Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଓମିକ୍ରନ୍ ସଂକ୍ରମଣରୁ ବର୍ତ୍ତିବା ପାଇଁ ଆମେରିକାରୁ ଓଡ଼ିଆ ବୈଜ୍ଞାନିକଙ୍କ ଚେତାବନୀ

କରୋନାର ନୂଆ ପ୍ରଜାତି ଓମିକ୍ରନ୍ ଦ୍ରୁତ ସଂକ୍ରମଣ ଆଣୁଥିବାରୁ ଏହାକୁ ରୋକିବା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରିବା ଏବଂ ଲୋକେ ଜାରି କରାଯାଉଥିବା ମାର୍ଗ ନିର୍ଦ୍ଦେଶିକାର ସଠିକ୍ ପ୍ରତିପାଳନ କରିବା ଲାଗି କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ କରୋନା ନିୟନ୍ତ୍ରଣ ପାଇଁ ଗବେଷଣା କରୁଥିବା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୧୫ ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ । ଜଗତ ଠାକୁର ଶ୍ରୀ ଜଗନ୍ନାଥ କୋଟି ବ୍ରହ୍ମlଣ୍ଡର କର୍ତ୍ତା । ତାଙ୍କ ପ୍ରତ୍ୟେକଟି ଲୋମ କୂପରେ ଅନେକ ବ୍ରହ୍ମlଣ୍ଡ ମାଲମାଳ ହୋଇ ବିରାଜମାନ କରୁଛି ।ଏହିସତ୍ୟ ଦ୍ୱାପର ଯୁଗରେ ବିଶ୍ଵରୂପ…

ଓଡ଼ିଶାକୁ ଓମିକ୍ରନ୍ ରିସ୍କ ଦେଶରୁ ଫେରିଛନ୍ତି ୩୮୦ ଜଣ

ଭୁବନେଶ୍ୱର: କରୋନାର ନୂଆ ଷ୍ଟ୍ରେନ୍ ଓମିକ୍ରନକୁ ନେଇ ସାରା ବିଶ୍ୱ ଛାନିଆ ହୋଇଥିବା ବେଳେ ଓଡ଼ିଶାରେ ଚିନ୍ତା ବଢ଼ିଲାଣି । ଓମିକ୍ରନ୍ ରିସ୍କ ଦେଶରୁ ରାଜ୍ୟକୁ ଫେରିଛନ୍ତି ୩୮୦ ଜଣ । ୨୮ ତାରିଖ ସୁଦ୍ଧା ଓଡ଼ିଶାକୁ ଆସିଛନ୍ତି ୨୨୪ ଜଣ । ଏହାପରେ ୨୯ ତାରିଖରେ ଆସିଛନ୍ତି ଆଉ ୧୫୬ ଜଣ ।…

୪୦ ବର୍ଷରୁ କମ୍ ବୟସ୍କଙ୍କୁ ଆଟାକ୍ କରୁଛି ଓମିକ୍ରନ୍ !

ନୂଆଦିଲ୍ଲୀ: କରୋନାର ନୂଆ ଷ୍ଟ୍ରେନ୍ ଓମିକ୍ରନକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ । ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିଲା । ଏବେ ୨୦ରୁ ଅଧିକ ଦେଶରୁ ନୂଆ ଭାରିଆଣ୍ଟ ଜନିତ କେସ୍ ସାମନାକୁ ଆସିଛି । ଅଧିକ ଗବେଷଣା ଚଳାଇଛନ୍ତି ବୈଜ୍ଞାନିକ । କେତେ ସଂକ୍ରାମକ ଓ ପ୍ରାଣଘାତୀ ଓମିକ୍ରନ୍…

୩୩ ଛାତ୍ରଛାତ୍ରୀ ପଜିଟିଭ୍ ପରେ ଢେଙ୍କାନାଳରେ +୨ ଆବାସିକ କଲେଜ ସିଲ୍

ଢେଙ୍କାନାଳ: ଶିକ୍ଷାନୁଷ୍ଠାନରେ ପୁଣି ଚିନ୍ତା ବଢ଼ାଇଛି କରୋନା ସଂକ୍ରମଣ । ୩୩ ଛାତ୍ରଛାତ୍ରୀ ସଂକ୍ରମିତ ଚିହ୍ନଟ ପରେ ଢେଙ୍କାନାଳ ସହରର କୁଞ୍ଜକାନ୍ତ ସ୍ଥିତ ଯୁକ୍ତ ଦୁଇ ଆବାସିକ କଲେଜ ସିଲ୍ । କଲେଜ ସହ ହଷ୍ଟେଲ ବିଲଡିଂକୁ ସିଲ୍ କରିଛି ଢେଙ୍କାନାଳ ପୌର ପ୍ରଶାସନ । ତାଗିଦ ସତ୍ତ୍ୱେ ପିଲାମାନେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୧୪ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ମୁକ୍ତି ଦାତା ଶ୍ରୀ ଜଗନ୍ନାଥଙ୍କୁ ଅନ୍ତରଙ୍ଗ ଭକ୍ତଟିଏ ମୁକ୍ତି ଛଡା ଅନ୍ୟକିଛି ମାଗିପାରେନି । ମୁକ୍ତି ମାର୍ଗର ତିନୋଟି ପଥ ହେଲା ଜ୍ଞାନ, କର୍ମ ଓ ଭକ୍ତି, ଜ୍ଞାନ ଓ କର୍ମ ନିଷ୍ଠାପର…

ବିଧାନସଭାରେ ୧୯,୮୩୩ କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପିତ

ଭୁବନେଶ୍ବର : ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ । ବିରୋଧୀ ଦଳଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରି ୧୯,୮୩୩ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ସ୍ବାସ୍ଥ୍ୟ ପାଇଁ ୨୩୧୦ କୋଟି…

ମଞ୍ଚସ୍ଥ ହେବ ‘ଚତୁରା କାହାର’

ଭୁବନେଶ୍ୱର : ନାଟ୍ୟ ସଂସ୍ଥା "ମୁକ୍ତି" ପକ୍ଷରୁ ଏକ ହାସ୍ୟରସାତ୍ମକ ନାଟକ "ଚତୁରା କାହାର " ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଡିସେମ୍ବର ୨ ଓ ୩ ସନ୍ଧ୍ୟାରେ ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି। କାର୍ଲୋ ଗୋଲଦୋନିଙ୍କ ରଚିତ ଏହି ନାଟକକୁ ଶକ୍ତି ମହାନ୍ତି ଓଡ଼ିଆରେ ଅନୁବାଦ କରିଛନ୍ତି ଏବଂ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୧୩  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦାରୁରୂପ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଉପାସନା ବିନା ଶାସ୍ତ୍ର ନିର୍ଦ୍ଦେଶିତ ପରଂବ୍ରହ୍ମଙ୍କୁ ସର୍ବୋତ୍ତ ଭାବେ ଜାଣିବା କଷ୍ଟକର । ଆପଣ ଯେତେ ପାପ ବା ପୁଣ୍ୟ କରନ୍ତୁ ଶ୍ରୀଜଗନ୍ନାଥଙ୍କ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୧୨ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । କରୁଣାମୟ ଶ୍ରୀ ଜଗନ୍ନାଥ, ନିଜ ମୁଖରେ ସ୍ୱୀକାର କରିଛନ୍ତି ଯେ "ଭକ୍ତିମାନ ଯ ସ ମେ ପ୍ରିୟ । " ତେବେ ଏ ଜଗତରେ ଭକ୍ତିମାନ କିଏ ? ଆମେ ଜାଣିଛେ ସାଧାରଣରେ ଯିଏ ଭକ୍ତ ସେହିଁ…