Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆଜି ଗଙ୍ଗା ଦଶହରାରେ ଦୁର୍ଲଭ ଯୋଗ ; ବଦଳିବ ଏହି ୩ ରାଶିଙ୍କ ଭାଗ୍ୟ

ଭୁବନେଶ୍ବର: ୨୦୨୫ ମସିହାରେ ପବିତ୍ର ଗଙ୍ଗା ଦଶହରାର ପର୍ବ ୫ ଜୁନ୍ (ଗୁରୁବାର) ଦିନ ପାଳିତ ହେବ। ଏହି ବିଶେଷ ଦିନରେ ଭକ୍ତମାନେ ପବିତ୍ର ଗଙ୍ଗା ନଦୀରେ ଆସ୍ଥାର ବୁଡ଼ ପକାଇଥାନ୍ତି। ବିଶ୍ୱାସ କରାଯାଏ ଯେ, ଏହି ଦିନ ମାତା ଗଙ୍ଗା ପୃଥିବୀରେ ଅବତରଣ କରିଥିଲେ। ତେବେ ଏହି ଦିନରେ ଅନେକ ଦୁର୍ଲଭ…

Perplexity AI ସାମସଙ୍ଗ ଫୋନରେ ଆସିଲେ.. ଜେମିନିର କ’ଣ ହେବ ?

ନୂଆଦିଲ୍ଲୀ: AI ଜଗତରେ ଏବେ ଏକ ବଡ଼ ହଇଚଇ ସୃଷ୍ଟି ହୋଇଛି। ଗୋଟିଏ ପଟେ ଗୁଗୁଲ୍ ଜେମିନି ଏଆଇକୁ ଆଗକୁ ବଢ଼ାଉଛି, ଅନ୍ୟପଟେ ଏକ ନୂତନ କମ୍ପାନୀ ପର୍ପଲେକ୍ସିଟି ଗୁଗୁଲ୍ ସହିତ ସିଧାସଳଖ ପ୍ରତିଯୋଗିତା କରିବାକୁ ପ୍ରସ୍ତୁତ।ଏବେ ସାମସଙ୍ଗ ମଧ୍ୟ ଏହି ଦୌଡ଼ରେ ସାମିଲ ହୋଇଛି। ସାମସଙ୍ଗ ଏବଂ…

ଜଳଖିଆରେ ମୁଠାଏ ଭିଜା ଚିନାବାଦାମ ଖାଆନ୍ତୁ, ମିଳିବ ଅଦଭୁତ ଲାଭ…

ଭୁବନେଶ୍ବର:ଚିନାବାଦାମରେ ଭରପୁର ପ୍ରୋଟିନ୍, ଫାଇବର ରହିଥାଏ । ଯଦି ଆମେ ଠିକ୍ ସମୟରେ ଏବଂ ଠିକ୍ ପରିମାଣର ଖାଇବା ତେବେ ଅନେକ ସ୍ୱାସ୍ଥ୍ୟ ଲାଭ ମିଳିବ । ଆମେ ସମସ୍ତେ ବାଦାମକୁ ଅନେକ ଉପାୟରେ ଖାଇଥାଉ, ଯେପରିକି ଭାଜା ଚିନାବାଦାମ, ସିଝା ଚିନାବାଦାମ ହେଲେ ଆପଣ କେବେ ପାଣିରେ ଭିଜା ଚିନାବାଦାମ…

ହ୍ୱାଟସଆପକୁ ଟକ୍କର ଦେବାକୁ ଆସୁଛି XChat, ଜାଣନ୍ତୁ ଏହା କିପରି କାମ କରିବ…

ନୂଆଦିଲ୍ଲୀ: ମେସେଜିଂ ଜଗତରେ XChatର ଏଣ୍ଟ୍ରି । ଏହା ଏକ ଏନକ୍ରିପ୍ଟେଡ୍ ମେସେଜିଂ ସେବା। XChat କୁ ଟେସଲାର ସିଇଓ ଏଲନ ମସ୍କ ଲଞ୍ଚ କରିଛନ୍ତି । ଏହି ଆପ୍ ହ୍ୱାଟସଆପ୍, ଟେଲିଗ୍ରାମ ଏବଂ ସିଗନାଲ ଭଳି ଲୋକପ୍ରିୟ ଆପ୍ ସହିତ ସିଧାସଳଖ ପ୍ରତିଯୋଗିତା କରିବାକୁ ପ୍ରସ୍ତୁତ ହେଉଛି। XChat…

ଗଙ୍ଗା ଦଶହରା କାହିଁକି ପାଳନ କରାଯାଏ.. କରନ୍ତୁ ଏହି ୫ ଜିନିଷ ଦାନ , ଫିଟିବ ଭାଗ୍ୟ

ଭୁବନେଶ୍ବର: ପ୍ରତିବର୍ଷ ଜ୍ୟେଷ୍ଠ ଶୁକ୍ଳ ପକ୍ଷର ଦଶମୀ ତିଥିରେ ଗଙ୍ଗା ଦଶହରାର ପର୍ବ ପାଳନ କରାଯାଏ। ୨୦୨୫ ମସିହାରେ ପବିତ୍ର ଗଙ୍ଗା ଦଶହରାର ପର୍ବ ୫ ଜୁନ୍ (ଗୁରୁବାର) ଦିନ ପାଳିତ ହେବ। ଏହି ବିଶେଷ ଦିନରେ ଭକ୍ତମାନେ ପବିତ୍ର ଗଙ୍ଗା ନଦୀରେ ଆସ୍ଥାର ବୁଡ଼ ପକାଇଥାନ୍ତି। ବିଶ୍ୱାସ କରାଯାଏ ଯେ,…

ଶ୍ରୀ ଭାଗବତ ସାର ୫୭: ଶ୍ରୀମଦ ଭାଗବତ ଆମକୁ ଅହଂକାର ଶୂନ୍ୟ ହେବାକୁ ଶିକ୍ଷା ଦେଇଥାଏ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଆମକୁ ଅହଂକାର ଶୂନ୍ୟ ହେବାକୁ ଶିକ୍ଷା ଦେଇଥାଏ। କାରଣ ଅହଂକାର ହିଁ ଅଜ୍ଞାନତାକୁ ସୃଷ୍ଟି କରେ ଓ ଆମ ବିନାଶର କାରଣ ହୋଇଥାଏ। ମଣିଷ କରୁଥିବା କର୍ମ ଗୁଡିକ ଶୁଦ୍ଧ ଓ ସଂସାର ଉପଯୋଗୀ ନହେଲେ ତାହା ଯୋଗ ଭ୍ରଷ୍ଟ କର୍ମ…

ପେଟ ପୁରା ଖାଇ ସାରିବା ପରେ କାହିଁକି ଆସେ ନିଦ?

ନୂଆଦିଲ୍ଲୀ: ଆମ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ। ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରକୁ ପୁଷ୍ଟିସାର ମିଳିଥାଏ ଏବଂ ଏହା ଆମ ଶରୀରକୁ ସୁସ୍ଥ ରଖେ। ଅନେକ ସମୟରେ ଆପଣ ଅନୁଭବ କରିଥିବେ ଯେ ଖାଦ୍ୟ ଖାଇବାର କିଛି ସମୟ ପରେ, ଆମକୁ ଶୀଘ୍ର ନିଦ ଲାଗେ। ଅଳସୁଆ ମଧ୍ୟ ଲାଗେ। ମଧ୍ୟାହ୍ନ…

ଆଜିର ଦିନରେ ରେଡିଓରେ ‘ଭାରତ ବିଭାଜନ’ ହୋଇଥିଲା ଘୋଷଣା, ଜାଣନ୍ତୁ ଅନେକ ରୋଚକ କଥା

ନୂଆଦିଲ୍ଲୀ: ୩ ଜୁନ୍, ଏହି ଦିନ ଭାରତର ଇତିହାସରେ ଏକ ଅବିସ୍ମରଣୀୟ ଅଧ୍ୟାୟ ସୃଷ୍ଟି କରିଥିଲା। ୧୯୪୭ ମସିହାରେ ଏହି ଦିନ ବ୍ରିଟିଶ ଶାସନର ଶେଷ ଭାଇସରାୟ ଲର୍ଡ ମାଉଣ୍ଟବେଟନ ଭାରତ ବିଭାଜନର ଘୋଷଣା କରିଥିଲେ। ଏହି ଘଟଣା ‘୩ ଜୁନ୍ ଯୋଜନା’ ବା ‘ମାଉଣ୍ଟବେଟନ ଯୋଜନା’ ନାମରେ ପରିଚିତ। ଏହି ଯୋଜନା…

ଶ୍ରୀ ଭାଗବତ ସାର ୫୬: ଯିଏ ନିରନ୍ତର ସତ୍ୟରେ ପ୍ରତିଷ୍ଠିତ ସେ ହିଁ ନିତ୍ୟ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ସ୍ୱରୂପରେ ଆମେ ଗ୍ରନ୍ଥ ଗୁରୁଙ୍କ ଆଶ୍ରୟ ନେବା ପରେ ପ୍ରକୃତରେ ପରମାର୍ଥ ତତ୍ୱ ବିଷୟକ ଜ୍ଞାନ ପାଇଥାଉ। ମନ୍ୟୁଷର ସଂସାରାଦି ବୈଷୟିକ ଧାରଣାକୁ ଆମେ ସାଧାରଣ ଜ୍ଞାନ ପ୍ରଯାୟରେ ଅନ୍ତର୍ଭୁକ୍ତ କରିଥାଉ। ଏଥିରେ…

ସିଂହ ରାଶିରେ ମଙ୍ଗଳ ଗ୍ରହର ଗୋଚର; ଏହି ରାଶିଙ୍କ ଫିଟିବ ଭାଗ୍ୟ

ଭୁବନେଶ୍ବର: ଜୁନ୍ ମାସ ଆରମ୍ଭ ହୋଇଗଲାଣି। ମାସର ଆରମ୍ଭରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ସିଂହ ରାଶିରେ ଗୋଚର କରିବାକୁ ଯାଉଛନ୍ତି । ଫଳରେ ସମସ୍ତ ରାଶିକୁ ପ୍ରଭାବିତ କରିବ। ଜ୍ୟୋତିଷ ଗଣନା ଅନୁସାରେ, ମଙ୍ଗଳ ୭ ଜୁନ୍ ୨୦୨୫ ରେ ରାତି ୧:୩୩ ରେ ସିଂହ ରାଶିରେ ପ୍ରବେଶ କରିବେ। ସେ ୨୮ ଜୁଲାଇ,…