Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କିପରି ହୋଇଥାଏ ଇନ୍ଦ୍ରଧନୁର ଆକାର? ଜାଣନ୍ତୁ…

ଭୁବନେଶ୍ଵର: ଇନ୍ଦ୍ରଧନୁକୁ କିଏ ବା ନଦେଖିଛି । ବର୍ଷା ଦିନେ ପ୍ରାୟତଃ ଇନ୍ଦ୍ରଧନୁ ଆକାଶରେ ଦେଖାଦେଇଥାଏ । ସେଥିରେ ଥିବା ୭ଟି ରଙ୍ଗ ଆକାଶକୁ ବେଶ ସଜାଇ ଦେଇଥାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି, ଇନ୍ଦ୍ରଧନୁର ଆକାର ଅର୍ଦ୍ଧଗୋଲ କଣ ପାଇଁ ଦେଖାଯାଏ । ପ୍ରକୃତରେ ଇନ୍ଦ୍ରଧନୁର ଆକାର…

ଏହି ପ୍ରାଣୀର ନୀଳରକ୍ତ ମଣିଷ ପାଇଁ ସଞ୍ଜିବନୀ…

ନୂଆଦିଲ୍ଲୀ: କୌଣସି ମଣିଷ କିମ୍ବା ପ୍ରାଣୀଙ୍କ ଶରୀରରେ ରକ୍ତ ରହିବା ଏହାର ଜୀବନ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଆପଣ ଜାଣନ୍ତି କି ଏପରି ଏକ ପ୍ରାଣୀ ଅଛି ଯାହାର ରକ୍ତ ବଜାରରେ ଲିଟର ପିଛା ୧୦ ଲକ୍ଷ ଟଙ୍କା ରହିଛି। ଯକୌଣସି ଜୀବର ବଞ୍ଚିବା ପାଇଁ ଅମ୍ଳଜାନ ଏବଂ ରକ୍ତ ସବୁଠାରୁ…

ଗୋଟିଏ ଦିନରେ କିପରି ହୁଏ ଓଜନ ବୃଦ୍ଧି, ଜାଣନ୍ତୁ କାରଣ..

ନୂଆଦିଲ୍ଲୀ: ୫୦ କିଲୋଗ୍ରାମ ରେସଲିଂର ଫାଇନାଲରେ ପ୍ରବେଶ କରିଥିବା ଭିନେଶ ଫୋଗଟ ଅଧିକ ଓଜନ ଯୋଗୁଁ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହୋଇଥିଲେ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ ଗୋଟିଏ ଦିନରେ ଜଣେ ବ୍ୟକ୍ତିର କେତେ ଓଜନ ବଢେ। ଇଭେଣ୍ଟର ଦ୍ୱିତୀୟ ଦିନରେ ଭିନେଶ ଫୋଗଟଙ୍କ ଓଜନ ୫୦…

ପବିତ୍ର ନାଗ ପଞ୍ଚମୀ: ଜାଣନ୍ତୁ ପୂଜାର ବିଧି

ଭୁବନେଶ୍ଵର: ଆଜି ହେଉଛି ପବିତ୍ର ନାଗ ପଞ୍ଚମୀ । ଶ୍ରାବଣ ମାସର ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ନାଗପଞ୍ଚମୀ ପାଳନ କରାଯାଇଥାଏ । ହିନ୍ଦୁ ମାନ୍ୟତା ଅନୁସାରେ ସାପକୁ ପୌରାଣିକ ଯୁଗରୁ ଦେବତା ରୂପରେ ପୂଜା କରାଯାଇ ଆସୁଛି । ଏଥିଲାଗି ନାଗପଞ୍ଚମୀ ଦିନ ନାଗପୂଜାର ଅଧିକ ମହତ୍ଵ ରହିଥାଏ ।ଯେଉଁମାନେ…

ରହସ୍ୟମୟ ମନ୍ଦିର: ଶିବ ଲିଙ୍ଗରେ କ୍ଷୀର ଢାଳିଲେ ବଦଳି ଯାଏ ରଙ୍ଗ

ଭୁବନେଶ୍ଵର: ଐତିହ୍ୟ, କଳା ଓ ଭାଷ୍କର୍ଯ୍ୟର ଦେଶ ହେଉଛି ଭାରତ । ଏଠାକାର ନଦୀ, ଝରଣା, ପାହାଡ, ମନ୍ଦିର ଆଦି ସବୁର ନିଜସ୍ଵ କାହାଣୀ । ନିଜ ନିଜର କାହାଣୀକୁ ନେଇ ଏସବୁ ପ୍ରସିଦ୍ଧ ଲାଭ କରିଛି । ସେହିପରି ଭାରତର କେରଳ ରାଜ୍ୟରେ ରହିଛି ଏପରି ଏକ ମନ୍ଦିର ଯାହାର ରହସ୍ୟ ସବୁଠାରୁ ଭିନ୍ନ ।…

ଅଗଷ୍ଟ ୧୫ରେ କେବଳ ଭାରତରେ ନୁହେଁ, ଏହି ଦେଶରେ ବି ପାଳନ ହୁଏ ସ୍ଵାଧିନତା ଦିବସ

ଭୁବନେଶ୍ଵର: ଆଉ ମାତ୍ର କେଇଟା ଦିନ ପରେ ଦେଶ ପାଳନ କରିବ ୭୮ ତମ ସ୍ୱାଧୀନତା ଦିବସ । ଅଗଷ୍ଟ ୧୫ରେ ଦେଶ ପୁଣି ମନେ ପକାଇବ ସେହି ମହାପୁରୁଷ ମାନଙ୍କୁ ଯେଉଁମାନେ ନିଜ ଜୀବନକୁ ବଳି ଦେଇ ଦେଶକୁ ସ୍ୱାଧୀନତାର ସ୍ୱାଦ ଚଖାଇଥିଲେ । ତେବେ ଏହି ଦିନ ଉତ୍ସବ କେବଳ ଭାରତ ନୁହେଁ ବରଂ ଏହା ସହିତ ୫ଟି ଦେଶ…

ଭାରତରେ ଥିବା ଏହି ନଦୀ ଓଲଟା ପ୍ରବାହିତ ହୁଏ, ଜାଣନ୍ତୁ…

ଭୁବନେଶ୍ଵର: ସାଧାରଣତଃ ଆପଣମାନେ ଜାଣିଥିବେ ଯେ, ଭାରତର ଅଧିକାଂଶ ନଦୀ ପଶ୍ଚିମ ଦିଗରୁ ପୂର୍ବଦିଗକୁ ପ୍ରବାହିତ ହେଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି, ଆମ ଦେଶର ଏପରି ଏକ ନଦୀ ଅଛି ଯାହା ପଶ୍ଚିମରୁ ପୂର୍ବକୁ ନୁହେଁ ବରଂ ପୂର୍ବରୁ ପଶ୍ଚିମକୁ ପ୍ରବାହିତ ହେଇଥାଏ । ଅର୍ଥାତ୍ ବିପରୀତ ଦିଗରେ…

ଭୁଲରେ ବି ଗୁଗୁଲରେ ସର୍ଚ୍ଚ କରନ୍ତୁନାହିଁ ଏହି ସବୁ ଜିନିଷ, ନଚେତ ଭୋଗିପାରନ୍ତି ଜେଲ ଦଣ୍ଡାଦେଶ

ଭୁବନେଶ୍ଵର: ଆଧୁନିକତାର ଏହି ଯୁଗରେ ପ୍ରାୟ ସବୁକିଛି ଇଣ୍ଟରନେଟରେ ଉପଲବ୍ଧ | ଗୁଗୁଲ୍ ହେଉଛି ସମଗ୍ର ବିଶ୍ୱରେ ସର୍ବାଧିକ ବ୍ୟବହୃତ ସର୍ଚ୍ଚ ଇଞ୍ଜିନ୍ । ଗୁଗୁଲରେ ସର୍ଚ୍ଚ କରିବା ପରେ ମଧ୍ୟ କିଛି ତଥ୍ୟର ସତ୍ୟତା ଆମକୁ ନିଜେ ହିଁ ଯାଞ୍ଚ କରିବାକୁ ପଡିଥାଏ । ତେବେ ଗୁଗୁଲ୍ କିଛି ସର୍ଚ୍ଚ କରିବା…

ଆଗାମୀ ୨୫ ବର୍ଷରେ ଦେଶରେ ଏତେ କୋଟି ଲୋକେ ହୋଇଯିବେ ବୃଦ୍ଧ, ସଂଖ୍ୟା ଜାଣି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଭାରତ ବର୍ତ୍ତମାନ ଦୁନିଆର ସବୁଠାରୁ ଜନବହୁଳ ଦେଶ। ପରିସଂଖ୍ୟାନ ଅନୁଯାୟୀ, ଭାରତର ମୋଟ ଜନସଂଖ୍ୟା ପ୍ରାୟ ୧.୪୪ ବିଲିୟନ। ତେବେ ଦ୍ୱିତୀୟ ସ୍ଥାନରେ ରହିଛି ଚୀନ୍, ଯାହାର ଜନସଂଖ୍ୟା ୧.୪୨ ବିଲିୟନ। ଯଦି ଆମେ ଏହାକୁ ବୟସ ଦୃଷ୍ଟିରୁ ଦେଖିବା, ତେବେ ଭାରତରେ ଅନେକ ଯୁବକ ଅଛନ୍ତି।…

ରହସ୍ୟମୟ ଗଛ, ଡାଳରେ ବସିଲେ ମରିଯାଆନ୍ତି ପକ୍ଷୀ

ନୂଆଦିଲ୍ଲୀ: ଜୀବ, ଉଦ୍ଭିଦ ସମସ୍ତଙ୍କୁ ନେଇ ଆମେ ପରିବେଶରେ ବାସ କରୁ। ଆମ ଚତୁଃପାର୍ଶ୍ଵରେ ବିଭିନ୍ନ ପ୍ରକାର ଗଛ ଲତା ଅଛନ୍ତି। କିଛି ଉଦ୍ଭିଦ କିମ୍ବା ଉଦ୍ଭିଦ ଜାତ ଦ୍ରବ୍ୟକୁ ଆମେ ଖାଉ ଏବଂ କିଛି କିଛି ଗଛ ଆମର ବହୁତ ଉପରକାର କରନ୍ତି। କିନ୍ତୁ ଆମ ଜଗତରେ ଏପରି ମଧ୍ୟ ଗଛ ଅଛି ଯାହା ବିଷୟରେ…