Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆରମ୍ଭ ହେଲା ଚୈତ୍ର ନବରାତ୍ରୀ; ୪ ରାଶିଙ୍କ ବଦଳିବ ଭାଗ୍ୟ

ଭୁବନେଶ୍ବର: ମାର୍ଚ୍ଚ ୩୦ ଅର୍ଥାତ୍ ଆଜିଠାରୁ ଚୈତ୍ର ନବରାତ୍ରୀ ଆରମ୍ଭ ହେଉଛି। ମା’ଏଥର ହାତୀ ବାହାନରେ ଆସିବେ। ଶାସ୍ତ୍ରାନୁସାରେ ଦେବୀଙ୍କ ହାତୀ ପାଲିଙ୍କିକୁ ବହୁତ ଶୁଭ ବୋଲି କୁହାଯାଏ। ଏହି ନବରାତ୍ରୀରେ ଅମୃତ ସିଦ୍ଧି ଯୋଗ ଏବଂ ସର୍ବାର୍ଥ ସିଦ୍ଧି ଯୋଗ ପଡୁଛି । ତେଣୁ ଏହି ୯ ଦିନ ଅତ୍ୟନ୍ତ…

ମହାକାଶରେ ଭାରତ କରିବ କମାଲ , ବର୍ତ୍ତମାନ କେଉଁ ଦେଶର ରହିଛି ନିଜସ୍ୱ ସ୍ପେସ୍ ଷ୍ଟେସନ ?

ଭୁବନେଶ୍ୱର: ବିଶ୍ୱରେ ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର କିଛି ଦେଶ ନିଜସ୍ୱ ସ୍ପେସ୍ ଷ୍ଟେସନ ନିର୍ମାଣ କରିଛନ୍ତି। ଏବଂ ଏହାର ନିର୍ମାଣରେ ଅଂଶଗ୍ରହଣ କରିଛନ୍ତି। ଏହି ମହାକାଶ ଷ୍ଟେସନଗୁଡ଼ିକ ମୁଖ୍ୟତଃ ବୈଜ୍ଞାନିକ ଗବେଷଣା, ପରୀକ୍ଷଣ ଏବଂ ମହାକାଶ ଅନୁସନ୍ଧାନ ପାଇଁ ବ୍ୟବହୃତ ହୋଇଥାଏ। ଆସନ୍ତୁ…

ନୂଆ ଅବତାରରେ ଆସିଲା MGର ଶସ୍ତା SUV; ଜାଣନ୍ତୁ ପ୍ରାଇସ ଓ ଫିଚର

ଭୁବନେଶ୍ବର: JSW MG Motor ଭାରତରେ ଆଷ୍ଟୋର(Astor)ର ଅପଡେଟ୍ ମଡେଲ ଲଞ୍ଚ କରିଛି । ଆଷ୍ଟୋରର ମୂଲ୍ୟ ୯.୯୯ଲକ୍ଷରୁ ଆରମ୍ଭ ହୋଇ ୧୭.୫୬ ଲକ୍ଷ ଟଙ୍କା (ଏକ୍ସ ସୋ’ରୁମ୍) ପର୍ଯ୍ୟନ୍ତ ରହିଛି । ଆଷ୍ଟୋରର ଅତ୍ୟାଧୁନିକ ମଡେଲରେ, MY2024 ମଡେଲ ତୁଳନାରେ ସାମାନ୍ୟ ପରିବର୍ତ୍ତନ ଏବଂ ନୂତନ ବ୍ରାଣ୍ଡିଂ…

ଜାଣନ୍ତୁ କେଉଁ ରଙ୍ଗର ଖାଦ୍ୟ ଖାଇଲେ, ଶରୀରକୁ ମିଳେ କି ଲାଭ

ସୁସ୍ଥ ଏବଂ ଫିଟ୍ ରହିବା ପାଇ, ଖାଦ୍ୟରେ ଯଥେଷ୍ଟ ପରିମାଣ ପନିପରିବା ଏବଂ ଫଳ ସାମିଲ କରିବା ଉଚିତ। କାରଣ ପ୍ରତ୍ୟେକ ପନିପରିବା ଏବଂ ଫଳର ନିଜସ୍ୱ ବିଶେଷତ୍ୱ ​​ଥାଏ। ତେଣୁ ଏହା ସ୍ୱାସ୍ଥ୍ୟ ପ୍ରତି ଅନେକ ଲାଭ ପ୍ରଦାନ କରେ। ସୁସ୍ଥ ରହିବା ପାଇଁ ପୁଷ୍ଟିସାର ଆବଶ୍ୟକ। ପନିପରିବା ଏବଂ ଫଳ ଖଣିଜ…

କାକୁଡି ରସ କମ୍ କରେ ହୃଦଘାତର ଆଶଙ୍କା

ଭୁବନେଶ୍ବର:ଖରାଦିନେ ଆମେ କାକୁଡି ଖାଇଥାଉ । ଏହା ଶରୀରକୁ ହାଇଡ୍ରେଟେଡ୍ ରଖେ । କାକୁଡ଼ିରେ ପ୍ରଚୁର ମାତ୍ରାରେ ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଭରପୁର ଥିବାରୁ ରକ୍ତଚାପରେ ପୀଡ଼ିତ ଲୋକଙ୍କ ପାଇଁ ଏହା ଲାଭଦାୟକ । ପ୍ରତିଦିନ ଗୋଟିଏ କପ୍ କାକୁଡ଼ି ରସ ପିଇବା ଦ୍ବାରା ଓଜନ ହ୍ରାସ ପାଇଥାଏ ।…

ଆଜି ମୀନକୁ ଯିବେ ଶନି: ତିନି ଚାଶିର ଚମକିବ ଭାଗ୍ୟ

ଭୁବନେଶ୍ବର: ଦୀର୍ଘ ୩୦ ବର୍ଷ ପରେ ଶନି ଗ୍ରହ ମୀନ ରାଶିକୁ ଚଳନ କରିବେ । ଆଜି ଅର୍ଥାତ୍ ୨୯ତାରିଖରେ ଶନି ରାଶି ପରିବର୍ତ୍ତନ କରୁଛନ୍ତି । ଶନି କୁମ୍ଭ ରାଶିରୁ ମୀନ ରାଶିକୁ ପ୍ରବେଶ କରିବେ । ଏହି ତିଥିରେ ମଧ୍ୟ ସୂର୍ଯ୍ୟୋପରାଗ ରହିବ । ଏହି ତିଥିରେ ଶନି ଚଳନ ସହିତ ସୂର୍ଯ୍ୟୋପରାଗ ହେତୁ…

ଅଦ୍ଭୁତ ପ୍ରାଣୀ, ବିନା ପାଣିରେ ବଞ୍ଚୁଛି ସାରା ଜୀବନ

ନୂଆଦିଲ୍ଲୀ: ପୂର୍ବ ଆଫ୍ରିକାର ଶୁଷ୍କ ଭୂମିରେ ବାସ କରୁଥିବା ଗେରେନୁକ ନାମକ ଏକ ଅଦ୍ଭୁତ ପ୍ରାଣୀ ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ଯ ହୋଇଯିବେ । ଏହି ପ୍ରାଣୀ ପାଣି ନ ପିଇ ସାରା ଜୀବନ ବଞ୍ଚିବାର ଅନନ୍ୟ କ୍ଷମତା ପାଇଁ ଜଣାଶୁଣା। ଏହାର ବୈଜ୍ଞାନିକ ନାମ ହେଉଛି ଲିଟୋକ୍ରାନିଅସ ୱାଲେରି, ଏବଂ…

ଜିଓ ୧୭୫ପ୍ଲାନ; ଡାଟା ସହ ୧୦ ଓଟିଟି ଆପର ମିଳିବ ମଜା

ଭୁବନେଶ୍ବର: ଆପଣ ନୂଆ ୱେବ୍ ସିରିଜ୍ ଏବଂ ଫିଲ୍ମ ଦେଖିବା ପାଇଁ ପସନ୍ଦ କରନ୍ତି, ଯେଉଁଥିପାଇଁ ଆପଣ ବିଭିନ୍ନ OTT ଆପ୍ ର ସବସ୍କ୍ରିପସନ୍ କିଣିବା ପାଇଁ ପ୍ରତି ମାସରେ ହଜାର ହଜାର ଟଙ୍କା ଖର୍ଚ୍ଚ କରନ୍ତି? ତେଣୁ ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ, ଆଜି ଆମେ ଆପଣଙ୍କ ପାଇଁ ଏପରି ଶସ୍ତା ପ୍ଲାନ ପାଇଛୁ…

ଏହି ଲକ୍ଷଣ ଥିଲେ ଜାଣିବେ କିଡନୀରେ ଷ୍ଟୋନ ହେଇଛି..

ଭୁବନେଶ୍ବର: ଆଜିକାଲି କିଡନୀ ଷ୍ଟୋନ ସମସ୍ୟା ବଢିବାକୁ ଲାଗିଲାଣି । ଏହି ସମସ୍ୟା ହେଲେ ଯନ୍ତ୍ରଣା ଅସହ୍ୟ ହୋଇଥାଏ । କିଡନୀ ଆମ ଶରୀରରୁ ଖାଦ୍ୟ ଏବଂ ପାନୀୟରୁ ବିଷାକ୍ତ ପଦାର୍ଥ ବାହାର କରିବା ପାଇଁ କିଡନୀ ସାହାଯ୍ୟ କରେ । କିନ୍ତୁ ଯେତେବେଳେ ଏହି ବିଷାକ୍ତ ପଦାର୍ଥଗୁଡ଼ିକ କିଡନୀରୁ…

ସନସ୍କ୍ରିନକୁ ନେଇ ଆମ ମନରେ ଥିବା ଭୁଲ ଧାରଣା..

ଭୁବନେଶ୍ବର: ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ଲୋକମାନେ ନିଜ ସ୍କିନ ସୁରକ୍ଷା ବିଷୟରେ ସଚେତନ ହୁଅନ୍ତି । ସୂର୍ଯ୍ୟଙ୍କ ଶକ୍ତିଶାଳୀ କିରଣରୁ ନିଜକୁ ରକ୍ଷା କରିବା ପାଇଁ ସନସ୍କ୍ରିନ ବ୍ୟବହାର କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ, ଆଜି ବି ଅନେକ ଲୋକ ଏହା ବିଷୟରେ ଅନେକ ଭୁଲ ଧାରଣାର…