Latest Odisha News

BREAKING NEWS

Browsing Category

ଅପରାଧ

ଜାତୀୟ ରାଜପଥରେ ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ

କଟକ: ଜାତୀୟ ରାଜପଥ ୧୬ର ବାଲିକୁଦା ବ୍ରିଜ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ସ୍କୁଟିକୁ ଧକ୍କା ଦେଲା ଟ୍ରକ। ଘଟଣାସ୍ଥଳର ୨ ଯୁବକ ମୃତ। ସୂଚନା ଅନୁସାରେ ଦୁଇ ସ୍କୁଟି ଆରୋହୀଙ୍କୁ ଉପରେ ମାଡ଼ିଗଲା ଲୁହା ବୋଝେଇ ଟ୍ରକ୍। ତେବେ ଏହି ଦୁର୍ଘଟଣାରେ ମୃତ ଯୁବକ ଦ୍ୱୟଙ୍କ ପରିଚୟ ମିଳିନାହିଁ।…

ଭାରତରୁ ଧରାହେଲେ ଶ୍ରୀଲଙ୍କାର ୪ ISIS ଆତଙ୍କବାଦୀ, ବୋମା ପକାଇ ଉଡାଇ ଦେବାର ଦେଉଥିଲେ ଧମକ

ଅହମ୍ମଦାବାଦ: ଗୁଜୁରାଟ ବିମାନବନ୍ଦରରୁ ଧରାହେଲେ ୪ ଶ୍ରୀଲଙ୍କୀୟ ସନ୍ଦିଗ୍ଧ ଆତଙ୍କବାଦୀ । ଅହମ୍ମଦାବାଦ ବିମାନବନ୍ଦରକୁ ଉଡାଇଦେବାର ଧମକ ଦେଇଥିଲେ । ଆଜି ବିମାନବନ୍ଦରରୁ ଗିରଫ କଲା ଆଣ୍ଟି ଟେରର ସ୍କ୍ବାଡ ବା ଏଟିଏସ । ଗୁଜୁରାଟ ଅହମ୍ମଦାବାଦ ବିମାନବନ୍ଦରରୁ ଆଜି ୪ ସନ୍ଦିଗ୍ଧ ISIS…

ସ୍କ୍ରପିଓ ଗାଡିରୁ ୩ ଲକ୍ଷ ୪୦ ହଜର ଟଙ୍କା ଜବତ, ୨ ଅଟକ

ସୁବର୍ଣ୍ଣପୁର: ନିର୍ବାଚନ ପାଇଁ ବିନିକା ଅଞ୍ଚଳରେ ଗାଡ଼ିମଟର ଗୁଡ଼ିକୁ କଡାକଡି ଭାବରେ ଯାଞ୍ଚ ଚାଲିଛି । ଏହି ଅବସରରେ ଗତକାଲି ରାତିରେ ବିନିକା ଏସଏସଟି ଟିମ ଦ୍ବାରା ଗାଡି ମଟର ଗୁଡିକ ଯାଞ୍ଚ ଚାଲିଥିଲା ବେଳେ ସ୍କର୍ପିଓ ଗାଡ଼ିରୁ ଜବତ ହେଲା ବେଆଇନ ନଗଦ ଟଙ୍କା। ଏହି ଘଟଣାରେ ଗାଡ଼ିକୁ ଜବତ କରି…

ଜୋତା ବ୍ୟବସାୟୀଙ୍କ ଘରେ ବିଡ଼ା ବିଡ଼ା ଟଙ୍କାର ପାହାଡ଼, ୪୦ କୋଟିରୁ ଅଧିକ ଟଙ୍କା ଜବତ

ଲକ୍ଷ୍ନୌ: ଆୟକର ବିଭାଗ ଉତ୍ତରପ୍ରଦେଶର ଆଗ୍ରାଠାରେ ତିନି ଜୋତା ବ୍ୟବସାୟୀଙ୍କ ଉପରେ ଚଢଉ କରିଛି। ଏହି ଅବଧି ମଧ୍ୟରେ, ତାଙ୍କ ସମ୍ପତ୍ତିରେ ଅଗଣିତ ସମ୍ପତ୍ତି ମିଳିଛି। ଜୋତା ବ୍ୟବସାୟୀଙ୍କ ଘରେ ବିଡ଼ା ବିଡ଼ା ଟଙ୍କାର ପାହାଡ଼ । ସରକାରୀ ସୂତ୍ରରୁ ପ୍ରକାଶ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ତିନି…

ଥାନାରେ ପଶି ହତ୍ୟା ଅଭିଯୁକ୍ତଙ୍କୁ ଖସାଇ ନେବାକୁ ଉଦ୍ୟମ: ୯ ଗିରଫ, ୪ଟି ବାଇକ୍‌ ଜବତ

ଗଞ୍ଜାମ: ନିର୍ବାଚନ ସମୟରେ ଗଞ୍ଜାମ ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ଆଇନ ଶୃଙ୍ଖଳା ପରିସ୍ଥିତି। ଗତ ରାତିରେ କୋଦଳା ଥାନାରେ ପଶି ଜଣେ ହତ୍ୟା ଅଭିଯୁକ୍ତଙ୍କୁ ଟାଣି ନେଇଯାଉଥିଲେ ଦୁବୃର୍ତ୍ତ। ଏହି ସମୟରେ ପୋଲିସ ଦୁର୍ବୃତ୍ତଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ପୋଲିସ୍‌ ସହ ସେମାନଙ୍କର…

ପୁଣି ରାଜନୈତିକ ହିଂସା, ବିଜେଡି ପାର୍ଟି ଅଫିସକୁ ବୋମାମାଡ

ଭୁବନେଶ୍ୱର: ଓଡିଶାରେ ଚାଲିଥିବା ନିର୍ବାଚନ ମଧ୍ୟରେ ଗୁରୁବାର ମଧ୍ୟରାତ୍ରୀରେ ରାଜଧାନାରେ ବୋମା ମାଡ଼ ହୋଇଛି। ୱାର୍ଡ଼ ନମ୍ବର ୩୮ରେ ଥିବା ବିଜେଡି ପାର୍ଟି ଅଫିସରେ ଗୁରୁବାର ରାତି ପ୍ରାୟ ୧୨ ଟା ବେଳେ ବୋମାମାଡ଼ ହୋଇଛି । ଅଫିସ ସାମ୍ନାରେ ଦୁଇ ଦୁର୍ବୃତ୍ତ ବାଇକରେ ଆସି ବୋମା ଫିଙ୍ଗିଥିବା…

ସଇଁତଳାରେ ବିଜେପି କର୍ମୀଙ୍କୁ ଆକ୍ରମଣ, ୧୫ ଜଣଙ୍କ ନାଁରେ ଥାନାରେ ଅଭିଯୋଗ

ଟିଟିଲାଗଡ଼: ନିର୍ବାଚନ ବେଳେ ପୁଣି ରାଜନୈତିକ ହିଂସା। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡୁଙ୍ଗୁରିପାଲିରେ ବିଜେପି କର୍ମୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି। ତେଣ୍ଡିପାଲି ଗ‌ାଁରେ ଟିଟିଲାଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କ ଉପରେ ମରାଣାନ୍ତକ…

ଖଲ୍ଲିକୋଟ ପରେ ପୋଲସରାରେ ଗୁଳିକାଣ୍ଡ, ଯୁବକ ଗୁରୁତର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପରେ ଅଶାନ୍ତ ହୋଇପଡିଛି ପୋଲସରା । ପୋଲସରାରେ ଦେଖାଦେଇଛି ରାଜନୈତିକ ହିଂସା । ପୋଲସରାର ତୋଟା ସାହିରେ ଗୁଳିକାଣ୍ଡ ଘଟିଛି । ଏଥିରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁଳିମାଡର ଶିକାର ହୋଇଥିବା ଯୁବକ ଜଣକ ହେଲେ ଗଣେଶ ଖଟେଇ । ଗଣେଶଙ୍କୁ ପଛପଟୁ…

ଭିଜିଲାନ୍ସ ଜାଲରେ ତହସିଲ ଅଫିସ ଅମିନ, ୨ ହଜାର ଟଙ୍କା ନେଉଥିଲେ ଲାଞ୍ଚ

କେନ୍ଦ୍ରାପଡ଼ା: ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ତହସିଲ ଅଫିସ ଅମିନ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତହସିଲ ଅଫିସ ଅମିନ ଉମାକାନ୍ତ ବେହେରା ଦୁଇ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଜିଲ୍ଲା ଭିଜିଲାନ୍ସ ଟିମ ଅମିନଙ୍କୁ ଉଠାଇ ଜିଲ୍ଲା କାର୍ଯ୍ୟାଳୟକୁ ନେଇଛି।…

ସ୍କ୍ରାଚ୍ କାର୍ଡରେ ୧୫ ଲକ୍ଷ ଟଙ୍କାର ଲାଳସା ଦେଖାଇ ୧୮ ଲକ୍ଷ ଟଙ୍କାର ଚୁନା ଲଗାଇଲେ ସାଇବର ଲୁଟେରା

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରୁ ଠକେଇ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳାଙ୍କ ସହ ସାଇବର ଠକେଇ ହୋଇଛି। ଅଭିଯୋଗ ହୋଇଛି ଯେ ଠକମାନେ ମହିଳାଙ୍କୁ ସ୍କ୍ରାଚ୍ କାର୍ଡ ଫାନ୍ଦରେ ପକାଇ ତାଙ୍କଠାରୁ ୧୮ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ପୀଡିତା ନ୍ୟାୟ ପାଇଁ ପୋଲିସକୁ…