Latest Odisha News

BREAKING NEWS

Browsing Category

ଅପରାଧ

ବିଳମ୍ବରେ ଆସିଲେ ବୋଲି ଗରମ ପାଣି ଫୋପାଡିଲେ ହାବିଲଦାର

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଅଗ୍ନିଶମ କେନ୍ଦ୍ରରେ ଥିବା ଜଣେ କନଷ୍ଟେବଳଙ୍କ ଉପରେ ଅଗ୍ନିଶମ ବିଭାଗର ହାବିଲଦାର ରବିବାର ଦିନ ଗରମ ପାଣି ଫୋପାଡି ଥିବା ଅଭିଯୋଗ ହୋଇଛି। ଆହତ କନଷ୍ଟେବଳଙ୍କ ନାମ ଦୁଷ୍ୟନ୍ତ ଦେହୁରୀ ବୋଲି ଜଣାପଡିଛି।ସେ ବାରମ୍ବାର ବ୍ୟାରାକକୁ ବିଳମ୍ବରେ…

ମାଗଣାରେ ମଦ ନେବା ପାଇଁ ଯୁବକଙ୍କ ଉନ୍ମତ୍ତ କାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱରର ଏକ ମଦ ଦୋକାନରେ ରବିବାର ରାତିରେ ଅତି କମରେ ପାଞ୍ଚ ଜଣ ଦୁବୁର୍ତ୍ତ ମାଗଣାରେ ମଦ ବୋତଲ ନେବା ପାଇଁ ହଙ୍ଗାମା କରିଥିବା ଅଭିଯୋଗ ହୋଇଛି। ଲକ୍ଷ୍ମୀ ସାଗର ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡିଛି। ପାଞ୍ଚ ଜଣ ଯୁବକ ଏକ ମଦ ଦୋକାନରେ ପ୍ରବେଶ କରି ମଦ ନେବାକୁ ଉଦ୍ୟମ…

ଜେଲ ଭିତରେ ଅଭିନେତାଙ୍କ ମଉଜ, ଜେଲରଙ୍କ ସମେତ ୭ ନିଲମ୍ବିତ

ବେଙ୍ଗାଲୁରୁ: ରେଣୁକାସ୍ବାମୀ ହତ୍ୟା ମାମଲାରେ ବେଙ୍ଗାଲୁରୁ ଜେଲରେ ଲୋକପ୍ରିୟ କନ୍ନଡ ଚଳଚ୍ଚିତ୍ର ଅଭିନେତା ଦର୍ଶନ। ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା ଯେଉଁଥିରେ ସେ ଜେଲ ପରିସରରେ ବସି ସିଗାରେଟ ଟାଣିବା ସହ କିଛି ଲୋକଙ୍କ ସହିତ ଚା ପିଉଥିବାର ନଜର ଆସିଥିଲେ। ଜେଲ ଭିତରେ ଦର୍ଶନଙ୍କୁ…

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ; ବସ ଯାତ୍ରୀଙ୍କ ପରିଚୟ ପତ୍ର ଯାଞ୍ଚ କରି ଗୁଳିମାଡ

ବାଲୁଚିସ୍ତାନ: ପାକିସ୍ତାନର ବାଲୁଚିସ୍ତାନରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାୟ ୨୩ ଜଣଙ୍କର ମୃତ୍ୟୁ ଘଟିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୋମବାର ଦିନ କିଛି ଅଜ୍ଞାତ ବନ୍ଧୁକଧାରୀମାନେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ବସରୁ ଯାତ୍ରୀଙ୍କୁ…

ସାଲିଆ ସାହିରେ ପୁଣି କମିଶନରେଟ୍ ପୋଲିସର ରେଡ୍‌, ସିକ୍ରେଟ ଚାମ୍ବରରେ ଚାଲିଥିଲା ମଦ କାରବାର

ଭୁବନେଶ୍ୱର: ଭୁବନେଶ୍ୱର ସାଲିଆ ସାହିରେ ପୁଣି କମିଶନରେଟ୍ ପୋଲିସର ରେଡ୍‌ । ଆଉ ଏକ ଚୋରା ଦେଶୀ ମଦ ଭାଟି ଠାବ, ବିପୁଳ ପୋଚ ନଷ୍ଟ । ଶନିବାର ୩ଟି ମଦ ଭାଟି ଠାବ ସହ ୫୦୦ ଲିଟର ମଦ ଜବତ କରିଥିଲା। ଘର ଭିତରେ ସିକ୍ରେଟ ଚାମ୍ବରରେ ମଦ କାରବାର ଚାଲିଥିଲା। ଆଜି ପୁଣି ଭୁବନେଶ୍ୱର ଅବକାରୀ ବିଭାଗ…

ଅଧିକ ଖର୍ଚ୍ଚ କରୁଥିଲେ ଦ୍ବିତୀୟ ପତ୍ନୀ; ରାସ୍ତାରୁ ହଟାଇବାକୁ ସ୍ବାମୀ କଲେ ପ୍ଲାନ

ଗ୍ୱାଲିଅର: ପତ୍ନୀଙ୍କ ଖର୍ଚ୍ଚକୁ ନେଇ ଚିନ୍ତାଗ୍ରସ୍ତ ଥିଲେ ସ୍ବାମୀ। ତାପରେ ରାସ୍ତାରୁ ହଟାଇବା ପାଇଁ ରଚିଲେ ପ୍ଲାନ। ପ୍ରଥମ ପତ୍ନୀ ଥିବା ସତ୍ବେ ମଉଜ ମଜଲିସ୍ ପାଇଁ ଅନ୍ୟ ଯୁବତୀଙ୍କୁ ଦ୍ବିତୀୟ ସ୍ତ୍ରୀ ଭାବେ ଗ୍ରହଣ କରିଥିଲେ। ସୂଚନା ଅନୁଯାୟୀ, ଗ୍ୱାଲିଅରର ଝାନ୍ସୀ ରୋଡ୍ ଅଞ୍ଚଳରେ ଘଟିଛି…

କିପରି ହୁଏ ଆତଙ୍କବାଦୀଙ୍କ ଟ୍ରେନିଂ ? ଖୁଲାସା ହେଲା ଅଲ କାଏଦା ମଡ୍ୟୁଲର ପ୍ରଶିକ୍ଷଣ

ନୂଆଦିଲ୍ଲୀ: ନିକଟରେ ଅଲୱାରର ଚୋପାନାଗି ଅଞ୍ଚଳର ସାରେକଲା ଗ୍ରାମରୁ ଅଲ କାଏଦା ମଡ୍ୟୁଲର ସନ୍ଦିଗ୍ଧ ୬ ବ୍ୟକ୍ତିଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଏହି ଲୋକମାନେ ଭୱାଡିର ଚୋପାନାଗି ଅଞ୍ଚଳରେ ଅବସ୍ଥିତ ଶିଳ୍ପାଞ୍ଚଳର ଏକ କଲୋନୀରେ ରହୁଥିଲେ। ସମସ୍ତେ ଛଅ ହଜାର ଟଙ୍କା ଭଡ଼ାରେ ଦୁଇଟି କୋଠରୀ…

ନିଶା କାରବାର ନେଇ ନୟାଗଡ଼ ଜେଲରେ ପୋଲିସର ଚଢ଼ାଉ

ନୟାଗଡ଼: ନିଶା କାରବାର ନେଇ ଜେଲରେ ପୋଲିସର ଚଢ଼ାଉ। ଜିଲ୍ଲା ମୁଖ୍ୟ କାରାଗାର ସହ ୩ ଉପ କାରାଗାରରେ ଚାଲିଛି ରେଡ୍‌। ଏସପିଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଚଢ଼ାଉରେ ସାମିଲ ହୋଇଥିବା ସୂଚନା ରହିଛି। ଦଶପଲ୍ଲା ଉପ କାରାଗାରରୁ ମିଳିଲା ବିପୁଳ ନିଶାଦ୍ରବ୍ୟ। ବିପୁଳ ପରିମାଣରେ ଗୁଟଖା, ଖଇନି,…

ଆସାମରେ ନାବାଳିକାଙ୍କୁ ଗଣଦୁଷ୍କର୍ମ, କ୍ରାଇମସିନ୍ ରିକ୍ରିଏଟ୍ ବେଳେ ପୋଖରୀକୁ ଡେଇଁଲା ଅଭିଯୁକ୍ତ

ଆସାମ: ଆସାମରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଏବେ ରାଜ୍ୟବ୍ୟାପୀ ଆକ୍ରୋଶ ସୃଷ୍ଟି କରିଛି । ପୋଲିସ ହାତରେ ଧରା ପଡିଥିବା ଅଭିଯୁକ୍ତର ନାଟକୀୟ ଭାବେ ମୃତ୍ୟୁ ହୋଇଛି । କ୍ରାଇମସିନକୁ ନିଆଯାଉଥିବା ବେଳେ ଖସି ପଳାଇବାକୁ ଚେଷ୍ଟା କରୁଥିଲା ଅଭିଯୁକ୍ତ ତଫିକୁଲ୍ ଓରଫ ତଫଜୁଲ୍ । ହେଲେ ଏକ…

ମିଛଧରା ଟେଷ୍ଟରୁ ସତ ଧରିବ ସିବିଆଇ

କୋଲକାତା: କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ପରେ ତଦନ୍ତ ଜୋରଦାର କରିଛି ସିବିଆଇ । ସବୁ ଦିଗରୁ ତଦନ୍ତ ଜାରି ରଖିଛି ଏଜେନସୀ । ସତ ଓଗାରିବା ପାଇଁ ଅଭିଯୁକ୍ତ ସଂଜୟ ରାୟର ପଲିଗ୍ରାଫ୍ ଟେଷ୍ଟ କରାଯାଇଛି । ଆରଜି କର ମେଡିକାଲ କଲେଜ ଓ…