Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର; ଏଣିକି ବିନା ଭିସାରେ ଯାଇହେବ ଥାଇଲ୍ୟାଣ୍ଡ

ନୂଆଦିଲ୍ଲୀ: ଭାରତୀୟଙ୍କ ପାଇଁ ଖୁସି ଖବର। ଏଣିକି ଥାଇଲ୍ୟାଣ୍ଡ ଯିବାକୁ ହେଲେ ଦରକାର ପଡ଼ିବନି ଭିଜା। ଭାରତୀୟମାନେ ୩୦ ଦିନ ପାଇଁ ବିନା ଭିସାରେ ଥାଇଲ୍ୟାଣ୍ଡ ପରିଦର୍ଶନ କରିବାକୁ ସକ୍ଷମ ହେବେ। ଏହା ଆସନ୍ତା ମାସରୁ ଆରମ୍ଭ ହେବ ଏବଂ ଏହି ସୁବିଧା ଆସନ୍ତା ବର୍ଷ ମେ' ପର୍ଯ୍ୟନ୍ତ ଚାଲିବ।…

ବ୍ରାହ୍ମ ମୁହୂର୍ତ୍ତରେ ଏହି ସବୁ ସ୍ଵପ୍ନ ଦେଖୁଥିଲେ ଜାଣି ରଖନ୍ତୁ ଏହାର କାରଣ, ମିଳିବ ଫାଇଦା…

ଭୁବନେଶ୍ଵର: ରାତିରେ ଶୋଇଲା ପରେ ଆମେ କିଛି ନାଁ କିଛି ସ୍ୱପ୍ନ ଦେଖିଥାଉ। କିଛି ସ୍ୱପ୍ନ ଏମିତି ଥାଏ ଯାହାକୁ ଦେଖିବା ଦ୍ୱାରା ଆମକୁ ଆମ ଜୀବନରେ ଖୁସି ଏବଂ ଆନନ୍ଦ ମିଳିବାର ସୂଚନା ଦେଇଥାଏ। ଶୋଇବା ସମୟରେ ଆମେ ଦେଖୁଥିବା କିଛି ସ୍ୱପ୍ନ ଆମର ବାସ୍ତବ ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ।…

ସିମେଣ୍ଟ କିମ୍ବା ପଥର ନୁହେଁ ମାଟି ଓ ଗୋବରରେ ତିଆରି ହୋଇଛି ହନୁମାନଙ୍କ ମୂର୍ତ୍ତି : ଘଣ୍ଟି ପ୍ରଦାନ କଲେ ପୂର୍ଣ୍ଣ…

ଫାରୁଖବାଦ୍: ଭୋଲେପୁରରେ  ରହିଛି ୫୦୦ ବର୍ଷର ହନୁମାନ ମନ୍ଦିର । ସକାଳ ୮ଟାରେ ମନ୍ଦିର କବାଟ ଖୋଲିବା ମାତ୍ରେ ପୂଜାର୍ଚ୍ଚନା ପାଇଁ ଏଠାକୁ ଛୁଟି ଆସନ୍ତି ହଜାର ହଜାର ଶ୍ରଦ୍ଧାଳୁ । ବିଶେଷ ମନ୍ତ୍ର ଉଚ୍ଚାରଣ ସହ ରାମ ଭକ୍ତମାନେ ହନୁମାନ ଜୀଙ୍କୁ ଚୋଲା ଅର୍ପଣ କରିଥାନ୍ତି । ଏହାସହ…

କାର୍ତ୍ତିକ ମାସରେ କହିଁକି ସ୍ଥାପନା କରାଯାଏ ଆକାଶ ଦୀପ, ଜାଣନ୍ତୁ ଏହାର କାରଣ…

ଭୁବନେଶ୍ଵର: ଧର୍ମ ମାସ କାର୍ତ୍ତିକ । ଏହି ମାସ ରେ ବିଧବା ମହିଳା ଓ ଧର୍ମ ପରାୟଣା ମହିଳା ମାନେ ଭକ୍ତି ଓ ନିଷ୍ଠାର ସହ ପାଳନ କରିଥାନ୍ତି କାର୍ତ୍ତିକ ବ୍ରତ। ପ୍ରାତଃ ରୁ ଚଉରା ମୂଳରେ ରାଇ ଦାମୋଦର ପୂଜା କରିବା ସହିତ ସଂଧ୍ୟା ରେ ତୁଳସୀ ଚଉରା ମୂଳରେ ଜାଳିଥାନ୍ତି ଆକାଶ ଦୀପ । ଏହି ମାସ ରେ…

କଣ ରହିଛି ଚନ୍ଦ୍ରବଦନୀ ସିଦ୍ଧ ପୀଠର ରହସ୍ୟମୟୀ କାହାଣୀ…

ନୂଆଦିଲ୍ଲୀ : ଭାରତ ହେଉଛି ଏକ ଧର୍ମ, ସଂସ୍କୃତି ଓ ପରମ୍ପରାର ଦେଶ  । ଏଠାରେ ବିଭିନ୍ନ ଧର୍ମାବଲମ୍ବୀର ଲୋକ ବସବାସ କରନ୍ତି । ଏଠାରେ ପାଳିତ ହୁଏ ୧୨ ମାସରେ ୧୩ ପର୍ବ  । ଏଠାରେ ଅନେକ ଦେବାଦେବୀଙ୍କର ମନ୍ଦିର ରହିଛି  । ଯାହା ପଛରେ ଲୁଚି ରହିଛି ଅନେକ ରହସ୍ୟ ।  ଆସନ୍ତୁ ଜାଣିବା ଏମିତି…

ଭାଷା ଭାଗବତ : ଭଜନ ନିରଂତର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ବନରେ ଗଛଟିଏ ହୋଇ ମୁଁ ନିଜେ ପାରିବି କି ରହି ? ଦିଅଂତି, ପାଆଂତି ଆନଂଦ ରହଂତାନାହିଁ ଦ୍ବିଧା, ଦ୍ବଂଦ୍ବ ଏଠାରେ ସରିଲେ ଜୀବନ ହେ ପ୍ରଭୁ! ବାଛି ତପୋବନ ମୋତେ କରିବ ଗୋଟେ ଗଛ ମୋର ଏ ଇଚ୍ଛା ନୁହେ ମିଛ ମହାବନରେ ବୃକ୍ଷମାନ…

ଆସ ବୁଲିଯିବା ଓଡିଶା: ମାଲକାନଗିରି ଜିଲ୍ଲାର ସତୀଗୁଡ଼ା ନଦୀବନ୍ଧ

ମାଲକାନଗିରି: ଆସିଛି ପର୍ଯ୍ୟଟନ ଋତୁ । ବର୍ଷର ସରି ଆସୁଥିବାରୁ ଆରମ୍ଭ ହୋଇଛି ପିକନିକ୍ ମଜା ।  ଗୋଟିଏ ପଟେ ବଢୁଛି ଶୀତର ପ୍ରକୋପ ତ ଅନ୍ୟପଟେ ପ୍ରାକୃତିକ ବିଭବକୁ ଅନୁଭବ କରିବାକୁ ଆରମ୍ଭ ହୋଇଛି ବିଭିନ୍ନ ଜିଲ୍ଲାର ପର୍ଯ୍ୟଟକଙ୍କ ଆଗମନ । ତେବେ ରାଜ୍ୟରେ ଥିବା କିଛି ପର୍ଯ୍ୟଟନସ୍ଥଳୀକୁ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ନୀଳାଦ୍ରି ମହୋଦୟ ଗ୍ରନ୍ଥ (୨)

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଶ୍ରୀମନ୍ଦିର ମଧ୍ୟରେ ପ୍ରଚଳିତ ପୂଜା ବିଧିକୁ ନିୟନ୍ତ୍ରିତ କରୁଥିବା ଗ୍ରନ୍ଥ ନୀଳାଦ୍ରି ମହୋଦୟର ଷଷ୍ଠ ଅଧ୍ୟାୟରେ ବର୍ଣ୍ଣିତ ରୀତିନୀତି ଆଲୋଚନା ଜାରି ଅଛି । ଏହି…

ନିଖୋଜ ମଣିଷକୁ ଖୋଜିବ କ୍ୟୁଆର ଲକେଟ

ମୁମ୍ବାଇ: ବିଭିନ୍ନ ଖବରକାଗଜ ହେଉ ବା ସୂଚନା ଫଳକରେ ନିଖୋଜ ବ୍ୟକ୍ତିଙ୍କ ବିଜ୍ଞାପନ ଦିଆଯାଉଥିବା ଆପଣ ନିଶ୍ଚୟ ଦେଖିଥିବେ । ନିଖୋଜ ବ୍ୟକ୍ତିଙ୍କ ପରିବାର ପକ୍ଷରୁ ଏହି ବିଜ୍ଞାପନ ଦିଆଯାଇଥାଏ । ଏଥିରେ ଉକ୍ତ ବ୍ୟକ୍ତିଙ୍କ ଫଟୋ ସହ ବୟସ, ଉଚ୍ଚତା, କେବେଠାରୁ ନିଖୋଜ ଅଛନ୍ତି ସବିଶେଷ ତଥ୍ୟ…

ଦୀପାବଳୀରେ କାହିଁକି ଜଳାଯାଏ ମାଟି ଦୀପ? ଜାଣନ୍ତୁ କ’ଣ ରହିଛି ଏହାର ମହତ୍ତ୍ବ…

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ଦିପାବଳୀର ବିଶେଷ ମହତ୍ତ୍ବ ରହିଛି । ଏହି ଦିନ ରୀତିନୀତି ଅନୁଯାୟୀ ଦେବୀ ଲକ୍ଷ୍ମୀ ଏବଂ ପ୍ରଭୁ ବିଘ୍ନବିନାଶକଙ୍କୁ ପୂଜା କରାଯାଏ । ଏହା ପୂର୍ବରୁ ଘକୁ ସୁଦ୍ଧପୂତ ଭାବେ ସଫା କରି ଲୋକମାନେ ନୂତନ ପୋଷାକ ପିନ୍ଧନ୍ତି । ରଙ୍ଗୋଲିରେ ସମଗ୍ର ଘରକୁ ସଜାନ୍ତି, ଏହା ପରେ…