Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଛାଡ଼ପତ୍ର ଖୁସିରେ ପାର୍ଟି ଦେଲେ ମଡ଼େଲ

ବ୍ରାଜିଲ: ଭାରତୀୟ ପରମ୍ପରାରେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ହେଉଛି ଜନ୍ମ ଜନ୍ମାନ୍ତର । ଅଗ୍ନିକୁ ସାକ୍ଷୀ ରଖି ପରସ୍ପର ସାତ ଜନ୍ମ ପାଇଁ ସାଥୀ ହୋଇ ରହିବେ ବୋଲି ନିଷ୍ପତ୍ତି ନେଇଥାନ୍ତି । ଯାହା ହେଉଛି ଭାରତୀୟ ପରମ୍ପରାର ପ୍ରତିଫଳନ । ତେବେ ବଦଳୁଥିବା ମାନସିକତା ଆଧାରରେ ଏହି ସମ୍ପର୍କରେ ଏବେ…

୧୧ତମ ଓଡ଼ିଶୀ ରାଗ ମହୋତ୍ସବ ଓ ସମ୍ମାନ ପ୍ରଦାନ ଉତ୍ସବ

ଭୁବନେଶ୍ୱର : ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡ଼େମୀ ଆନୁକୂଲ୍ୟରେ ଆୟୋଜିତ ୧୧ତମ ଓଡ଼ିଶୀ ରାଗ ମହୋତ୍ସବ ଓ ସମ୍ମାନ ପ୍ରଦାନ ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ବିଶିଷ୍ଟ ସଂସ୍କୃତିବିତ୍ ତଥା ପୂର୍ବତନ ଦୂରଦର୍ଶନର ଅଧ୍ୟକ୍ଷ ଶାନ୍ତନୁ ରଥ, ଶାସ୍ତ୍ରୀୟ ଓଡ଼ିଆ କେନ୍ଦ୍ରର ନିର୍ଦ୍ଦେଶକ ବସନ୍ତ ପଣ୍ଡା,…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ନବଧା ଭକ୍ତି ଅନ୍ତର୍ଗତ ସେବା ପୂଜା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ବର୍ତ୍ତମାନ ସମୟରେ ଏକମାତ୍ର ଜଗତ ଉଦ୍ଧାରକାରୀ ଦେବତା ହିସାବରେ ସ୍ୱୀକାର କରାଯାଇଛି। ସାରା ଜଗତରେ ଶ୍ରୀଜଗନ୍ନାଥ ସଂସ୍କୃତି ଯେପରି ଆଦୃତ ହେଉଛି, ସେ ସମୟରେ ଭକ୍ତ ଓ…

ନିଆରା ପକ୍ଷୀ, ଯାହାର ସ୍ୱର ‘ମେଶିନ ଗନ’ ଭଳି, ଭିଡ଼ିଓ ଭାଇରାଲ

ଦୁନିଆରେ ଅନେକ ପକ୍ଷୀ ଅଛନ୍ତି । ହେଲେ ଏବେ ଏକ ପକ୍ଷୀର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯାହାର ଶବ୍ଦ ସତେ ଯେପରି ଏକ ‘ମେଶିନ ଗନ’ ଚାଲିଯାଉଛି । ଏହି ପକ୍ଷୀଟି ହେଉଛି ବ୍ଲାକ ସିକ୍ଲେବିଲ । ଏହାକୁ ସ୍ୱର୍ଗର ପକ୍ଷୀ ବୋଲି କୁହାଯାଏ । ଏହି ପୁରୁଷ ପକ୍ଷୀର ଦୈର୍ଘ୍ୟ ପ୍ରାୟ…

କ୍ଷୀର ପିଇବା ବୟସରେ ସିଗାରେଟ୍ ପିଉଛନ୍ତି କୁନି ଶିଶୁ

ଇଣ୍ଡୋନେସିଆ : ସିଗାରେଟ୍ ଟାଣିବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ । ଏ କଥା ସିଗାରେଟ୍ ପ୍ୟାକେଟ୍‌ରେ ମଧ୍ୟ ଲେଖାଯାଇଛି । ଲୋକମାନେ ଏହାକୁ ଦେଖି ମଧ୍ୟ ଅଣଦେଖା କରନ୍ତି । ଯୁବକମାନଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଅଧିକାଂଶ ଲୋକ ସିଗାରେଟ୍ ଟାଣୁଥିବାର ଦେଖିଥିବେ ନିଶ୍ଚିତ । ହେଲେ ଏବେ…

ଆସ ବୁଲିଯିବା ଓଡିଶା: ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଡୋକରୀ ଚଞ୍ଚରା

କଳାହାଣ୍ଡି: ଆଉ ଦିନ କେଇଟା ପରେ ନୂଆବର୍ଷ । ଏହାକୁ ଧୁମଧାମରେ ମନାଇବା ପାଇଁ ସମସ୍ତଙ୍କ ମନରେ ଭରି ରହିଛି ଉତ୍କଣ୍ଠା । ବିଶେଷ କରି ବଣଭୋଜି କରିବା ପାଇଁ ଦରକାର ପଡେ ଏମିତି ଏକ ସ୍ଥାନ ଯେଉଁଠି ବଣଭୋଜି ସହିତ ପ୍ରକୃତି ରାଣୀ କୋଳରେ ଦିନଟିଏ ଅତିବାହିତ କରିବା ପାଇଁ ସୁଯୋଗ ଥିବ। ଚାରିଆଡେ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ନୀଳାଦ୍ରି ମହୋଦୟ ଗ୍ରନ୍ଥ (ଅଷ୍ଟମ ଅଧ୍ୟାୟ- ୩)

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ, ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଅନୁସୃତ ବିଧି ବିଧାନ ଓ ନୀତି ନିୟମ ବିଷୟରେ ଅନୁଧ୍ୟାନ କଲେ ଆଶ୍ଚର୍ଯ୍ୟ ହେବାକୁ ପଡେ । ସତରେ କେତେ ପ୍ରାଞ୍ଜଳ ଓ ସଠିକ ଭାବରେ ସବୁକିଛି ପାଳିତ ହେଉଛି…

‘ଷ୍ଟାର ଫିସ୍‌’ର ନାହିଁ ଗଣ୍ଡି , ରହିଛି କେବଳ ମୁଣ୍ଡ

ସାଧାରଣତଃ ଗଭୀର ସମୁଦ୍ର ଭିତରେ ବିଭିନ୍ନ ପ୍ରକାରର ସାମୁଦ୍ରିକ ଜୀବ ରହିଥାନ୍ତି । କେବେ କେବେ ଉପରକୁ ଉଠି ଆସୁଥିବା ବିରଳ ଜୀବ ମଧ୍ୟ ଦେଖିବାକୁ ମିଳେ । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେଥିମଧ୍ୟରୁ ‘ଷ୍ଟାର ଫିସ୍‌’ ଅନ୍ୟତମ । ଏବେ ଏହି ଷ୍ଟାର ଫିସ୍ ବିଷୟରେ ଏକ ନୂଆ ତଥ୍ୟ…

ସବୁଠାରୁ ବଡ଼ କୁକୁର, ବର୍ଷକୁ ୪ ଲକ୍ଷ ଟଙ୍କାର ମାଂସ ଖାଏ

ଲଣ୍ଡନ: ସାଧାରଣତଃ ଲୋକେ ଘରେ କୁକୁର ରଖିବାକୁ ପସନ୍ଦ କରୁଛନ୍ତି । ସେଥିଲାଗି ସେମାନେ ବିଭିନ୍ନ ପ୍ରଜାତିର କୁକୁର ରଖିଥାନ୍ତି । ଆଉ ତାର ଯତ୍ନ ବି ନିଅନ୍ତି । ନିକଟରେ ଏକ କୁକୁରର ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା ଯାହା ଏକ ଶିଶୁ ହାତୀ ଭଳି ଦେଖାଯାଉଛି । ଆମେରିକାର…

ରେଷ୍ଟୁରାଣ୍ଟ ଭିତରକୁ ପଶି ଆସିଲା ହରିଣ, ଏଣେ ତେଣେ ଦୌଡ଼ିଲେ ଲୋକେ

ନ୍ୟୁୟର୍କ: ଅଧିକାଂଶ ସମୟ ସୋସିଆଲ ମିଡିଆରେ ଆଶ୍ଚର୍ଯ୍ୟଜନକ ଭିଡିଓ ସବୁ ଭାଇରାଲ ହେଉଛି । ଏହି ଭିଡିଓ ଦେଖିବା ଯେତିକି ମଜାଦାର, ସେତିକି ଆଶ୍ଚର୍ଯ୍ୟଜନକ । ନିକଟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଆମେରିକାର ଏକ ରେଷ୍ଟୁରାଣ୍ଟରେ ହଠାତ୍ ଏକ ହରିଣ ପ୍ରବେଶ…