Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଅଟୋକୁ ଧକ୍କା ଦେଲା ବିଧାୟକଙ୍କ ଗାଡି଼, ୪ ଆହତ

ବ୍ରହ୍ମପୁର: ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କୁ ନେଇ ଯାଉଥିବା ଗାଡି ସୋମବାର ଖୋର୍ଦ୍ଧା ଜିଲ୍ଲାର ବଡପୋଖରିଆ ଅଞ୍ଚଳରେ ଏକ ଅଟୋରିକ୍ସାକୁ ଧକ୍କା ଦେଇଛି। ଫଳରେ ୪ ଜଣ ଆହତ ହୋଇଛନ୍ତି। ସୂଚନାନୁସାରେ, ୧୬ ନଂ ଜାତୀୟ ରାଜପଥର ବଡପୋଖରିଆ ଛକ ନିକଟରେ ଏସୟୁଭି ଅଟୋରିକ୍ସାକୁ ଧକ୍କା ଦେଇଥିଲେ…

ଜନ୍ମରୁ ଦୃଷ୍ଟିହୀନ ବ୍ୟକ୍ତି କେଉଁ ରଙ୍ଗ ବାରି ପାରେ, ଜାଣନ୍ତୁ ଏହା ପଛର ସତ୍ୟତା…

ଜଣେ ଦୃଷ୍ଟିହୀନ ବ୍ୟକ୍ତି ରଙ୍ଗ ଦେଖିପାରେ କି? ଯଦି ସେ ଦେଖିପାରିବେ ତେବେ ସେ କେଉଁ ରଙ୍ଗ ଦେଖିପାରିବେ? ବାସ୍ତବରେ ଜଣେ ଦୃଷ୍ଟିହୀନ ବ୍ୟକ୍ତି ରଙ୍ଗ ଦେଖିପାରେ କିମ୍ବା ଏକ ନିର୍ଦ୍ଦିଷ୍ଟ ଦୂରତାରେ ଧ୍ୟାନ ଦେଇପାରେ। ତଥାପି, ରଙ୍ଗର ତୀବ୍ରତା ହ୍ରାସ ହୋଇପାରେ କିମ୍ବା ସଂପୂର୍ଣ୍ଣ…

ମଙ୍ଗଳ ଗ୍ରହରେ ଜଳ ବିନା ଜୀବନ ସମ୍ଭବ କି? କ’ଣ କହୁଛି ବିଜ୍ଞାନ…

ଗତ କିଛି ବର୍ଷ ମଧ୍ୟରେ, ମଙ୍ଗଳ ଗ୍ରହରେ ଜଳର ଉପସ୍ଥିତି ଯୋଗୁଁ ଏହି ପ୍ରଶ୍ନ ଆହୁରି ଅଧିକ ପ୍ରତିଷ୍ଠିତ ହୋଇପାରିଛି। କିନ୍ତୁ ଜଳ ବିନା ମଙ୍ଗଳ ଗ୍ରହରେ ଜୀବନ ସମ୍ଭବ କି? ବିଜ୍ଞାନ ଆଧାରରେ ଏହି ପ୍ରଶ୍ନର ଉତ୍ତର ଜାଣିବା... ମଙ୍ଗଳ ଆମର ସୌର ଜଗତର ଚତୁର୍ଥ ଗ୍ରହ ଏବଂ ଏହାକୁ ରେଡ୍ ପ୍ଲାନେଟ୍…

କେଉଁ ପଶୁର କ୍ଷୀର ଅଧିକ ସ୍ୱାସ୍ଥ୍ୟକର, କାହିଁକି ପାଳନ ହୁଏ ଦୁଗ୍ଧ ଦିବସ ଜାଣନ୍ତୁ…

ନୂଆଦିଲ୍ଲୀ: ପିଲାମାନଙ୍କଠୁ ବୃଦ୍ଧ ପର୍ଯ୍ୟନ୍ତ, ପ୍ରାୟ ସବୁ ବୟସର ଲୋକଙ୍କ ଜୀବନରେ କ୍ଷୀର ଏକ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ଭାବେ ବିବେଚିତ ହୋଇଛି। ଜୀବନ ଆରମ୍ଭରୁ ଆମ ଜୀବନରେ କ୍ଷୀର ମୁଖ୍ୟ ଭୂମିକା ଗ୍ରହଣ କରିଛି । କ୍ଷୀର ହେଉଛି ଏକ ପୁଷ୍ଟିକର ଖାଦ୍ୟ ଯାହା ସବୁ ବୟସର ଲୋକମାନେ ସେମାନଙ୍କ…

୯ ଜିଲ୍ଲାରେ ଗଞ୍ଜେଇ ଚାଷ, ୨୪ ଦିନରେ ନଷ୍ଟ ହେଲାଣି ୨୩୭୫ ଏକର ଜମି

ଭୁବନେଶ୍ବର: ରାଜ୍ୟର ମୁଖ୍ୟତଃ ୯ଟି ଜିଲ୍ଲା ଗଞ୍ଜେଇ ଚାଷର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଏବେ ରାଜ୍ୟରୁ ଗଞ୍ଜେଇ ଚାଷ ମୂଳପୋଛ କରିବାକୁ ପୋଲିସ ପକ୍ଷରୁ ତତ୍ପରତା ଦେଖାଦେଇଛି । ଘଞ୍ଚ ଜଙ୍ଗଲ ଏବଂ ପାହାଡ଼ିଆ ଭୂମି ଯେପରିକି କନ୍ଧମାଳ, ବୌଦ୍ଧ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ…

ବ୍ରେକଅପ ପରେ ୟୁପିଆଇରେ ଗାର୍ଲଫ୍ରେଣ୍ଡଙ୍କୁ ହଇରାଣ କରୁଥିଲେ, ୟୁଜର୍ସ କହିଲେ ବ୍ଲକ୍ କରନି…

ନୂଆଦିଲ୍ଲୀ: ସାଧାରଣତଃ ବ୍ରେକଅପ୍ ପରେ କପଲ୍ସ ମାନେ ଜୀବନରେ ଆଗକୁ ବଢିଯାଇଥାନ୍ତି। ଆଉ କିଛି ଏମିତି ମଧ୍ଯ ଲୋକ ଅଛନ୍ତି  ଯେଉଁମାନେ ବ୍ରେକଅପ୍ ପରେ ମଧ୍ୟ ପରସ୍ପରକୁ ହଇରାଣ କରିବାର ବାଟ ଖୋଜିଥାନ୍ତି। ସେହିପରି କିଛି ଘଟଣା ସମ୍ପର୍କରେ ଜାଣନ୍ତୁ। ଯେଉଁ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ…

ଦ୍ରୁତଗାମୀ ଗ୍ରହ ନକ୍ଷତ୍ରଙ୍କୁ ଚଳାଉଛି ଏଲିୟନ୍

ନୂଆଦିଲ୍ଲୀ: ମହାକାଶରେ ଦ୍ରୁତ ଗତିରେ ଗତି କରୁଥିବା ନକ୍ଷତ୍ର ବା ଗ୍ରହମାନେ ଏଲିଅନ ସଭ୍ୟତା ଦ୍ୱାରା ପରିଚାଳିତ ହେଉଛନ୍ତି। ଅର୍ଥାତ୍ ଯାହାର ପାଇଲଟ ଏଲିଅନ ମାନେ ଅଟନ୍ତି। ଏକ ନୂତନ ଅଧ୍ୟୟନରେ ଏହା ଦାବି କରାଯାଇଛି। ତେବେ ଏଲିଅନମାନେ ତାରା ଏବଂ ଗ୍ରହମାନଙ୍କୁ ନିଜର ମହାକାଶଯାନରେ ପରିଣତ…

୨୦୩୬ରେ ଓଡ଼ିଶା ପାଳିବ ରାଜ୍ୟ ସ୍ଥାପନର ୧୦୦ ବର୍ଷ ପୂର୍ତ୍ତି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରେ ଆୟୋଜିତ ‘ଓଡ଼ିଶା ପର୍ବ’ରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ପର୍ବରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଓଡ଼ିଆ ସଂସ୍କୃତିର ମହାକୁମ୍ଭ ଓଡ଼ିଶା ପର୍ବ-୨୦୨୫ରେ ଆପଣମାନଙ୍କୁ ଭେଟି ମୁଁ ଆନନ୍ଦିତ। ଏଥର ସ୍ବଭାବ କବି…

୪ରେ ପୁରୀ ଆସିବେ ରାଷ୍ଟ୍ରପତି, ସୁରକ୍ଷା ଦାୟିତ୍ବରେ ୮୦ ପ୍ଲାଟୁନ ଫୋର୍ସ 

ପୁରୀ: ଆସନ୍ତା ଡ଼ିସେମ୍ବର ୪ରେ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୁରୀ ବ୍ଲୁ ଫ୍ଲାଗ ବିଚ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ନୌସେନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏଥିସହ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି।…

କିସ୍‍ ବିଶ୍ୱବିଦ୍ୟାଳୟର ୪ର୍ଥ ସମାବର୍ତ୍ତନ, ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ…

ଭୁବନେଶ୍ୱର: କିସ୍‍ର ୪ର୍ଥ ସମାବର୍ତ୍ତନ ସମାରୋହ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ହରିକୃଷ୍ଣ ଏକ୍ସପୋର୍ଟସ ପ୍ରାଇଭେଟ୍‍ ଲିମିଟେଡର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ବିଶିଷ୍ଟ ଶିଳ୍ପପତି ଓ ସମାଜସେବୀ ପଦ୍ମଶ୍ରୀ ସାବଜୀ ଢ଼ୋଲକିଆ, ଡ. ବାତ୍ରା ଗ୍ରୁପ୍‍ ଅଫ୍‍ କମ୍ପାନୀ ସମୂହର…