Latest Odisha News
Browsing Category

ଅନ୍ୟାନ୍ୟ

Air Pollution: ଗର୍ଭବତୀ ମହିଳାମାନେ ବାୟୁ ପ୍ରଦୂଷଣରୁ ନିଜକୁ କିପରି ରକ୍ଷା କରିବେ?

ଭୁବନେଶ୍ବର:ବାୟୁ ପ୍ରଦୂଷଣ ଗର୍ଭବତୀ ମହିଳା ଏବଂ ସେମାନଙ୍କ ଗର୍ଭସ୍ଥ ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ବିପଦ ପକାଏ । ବାୟୁରେ ଥିବା ବିଷାକ୍ତ ଗ୍ୟାସ୍ ଏବଂ ରାସାୟନିକ ପଦାର୍ଥ ଶରୀରରେ ଏପରି ପରିବର୍ତ୍ତନ ଆଣିଥାଏ ଯାହା ଗର୍ଭଧାରଣକୁ ଜଟିଳ କରିପାରେ ଏବଂ ଭ୍ରୁଣର ବିକାଶକୁ ଗୁରୁତର ଭାବରେ ବାଧା…

କେମିତି କରବେ E-Fasting …?

ଭୁବନେଶ୍ବର: ଆମ ପାଇଁ ଏବେ ବହୁତ ଜରୁରୀ ହୋଇ ପଡିଛି ଇ ଫାଷ୍ଟିଂ । ଜାଣିଛନ୍ତି କି ଏହା ଆମ ସ୍ବାସ୍ଥ୍ୟକୁ ବେଶ୍ ପ୍ରଭାବିତ କରିଥାଏ । ଏହି ଇ-ଫାଷ୍ଟିଂ" ଅର୍ଥ ହେଉଛି ଇଲେକ୍ଟ୍ରୋନିକ୍ ଫାଷ୍ଟିଂ। ଆପଣ ହୁଏତ ଏହି ଶବ୍ଦଟି ପୂର୍ବରୁ ଶୁଣିଥିବେ। ଇ-ଫାଷ୍ଟିଂ ଡିଜିଟାଲ ଡିଟକ୍ସର ଏକ ରୂପ । ଏଥିରେ…

unique living situation: ପ୍ରାୟ ୬୦୦ ବର୍ଷର ପୁରୁଣା ସହର, ପାଣି ଭିତରେ ରହିଛି ଘର…

ନୂଆଦିଲ୍ଲୀ: ମଣିଷ ସବୁବେଳେ ପାଣି ପାଖରେ ନିଜର ଘର ଏବଂ ବସତି ନିର୍ମାଣ କରିଆସିଛି, କିନ୍ତୁ ଏପରି କିଛି ସ୍ଥାନ ଅଛି ଯେଉଁଠାରେ ପାଣି କେବଳ ଜୀବନର ଆଧାର ନୁହେଁ ବରଂ ସଂସ୍କୃତି ଏବଂ ସ୍ଥାପତ୍ୟର ଏକ ଅବିଚ୍ଛେଦ୍ୟ ଅଂଶ ହୋଇ ରହିଯାଇଛି  । କିନ୍ତୁ ଆପଣ ଜାଣିଛନ୍ତି କି ଏପରି ଏକ ସ୍ଥାନ ଅଛି…

Human Washing Machine: ମଣିଷ ଶରୀରକୁ ଚୁଟକିରେ ସଫା କରୁଛି ଏହି ମେସିନ…

ନୂଆଦିଲ୍ଲୀ: ଆଜିକାଲି ବିଭିନ୍ନ ପ୍ରକାର ଟେକ୍ନୋଲେଜି ବାହାରିଲାଣି ଯାହା ପ୍ରତିଟି କାମକୁ ସହଜରେ କରିଦେଉଛି । ଏପରି ଅନେକ ମେସିନ ଯାହା କଷ୍ଟ କାମକୁ ଅଳ୍ପ ସମୟ ଭିତରେ ବିନା ପରିଶ୍ରମରେ କରିଥାଏ । ଏହାରି ଭିତରେ ଅନେକ ଲୋକ ଅଛନ୍ତି  ଯେଉଠମାନଙ୍କୁ ଗାଧୋଇବାକୁ ବହୁତ ଅଳସୁଆ ଲାଗେ । ଆଉ…

ନିଆରା ପରମ୍ପରା : ବିବାହରେ ପୁଅ କନ୍ୟା ପରି, ଝିଅ ବର ଭଳି ସଜେଇ ହୁଅନ୍ତି…

ନୂଆଦିଲ୍ଲୀ : ବିବାହ ଏପରି ଏକ ପ୍ରଥା ଯାହା ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଢଙ୍ଗରେ ହୋଇଥାଏ । ଏପରିକି ସମସ୍ତଙ୍କର ରୀତିନତୀ ମଧ୍ୟ ଭିନ୍ନ ଥାଏ । କିନ୍ତୁ ବିବାହରେ ପୁଅ କନ୍ୟା ଭଳି ସଜ ହୁଏ ଆଉ ଝିଅଟି ବର ଭଳି ସଜ ହୋଇଥାଏ ଏକଥା ଆଗରୁ ଶୁଣିଛନ୍ତି କି? କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ…

Hair fall in winter: ଶୀତଦିନେ କାହିଁକି କେଶ ଅଧିକ ଝଡ଼େ? ଆସନ୍ତୁ ଜାଣିବା ସମାଧାନ

ଭୁବନେଶ୍ବର: ଶୀତଦିନ ଆସିଲେ ଅନେକ ଲୋକଙ୍କ ଠାରେ  କେଶ ଝଡ଼ିବା ଏକ ସାଧାରଣ ସମସ୍ୟା ପାଲଟିଯାଏ । ଗ୍ରୀଷ୍ମ ଋତୁ ତୁଳନାରେ ଶୀତ ଋତୁରେ କେଶ ଝଡ଼ିବା ବୃଦ୍ଧି ପାଏ। କିନ୍ତୁ ଭଲ କଥା ହେଉଛି ଏହାର କାରଣ କୌଣସି ବଡ଼ ରୋଗ ନୁହେଁ । ଏହାର କାରଣ ଶରୀର ଏବଂ ମୁଣ୍ଡରେ ହେଉଥିବା କିଛି ପ୍ରାକୃତିକ…

Expensive Feather : ସୁନା ଠୁ ବି ଅଧିକ ଦାମ ଏହି ପକ୍ଷୀର ପର ଜାଣନ୍ତୁ…

ନୂଆଦିଲ୍ଲୀ :  ବିଶ୍ବରେ ସୁନାଠାରୁ ହୀରା ପର୍ଯ୍ୟନ୍ତ ଅନେକ ମୂଲ୍ୟବାନ ଜିନିଷ ରହିଛି । କିନ୍ତୁ ଆପଣ କେବେ କଳ୍ପନା କରିଛନ୍ତି କି ଏହି ଅଗଣିତ ଜିନିଷ ମଧ୍ୟରେ ସୁନା ଅପେକ୍ଷା ତିରିଶ ଗୁଣ ଅଧିକ ମୂଲ୍ୟର ଏକ ପକ୍ଷୀର ପର ହୋଇପାରେ ? ଏହା ଶୁଣିଲେ ଯେକୌଣସି ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇଯିବେ।…

ଥଣ୍ଡା, କାଶ ଏବଂ ଗଳା ଯନ୍ତ୍ରଣାରେ ପୀଡିତ କି? ଏହି ଘରୋଇ ଉପଚାର ଆପଣାନ୍ତୁ…

ଭୁବନେଶ୍ବର: ପାଗ ପରିବର୍ତ୍ତନ ସହିତ, ଅଧିକାଂଶ ଲୋକ ଶୀଘ୍ର ଥଣ୍ଡା, ଫ୍ଲୁ ଏବଂ କାଶର ଶିକାର ହୋଇଥାଆନ୍ତି। ଏହି ରୋଗଗୁଡ଼ିକ ବହୁତ ସାଧାରଣ, କିନ୍ତୁ ବେଳେ ଏହା ବହୁତ କଷ୍ଟ ଦେଇଥାଏ । ଏହି ସମସ୍ୟା ଥିଲେ ଅଧିକାଂଶ ଲୋକ ଔଷଧର ସାହାରା ନିଅନ୍ତି । କିନ୍ତୁ ଆମେ କିଛି ଘରୋଇ ଉପଚାର ମାଧ୍ୟମରେ…

Viral Video: ୧୦ ଟଙ୍କାରେ ବିକ୍ରି ହେଉଛି କାକୁଡ଼ି ଚୋପା, ଭାଇରାଲ ହେଉଛି ଭିଡ଼ିଓ…

ନୂଆଦିଲ୍ଲୀ: ସାରା ବିଶ୍ୱରେ ଖାଦ୍ୟ ସମ୍ପର୍କିତ ଭିଡିଓଗୁଡ଼ିକ ଅଧିକ ଭାଇରାଲ ହେବାରେ ଲାଗିଛି, ଯାହା ମଧ୍ୟରୁ କିଛି ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି, ଅନ୍ୟ କିଛି ସେମାନଙ୍କୁ ଖୁସି କରୁଛି। ଏପରି ଏକ ଭିଡ଼ିଓ ସାମ୍ନାକୁ ଆସିଛି, ଯାହା ଲୋକଙ୍କୁ ଚକିତ କରିଦେଇଛି ।  ଏହି ଭିଡିଓରେ, ଜଣେ ରାସ୍ତା…