Latest Odisha News

ଗୁଡ୍ ଫ୍ରାଇଡେ୍’ ଅବସରରେ ଜନତାଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ ଓ ନବୀନ

ଭୁବନେଶ୍ୱର: ଆଜି ‘ଗୁଡ୍ ଫ୍ରାଇଡେ୍’ ତଥା ‘ଶୁଭ ଶୁକ୍ରବାର’ ଅବସରରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଅଭିବାଦନ ଜଣାଇଛନ୍ତି ।

ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ମତରେ ଏହି ଦିନ ପ୍ରଭୁ ଯିଶୁ ଖ୍ରୀଷ୍ଟଙ୍କ ତିରୋଧାନ ହୋଇଥିଲା । ପ୍ରଭୁଙ୍କ ସେହି ତୀରୋଧାନ ଦିବସକୁ ସ୍ମରଣ କରିବା ଲାଗି ଏହି ପବିତ୍ର ଦିନକୁ ପାଳନ  କରାଯାଇଥାଏ।

ଖ୍ରୀଷ୍ଟଧର୍ମ ପରମ୍ପରାରେ ଇଷ୍ଟର୍ ରବିବାର ପୂର୍ବବର୍ତ୍ତୀ ଶୁକ୍ରବାର ଦିନକୁ ‘ଗୁଡ୍ ଫ୍ରାଇଡେ୍’ ତଥା ‘ଶୁଭ ଶୁକ୍ରବାର’ ଭାବେ ପାଳିତ ହୋଇଥାଏ।

 

Leave A Reply

Your email address will not be published.