Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

Flipkartର ନୂଆ ସବସ୍କ୍ରିପସନ ପ୍ଲାନ ଲଞ୍ଚ, ଆମାଜନ ପ୍ରାଇମକୁ ଦେବ ଟକ୍କର

ନୂଆଦିଲ୍ଲୀ: ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟ ଭାରତରେ ନିଜର ନୂଆ ସବସ୍କ୍ରିପସନ ପ୍ଲାନ ‘ଫ୍ଲିପକାର୍ଟ ବ୍ଲାକ୍’ ଲଞ୍ଚ କରିଛି। ଏହି ମେମ୍ବରସିପ୍ ଆମାଜନ ପ୍ରାଇମକୁ ସିଧାସଳଖ ପ୍ରତିଯୋଗିତା ଦେବା ପାଇଁ ଡିଜାଇନ କରାଯାଇଛି। ଏହି ପ୍ଲାନରେ ଗ୍ରାହକମାନଙ୍କୁ ଏକ୍ସକ୍ଲୁସିଭ ଡିସକାଉଣ୍ଟ, ସେଲରେ…

କେବଳ ଲିଭରରେ ନୁହେଁ ,କିଡନୀରେ ମଧ୍ୟ ହୁଏ ଫ୍ୟାଟ; ଜାଣନ୍ତୁ କାରଣ…

ଭୁବନେଶ୍ବର: ଫ୍ୟାଟି କିଡନୀ ରୋଗ ହେଉଛି ଏକ ଅବସ୍ଥା ଯେଉଁଥିରେ କିଡନୀ ଟିସୁରେ ଅତିରିକ୍ତ ଚର୍ବି ଜମା ହୋଇଯାଏ। ଏହା ମୁଖ୍ୟତଃ ଏପରି ଲୋକଙ୍କଠାରେ ଦେଖାଯାଏ ଯେଉଁମାନେ ଶାରୀରିକ କାର୍ଯ୍ୟକଳାପ କରି ନଥାନ୍ତି, ଜଙ୍କଫୁଡ୍ ଏବଂ ଅତ୍ୟଧିକ ଚିନି କିମ୍ବା ତେଲଯୁକ୍ତ ଖାଦ୍ୟ ବ୍ୟବହାର ଭଳି…

NASA:ମଙ୍ଗଳ ଗ୍ରହରେ ରୋଭର ଆବିଷ୍କାର କଲା ଡାଇନୋସର ଅଣ୍ଡା!

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହ ସବୁବେଳେ ତା'ର ରହସ୍ୟ ସହିତ ବୈଜ୍ଞାନିକମାନଙ୍କୁ ଚକିତ କରିଥାଏ। ଏଥର ମଧ୍ୟ ସେହିପରି ଘଟିଛି। ନାସାର କ୍ୟୁରିଓସିଟି ରୋଭର ମଙ୍ଗଳ ଗ୍ରହରେ ଡାଇନୋସର ଅଣ୍ଡାର ଚିହ୍ନ ପାଇଛି। ପ୍ରକୃତରେ, ଏହି ଚିହ୍ନଗୁଡ଼ିକ ସେଠାକାର ପଥରଗୁଡ଼ିକରେ ଅଛି। ପଥରଗୁଡ଼ିକ ଡାଇନୋସର ଅଣ୍ଡା…

ଶ୍ରୀ ଭାଗବତ ସାର ୧୪୦: ଯୋଗୀଟିଏ କେବଳ ତାର ଆବଶ୍ୟକତା ଅନୁସାରେ ସଂଗ୍ରହ କରିବା ଉଚିତ, ଅନାବଶ୍ୟକ ସଂଚୟ ଅନ୍ୟ ଦ୍ଵାରା…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ସ୍ଥାନିତ ଚବିଶି ଗୁରୁଙ୍କ ଚୟନ ମହାତ୍ମା ଅବଧୂତ ନିଜ ପ୍ରଚଣ୍ଡ ଧି ଶକ୍ତି ପ୍ରୟୋଗ କରି କରୁଛନ୍ତି। କେତେବେଳେ ମଧୁକର ବା ଭ୍ରମରଙ୍କ ପ୍ରତ୍ୟେକ ଫୁଲରୁ କିଛି କିଛି ମଧୁ ସଂଗ୍ରହକୁ ଯୋଗୀଙ୍କ ଲକ୍ଷଣ ସହ ତୁଳନା…

Ganesh Chaturthi: ଗଣେଶ ଚତୁର୍ଥୀରେ ଘରକୁ ସଜାଇବା ସମୟରେ ଏହି ବାସ୍ତୁ ନିୟମ ପାଳନ କରନ୍ତୁ…

ଭୁବନେଶ୍ବର: ଗଣେଶ ଚତୁର୍ଥୀରେ ନିଜ ଘରେ ପ୍ରଭୁ ଗଜାନନଙ୍କ ମୂର୍ତ୍ତି ସ୍ଥାପନ କରିଥାଉ ଏବଂ ସମଗ୍ର ଘରକୁ ସୁନ୍ଦର ଭାବରେ ସଜାଇଥାଉ। ତେବେ ଘର ସଜାଇବା ସମୟରେ ବାସ୍ତୁର କିଛି ବିଶେଷ ନିୟମ ପାଳନ କରିବା ଦ୍ବାରା ଏହା ବହୁତ ଶୁଭ ଫଳ ପ୍ରଦାନ କରେ। ଘର ସଜାଇବା ସମୟରେ, ଆମେ ମୁଖ୍ୟ ଦ୍ୱାରକୁ…

SBI Credit Card: ଆପଣଙ୍କ ପାଖରେ SBI କ୍ରେଡିଟ୍ କାର୍ଡ ଅଛି କି? ଆସନ୍ତା ମାସରୁ ପରିବର୍ତ୍ତନ ହେଉଛି ନିୟମ

ନୂଆଦିଲ୍ଲୀ:ଯଦି ଆପଣଙ୍କ ପାଖରେ SBI କ୍ରେଡିଟ୍ କାର୍ଡ (SBI Credit Card) ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ । ପ୍ରକୃତରେ, ଆସନ୍ତା ମାସର ପ୍ରଥମ ତାରିଖ ଅର୍ଥାତ୍ ୧ ସେପ୍ଟେମ୍ବର ୨୦୨୫ ରୁ, SBI କାର୍ଡ ନିଜର ନିୟମ ପରିବର୍ତ୍ତନ କରିବାକୁ ଯାଉଛି ଏବଂ ଯାହାର ସିଧାସଳଖ ପ୍ରଭାବ କାର୍ଡ…

Vastu tips: ବାସ୍ତୁ ଶାସ୍ତ୍ରର ଏହି ଉପାୟ ଆପଣନ୍ତୁ ..ବଦଳିଯିବ ଆପଣଙ୍କ ଭାଗ୍ୟ !

ଭୁବନେଶ୍ବର:ବାସ୍ତୁ ଶାସ୍ତ୍ର ଅନୁସାରେ ଆମେ ଆମ ଘରକୁ କିପରି ସଜାଇଥାଉ ଏବଂ କେଉଁ ଦିଗରେ କ’ଣ ରଖୁ, ତାହା ଆମ ଜୀବନର ସୁଖ, ଧନ ଏବଂ ସମ୍ପର୍କ ଉପରେ ସିଧାସଳଖ ପ୍ରଭାବ ପକାଏ। ଯଦି ଘରର ବାସ୍ତୁ ସନ୍ତୁଳିତ ହୁଏ, ତେବେ ସୁଖ ଏବଂ ସମୃଦ୍ଧି ଆପେ ଆପେ ଆକର୍ଷିତ ହୁଏ। ବାସ୍ତୁ ଶାସ୍ତ୍ର କହେ ଯେ…

Spiny gourd benefits:’କାଙ୍କଡ’ଖାଆନ୍ତୁ..ନିୟନ୍ତ୍ରଣରେ ରହିବ ରକ୍ତଚାପ !

ଭୁବନେଶ୍ବର: କାଙ୍କଡ ଖାଇବାକୁ ସ୍ବାଦିଷ୍ଟ ସହିତ ପୁଷ୍ଟିକର । କାଙ୍କଡ଼ରେ ପ୍ରୋଟିନ, ସୁସ୍ଥ ଚର୍ବି, ଫାଇବର, କାର୍ବୋହାଇଡ୍ରେଟ୍, ପୋଟାସିୟମ, ସୋଡିୟମ, କ୍ୟାଲସିୟମ ଭଳି ଅନେକ ପୋଷକତତ୍ତ୍ବ ରହିଛି । ଜାଣି ରଖନ୍ତୁ ଯେଉଁମାନେ ନନଭେଜ୍ ଖାଦ୍ୟ ଖାଆନ୍ତି ନାହିଁ, ସେମାନଙ୍କ ପାଇଁ କାଙ୍କଡ…

ଶ୍ରୀ ଭାଗବତ ସାର ୧୩୯: ଶ୍ରୀମଦ ଭାଗବତ ଯେଉଁ ଜ୍ଞାନର ଆଲୋକ ଆମକୁ ପ୍ରଦାନ କରିଥାଏ ତାହା ଅତ୍ୟନ୍ତ ବିରଳ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ବର୍ଣିତ ଅବଧୂତଙ୍କ ଚବିଶି ଗୁରୁ ପ୍ରସଙ୍ଗରେ ଆଜି ଜାଣିବା... 12.ମଧୁକର :- ସଂସାରରେ ମଧୁକର ବା ଭ୍ରମରଙ୍କ ଏକ ବିଶେଷ ପରିଚୟ ଅଛି, ଫୁଲରୁ ଫୁଲ ଉଡି ବୁଲି ମଧୁ ସଂଗ୍ରହ କରିବା ଓ ତାକୁ ଭୋଜନ କରିବା ଏହାର…

Intermittent Fasting: ଉପବାସ ବିଷୟରେ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ! ହୃଦରୋଗରୁ ମୃତ୍ୟୁର ଆଶଙ୍କା କେବେ…

ନୂଆଦିଲ୍ଲୀ: ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଯଦିଓ ଇଣ୍ଟରମିଣ୍ଟେଟ ଫାଷ୍ଟିଂ (IF) ଓଜନ ହ୍ରାସ କରିବାରେ ସାହାଯ୍ୟ କରିପାରେ, ଏହାର ବିପଦ ମଧ୍ୟ ରହିଛି । 'ଡାଇବେଟିସ୍ ଆଣ୍ଡ୍ ମେଟାବୋଲିକ୍ ସିଣ୍ଡ୍ରୋମ୍: କ୍ଲିନିକାଲ୍ ରିସର୍ଚ୍ଚ ଆଣ୍ଡ୍ ରିଭ୍ୟୁଜ୍'ରେ ପ୍ରକାଶିତ ଏହି ଅଧ୍ୟୟନରେ…