Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ସୂର୍ଯ୍ୟ କିରଣରୁ ମିଳେ ଭିଟାମିନ୍ ‘ଡି’, କିନ୍ତୁ କିପରି ଏବଂ କେଉଁ ସମୟରେ ?

ଶରୀରର ସଠିକ୍ କାର୍ଯ୍ୟ ପାଇଁ ସମସ୍ତ ପ୍ରକାରର ଭିଟାମିନ୍ ଆବଶ୍ୟକ। ଏଥିରେ ଭିଟାମିନ୍ ଡି ମଧ୍ୟ ଅନ୍ତର୍ଭୁକ୍ତ। ଭିଟାମିନ୍ ଡି କ୍ୟାଲସିୟମ୍ ଏବଂ ଫସଫରସ୍ ଅବଶୋଷଣରେ ସାହାଯ୍ୟ କରେ, ଯାହା ହାଡକୁ ମଜବୁତ କରିଥାଏ। ଏହା ମନୋବଳକୁ ଉନ୍ନତ କରିବାରେ ଏବଂ ଉଦାସୀନତାର ଆଶଙ୍କା ହ୍ରାସ କରିବାରେ…

ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କକୁ ଅତୁଟ ରଖିବ ଏହି ଟିପ୍ସ, ବଢିବ ସମ୍ମାନ ଓ ଭଲପାଇବା…

ଭୁବନେଶ୍ବର: ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କର ଡୋର ଅତି ସୂକ୍ଷ୍ମ ହୋଇଥାଏ । ଏହି ଡୋରକୁ ଧରି ଏହାକୁ ଦୃଢ କରିବା ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ଦାୟିତ୍ବ ଅଟେ । ଜଣେ ସ୍ନେହି, ସହାୟକ ପତ୍ନୀ ଜଣେ ପୁରୁଷକୁ ତାର ଲକ୍ଷ୍ୟ ପଥର ଆଗକୁ ବଢିବା, ତାଙ୍କ ସ୍ୱପ୍ନକୁ ପୂରଣ କରିବାରେ ଏବଂ ଜୀବନରେ…

ମାଣ୍ଡିଆ ଦିବସ ଅବସରରେ ଘରେ ପ୍ରସ୍ତୁତ କରନ୍ତୁ ମାଣ୍ଡିଆ ରସାବଳି

ଭୁବନେଶ୍ୱର: ଓଡ଼ିଶା ପାଳୁଛି ମାଣ୍ଡିଆ ଦିବସ । ରାଜ୍ୟ, ଦେଶ ତଥା ବିଦେଶରେ ମାଣ୍ଡିଆର ବହୁଳ ପ୍ରଚାର ପ୍ରସାର ସହ ଏହାର ଉପକାରିତା ବିଷୟରେ ସାରା ବିଶ୍ୱରେ ମାଣ୍ଡିଆକୁ ମିଳିଛି ସ୍ୱତନ୍ତ୍ର ପରିଚୟ । ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି । ପୋଷକ ତତ୍ତ୍ବରେ…

ଏଣିକି ସ୍ତନ କର୍କଟକୁ ଚିହ୍ନଟ କରିବ ଜେନେଟିକ୍ ମଡେଲ୍, ଜାଣନ୍ତୁ ଏହାର ବିଶେଷତ୍ଵ..

ସ୍ତନ କର୍କଟ ହେଉଛି ମହିଳାମାନଙ୍କ ମଧ୍ୟରେ ବହୁଳ ଭାବେରେ ଦେଖିବାକୁ ମିଳୁଛି। ଏହା ବର୍ତ୍ତମାନ ସାଧାରଣ ପ୍ରକାରର କର୍କଟରେ ଅନ୍ତର୍ଭୁକ୍ତ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ପ୍ରତିବର୍ଷ ୨.୩ ନିୟୁତ ନୂଆ ରୋଗ ହେଉଥିବା ଜଣାଯାଇଛି। ଏହି କାରଣରୁ ଅନେକ ମହିଳା ପ୍ରାଣ ହରାନ୍ତି। ତଥାପି,…

ହ୍ରଦ ନାଁ ଜଙ୍ଗଲ, ଦେଖି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ପୃଥିବୀରେ ଅନେକ ସ୍ଥାନରେ ବଡ଼ ଅଜବ ଅଜବ ଜିନିଷ ଲୁଚି ରହିଛି। ନଦୀ, ପାହାଡ଼ ଓ ଅତି ସୁନ୍ଦର ହ୍ରଦ। ଯାହାକି ପ୍ରକୃତିର ଅତି ସୁନ୍ଦର ଅବଦାନ। ବିବିଧତାପୂର୍ଣ୍ଣ ଭାରତରେ ବିଭିନ୍ନ ଧର୍ମ, ସଂସ୍କୃତି, ପରମ୍ପରା ଓ ଭାଷାର ମିଳନ ଦେଖିବାକୁ ମିଳେ। ଏହି ନିଆରାପଣ ଭାରତକୁ ଅନ୍ୟ…

କ୍ରେଡିଟ୍ କାର୍ଡ ବ୍ୟବହାରରେ କିଛି ସାଧାରଣ ଭୁଲ୍, ଆଜି ହିଁ ସୁଧାରନ୍ତୁ….

ଭୁବନେଶ୍ବର: ଆଜିକାଲି ପ୍ରାୟ ସମସ୍ତେ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି। ଯୁବପିଢି ନିଜର ଖର୍ଚ୍ଚ ପାଇଁ କ୍ରେଡିଟ୍ କାର୍ଡର ବହୁଳ ବ୍ୟବହାର କରୁଛନ୍ତି । ଯାହାକୁ ଦୃଷ୍ଟିରେ ରଖି କ୍ରେଡିଟ୍ କମ୍ପାନୀ ଗୁଡିକ ମଧ୍ୟ ଗ୍ରହକଙ୍କୁ ଆକର୍ଷଣ କଲାଭଳି ବିଭିନ୍ନ ଯୋଜନା ଆଣୁଛନ୍ତି । ହେଲେ ଆପଣ…

ପର୍ଯ୍ୟଟନସ୍ଥଳୀର ନାଁ ‘ଘୋଷ୍ଟ ଟାଉନ’: ଯେଉଁଠି ରାମ ଭାଙ୍ଗିଥିଲେ ରାମ ସେତୁ

ନୂଆଦିଲ୍ଲୀ: ଭାରତରେ ରହିଛି ଅନେକ ପର୍ଯ୍ୟଟନସ୍ଥଳୀ । ଆଉ ଆମେ ବୁଲିବା ପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଯାଇଥାଉ। ହେଲେ ଏହି ମନୋରମ ପରିବେଶ ସହିତ କିଛି ସ୍ଥାନ ରହିଛି । ଯେଉଁ ସ୍ଥାନକୁ ଯିବାକୁ ଲୋକମାନେ ଡରିଥାନ୍ତି । ସଂଧ୍ୟା ହେଲେ ସେହି ସ୍ଥାନ ଜନଶୂନ୍ୟ ହୋଇଯାଏ। ଏହି ଜାଗାର ନାଁ ହେଲା…

ପବିତ୍ର ଅଁଳା ନବମୀ, ଓଡିଆଣୀ ବେଶରେ ଶ୍ରୀରାଧା

ପୁରୀ: ଆଜି ପବିତ୍ର ଅଁଳା ନବମୀ । କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିକୁ ଅଁଳା ନବମୀ ଭାବରେ ପାଳନ କରାଯାଏ । ଏହାକୁ ଅକ୍ଷୟ ନବମୀ ବୋଲି ମଧ୍ୟ କୁହାଯାଏ । ଆଜି ରାଧାପାଦ ମଧ୍ୟ ଦର୍ଶନ କରିବାର ସୌଭାଗ୍ୟ ପାଇଥାନ୍ତି ଶ୍ରଦ୍ଧାଳୁ । ହିନ୍ଦୁ ଧର୍ମରେ ଅଁଳା ନବମୀର ବିଶେଷ ମହତ୍ତ୍ବ ରହିଛି ।…

ଦିନକୁ ୭ ଘଣ୍ଟାରୁ କମ୍ ଶୋଇବା ଭଲ ନା ଖରାପ ? ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ…

ସୁସ୍ଥ ରହିବା ପାଇଁ ଶୋଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନିଦ୍ରା ଅଭାବ ଶରୀରରେ ଅନେକ ରୋଗ ସୃଷ୍ଟି କରିପାରେ। ଶୋଇବା ଆପଣଙ୍କୁ ପ୍ରତ୍ୟେକ ଦିନ କାମ ପାଇଁ ନୂତନ ଶକ୍ତି ଦେଇଥାଏ ଯାହା ସାହାଯ୍ୟରେ ଆପଣ ଦୈନନ୍ଦିନ କାର୍ଯ୍ୟ କରନ୍ତି। ଶୋଇବା ସମୟରେ ଆମ ଶରୀରରେ ଅନେକ ହରମୋନ୍ ନିର୍ଗତ ହୁଏ ଯାହା…

ବଢାଉଛି ଚିନ୍ତା: ନବଜାତ ଶିଶୁଙ୍କ ଉପରେ ପଡୁନି ଆଣ୍ଟିବାୟୋଟିକ୍‌ର କୌଣସି ପ୍ରଭାବ !

ନୂଆଦିଲ୍ଲୀ: ଆଣ୍ଟିବାୟୋଟିକ୍ ପ୍ରତିରୋଧ ସାରା ବିଶ୍ୱରେ ଏକ ଗମ୍ଭୀର ସମସ୍ୟା ଭାବରେ ଉଭା ହେଉଛି। ଏକ ରିପୋର୍ଟ ଅନୁଯାୟୀ, ଏହି କାରଣରୁ ୨୦୫୦ ସୁଦ୍ଧା ବାର୍ଷିକ ୧୦ ନିୟୁତ ମୃତ୍ୟୁ ହେବାର ସମ୍ଭାବନା ରହିଛି। କିନ୍ତୁ ଏହି ସମସ୍ୟା ଏହାର ପ୍ରଭାବ ଦେଖାଇବା ଆରମ୍ଭ କରିସାରିଛି। ଏହି କାରଣରୁ ଆଜି…