Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଗାଧୋଇବା ପାଣିରେ ଏହି ପ୍ରାକୃତିକ ଜିନଷି ମିଶାନ୍ତୁ, ଦୂର ହେବ ସ୍କିନ ଆଲର୍ଜି

ଭୁବନେଶ୍ବର: ବର୍ଷା ଋତୁ ଗୋଟିଏ ପଟେ ଆଶ୍ୱସ୍ତି ଆଣିଥାଏ, ଅନ୍ୟପଟେ ଏହା ଚର୍ମ ସମସ୍ୟା ମଧ୍ୟ ସୃଷ୍ଟି କରେ। କ୍ରମାଗତ ଭାବରେ ଆର୍ଦ୍ରତା, ମଇଳା ଏବଂ ଝାଳ ଚର୍ମକୁ ଇରିଟେଟ କରିବା ଆରମ୍ଭ କରେ।  ସ୍କିନରେ କୁଣ୍ଡାଇ ହେବା ବ୍ରଣ ଭଳି ଲକ୍ଷଣ ସାଧାରଣ  ଭାବେ ଦେଖାଯାଇଥାଏ । ମହଙ୍ଗା ପ୍ରଡକ୍ଟ…

ଶ୍ରୀ ଭାଗବତ ସାର ୮୪: ସୃଷ୍ଟି ପୂର୍ବରୁ କେବଳ ମୁଁ ଥିଲି, ପ୍ରଳୟ ପରେ ଯାହା ବି ରହିବେ ତାହା ବି ମୁଁ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ଉଦୟ ବା ଜନ୍ମ ବୃତ୍ତାନ୍ତ ଆଲୋଚନା କରିବା ଅବଶ୍ୟ ଏବିଷୟ କିଛି କିଛି ଆଗରୁ ଆଲୋଚିତ ହୋଇଛି, ତଥାପି ନାରଦଙ୍କ ପ୍ରେରଣାରେ ବ୍ୟାସଦେବ ଯେଉଁ ତତ୍ୱଜ୍ଞାନ ପୂର୍ଣ୍ଣ ଏକ ମହାପୁରାଣ ରଚନା ଆରମ୍ଭ କଲେ ତାର ସମ୍ପୂର୍ଣ୍ଣ…

ଘରେ ଏହି ଦିଗରେ ରଖନ୍ତୁ ମୟୂର ପର; ଆକର୍ଷିତ ହେବ ଧନ

ଭୁବନେଶ୍ବର: ପ୍ରାୟତଃ ଦେଖାଯାଏ ଯେ ଲୋକମାନେ ଅଧିକ ଆୟ କରିବା ସତ୍ତ୍ୱେ ଟଙ୍କା ସଞ୍ଚୟ କରିପାରନ୍ତି ନାହିଁ। ଏପରି ପରିସ୍ଥିତିରେ ସେମାନଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିଥାଏ ଏବଂ ସେମାନେ ଚିନ୍ତିତ ରୁହନ୍ତି। ଯଦି ଆପଣ ଏହି ସମସ୍ୟାଗୁଡ଼ିକୁ ଦୂର କରିବାକୁ ଚାହାଁନ୍ତି, ତେବେ…

ଘରେ ଏହି ୫ଗଛ ଲଗାନ୍ତୁ; ତ୍ୱଚା ଠାରୁ ସ୍ୱାସ୍ଥ୍ୟ ଯାଏଁ ଏହା ଲାଭଦାୟକ…

ଭୁବନେଶ୍ବର:ଗଛଲତା ଆମକୁ କେବଳ ଅମ୍ଳଜାନ ଦିଅନ୍ତି ନାହିଁ ବରଂ ଫଳ, ଫୁଲ, ଔଷଧ ଏହି ଗଛରୁ ମିଳିଥାଏ । ତେବେ ଆପଣ ଘରେ ଔଷଧୀୟ ଗୁଣରେ ପରିପୂର୍ଣ୍ଣ କିଛି ଗଛଲତା ମଧ୍ୟ ଲଗାଇପାରିବେ । ଏହା କେବଳ ତ୍ୱଚା ପାଇଁ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। ଏହି ଗଛଗୁଡ଼ିକର ପତ୍ର ଏବଂ ଫୁଲ…

ଶ୍ରୀ ଭାଗବତ ସାର ୮୩: ଶ୍ରୀକୃଷ୍ଣଙ୍କଠାରେ ଭକ୍ତି ଯୋଗ ଦ୍ୱାରା ନିଜକୁ ସମର୍ପିତ କରି ସମସ୍ତ କର୍ମ ଅର୍ପଣ କରିବା ହିଁ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ରଚନା ପୂର୍ବରୁ ମହର୍ଷି ବ୍ୟାସଦେବଙ୍କର ଦେବର୍ଷି ନାରଦଙ୍କ ଉପଦେଶ ମନେ ପଡିଲା। ଶ୍ରୀକୃଷ୍ଣଙ୍କ ଠାରେ ଭକ୍ତିଯୋଗ ଦ୍ୱାରା ନିଜକୁ ସମର୍ପିତ କରି ସମସ୍ତ କର୍ମ ଅର୍ପଣ କରିବା ହିଁ ଭବବନ୍ଧନ ରୋଗର ମହୌଷଧୀ, ଏହି ସାରତତ୍ୱ…

ଏହି ଭୁଲ୍ ଯୋଗୁଁ ବର୍ଷାଦିନେ ବଢ଼ିଥାଏ ସ୍କିନ ଆଲର୍ଜି …!

ଭୁବନେଶ୍ବର: ପ୍ରଚଣ୍ଡ ଗ୍ରୀଷ୍ମ ଋତୁ ପରେ ମୌସୁମୀ ବର୍ଷା ପ୍ରାଣୀଜଗତକୁ ଆଶ୍ୱସ୍ତି ପ୍ରଦାନ କରିଥାଏ । କିନ୍ତୁ ଏହି ବର୍ଷା ଋତୁରେ ସ୍କିନ ଆଲର୍ଜି ଏବଂ ସଂକ୍ରମଣର ଆଶଙ୍କା ମଧ୍ୟ ବହୁ ଗୁଣରେ ବୃଦ୍ଧି ପାଏ। ଏହି ଋତୁରେ ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି ପାଏ । ଆର୍ଦ୍ରତା ଯୋଗୁଁ ଶରୀରରେ ପ୍ରଚୁର…

ଚତୁର୍ମାସ ସମୟରେ ଶନିଙ୍କ ଓଲଟା ଚଳନ;୪ ରାଶିଙ୍କୁ ମିଳିବ ଲାଭ

ଭୁବନେଶ୍ବର: ହିନ୍ଦୁ ଧର୍ମରେ ଚତୁର୍ମାସର ବହୁତ ଗୁରୁତ୍ୱ ରହିଛି। ଏହି ସମୟରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରେ ଯାଆନ୍ତି । ଚଳିତ ବର୍ଷ ଚତୁର୍ମାସ ୬ ଜୁଲାଇ (ରବିବାର)ଠାରୁ ଆରମ୍ଭ ହେଉଛି ଓ ୧ ନଭେମ୍ବର ୨୦୨୫ରେ ଶେଷ ହେବ । ତେବେ ଚଳିତ ବର୍ଷ ଚତୁର୍ମାସରେ ଶନିଦେବ ଓଲଟା ଚଳନ ଅବସ୍ଥାରେ ରହିବେ,…

ଶ୍ରୀ ଭାଗବତ ସାର ୮୨: ମାନବଙ୍କ ଉଦ୍ଧାର ପାଇଁ ପୁନଶ୍ଚ ରଚନା ହେଲା ମହାଭାରତ ଓ ପଞ୍ଚମ ବେଦ ଭାବରେ ଅଷ୍ଟାଦଶ ପୁରାଣ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ମହର୍ଷି ବ୍ୟାସଦେବ ବେଦକୁ ଚାରି ଭାଗ କରି ଦେଲେ ସତ, ତଥାପି ସ୍ତ୍ରୀ ଓ ଶୁଦ୍ର (ଚାରି ବର୍ଣ ମଧ୍ୟରେ ଅଧମ ବର୍ଣ )ଙ୍କର ବେଦ ଚର୍ଚ୍ଚା କରିବାର ଅଧିକାର ରହିଲା ନାହିଁ। ପତିତ ମନୁଷ୍ୟ ମାନେ ମଧ୍ୟ ବେଦ ଚର୍ଚ୍ଚାରୁ ବଞ୍ଚିତ ହେଲେ।…

କାର୍ଡିଆକ୍ ଅରେଷ୍ଟ ପୂର୍ବରୁ ଦେଖାଯାଏ ଏହି ଗମ୍ଭୀର ଲକ୍ଷଣ….ଅଣଦେଖା କଲେ ମାରାତ୍ମକ

ଭୁବନେଶ୍ବର/ ମୁମ୍ବାଇ: ଗତକାଲି ରାତିରେ ପ୍ରସିଦ୍ଧ ବଲିଉଡ୍ ଅଭିନେତ୍ରୀ ଶେଫାଲି ଜରିୱାଲାଙ୍କ ଦେହାନ୍ତ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରାତି ପ୍ରାୟ ୧.୩୦ ସମୟରେ ଶେଫାଲିଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା ଏବଂ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ଯେଉଁଠାରେ ଡାକ୍ତର…

ଶ୍ରୀ ଭାଗବତ ସାର ୮୧: ଶାସ୍ତ୍ର କହେ ମହର୍ଷି ବ୍ୟସଦେବ ଭଗବାନଙ୍କ ସପ୍ତଦଶ ଅବତାର

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ରଚନାରେ ମୁଖ୍ୟ ଜଣେ ମହର୍ଷି ବ୍ୟାସଦେବ ଓ ଅନ୍ୟ ଜଣେ ଦେବର୍ଷି ନାରଦ। ଏହି ମହର୍ଷି ଓ ଦେବର୍ଷି ବିଷୟରେ ସମ୍ୟକ ଆଲୋଚନା ନକଲେ ଶ୍ରୀ ଭାଗବତ ସାର ରଚନାର ମୂଲ୍ୟ କିଛି ନୁହେଁ। ପ୍ରଥମେ ଆଲୋଚନା କରିବା ମହର୍ଷି…