Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆପଣଙ୍କ ନାମରେ କେତୋଟି ସିମ୍ କାର୍ଡ ଆକ୍ଟିଭ୍ ଅଛି? ‘ସଞ୍ଚାର ସାଥୀ’ ପୋର୍ଟାଲ ଜରିଆରେ ଏମିତି କରନ୍ତୁ…

ନୂଆଦିଲ୍ଲୀ: ଆଜିକାଲି ଡିଜିଟାଲ୍ ଠକେଇ ଏବଂ ସାଇବର ଅପରାଧ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆମର ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି। ଅନେକ ସମୟରେ ଠକମାନେ ଅନ୍ୟ ବ୍ୟକ୍ତିଙ୍କ ପରିଚୟପତ୍ର କିମ୍ବା ଆଧାର କାର୍ଡ ବ୍ୟବହାର କରି ବେଆଇନ ଭାବେ ସିମ୍ କାର୍ଡ ବାହାର…

ହୃଦୟକୁ ସୁସ୍ଥ ରଖିବା ପାଇଁ ଏହି ଅଭ୍ୟାସଗୁଡ଼ିକୁ ଆପଣାନ୍ତୁ…

ଭୁବନେଶ୍ବର: ହୃଦୟ ଆମ ଶରୀରର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ସମଗ୍ର ଶରୀରରେ ରକ୍ତ ଓ ଅମ୍ଳଜାନ ସଞ୍ଚାଳନ କରିବା ପାଇଁ ଦାୟୀ,ଯାହା ଫଳରେ ଶରୀରର ସମସ୍ତ ଅଙ୍ଗ ସଠିକ୍ ଭାବରେ କାର୍ଯ୍ୟ କରିପାରେ। ଆଜିକାଲି ହୃଦୟ ସମ୍ବନ୍ଧୀୟ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଅନେକ ଲୋକ କେବଳ କୌଣସି…

ITR Filing: ଜମା ବି କରନ୍ତୁନି ବିଳମ୍ବ…ITR ଦାଖଲର ଶେଷ ତାରିଖ ପାଖେଇ ଆସୁଛି, ଏପର୍ଯ୍ୟନ୍ତ ୪ କୋଟିରୁ ଅଧିକ…

ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ (ITR) ଦାଖଲର ଶେଷ ତାରିଖ ପାଖେଇ ଆସୁଥିବାବେଳେ କେନ୍ଦ୍ରୀୟ ଆୟକର ବିଭାଗ କରଦାତାଙ୍କୁ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନ କରି ଶୀଘ୍ର ITR ଦାଖଲ କରିବାକୁ ଅନୁରୋଧ କରିଛି। ବିଭାଗ ସୋମବାର ସୂଚନା ଦେଇଛି ଯେ, ଆର୍ଥିକ ବର୍ଷ ୨୦୨୫-୨୬ (ଆକଳନ ବର୍ଷ ୨୦୨୬-୨୭) ପାଇଁ…

ଆଷାଢ଼ ପୂର୍ଣ୍ଣିମା ଓ ଅଶ୍ୱତ୍ଥ ବୃକ୍ଷର ରହସ୍ୟ: ଜାଣନ୍ତୁ କାହିଁକି ଏହି ଦିନ ଦୀପ ଜାଳିଲେ ଘରକୁ ଆସନ୍ତି ମାଆ ଲକ୍ଷ୍ମୀ?

ଭୁବନେଶ୍ୱର: ହିନ୍ଦୁ ପଞ୍ଜିକା ଅନୁଯାୟୀ ଆଷାଢ଼ ମାସର ପୂର୍ଣ୍ଣିମା ତିଥି ଅତ୍ୟନ୍ତ ପବିତ୍ର ଓ ମହତ୍ତ୍ୱପୂର୍ଣ୍ଣ। ଏହି ଦିନଟିକୁ ଗୁରୁ ପୂର୍ଣ୍ଣିମା ଭାବରେ ମଧ୍ୟ ପାଳନ କରାଯାଏ। ତେବେ ୨୦୨୬ ମସିହାର ଆଷାଢ଼ ପୂର୍ଣ୍ଣିମା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଏକ ବିଶେଷ ଉପାୟର ବର୍ଣ୍ଣନା କରାଯାଇଛି,…

Mausi Maa Poda Pitha: ପୋଡା ହୁଏ ନାହିଁ ମହାପ୍ରଭୁଙ୍କ ପୋଡପିଠା! ଭରି ରହିଛି ମାଉସୀ ମା’ଙ୍କ…

ପୁରୀ: ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ମାନବୀୟ ସମ୍ପର୍କ, ସ୍ନେହ, ମମତା ଓ ଭକ୍ତିର ଏକ ଅପୂର୍ବ ଉଦାହରଣ। ନବଦିନ ଧରି ଆଡ଼ପ ମଣ୍ଡପରେ ରହିବା ପରେ ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଫେରୁଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥ ମାଉସୀ ମା'ଙ୍କ ମନ୍ଦିରରେ ଅଟକି…

World Brain Day:ମସ୍ତିଷ୍କ ପାଇଁ ଭିଟାମିନ୍ B12 କାହିଁକି ଜରୁରୀ ଆସନ୍ତୁ ଜାଣିବା…

ଭୁବନେଶ୍ବର: ମସ୍ତିଷ୍କ ହେଉଛି ଆମ ଶରୀରର 'ମଦରବୋର୍ଡ' (ମୁଖ୍ୟ ନିୟନ୍ତ୍ରଣ କେନ୍ଦ୍ର) । ଯଦି ଏହା ଦୁର୍ବଳ ହେବାକୁ ଲାଗେ ତେବେ ଏହା ଏକ ଗମ୍ଭୀର ଚିନ୍ତାର ବିଷୟ ହୋଇଥାଏ। ଆଜିକାଲି ଲୋକମାନେ ଅନେକ ସମୟରେ ନିଜେ ଜାଣି ନ ପାରି ମାନସିକ ଚାପ ମଧ୍ୟରେ ଜୀବନଯାପନ କରୁଛନ୍ତି। ଭୁଲିଯିବାର…

Identical Quadruplets: ୨ କି ୩ ନୁହେଁ… ଏକାସାଙ୍ଗରେ ଜନ୍ମକଲେ ୪ ଝିଅ! ଅବିକଳ ଦେଖିବାକୁ ପୂରା ଏକା…

ନୂଆଦିଲ୍ଲୀ: ଚିକିତ୍ସା ବିଜ୍ଞାନ, ଡାକ୍ତର…ସମସ୍ତେ ଚକିତ! ଏକାସାଙ୍ଗରେ ଜନ୍ମ ନେଲେ ଅବିକଳ ୪ ଝିଅ! ବିଜ୍ଞାନ ଯାହାକୁ 'ଅତ୍ୟନ୍ତ ଦୁର୍ଲଭ' କହୁଛି, ତାହା ଅଷ୍ଟ୍ରେଲିଆରେ ସତରେ ଘଟିଛି। ଅଷ୍ଟ୍ରେଲିଆର ୩୪ ବର୍ଷୀୟା ଜେନିଟର ସାଉ ନାଆମୋଆନା ଏକାଥରେ ଚାରିଜଣ ଅବିକଳ ଦେଖାଯାଉଥିବା କନ୍ୟା…

FCNR ଡିପୋଜିଟ୍ କ’ଣ? NRIଙ୍କଠାରୁ ଆସୁଥିବା ଏହି ଅର୍ଥ କିପରି ଟଙ୍କାର ମୂଲ୍ୟ ବୃଦ୍ଧି କରେ

ନୂଆଦିଲ୍ଲୀ:ଯେତେବେଳେ ବିଶ୍ୱ ଅର୍ଥନୀତିରେ ଅସ୍ଥିରତା ଦେଖାଦିଏ କିମ୍ବା ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ପାଇବାକୁ ଲାଗେ, ସେତେବେଳେ ବ୍ୟାଙ୍କିଙ୍ଗ୍ ଓ ଅର୍ଥନୈତିକ ମହଲରେ ‘FCNR Deposits’ର ଆଲୋଚନାର ବିଷୟ ପାଲଟିଯାଏ। ବର୍ତ୍ତମାନ ରିଜର୍ଭ ବ୍ୟାଙ୍କର ସ୍ୱତନ୍ତ୍ର…

63-Year-Old Passes Matric: ସୁଶୀଳାଙ୍କ ସ୍ବପ୍ନକୁ ବାନ୍ଧିପାରିନି ବୟସ…୬୩ ବର୍ଷରେ ଦଶମ ପାସ୍…

ରେୱାରୀ: ବୟସ ୬୩…ସ୍କୁଲ୍ ଗଲେ, ଦଶମରେ ଲେଖାଇଲେ ନାମ । ୭୯.୬ ପ୍ରତିଶତ ନମ୍ବର ରଖି ମାଟ୍ରିକ୍ ପରୀକ୍ଷାରେ ହେଲେ ଉତ୍ତୀର୍ଣ୍ଣ । ସ୍ୱପ୍ନର ପଥରେ କେବେ ବାଧା ହୋଇପାରିନି ବୟସ । କୁହାଯାଏ ପାଠପଢ଼ିବା ପାଇଁ କୌଣସି ବୟସ ନଥାଏ । ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ଥିଲେ ଯେକୌଣସି ବୟସରେ ସଫଳତା…

Selling Your Old Devices:ନିଜର ପରୁଣା ସ୍ମାର୍ଟଫୋନ ବିକ୍ରି କରିବା ପୂର୍ବରୁ ଏହି ଭୁଲ କରନ୍ତୁ ନାହିଁ

ଭୁବନେଶ୍ବର:ଆଜିର ସମୟରେ ସ୍ମାର୍ଟଫୋନ୍ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ଆମର ବ୍ୟକ୍ତିଗତ ଫଟୋ, ଭିଡିଓ, ବ୍ୟାଙ୍କ ବିବରଣୀ, ଇମେଲ୍ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟଗୁଡ଼ିକୁ ଫୋନ୍ ରେ ସେଭ୍ କରି ରଖିଥାଉ । ତେଣୁ ଯେତେବେଳେ କେହି ତାଙ୍କର ପୁରୁଣା ସ୍ମାର୍ଟଫୋନ୍ ବିକ୍ରି…