Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଓଡିଶାରୁ ସୁସ୍ଥ ହେଲେ ଆଉ ୨୫୧୦ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୫୧୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୧୪୦୯ ଜଣଙ୍କ ମଧ୍ୟରୁ ୪୩୫ ଜଣ ଖୋର୍ଦ୍ଧା, ୨୭୭ ଜଣ ଗଞ୍ଜାମରୁ, ୨୨୫ ଜଣ କଟକରୁ, ୨୧୮ ଜଣ ପୁରୀରୁ, ୧୮୨…

ଭୁବନେଶ୍ୱରରେ ବଢ଼ୁଛି ସ୍ଥାନୀୟ ସଂକ୍ରମଣ, ଆଜି ପୁଣି ୩୮୬ ପଜିଟିଭ

ଭୁବନେଶ୍ୱର: ଭୁବନେଶ୍ୱରରେ ଦିନକୁ ଦନ ବଢ଼ୁଛି ବିପଦ । ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ଏଠି ବଢ଼ି ଚାଲଇଛି । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ଆଜି ପୁଣି ରାଜଧାନୀରୁ ୩୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୮୩ଜଣ ରହିଥିବା ବେଳେ…

ମହରମରେ ଶୋଭାଯାତ୍ରାକୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ: କୋଭିଡି କଟକଣା ଭିତରେ ମହରମରେ ଶୋଭାଯାତ୍ରାକୁ ସୁପ୍ରିମକୋର୍ଟ ପକ୍ଷରୁ ମିଳିଛି ରେଡ୍ ସିଗ୍‌ନାଲ । ମହରମ ଅବସରରେ ତାଜିଆ ଶୋଭାଯାତ୍ରା ନିମନ୍ତେ ଅନୁମତି ଲାଗି ଆଗତ ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଅଗ୍ରାହ୍ୟ କରିଦେଇଛନ୍ତି। ଯଦି ଶୋଭାଯାତ୍ରା ଲାଗି ଅନୁମତି ଦିଆଯାଏ ତେବେ…

‘କୋଭିଡ ଯୋଦ୍ଧା ପିଲାଙ୍କ ସ୍କୁଲ ଫି’ ଛାଡ କରାଯାଉ’

ଭୁବନେଶ୍ୱର: ମହାମାରୀ କରୋନା ବେଳେ କୋଭିଡ ଯୋଦ୍ଧାଙ୍କ ପିଲାଙ୍କୁ ସ୍କୁଲ ଫି’ ସମ୍ପୂର୍ଣ୍ଣ ଛାଡ କରାଯାଉଛି । ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କୋଭିଡ ଯୋଦ୍ଧାଙ୍କ ପିଲାଙ୍କ…

ରାଜ୍ୟରେ କରୋନା ନେଲା ଆଉ ୭ ଜୀବନ, ମୃତ୍ୟୁସଂଖ୍ୟା ୪୪୮

ଭୁବନେଶ୍ୱର: ରାଜ୍ୟରେ ମୋଡୁଛି କରୋନା । ନେଉଛି ମୁଣ୍ଡ । ଗତ ୨୪ ଘଣ୍ଟାରେ ାଉ ୭ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଅଛନ୍ତି ସମ୍ୱଲପୁର ଜିଲ୍ଲାର ୩ ଜଣ ଆକ୍ରାନ୍ତ । ସେହିପରି ଚିକିତ୍ସାଧୀନ ଅବସ୍ଥାରେ ବରଗଡ଼ ଜିଲ୍ଲାରୁ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଭଦ୍ରକ ଓ ଭୁବନେଶ୍ୱରରେ ଜଣେ…

୯୦ ହଜାର ପାର କଲା ରାଜ୍ୟରେ କରୋନା କେସ୍, ୨୪ ଘଣ୍ଟାରେ ରେକର୍ଡ ୩, ୩୮୪ ପଜିଟିଭ୍

ଭୁବନେଶ୍ୱର: ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୬୮ ହଜାରରୁ ଅଧିକ କୋଭିଡ୍ ଟେଷ୍ଟ ହୋଇଛି । ସେହି ଅନୁସାରେ ରେକର୍ଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଭୂତାଣୁ ସଂକ୍ରମିତ ହୋଇଛନ୍ତି ୩ ହଜାର ୩୮୪ ଜଣ । କ୍ୱାରେଣ୍ଟାଇନରୁ ୨ ହଜାର ୧୨୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍…

ଭାଙ୍ଗିଲା ସବୁ ରେକର୍ଡ: ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୭୫ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା ଟପିଲା…

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ମାତ୍ର ୨ ଦିନରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୨୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର…

କୋଭିଡ୍ ଟେଷ୍ଟିଂରେ ଆଗରେ ଓଡ଼ିଶା: ଗୋଟିଏ ଦିନରେ ରେକର୍ଡ ୬୮ ହଜାର ନମୁନା ପରୀକ୍ଷା

ଭୁବନେଶ୍ୱର: ୩୨ରୁ ୪୨, ତାପରେ ୫୦ ହଜାର । ଏବେ ପ୍ରତିଦିନ ୬୦ ହଜାରରୁ ଅଧିକ । ରାଜ୍ୟରେ ବଢ଼ି ଚାଲିଛି କୋଭିଡ୍ ଟେଷ୍ଟିଂ । ରେକର୍ଡ ସ୍ତର ଛୁଇଁଛି । ଗୋଟିଏ ଦିନରେ ୬୮ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୮ ହଜାର ୯୦ କୋଭିଡ୍ ଟେଷ୍ଟିଂ କରାଯାଇଛି ।…

ପ୍ରତିଦିନ ଘରେ ବଜାନ୍ତୁ ଶଙ୍ଖ; ମିଳିବ ଏହିସବୁ ଫାଇଦା

ଭୁବନେଶ୍ୱର: ଶୁଭ କମରେ ପ୍ରଥମେ ଶଙ୍ଖକୁ ଖୋଜା ଯାଏ । ସତେ ଯେପରି ଶଙ୍ଖ ଧ୍ୱନି ବିନା ସବୁ କାମ ଅଧୁର ରହିଯିବ। ମନ୍ଦିର ହେଉ ଅବା ଘରେ ପୂଜା ପର୍ବ ତଥା ଶୁଭ କାମରେ ଶଙ୍ଖ ଧ୍ୱନି ବାଜିଲେ ଚାରିଦିଗରେ ଏକ ଧାର୍ମିକ ଓ ଶାନ୍ତିର ବାତାବରଣ ଖେଳିଯାଏ । ଖାଲି ଧାର୍ମିକ ନୁହେ ଶଙ୍ଖ ଧ୍ୱନୀ ସହ…

ପୂଜା ଛୁଟି ଯାଏଁ ବନ୍ଦ ରହିବ ସ୍କୁଲ, କଲେଜ

ଭୁବନେଶ୍ୱର: ରାଜ୍ୟରେ ବନ୍ଦ ରହିବ ସମସ୍ତ ସ୍କୁଲ, କଲେଜ । ପୂଜା ଛୁଟି ପର‌୍ୟ୍ୟନ୍ତ ବନ୍ଦ ରହିବ ସ୍କୁଲ, କଲେଜ । କୋଭିଡ ସ୍ଥିିିତିର ସମୀକ୍ଷା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉଦ୍‌ବେଗକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି…