Latest Odisha News

BREAKING NEWS

Browsing Category

ଅପରାଧ

ଦିଲ୍ଲୀ-ଚେନ୍ନାଇ ବିମାନରେ ମହିଳା ଯାତ୍ରୀଙ୍କୁ ଅସଦାଚରଣ

ନୂଆଦିଲ୍ଲୀ: ଦିଲ୍ଲୀ-ଚେନ୍ନାଇ ବିମାନରେ ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ୪୩ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପୋଲିସର ସୂଚନାନୁସାରେ, ମହିଳା ଜଣକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଅଭିଯୁକ୍ତ ରାଜେଶ ଶର୍ମା ଇଣ୍ଡିଗୋ ବିମାନରେ ଉକ୍ତ ମହିଳାଙ୍କ ପଛରେ ବସିଥିଲେ।…

ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

ଯାଜପୁର: ଯାଜପୁର ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଡ୍ୟୁଟିରେ ନିଶାସକ୍ତ ଭାବେ କାର୍ଯ୍ୟ କରିବା ନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଖବର ଅନୁଯାୟୀ, ଧର୍ମଶାଳାର ଏକ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ନୋଟିସ ଜାରି କରାଯାଇଛି। ବିଦ୍ୟାଳୟ ପରିଚାଳନା…

ରୋଗ ଦୂର ପାଇଁ ଦମ୍ପତ୍ତି ନିଜ ସନ୍ତାନ ସହ ଘଟାଇଲେ ଛାତିଥରା କାଣ୍ଡ…

ଲକ୍ଷ୍ନୌ: ୟୁପିର ମୁଜଫରନଗର ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ରୋଗର ଚିକିତ୍ସା ପାଇଁ ତାନ୍ତ୍ରିକଙ୍କ ପରାମର୍ଶରେ ନିଜର ଏକ ମାସର ଶିଶୁ କନ୍ୟାକୁ ବଳିଦେବାକୁ ପଛାଇଲେନି ଜନ୍ମକଲା ବାପାମାଆ । ଘଟଣାରେ ପୋଲିସ ଦମ୍ପତିଙ୍କୁ ଗିରଫ କରିଛି । ବୁଧବାର ରାତିରେ ଭୋପା ପୋଲିସ…

କନଷ୍ଟେବଲଙ୍କ ପାପୁଲି ଛିଡ଼ାଇଥିବା ଅଭିଯୁକ୍ତକୁ ଏନକାଉଣ୍ଟର

ସମ୍ବଲପୁର: କନଷ୍ଟେବଲଙ୍କ ପାପୁଲି ଛିଡ଼ାଇଥିବା ଅଭିଯୁକ୍ତକୁ ଏନକାଉଣ୍ଟର। ସମ୍ବଲପୁର ଜିଲ୍ଲାର କଟାପାଲି ନିକଟ ଜଙ୍ଗଲରେ ଅଭିଯୁକ୍ତ କମଲୁ ପ୍ରଧାନକୁ ଏନକାଉଣ୍ଟର। କମଲୁର ଡାହାଣ ଗୋଡ଼ରେ ବାଜିଛି ଗୁଳି। କମଲୁକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ ଗତ ୪ ତାରିଖରେ ସମ୍ବଲପୁର…

ଗିରଫ ହେଲେ ନକଲି ଡାକ୍ତର: ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢିଥିଲେ

ଟିକ୍ରାପଡ଼ା: ବେଆଇନ ଭାବରେ ୧୫ ବର୍ଷ ଧରି ଚାଲିଥିବା ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅଧିନସ୍ଥ ଟିକ୍ରାପଡ଼ାର ଏକ କ୍ଲିନିକ୍ ଉପରେ ଆଜି ପ୍ରଶାସନ ପକ୍ଷରୁ କରାଯାଇଛି ଚଢ଼ାଉ। ଚଢାଉ ସହ ଜଣେ ନକଲି ଡାକ୍ତରଙ୍କୁ ମଧ୍ୟ କରାଯାଇଛି ଗିରଫ। ନକଲି ଡାକ୍ତର ବିଦ୍ୟୁତ୍ କୁମାର ବିଶ୍ୱାସଙ୍କୁ ଗିରଫ ପରେ…

ବନ୍ଧା ହେଲେ ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଅଧିକାରୀ

ଭୁବନେଶ୍ୱର: ଗିରଫ ହେଲେ ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଅଧିକାରୀ। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ବ୍ୟକ୍ତିଗତ ସଚିବ ରମେଶଚନ୍ଦ୍ର ଜେନାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।  ରମେଶଚନ୍ଦ୍ର…

ଚା’ରେ ଛେପ ପକାଇ ବିକ୍ରି କରୁଥିଲେ, ଭିଡିଓ ଭାଇରାଲ ପରେ ମାମଲା ରୁଜୁ

ମସୁରୀ: କେତେବେଳେ ଜୁସରେ ପରିସ୍ରା ତ ଆଉ କେତେବେଳେ ଛେପ ପକାଇ ରୁଟି ବିକ୍ରି କରାଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହେଲେ ବର୍ତ୍ତମାନ ଭାଇରାଲ ହେଉଥିବା ଅନ୍ୟ ଏକ ଭିଡିଓ ସମସ୍ତଙ୍କୁ ଚକିତ କରିଦେଇଛି। ଉତ୍ତରାଖଣ୍ଡର ମସୁରୀରୁ ଆସିଥିବା ଏହି ଭିଡିଓରେ ଚା' ବିକ୍ରି…

ପୋଲିସ ସାମ୍ନାରେ ବିଜେପି ବିଧାୟକଙ୍କୁ ପିଟିଲେ, ଭିଡିଓ ଭାଇରାଲ୍

ଲକ୍ଷ୍ମୀପୁର: ବିଜେପି ବିଧାୟକ ଯୋଗେଶ ବର୍ମାଙ୍କୁ ସର୍ବ ସମ୍ମୁଖରେ ପିଟିଲେ ଆଇନଜୀବୀ। ବାର ଆସୋସିଏସନ ସଭାପତି ଅବଧେଶ ସିଂ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ବିଧାୟକଙ୍କୁ ଚାପୁଡ଼ା ମାରିଥିଲେ, ଫଳରେ ମାହୋଲ ଉତ୍ତେଜନାପୂର୍ଣ୍ଣ ହୋଇଯାଥିଲା। ଏହି ଘଟଣା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ…

ପୁଣିଥରେ ଟ୍ରେନ ଦୁର୍ଘଟଣା ପାଇଁ ଷଡଯନ୍ତ୍ର, ଟ୍ରାକରେ ରଖିଲେ ଲୁହାରଡ଼

ଗ୍ବାଲିୟର: ମଧ୍ୟପ୍ରଦେଶର ଗ୍ୱାଲିଅରରେ ଏକ ବଡ଼ ରେଳ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି। ବିର୍ଲାନଗର ଷ୍ଟେସନ ନିକଟ ରେଳ ଟ୍ରାକରୁ ଏକ ଲୁହା ରଡ ଉଦ୍ଧାର କରାଯାଇଥିଲା। ତେବେ ଏହି ସମୟରେ ଟ୍ରାକରେ ଏକ ମାଲଗାଡ଼ି ଆସୁଥିଲା। ସତର୍କତା ସହ ଦୁର୍ଘଟଣା ଘଟିବା ପୂର୍ବରୁ ଡ୍ରାଇଭର ଟ୍ରେନକୁ ଅଟକାଇ…

କଟକରେ ଅଟୋ ଚାଳକଙ୍କ ବେକ କାଟିଲେ ମଦ୍ୟପ

କଟକ:ଆରମ୍ଭ ହୋଇଛି ପାର୍ବଣ ଋତୁ। ଅଟୋ ପାର୍କିଂକୁ ନେଇ ୨ ଜଣ ମଦ୍ୟପ ଅଟୋ ଡ୍ରାଇଭରଙ୍କ ବେକ କାଟିଦେଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା କଟକ ଟାଉନ୍‌ରେ ଘଟିଛି। ଆହତ ଡ୍ରାଇଭରଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ମଧୁପାଟଣା ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଛି। …