Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆପଣଙ୍କ ଫୋନ ଚୋରି ହୋଇଥିଲେ କିପରି ଡିଲିଟ୍ କରିବେ ୟୁପିଆଇ ଆଇଡି, ଜାଣନ୍ତୁ ପ୍ରକ୍ରିୟା

ନୂଆଦିଲ୍ଲୀ: ଆଜିକାଲି ଲୋକମାନେ ଅନଲାଇନ୍ ପେମେଣ୍ଟ କରିବା ଆରମ୍ଭ କରିଛନ୍ତି, ନଗଦ ଟଙ୍କା ଧୀରେ ଧୀରେ ହ୍ରାସ ପାଉଛି। ଏଭଳି ପରିସ୍ଥିତିରେ ଅଧିକାଂଶ ନଗଦ ଟଙ୍କା ବ୍ୟାଙ୍କରେ ରହିଥାଏ। କିନ୍ତୁ ଯଦି ଫୋନ୍ ଚୋରି ହୁଏ ତେବେ କଣ ହେବ? ଚୋର ସମସ୍ତ ଟଙ୍କା ବାହାର କରିବାର ଯଥେଷ୍ଟ ସମ୍ଭାବନା…

ଶ୍ରାବଣ ମାସରେ କାହିଁକି ଆମିଷ ଖାଇବା ଉଚିତ ନୁହେଁ, ଜାଣନ୍ତୁ କାରଣ..

ଭଗବାନ ଶିବଙ୍କ ଶ୍ରାବଣ ମାସ ଆସନ୍ତାକାଲି ସୋମବାରଠାରୁ ଆରମ୍ଭ ହେଉଛି। ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର। ଏହି ମାସରେ ଲୋକମାନେ ନିଜ ନିଜ ଶୈଳୀରେ ଶିବଙ୍କୁ ପୂଜା ଆରଧନା କରନ୍ତି। ଆମେ ସମସ୍ତେ ଶ୍ରାବଣ ମାସକୁ ଭଗବାନ ଶିବଙ୍କର ମାସ ରୂପରେ ଗ୍ରହଣ କରିଥାଉ। ଏହି ମାସରେ ଭଗବାନ…

ପାଇଥନ ଖାଇଲେ ବଢିବ ପ୍ରୋଟିନ!

ନୂଆଦିଲ୍ଲୀ: ଟିକେ କଳ୍ପନା କରନ୍ତୁ ଆପଣ ରେଷ୍ଟୁରାଣ୍ଟକୁ ଯାଇଛନ୍ତି ଏବଂ ସେଠାରେ ଖାଇବାକୁ ଏକ ଜୁସି ଥିକ୍ ଷ୍ଟିକ୍ ଅର୍ଡର କରିବାକୁ ଚିନ୍ତା କରିଛନ୍ତି। କିନ୍ତୁ ରେଷ୍ଚୁରାଣ୍ଟର ମେନ୍ୟୁରେ ଯେକୌଣସି ଥିକ୍ ଷ୍ଟିକ୍ ଅର୍ଡର କଲେ ପାଇଥନ ଷ୍ଟିକ୍ ମଧ୍ୟ ଚୟନ କରିବା ଅପସନ ରହିଛି। ଏହା ଶୁଣି…

ଗୁରୁ ଦେବପ୍ରସାଦ ଦାସଙ୍କ ୩୮ତମ ଶ୍ରଦ୍ଧାଞ୍ଜଳି ସମାରୋହ ୨୦୨୪ ଉଦଯାପିତ

ଭୁବନେଶ୍ଵର : ଗୁରୁ ଦେବପ୍ରସାଦ ଦାସଙ୍କ ୩୮ତମ ପୂଣ୍ୟତିଥି ଅବସରରେ ତ୍ରିଧାରା ଦ୍ଵାରା ଓ ହେଲଥ ଅନ ଟପ ସହଯୋଗରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ୩୮ତମ ଶ୍ରଦ୍ଧାଞ୍ଜଳି ସମାରୋହ ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ଅଶୋକ କୁମାର ତ୍ରିପାଠୀ,…

ସରିଲା ଅଧରପଣା ନୀତି; ଆଜି ନୀଳାଦ୍ରିବିଜେ, ରତ୍ନସିଂହାସନକୁ ଫେରିବେ ମହାବାହୁ

ପୁରୀ: ସରିଲା ତିନିଠାକରୁଙ୍କ ଲୀଳାଖେଳା। ଆଜି ହେଉଛି ନୀଳାଦ୍ରିବିଜେ । ପବିତ୍ର ଘୋଷଯାତ୍ରାର ଅନ୍ତିମ ପର୍ବ ହେଉଛି ନୀଳାଦ୍ରି ବିଜେ। ପରମ୍ପରା ଅନୁଯାୟୀ ରଥ ଉପରେ ସୁନାବେଶ, ଅଧରପଣା ଭୋଗର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ବିଜେ କରି ରତ୍ନ ସିଂହାସନରେ ଅଧିଷ୍ଠିତ ହେବେ। ପବିତ୍ର…

ଚନ୍ଦ୍ରପୃଷ୍ଠରେ ବିଶାଳ ଗୁମ୍ଫା 

ନୂଆଦିଲ୍ଲୀ: ପୃଥିବୀର ସୁନ୍ଦର ଉପଗ୍ରହ ଚନ୍ଦ୍ରକୁ ନେଇ ଗବେଷଣା ଜାରି ରହିଥିବା ବେଳେ ଏବେ ଚନ୍ଦ୍ରପୃୃଷ୍ଠରେ ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି ଏକ ବିଶାଳ ଭୂମିଗତ ଗୁମ୍ଫା । ୫୫ ବର୍ଷ ପୂର୍ବେ ଚନ୍ଦ୍ରମାର ଯେଉଁ ସ୍ଥାନରେ ନିଲ୍ ଆର୍ମଷ୍ଟ୍ରଙ୍ଗ୍ ଓ ବଜ୍ ଆଲଡ୍ରିନ ଐତିହାସିକ ମୁନ୍ ୱାକ୍…

ଓଡ଼ିଶୀ ନୃତ୍ୟରେ ଗୁରୁ ଦେବପ୍ରସାଦ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ଵର : ତ୍ରିଧାରା ଦ୍ଵାରା ଓ ହେଲଥ ଅନ ଟପର ସହଭାଗିତାରେ ଗୁରୁ ଦେବପ୍ରସାଦ ଦାସଙ୍କ ୩୮ତମ ପୂଣ୍ୟତିଥି ଉପଲକ୍ଷେ ଶ୍ରଦ୍ଧାଞ୍ଜଳି  ସମାରୋହ ୨୦୨୪ ଭୁବନେଶ୍ଵରର ରବୀନ୍ଦ୍ର ମଣ୍ଡପରେ ଉଦଘାଟିତ ହୋଇଯାଇଅଛି । ଦୁଇଦିନ ଧରି ଅନୁଷ୍ଠିତ  ହେଉଥିବା ଏହି ଉତ୍ସବରେ ସମୁଦାୟ ୫୦୦ ରୁ ଅଧିକ କଳାକାର ଓ…

ସୁନାରେ ଛାଉଣୀ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ, କଡାକଡି ସୁରକ୍ଷା ବ୍ୟବସ୍ଥା

ପୁରୀ: ଆଜି ଶ୍ରୀହରିଶୟନ ଏକାଦଶୀ ବା ପବିତ୍ର ସୁନାବେଶ । ଜନ୍ମବେଦୀରେ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡିଛନ୍ତି ମହାବାହୁ । ଆଜି ମହଣ ମହଣ ସୁନାରେ ଛାଉଣି ହୋଇ ଭକ୍ତଙ୍କୁ ନିଜର ଦୁର୍ଲଭ ବେଶରେ ଦର୍ଶନ ଦେବେ ରଥାରୂଢ ବଡ ଠାକୁର ବଳଭଦ୍ର, କଳାସାଆନ୍ତ ଜଗନ୍ନାଥ, ହଳଦୀମୁହିଁ ମା ସୁଭଦ୍ରା ।…

ବାହାରିନରେ ପ୍ରବାସୀ ଓଡ଼ିଆ ପାଳିଲେ ବାହୁଡ଼ା ଯାତ୍ରା

ଭୁବନେଶ୍ବର : ବାହାରିନ୍ ରାଜଧାନୀ ମାନାମାଠାରେ ପ୍ରବାସୀ ଓଡ଼ିଆଙ୍କ ସଙ୍ଗଠନ 'ବାହାରିନ ଓଡ଼ିଆ ସମାଜ" ଘୋଷ ଯାତ୍ରା ପର୍ବର ଶେଷ ଦିବସ ବାହୁଡା ଯାତ୍ରା ବହୁ ଆଡମ୍ବରରେ ପାଳନ କରିଛନ୍ତି। ଏଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇ ଘଣ୍ଟଘଣ୍ଟା ଓ ବାଦ୍ୟ ନାଦ ମଧ୍ୟରେ ଭକ୍ତ ମାନେ ହରିବୋଲ ଓ…

ବିନା ଇଣ୍ଟରନେଟ୍‌ରେ କିପରି କରିବେ ୟୁପିଆଇ, ଜାଣି ରଖନ୍ତୁ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ସିଷ୍ଟମ୍

ନୂଆଦିଲ୍ଲୀ: ଆପଣ ବାହାରକୁ ଯାଇ କିଛି କିଣାକିଣି କରୁଛନ୍ତି କିମ୍ବା ଅନ୍ୟକୌଣସି କାରଣରୁ ଆପଣଙ୍କୁ ଏକ ଦେୟ ଦେବାକୁ ପଡିବ। ହାତରେ ଟଙ୍କା ନାହିଁ କିମ୍ବା ସେହି ସ୍ଥାନରେ ଇଣ୍ଟରନେଟ୍ ନାହିଁ। ସେଠାରେ ଆପଣ କଣ କରିବେ କେବେ ଭାବିଛନ୍ତି କି? କେଉଁ ଉପାୟ ଅବଲମ୍ବନ କଲେ ସହଜରେ ଅନଲାଇନ ପେମେଣ୍ଟ…