୌତମ ଗାମ୍ଭୀର । ଦିଲ୍ଲୀର ଲୋକ ଜୟପ୍ରକାଶ ନାରାୟଣ ହସ୍ପିଟାଲକୁ ସେ ହଜାରେ ପିପିଇ କିଟ୍ ଦାନ କରିଛନ୍ତି । ଏ ନେଇ ଗାମ୍ଭୀର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କେଜ୍ରିୱାଲକୁ ଦେଇଥିବା କଥା ଅନୁସାରେ ଏହି…

କରୋନା ଅପଡେଟ୍ ; ୫୦୦୦ ଲୋକଙ୍କୁ ରାସନ୍ ଯୋଗାଇବେ ସଚ୍ଚିନ ତେନ୍ଦୁଲକର !

ମୁମ୍ବାଇ: କରୋନା ମହାମାରୀରେ ଲଗାତାର ଅସହାୟଙ୍କୁ ସହାୟତା ଦେଇଆସୁଛନ୍ତି କ୍ରିକେଟ ର ଭଗବାନ ବୋଲାଉଥିବା ସଚ୍ଚିନ ତେନ୍ଦୁଲକର । ମୁମ୍ବାଇର ଶିବାଜୀ ନଗର ଅଂଚଳରେ ଥିବା ୫ ହଜାର ଲୋକଙ୍କୁ ସେ ରାସନ୍ ଯୋଗାଇବେ । Thankyou,@sachin_rt for stepping in & helping Apnalaya help…

ଭାଇରାଲ୍ ପୋଷ୍ଟମୋର୍ଟମ୍ : ଖବର କାଗଜରେ ନିଜାମୁଦ୍ଦିନ୍ ମର୍କଜର ଡାହା ମିଛ !

ଭୁବନେଶ୍ୱର: ଅନେକ ସମୟରେ ଭାରତ ସରକାରଙ୍କୁ ସହାୟତା ମିଳୁଥିବା ନେଇ ଆମେ ସୋସିଆଲ ମିଡିଆରେ ଜାଣିଥାଉ । ହେଲେ ମାତ୍ର ୪ଦିନ ପୂର୍ବରୁ ଏକ ଖବରକାଗଜର ସାମ୍ନା ପୃଷ୍ଠା ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ନ୍ୟୁଜ୍ ପେପରରେ ଥିବା ଫଟୋ ଓ ଖବର ଅନୁଯାୟୀ ପିଏମ୍ ରିଲିଫ ପାଣ୍ଠିକୁ ମୌଲାନା ସାଦ୍…

ଓଡିଶାରେ ଦୁଇ ନୂଆ କରୋନା ପଜିଟିଭ୍ ଚିହ୍ନଟ; ମୋଟ ସଂଖ୍ୟା ୫୦ ଛୁଈଁଲା

ଭୁବନେଶ୍ୱର: ଶୁକ୍ରବାର ଦିନ ଓଡିଶାରେ ଦୁଇଜଣ ନୂଆ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହିତ ରାଜ୍ୟରେ ମୋଟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୫୦ ରେ ପହଞ୍ଚିଛି । ଶୁକ୍ରବାର ଆସିଥିବା ୨୯୮ ଟି ନମୁନା ପରୀକ୍ଷଣ ରିପୋର୍ଟରୁ ଦୁଇଜଣ…

ଅମାନିଆ ସାବଧାନ୍‌: ଲକ୍‌ଡାଉନକୁ ନେଇ ସାମାଜିକ କର୍ମୀ ଇମ୍ରାନ ଅଲ୍ଲୀଙ୍କ ସଚେତନତା

ଭୁବନେଶ୍ୱର: ଯୁବ ସାମାଜିକ କର୍ମୀ ମହମ୍ମଦ ଇମ୍ରାନ ଅଲ୍ଲୀ ଏବେ ଓଡ଼ିଶାରେ ଚାଲିଥିବା ଲକ୍‌ଡ଼ାଉନକୁ ନେଇ କବିତା ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିଛନ୍ତି । ଘରେ ନ’ରହି ବାହାରେ ବୁଲିଲେ କିପରି କରୋନା ଜନିତ ଭୂତାଣୁ ସଂକ୍ରମଣ ହେବାର ଭୟ ରହିଛି ସେନେଇ ଇମ୍ରାନ ସମସ୍ତ ଜନସାଧାରଣଙ୍କୁ…

ରାଜ୍ୟର ଆଉ ୧୦ କରୋନା ପଜିଟିଭ ରୋଗୀ ସୁସ୍ଥ ହେଲେ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଖୁସି ଖବର ଆସିଛି । ପୂର୍ବରୁ ଦୁଇ କରୋନା ପଜିଟିଭ ରୋଗୀ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆଜି ଆଉ ୧୦ ଜଣ ରୋଗୀଙ୍କ କୋଭିଡ୧୯ ନମୁନା ନେଗେଟିଭ ଆସିଥିବା ବିଭାଗ ପକ୍ଷରୁ ସୂଚନା…