Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବାରିପଦାରେ ବାଇକ ଚଳାଚଳ ଉପରେ ଲାଗିଲା କଟକଣା

ବାରିପଦା : ଲକ୍ ଡାଉନ ବେଳେ ସହରରେ ଭିଡ କମ କରିବା ଉଦ୍ଦେଶ୍ୟରେ ଆଜିଠାରୁ ବାଇକ ଚଳାଚଳ ଉପରେ ପ୍ରତିବନ୍ଧକ ଲାଗିଛି । ବାରିପଦା ପୌରାଞ୍ଚଳ ସମେତ ଜିଲ୍ଲାର ସମସ୍ତ ସବଡିଭିଜନରେ ବାଇକ ଚଲାଇବା ଉପରେ କଟକଣା ଲାଗିଥିବା ଜିଲ୍ଲାପାଳ ବିନୀତ ଭରଦ୍ୱାର କହିଛନ୍ତି । ଲୋକେ ଚାଲିଚାଲି ନିଜ ଘର ପାଖ…

ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦୦ ଟପିଲା, ୧୬୬ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଗୁରୁବାର ଦିନ ଏହି ସଂଖ୍ୟା ୫୭୩୪ରେ ପହଞ୍ଚିଛି । ଏଯାବତ୍ କରୋନାରେ ସଂକ୍ରମିତ ହୋଇ ପ୍ରାୟ ୫୦୯୫ ଜଣ ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ ପାଖାପାଖି ୧୬୬ ଜଣ ପ୍ରାଣ…

ଆଜିଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ: ନହେଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟ ଠାରୁ ଦେଶ ସବୁଆଡେ କରୋନା ଭୟ । ଏହାର ମୁକାବିଲା ପାଇଁ ପ୍ରଶାସନ ତତ୍ପର। ଏପ୍ରିଲ ୯ ତାରିଖ (ଆଜି) ଠାରୁ ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ଅନିର୍ବାର୍ଯ୍ୟ । ଯିଏ ମାସ୍କ ପିନ୍ଧିବେନି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ନେଇ ରାଜ୍ୟ ସରକାରଙ୍କ ତରଫରୁ…

ମହାମାରୀ କରୋନା: ବିଶ୍ୱରେ ୧୫ ଲକ୍ଷ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: କରୋନା ପ୍ରଭାବରେ ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ଅସମ୍ଭବ ଭାବେ ବଢିଚାଲିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୧୫ ଲକ୍ଷ ୧୧ ହଜାର ୧୦୪ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ…

ଭୁୁବନେଶ୍ୱରରେ ଆଜି ଖୋଲିଛି ୪୪ଟି ଅସ୍ଥାୟୀ ହାଟ

ଭୁବନେଶ୍ୱର : ରାଜଧାନୀର ଲୋକଙ୍କୁ ସୁବିଧାରେ ପରିବାପତ୍ର ଯୋଗାଇ ଦେବା ତଥା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଜି ବସିଛି ୪୪ଟି ଅସ୍ଥାୟୀ ହାଟ । ଏ ନେଇ ଏକ ତାଲିକା ବିଏମସି ପକ୍ଷରୁ ପ୍ରକାଶ ପାଇଛି । ଏହି ଅସ୍ଥାୟୀ ହାଟ ସକାଳ ୬ଟାରୁ ଦିନ ୧୧ଟା ଯାଏଁ ଖୋଲା ରହିବ । ତେବେ ପନିପରିବା କିଣିବା…

କରୋନା ଅପଡେଟ୍: ଭାରତରେ କେତେ ଛୁଇଁଲା ମୃତ୍ୟୁ ସଂଖ୍ୟା, ଜାଣନ୍ତୁ

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ଭାରତ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୫୭୩୪ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଥିସହିତ…

ଲକ୍ ଡାଉନ କଟକଣା : ଘରେ ଔଷଧ ପହଞ୍ଚାଇବ ରାଜଧାନୀର ୧୨୧ଟି ମେଡିସିନ ଷ୍ଟୋର

ଭୁବନେଶ୍ୱର: ଲକ୍ ଡାଉନ କଟକଣା ଯୋଗୁଁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଏହି ସମୟରେ ଲୋକେ କିପରି ଘରେ ସହଜରେ ଔଷଧ ପାଇପାରିବେ କୌଣସି ସମସ୍ୟାର ସମ୍ମୁଖୀନ ହେବେନି ସେଥି ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏକ ତାଲିକା ପ୍ରକାଶ ପାଇଛି । ଡ୍ରଗ୍ସ କଣ୍ଟ୍ରୋଲରଙ୍କ ସହେଯାଗରେ ବିଏମସି…

ନୂଆ ମହାମାରୀ ରୋଗ ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ମଂଜୁରୀ: ଉଲ୍ଲଂଘନକାରୀଙ୍କ ପାଇଁ ଅଧିକ ଦଣ୍ଡ ବ୍ୟବସ୍ଥା

ଭୁବନେଶ୍ୱର : ଆସନ୍ତାକାଲି ହେବାକୁ ଥିବା ରାଜ୍ୟ କ୍ୟାବିନେଟ ବୈଠକରେ କରୋନା ସମ୍ପର୍କୀତ ସମସ୍ତ ବିଷୟ ଆଲୋଚନା ହେବାର ଅବ୍ୟବିହିତ ପୂର୍ବରୁ ରାଜ୍ୟପାଳ ଡଃ ଗଣେଶୀ ଲାଲ ମହାମାରୀ ରୋଗ ଆଇନ ୧୮୯୭ର ସଂଶୋଧିତ ଅଧ୍ୟାଦେଶକୁ ମଂଜୁରୀ ପ୍ରଦାନ କରିଥିବା ସୂଚନା ମିଳିଛି । ନୂଆ ସଂଶୋଧିତ ମହାମାରୀ…

ଓଡିଶାରେ ଆଜି ପରୀକ୍ଷଣ ହୋଇଥିବା ସମସ୍ତ ୪୦୦ କୋଭିଡ୧୯ ସ୍ୱାବ ନମୁନା ନେଗେଟିଭ

ଭୁବନେଶ୍ୱର : କରୋନାରେ ସାରା ରାଜ୍ୟରେ ୪୨ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ଏହା ସରକାରଙ୍କ ପାଇଁ ସବୁଠୁ ବଡ ସମସ୍ୟା ଭାବେ ଉଭା ହୋଇଛି । ବୁଧବାର ରାଜ୍ୟର ତିନିଟି ସ୍ୱୀକୃତ ସ୍ଥାନରେ ହୋଇଥିବା ସମସ୍ତ ୪୦୦ ସ୍ୱାବ ନମୁନା ପରୀକ୍ଷଣ ରିପୋର୍ଟ ନେଗେଟିଭ ଆସିଥିବା ସ୍ୱାସ୍ଥ୍ୟବିଭାଗ…

ମାସ୍କ ପିନ୍ଧି କରୋନା ସଂକ୍ରମଣଠୁଁ ସୁରକ୍ଷିତ ରୁହନ୍ତୁ; ଶିଳ୍ପୀ ସୁଦର୍ଶନଙ୍କ ଚମତ୍କାର ବାଲୁକାକଳା

ପୁରୀ: ମରଣାନ୍ତକ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଯୋଗୁଁ ଏବେ ସାରା ବିଶ୍ୱବାସୀ ଆତଙ୍କିତ । ଏହି ଅବସରରେ ଘରୁ ନବାହାରି ଘରେ ସୁରକ୍ଷିତ ରହିବା ଲାଗି ଓଡ଼ିଶା ସରକାରଙ୍କ ସମେତ କେନ୍ଦ୍ର ସରକାର ଜନସାଧାରଣଙ୍କୁ ସଚେତନ କରିବାରେ ଲାଗିଛନ୍ତି । Protect yourself & others. “Let's…