Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ରହସ୍ୟମୟ ଗଛ, ଡାଳରେ ବସିଲେ ମରିଯାଆନ୍ତି ପକ୍ଷୀ

ନୂଆଦିଲ୍ଲୀ: ଜୀବ, ଉଦ୍ଭିଦ ସମସ୍ତଙ୍କୁ ନେଇ ଆମେ ପରିବେଶରେ ବାସ କରୁ। ଆମ ଚତୁଃପାର୍ଶ୍ଵରେ ବିଭିନ୍ନ ପ୍ରକାର ଗଛ ଲତା ଅଛନ୍ତି। କିଛି ଉଦ୍ଭିଦ କିମ୍ବା ଉଦ୍ଭିଦ ଜାତ ଦ୍ରବ୍ୟକୁ ଆମେ ଖାଉ ଏବଂ କିଛି କିଛି ଗଛ ଆମର ବହୁତ ଉପରକାର କରନ୍ତି। କିନ୍ତୁ ଆମ ଜଗତରେ ଏପରି ମଧ୍ୟ ଗଛ ଅଛି ଯାହା ବିଷୟରେ…

ମୂଷାଙ୍କୁ ନେଇ ଚିନ୍ତିତ କି? ତେବେ କରନ୍ତୁ ଏହି କାମ

ଭୁବନେଶ୍ଵର: ପ୍ରତ୍ୟକ ଲୋକଙ୍କ ଘରେ ମୂଷାଙ୍କ ପାଦୁର୍ଭାବ ଏକ ସାଧାରଣ ସମସ୍ୟା । ଘରକୁ ମୂଷା ଆସିବା ପରେ ଲୋକମାନେ ସେମାନଙ୍କୁ ଘରୁ କିପରି ବାହାର କରିବେ ସେ ନେଇ ଚିନ୍ତାରେ ପଡ଼ି ଯାଆନ୍ତି। କାରଣ ମୂଷା ଘରେ ଥିବା ସବୁ ଜିନିଷକୁ ନଷ୍ଟ କରି ଦେଇଥାନ୍ତି । ଏହା ସହ ସେମାନଙ୍କଠାରୁ ଆସୁଥିବା…

ଏପରି ଦେବତା, ଯାହାଙ୍କୁ ପୂଜା କରନ୍ତି କେବଳ ଅବିବାହିତ ଯୁବକ ଯୁବତୀ …

ଜୟପୁର: ରାଜସ୍ଥାନ ନାଗୋର ଜିଲା ଖିବସର ଗାଁରେ ଏପରି ଏକ ଲୋକ ଦେବତାଙ୍କ ମନ୍ଦିର ଅଛି, ଯେଉଁଠି କେବଳ ଅବିବାହିତ ଯୁବକ ଓ ଯୁବତୀମାନେ ପୂଜାର୍ଚ୍ଚନା କରିଥାନ୍ତି । ଏଠାରେ ପୂଜା କଲେ ଲୋକଦେବତା ତାଙ୍କର ମନସ୍କାମନା ପୂରଣ କରନ୍ତି ବୋଲି ଲୋକଙ୍କ ବିଶ୍ୱାସ ରହିଛି । ସେଥିଲାଗି ଏଠାକୁ…

ମୃତ୍ୟୁ ମୁଖକୁ ଟାଣି ନିଏ ଏହି ଖାଦ୍ୟ, ତଥାପି ଆନନ୍ଦରେ ଖାଆନ୍ତି ଲୋକେ

ନୂଆଦିଲ୍ଲୀ: ଆପଣ ସମଗ୍ର ବିଶ୍ୱରେ ଏହିପରି ଅନେକ ଖାଦ୍ୟ ପାଇବେ, ଯାହାକୁ ଲୋକମାନେ ଅତି ଆନନ୍ଦର ସହିତ ଖାଆନ୍ତି। ଏଥିମଧ୍ୟରୁ କେତେକ ଅତ୍ୟନ୍ତ ସ୍ୱାଦିଷ୍ଟ ଏବଂ କେତେକ ବିଷାକ୍ତ ମଧ୍ୟ ହୋଇଥାଏ। ଏଗୁଡିକ ଖାଇବା ଦ୍ୱାରା ଧିରେ ଧିରେ ମୃତ୍ୟୁର ନିକଟତର ହୋଇଯାଏ ବ୍ୟକ୍ତି । ଏହା ଜାଣବା ପରେ ବି…

ଅଣ୍ଡା ଭିତରେ କଥା କୁହେ ଏହି ପ୍ରାଣୀ, ଜାଣି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଦୁନିଆରେ ବିଭିନ୍ନ ପ୍ରକାରର ଜୀବଜନ୍ତୁ ବାସ କରନ୍ତି । ସେ ସମସ୍ତ ଜୀବଜନ୍ତୁଙ୍କ ନିଜସ୍ଵ ବିଶେଷତା ଅଛି ଯାହା ପାଇଁ ସେମାନେ ଜଣାଶୁଣା । ଯେମିତି କି କଇଁଛ । କଇଁଛ ଏକ ଜଳଚର ପ୍ରାଣୀ । କଇଁଛର ଉପର ଖୋଳପା ବହୁତ ମଜବୁତ ମଧ୍ୟ । ତେବେ ଆଜି ଆମେ ଆପଣମାନଙ୍କୁ କହିବୁ କଇଁଛ ବିଷୟରେ…

ବନ୍ଧୁ ପାଇଁ ଦିନ ଟିଏ: ପ୍ରକୃତ ବନ୍ଧୁର ଉଦାହରଣ ବଲିଉଡର ଏହି ଚଳଚ୍ଚିତ୍ର

ନୂଆଦିଲ୍ଲୀ: ଆଜି ହେଉଛି ଫ୍ରେଣ୍ଡସିପ୍ ଡେ’ । ବନ୍ଧୁ ପାଇଁ ଦିନ ଟିଏ । ରକ୍ତର ସମ୍ପର୍କ ଠାରୁ ବେଶ ଗଭୀର ବନ୍ଧୁତାର ସମ୍ପର୍କ । ବିଶ୍ବ ବନ୍ଧୁତ୍ବ ଦିବସରେ ସବୁଠି ଚାଲେ ସେଲିବ୍ରେସନ । ଅସୁବିଧା ଓ ସୁଖଦୁଃଖରେ ସାଥ୍ ଦେଇଥାଏ ପ୍ରକୃତ ବନ୍ଧୁ । ରାଗ, ରୁଷା, ଅଭିମାନ ସବୁ ଥାଏ ବନ୍ଧୁ ପାଖରେ ।…

ଅଜବ ନିୟମ: ଚାକିରି ପାଇବାକୁ ହେଲେ ମହିଳା ଦିଅନ୍ତି ପ୍ରେଗ୍ନେସି ଟେଷ୍ଟ୍

ବେଜିଂ: ଏହି ଯୁଗଟି ପ୍ରତିଯୋଗିତା ଯୁଗ ପାଲଟିଛି। ସମଗ୍ର ବିଶ୍ୱରେ ଚାକିରି ପାଇବା ପାଇଁ ଚାଲିଛି ପ୍ରତିଯୋଗିତା। ଲୋକଙ୍କୁ ଭଲ ଚାକିରି ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡେ। କିନ୍ତୁ ଆମ ପୃଥିବୀରେ ଏପରି ଏକ ଦେଶ ଅଛି, ଯେଉଁଠି ଚାକିରି ପାଇଁ ଅଜବ ନିୟମ ତିଆରି କରାଯାଇଛି। ଯାହାକୁ ଶୁଣି…

ମନେ ରଖନ୍ତୁ ଏହି ଚତୁରତାର ମନ୍ତ୍ର, ସବୁକ୍ଷେତ୍ରରେ ହେବେ ସ୍ୱତନ୍ତ୍ର

ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ସ୍ୱତନ୍ତ୍ର ଭାବେ ଗଢିତୋଳିବା ସମସ୍ତଙ୍କର ଇଚ୍ଛା। ଜଣେ ବ୍ୟକ୍ତି ନିଜ ବୁଦ୍ଧି ଏବଂ ଚତୁରତା ପ୍ରୟୋଗ କରେ ତେବେ ସେ ସମସ୍ତ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରେ। ତେବେ ଆଜି ଆମେ ଏହି ଚତୁରତା ଉପରେ ଆଲୋଚନା କରିବା। ଚତୁରତାର ମନ୍ତ୍ର କ’ଣ ଆସନ୍ତୁ ଜାଣିବା.. ଆମେ…

ଦୁନିଆ ଘୁରିବା ପରି ଲାଗୁଛି କି ? ଜାଣନ୍ତୁ ଭର୍ଟିଗୋ ଆଟାକ୍‌ର ଲକ୍ଷଣ

ଶରୀର ଅଛି ତ ରୋଗ ରହିବ। ଏଥିପାଇଁ ବ୍ୟସ୍ତ ନହୋଇ ସଚେତନ ରହିବା ଜରୁରୀ। ସମୟ ଥାଉ ଥାଉ ଶରୀର ପ୍ରତି ସାବଧାନ ରହିଲେ ହିଁ ରୋଗର ମୁକାବିଲା କରିବା ସହଜ ହୋଇଥାଏ। ତେବେ ଆପଣଙ୍କ ଶରୀରରେ କୌଣସି ସମସ୍ୟା ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍। ଯାହାଦ୍ୱାରା ଯେକୌଣସି ରୋଗର…

ଘର ନୁହେଁ, ପୁରା ସହର କିଣିନେବେ: କେବଳ ରହିଛି ଏହି ଗୋଟି ସର୍ତ୍ତ..

ଯଦି ଆପଣ ଏକ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟବସାୟ କରିବାକୁ ଚିନ୍ତା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଆକର୍ଷଣୀୟ ହୋଇପାରେ। ୟୁରୋପରେ ଏକ ଦ୍ୱୀପ ବିକ୍ରି ପାଇଁ ଉପଲବ୍ଧ ରହିଛି। ଏହି ଦ୍ୱୀପଟି ପର୍ଯ୍ୟଟନ କ୍ଷେତ୍ର ହେବାର ବହୁ ସମ୍ଭାବନା ରହିଛି। ଖବର ଅନୁଯାୟୀ, ଏହି ଦ୍ୱୀପ ଶତାବ୍ଦୀ ଧରି…