Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଶ୍ରୀ ଭାଗବତ ସାର ୧: ଶ୍ରୀକୃଷ୍ଣ ଭକ୍ତି ରସରେ ଏକାକାର ମହାତ୍ମା ଶୁକଦେବ ଓ ରାଜା ପରୀକ୍ଷିତ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ଵର: ଓଁ ନମୋ ଭଗବତେ ବାସୁଦେବାୟ । ଶ୍ରୀମଦ ଭାଗବତ ଜୀବ ମଧ୍ୟରେ ଥିବା ଅଜ୍ଞାନକୁ ଦୂର କରି ଭଗବାନ ପ୍ରାପ୍ତିର ମାର୍ଗ ଦର୍ଶନ କରେ । ବେଦ, ଉପନିଷଦ, ମହାଭାରତ, ରାମାୟଣ ତଥା ସମସ୍ତ ପୁରାଣ ମଧ୍ୟରେ ଶ୍ରୀମଦ ଭାଗବତ ସୂର୍ଯ୍ୟ ସଦୃଶ୍ୟ ଅଟେ। ସେଥିପାଇଁ…

ପୁଷ୍ୟ ନକ୍ଷତ୍ରରେ ମଙ୍ଗଳଙ୍କ ଗୋଚର; ଚମକିବ ଏହି ରାଶିଙ୍କ ଭାଗ୍ୟ

ଭୁବନେଶ୍ବର: ମଙ୍ଗଳ ଗ୍ରହ ନିଜର ଗତି ବଦଳାନ୍ତି ସେତେବେଳେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ । ମଙ୍ଗଳ ଗ୍ରହଙ୍କୁ ଗ୍ରହମାନଙ୍କ ସେନାପତି ଭାବରେ ବିବେଚନା କରାଯାଏ । ମଙ୍ଗଳ ହେଉଛନ୍ତି ଶକ୍ତି,ସାହସ, ଯୁଦ୍ଧ, ଭୂମି, ଭାଇ, ଉର୍ଜାର କାରକ ।ତେବେ ୩ ଏପ୍ରିଲ ୨୦୨୫ ଦିନ…

ଚାଉଳ ପାଣିର ଚମତ୍କାରିତା; ଚର୍ମ ଏବଂ କେଶରେ ଆଣେ ଅହେତୁକ ଚମକ

ଭୁବନେଶ୍ବର: ପ୍ରାୟ ପ୍ରତ୍ୟେକଙ୍କ ଘରେ ଭାତ ରନ୍ଧା ହୁଏ, କିନ୍ତୁ ପ୍ରାୟତଃ ଚାଉଳ ଧୋଇବା ପରେ ଆମେ ଏହାର ପାଣିକୁ ଫୋପାଡ଼ି ଦେଉ । କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଚାଉଳ ପାଣି ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇପାରେ? ଏହା କେବଳ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ ନାହିଁ,…

ଏମିତି ଦ୍ବୀପ ଯେଉଁଠି ଛିଙ୍କ ବି ହୋଇପାରେ ବିପଦ…

ନୂଆଦିଲ୍ଲୀ: ଆଣ୍ଡାମାନ ନିକୋବରର ଉତ୍ତରରେ ରହିଥିବା ସେଣ୍ଟିନେଲ ଦ୍ବୀପ ଏବେ ଚର୍ଚ୍ଚାରେ ରହିଛି। ନିକଟରେ ଜଣେ 24ବର୍ଷୀୟ ଆମେରିକା ନାଗରିକ କଟକଣା ସତ୍ତ୍ବେ ଦ୍ବୀପକୁ ଯିବାକୁ ଉଦ୍ଯମ କରିଥିଲେ। ଦ୍ବୀପରେ ଦୁନିଆଠାରୁ ଅଲଗା ରହିଥିବା ସେଣ୍ଟିନେଲ ଆଦିବାସୀ ବସବାସ କରନ୍ତି। ବାହାର ଦୁନିଆର…

ହଠାତ୍ ଆପଣଙ୍କ ହାର୍ଟ ବିଟ୍ ଫାଷ୍ଟ ହେଉଛି କି ? ଜାଣନ୍ତୁ ଏହାର କାରଣ..

ଭୁବନେଶ୍ବର: ବେଳେବେଳେ, ବସିଥିବା ବେଳେ କିମ୍ବା ବିଶ୍ରାମ ନେବାବେଳେ, ହଠାତ୍ ଅନୁଭବ ହୁଏ ଯେ ହାର୍ଟ ବହୁତ ଜୋରରେ ସ୍ପନ୍ଦନ କରୁଛି । ଲାଗେ ଯେପରି ହାର୍ଟ ଛାତିରୁ ବାହାରି ଯିବ । ତେବେ ଜାଣିଛନ୍ତି କି କାହିଁକି ଏପରି ହୁଏ.. ଯେତେବେଳେ ଆମେ ଅତ୍ୟଧିକ ଟେନସନରେ ଥାଉ କିମ୍ବା ଅଧିକ ଚିନ୍ତା…

ଏବେ ଆପଣଙ୍କ ପ୍ରିୟଜନଙ୍କୁ ଏକା ସାଙ୍ଗରେ ପଠାଇପାରିବେ ରିଲ୍ସ, ଆସିଲା ନୂଆ ଅପଡେଟ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ନୂଆ ଫିଚର ଅପଡେଟ୍ କରାଯାଇଛି। ଏହି ନୂତନ ଫିଚର୍ ସାହାଯ୍ୟରେ, ଏବେ ଆପଣ ଆପଣଙ୍କର ପ୍ରିୟ ଲୋକଙ୍କୁ ଏକାଥରେ ଗୋଟିଏ ରିଲ୍ ପଠାଇ ପାରିବେ। ସମସ୍ତଙ୍କୁ ଏକାଥରେ ରିଲ୍ ପଠାଇ ଆପଣ ଆପଣଙ୍କର ପ୍ରିୟ ଲୋକଙ୍କର ଏକ ଗ୍ରୁପ୍ ମଧ୍ୟ ତିଆରି…

୧୩-୧୭ ବର୍ଷର କିଶୋରଙ୍କ ପାଇଁ ସ୍ୱତନ୍ତ୍ର ସେବା ଆରମ୍ଭ କଲା ଉବର

ନୂଆଦିଲ୍ଲୀ: ଦେଶରେ ବର୍ଦ୍ଧିତ ଯାତ୍ରା ଏବଂ ମାତା ପିତାଙ୍କ ସୁରକ୍ଷା ଚିନ୍ତାକୁ ଦୃଷ୍ଟିରେ ରଖି, ଉବର ୧୩ ରୁ ୧୭ ବର୍ଷ ବୟସର ପିଲାମାନଙ୍କ ପାଇଁ 'ଉବର ଫର୍ ଟିନ୍ସ' ସେବା ଆରମ୍ଭ କରିଛି । ଏହି ସେବା ପିଲାମାନଙ୍କୁ ସହଜରେ ଯାତ୍ରା କରିବାର ସ୍ୱାଧୀନତା ପ୍ରଦାନ କରେ ଏବଂ ପିତାମାତାଙ୍କୁ…

ଏଇ ଖରା ଛୁଟିରେ କମ୍ ବଜେଟରେ ବୁଲି ଯାଆନ୍ତୁ ଏହି ସମସ୍ତ ସ୍ଥାନ…

ଭୁବନେଶ୍ଵର: ମୁଣ୍ଡ ଉପରେ ଟାଇଁ ଟାଇଁ ଖରା । ଦିନକୁ ଦିନ ତାତି ବି ବଢୁଛି । ଅସହ୍ୟ ଉତ୍ତପ୍ତରେ ବ୍ୟତିବ୍ୟସ୍ତ ଶରୀର । ଆଉ ଏହି ଗ୍ରୀଷ୍ମ ଋତୁର ଅସହ୍ୟ ଯନ୍ତ୍ରଣାରୁ ମୁକ୍ତି ପାଇଁ ସମସ୍ତଙ୍କ ମନ । ଏଥିପାଇଁ ଖାଦ୍ୟପେୟ, ପୋଷାକ ସହ ନିତିଦିନିଆ ଜୀବନ ଶୈଳୀରେ ପରିବର୍ତ୍ତନ ସହ ଶୀତଳ ପରିବେଶରେ…

ଏୟାରଟେଲ୍, ଜିଓ ଏବଂ ଭିଆଇ: ଏମାନଙ୍କ ମଧ୍ୟରୁ ଆପଣଙ୍କ ଅଞ୍ଚଳରେ କିଏ ଦିଏ ଭଲ ସେବା, ଜାଣିବେ କିପରି…

ନୂଆଦିଲ୍ଲୀ: ଏୟାରଟେଲ୍, ରିଲାଏନ୍ସ ଜିଓ ଏବଂ ଭୋଡାଫୋନ୍ ଆଇଡିଆ ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀ, ଯେଉଁମାନେ ପ୍ରାୟ ସମୟରେ ସେମାନଙ୍କର ଉପଭୋକ୍ତାଙ୍କ ପାଇଁ ନୂଆ ନୂଆ ଯୋଜନା ଆଣିଥାନ୍ତି । କିନ୍ତୁ ସବୁ ସ୍ଥାନରେ ଏହି ଟେଲିକମ୍ କମ୍ପନୀର ନେଟୱର୍କ ସହଜରେ ଉପଲବ୍ଧ ନଥାଏ । କେଉଁଠି ଜିଓ…

ଲଞ୍ଚ ହେଲା ସାଓମୀର ସବୁଠାରୁ ଶସ୍ତା ଫୋନ୍, ଏହି ଦିନରୁ ହେବ ବିକ୍ରୟ

ନୂଆଦିଲ୍ଲୀ: ସାଓମୀ ଆଜି ଭାରତୀୟ ବଜାରରେ POCO C71 ଲଞ୍ଚ କରିଛି। ଏହି ସ୍ମାର୍ଟଫୋନର ମୂଲ୍ୟ ୭,୦୦୦ ଟଙ୍କାରୁ କମ୍। ଏହାକୁ ଲୋକଙ୍କ ପାଇଁ ଏକ ବଜେଟ୍-ଅନୁକୂଳ ମୋବାଇଲ୍ ଫୋନ୍ କୁହାଯାଇପାରେ। ଆସନ୍ତୁ ଜାଣିବା ଏହି ସାଓମୀ ସ୍ମାର୍ଟଫୋନର ମୂଲ୍ୟ ଏବଂ ବୈଶିଷ୍ଟ୍ୟଗୁଡ଼ିକ ବିଷୟରେ। POCO C71 ର…