Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଚାଲିବା ପାଇଁ ପାଖରେ ସମୟ ନାହିଁ;ଏହି ଉପାୟରେ କରନ୍ତୁ କ୍ୟାଲୋରୀ ହ୍ରାସ

ଭୁବନେଶ୍ବର: ଆମ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଆମେ ଚାଲିବା,ବ୍ୟାୟାମ କିମ୍ବା ଯୋଗର ସାହାଯ୍ୟ ନେଇଥାଉ । କାରଣ ଏହି ପଦ୍ଧତିଗୁଡ଼ିକ ଆମ ଶରୀରକୁ ପ୍ରାକୃତିକ ଭାବରେ ସୁସ୍ଥ ରଖେ। ଆମେ ପ୍ରାୟତଃ ଶୁଣିଥାଉ ଯେ ବ୍ୟାୟାମ କରିବା ପାଇଁ ସମୟ ନାହିଁ, ତେବେ ଆପଣ ଚାଲିବାକୁ ଯାଇପାରିବେ। ଚାଲିବା…

ଶ୍ରୀ ଭାଗବତ ସାର ୩୮: ଅକ୍ଷୟ ସୁଖ ପାଇବା ପାଇଁ ଶ୍ରୀମଦ ଭାଗବତ ଜ୍ଞାନ ଅଧିକାରୀ ହେବା

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ତାତ୍ୱିଜ ବିଭବର ଆଲୋଚନା ପ୍ରସଙ୍ଗରେ ଆମେ ଚର୍ଚ୍ଚା କରୁଥିଲେ ଶରୀର ତତ୍ୱ ସମ୍ବନ୍ଧରେ। ଯେଉଁଥିରେ ସଂଖ୍ୟା ତତ୍ୱ ସହିତ ଶରୀରକୁ ଏକ ବୃକ୍ଷ ସହିତ ତୁଳନା କରାଯାଇଥିଲା। ବର୍ତ୍ତମାନ ଆସନ୍ତୁ ଜାଣିବା ଶରୀରର କେଉଁ…

ଶ୍ରୀ ଭାଗବତ ସାର ୩୭: ଶ୍ରୀମଦ ଭାଗବତ ନିର୍ଦ୍ଦୋଷ ଓ ନିର୍ମଳ, ବୈଷ୍ଣବପ୍ରିୟ ଭକ୍ତିରସ ଯୁକ୍ତ ମହାପୁରାଣ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଯେହେତୁ ସ୍ୱୟଂ ଭଗବତ ସ୍ୱରୂପ ତେଣୁ ଏହା ଏକ ନିର୍ଦୋଷ ଓ ନିର୍ମଳ, ବୈଷ୍ଣବପ୍ରିୟ ଭକ୍ତିରସ ଯୁକ୍ତ ମହାପୁରାଣ। ଏହାର ଏକାଦଶ ସ୍କନ୍ଦ ଶେଷ ଶ୍ଳୋକ କହେ "ଇଦ୍ଧଂ ହରେଭଗବତୋ ରୁଚିରାବତାର, ବୀର୍ଯ୍ୟାଣି, ବାଳ ଚରିତାନି ଚ…

ବୃଷ ରାଶିରେ ସୂର୍ଯ୍ୟଙ୍କ ଗୋଚର; ଏହି ରାଶି ରୁହନ୍ତୁ ସତର୍କ

ଭୁବନେଶ୍ବର: ମାସକ ଯାଏଁ ବୃଷ ରାଶିରେ ରହିବେ ସୂର୍ଯ୍ୟ । ଆଜିଠୁ ଅର୍ଥାତ୍ ମେ' ୧୫ ତାରିଖ ୧୨ଟା ୨୦ ମିନିଟ ସମୟରେ ମେଷ ରାଶି ଛାଡ଼ି ବୃଷ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ । ବୃଷ ରାଶିରେ ସୂର୍ଯ୍ୟଙ୍କ ଗୋଚର କିଛି ରାଶି ପାଇଁ ପ୍ରତିକୂଳ ପ୍ରଭାବ ପଡିବ । ସେମାନଙ୍କୁ ସତର୍କ ରହିବାକୁ ପଡିବ ।…

ଶୁକ୍ର ଗ୍ରହର ମେଷ ରାଶିରେ ଗୋଚର, ବଦଳିବ ଏହି ରାଶିଙ୍କ ଭାଗ୍ୟ

ଭୁବନେଶ୍ବର:ମେ’ ୩୧ରୁ ଶୁକ୍ର ଗ୍ରହ ମେଷ ରାଶିରେ ଗୋଚର କରିବେ। ଗ୍ରହମାନଙ୍କ ଚଳନ ଦ୍ବାରା ରାଶି ଉପରେ ବେଶ୍ ପ୍ରଭାବ ପକାଇଥାଏ । ଆଗାମୀ ୩୧ ମେ ଦିନ ସକାଳ ୧୧:୪୨ ସମୟରେ, ଶୁକ୍ର ଗ୍ରହ ମୀନ ରାଶି ଛାଡି ମେଷରାଶିରେ ଏବଂ ଅଶ୍ୱିନୀ ନକ୍ଷତ୍ରରେ ପ୍ରବେଶ କରିବେ। ବୈଦିକ ଜ୍ୟୋତିଷରେ ଶୁକ୍ର ଗ୍ରହକୁ…

ଶ୍ରୀ ଭାଗବତ ସାର ୩୬: ଯିଏ ଜୀବଙ୍କୁ ଶିବ ସ୍ୱରୂପ ପ୍ରଦାନ କରିବାରେ ସାହାଯ୍ୟ କରେ ସେହି ମହାନ ଗ୍ରନ୍ଥର ନାମ ଶ୍ରୀମଦ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ନାମକରଣର ଯଥାର୍ଥତା ବର୍ଣନା କରିବା ପାଇଁ ଆମେ ପ୍ରତ୍ୟେକ ଅକ୍ଷରର ଅର୍ଥ ନିର୍ଣ୍ଣୟ କଲେ। ଅର୍ଥାତ ଭା :-ଭାବି ଅବା ଭବିଷ୍ୟତ ଗ :-ଗତ ବା ଅତୀତ ଵ :-ବର୍ତ୍ତମାନ ଓ ତ:-ତତ୍ୱ। ଏହାମଧ୍ୟ ପଢନ୍ତୁ: …

ଶ୍ରୀ ଭାଗବତ ସାର ୩୫: “ଶ୍ରୀମଦ ଭାଗବତ” ନାମକରଣର ଯଥାର୍ଥତା ଓ ସାର୍ଥକ ତା କଣ?

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ଗୁଣ ଓ ଲକ୍ଷଣ ବିଷୟରେ ଆଲୋଚନା କରିବା ପରେ ମନରେ ସ୍ୱତଃ ପ୍ରଶ୍ନ ଆସେ ଯେଉଁ ଗ୍ରନ୍ଥ ଏତେ ଗୁଣ ଓ ଲକ୍ଷଣ ଯୁକ୍ତ ସେହି ଗ୍ରନ୍ଥ "ଶ୍ରୀମଦ ଭାଗବତ"ନାମ କାରଣର ଯଥାର୍ଥତା ଓ ସାର୍ଥକ ତା କଣ? "ଶ୍ରୀମନ୍ତଂ…

ଆପଣଙ୍କ ସ୍ମାର୍ଟଫୋନରେ ଇମରଜେନ୍ସି ଆଲର୍ଟ ଅଫ୍‌ ନାହିଁ ତ?

ଭୁବନେଶ୍ବର: ଭାରତ-ପାକ୍‌ ଉଭୟ ଦେଶ ଅସ୍ତ୍ରବିରତିକୁ ନେଇ ରାଜି ହୋଇଛନ୍ତି । ତେଣୁ ବର୍ତ୍ତମାନ ସୀମାରେ ଶାନ୍ତି ରହିଛି । କିନ୍ତୁ ସୁରକ୍ଷା ଦୃଷ୍ଚିରୁ ସରକାରଙ୍କ ଜରୁରୀ ସୂଚନା ସଠିକ ସମୟରେ ପହଞ୍ଚିବା ନିହାତି ଆବଶ୍ୟକ । ଫଳରେ ଆପଣ ସଠିକ ସମୟରେ ସୂଚନା ପାଇ ନିଜକୁ ସୁରକ୍ଷିତ ରଖିପାରିବେ ।…

୨୧ ମେ’ରେ ବୁଧ ଓ ସୂର୍ଯ୍ୟଙ୍କ ସଂଯୋଗ; ଏହି ରାଶି ହେବେ ଧନବାନ୍

ଭୁବନେଶ୍ବର:ଗ୍ରହମାନଙ୍କ ଚଳନ ଦ୍ବାରା ରାଶି ଉପରେ ବେଶ୍ ପ୍ରଭାବ ପକାଇଥାଏ । ଆସନ୍ତା ମେ' ୨୧ତାରିଖରେ ସୂର୍ଯ୍ୟଙ୍କ ମିତ୍ର ନକ୍ଷତ୍ର କୃତ୍ତିକାରେ ବୁଧ ଗ୍ରହ ପ୍ରବେଶ କରିବେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଏବଂ ସୂର୍ଯ୍ୟଙ୍କ ମଧ୍ୟରେ ବନ୍ଧୁତା ଯୋଗୁଁ କିଛି ରାଶି ବେଶ୍ ଲାଭବାନ୍ ହେବେ । …

ଶ୍ରୀ ଭାଗବତ ସାର ୩୪: ସମଗ୍ର ସୃଷ୍ଟିର ଏକମାତ୍ର ଆଶ୍ରୟ ଦାତା ହେଉଛନ୍ତି ପରଂବ୍ରହ୍ମ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ସବୁଠାରୁ ଉତ୍ତମ ଲକ୍ଷଣ ଅବା ସର୍ବସାରଯୁକ୍ତ ଲକ୍ଷଣ ହେଉଛି ଦଶମ ଲକ୍ଷଣ। ଆଶ୍ରୟ:- ଆଶ୍ରୟର ଆକ୍ଷରିକ ଅର୍ଥ ଶରଣ ସ୍ଥାନ, ଯେଉଁ ଯାଗାରେ ରହିଲେ ଏ ମାୟା ଗ୍ରସ୍ତ ଜୀବ ପରମ ସତ୍ୟର ଉପଲବ୍ଧି କରେ। ତେବେ ସେ ପରମ…