Latest Odisha News

BREAKING NEWS

Browsing Category

ଅପରାଧ

ଇନ୍ଦିରା ଗାନ୍ଧୀଙ୍କ ପରି ମମତାଙ୍କୁ ଗୁଳି କର… 

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ବିବାଦୀୟ ପୋଷ୍ଟ କରିବା ମାମଲାରେ ପୋଲିସ ଜଣେ ଛାତ୍ରୀଙ୍କୁ ଗିରଫ କରିଛି। ଇନ୍ଦିରା ଗାନ୍ଧୀଙ୍କ ଭଳି ମମତା ବାନାର୍ଜୀଙ୍କୁ ଗୁଳି କରି ହତ୍ୟା କର। ସୋସିଆଲ ମିଡିଆରେ ଏଭଳି କିଛି ପୋଷ୍ଟ ଭାଇରାଲ ହୋଇଥିଲା ଯାହା ପରେ…

ନକଲି ଚାବିରେ ଥାନାରୁ ବାଇକ୍ ଚୋରି, ବ୍ଲକିଂ ଚେକିଂ ବେଳେ ଧରିଲା ପୋଲିସ

ଭୁବନେଶ୍ୱର: ବ୍ଲକିଂ ଚେକିଂ ବେଳେ ନିଶାସକ୍ତ ଅବସ୍ଥାରେ ରଙ୍ଗ୍ ରୁଟରେ ବାଇକ ଚଳାଇ ଯାଉଥିବା ବେଳେ ଟ୍ରାଫିକ୍ ଥାନା ପୋଲିସ ହାବୁଡରେ ପଡିଥିଲେ ଯୁବକ। ବାଇକକୁ ଜବତ କରି ପୋଲିସ ପିଆର ଧରାଇଥିଲା। ତେବେ ପିଆର ନମ୍ବର ନେବାକୁ ଆସି ଟ୍ରାଫିକ ଥାନା-୨ ପରିସରରୁ ନକଲି ଚାବି ସାହାଯ୍ୟରେ ବାଇକ ଚୋରାଇ…

ଜୟପୁରର ବିଭିନ୍ନ ହସ୍ପିଟାଲକୁ ବୋମାରେ ଉଡାଇବାକୁ ଧମକ

ଜୟପୁର: ରାଜସ୍ଥାନ ଜୟପୁରର ଅନେକ ଡାକ୍ତରଖାନାକୁ ବୋମାରେ ଉଡାଇଦେବାକୁ ଧମକ ମିଳିଛି। ଏହାକୁ ନେଇ ଏବେ ଚାରିଆଡେ ଆତଙ୍କ ଖେଳି ଯାଇଛି। ଇମେଲ୍ ଯୋଗେ ଏହି ଧମକ ମିଳିଥିବା ନେଇ ପୋଲିସ କହିଛି। ବମ୍ ନିଷ୍କ୍ରିୟକାରୀ ସ୍କ୍ବାଡ ଟିମ୍ ଡାକ୍ତରଖାନାକୁ ପଠାଯାଇଛି। ମୋନିଲେକ୍ ହସ୍ପିଟାଲ୍ ଏବଂ…

କୋଲକତା ଲଜ୍ଜା: ଅଭିଯୁକ୍ତ ସଂଜୟର ହେବ ମାନସିକ ସ୍ଥିତି ଯାଞ୍ଚ

କୋଲକାତା: କୋଲକାତାରେ ଯାହା ଘଟିଛି ତାହା ସାରା ଭାରତକୁ ସ୍ତବ୍ଧ କରିଦେଇଛି । ଏହାକୁ ନେଇ ଜାରି ରହିଛି ଡାକ୍ତର ଓ ନର୍ସିଂ ଷ୍ଟାଫଙ୍କ ଦେଶବ୍ୟାପୀ ଆନ୍ଦୋଳନ । ଅନ୍ୟପଟେ ଏହି ଘଟଣାରେ ସତ ଖୋଜୁଛି ସିବିଆଇ । ଅଭିଯୁକ୍ତ ସଂଜୟ ରାୟକୁ ଧରିଥିଲେ ମଧ୍ୟ ଘଟଣାରେ ବିଭିନ୍ନ ମୋଡ ନେଇ ତନତନ ଯାଞ୍ଚ…

ଅଟଳ ସେତୁରୁ ଡେଉଁଥିଲେ ମହିଳା; ଚୁଟି ଧରି ଭିଡି ଆଣିଲେ କ୍ୟାବ ଡ୍ରାଇଭର 

ମୁମ୍ବାଇ: ମୁମ୍ବାଇର ଅଟଳ ସେତୁରୁ ଜଣେ ମହିଳା ଶୁକ୍ରବାର ସନ୍ଧ୍ୟାରେ ଡେଇଁବାକୁ ଚେଷ୍ଟା କରିଥିଲା ବେଳେ ଦେବଦୂତ ସାଜି ଉଦ୍ଧାର କରିଛନ୍ତି କ୍ୟାବ ଡ୍ରାଇଭର ଓ ଟ୍ରାଫିକ ପୋଲିସ। ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ବେଳେ ଛାତିଥରା ଘଟଣା ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓ…

ବିଧବା ମହିଳାଙ୍କ ଗଳା କାଟି ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

କଟକ: ଜଣେ ବିଧବାଙ୍କ ଗଳା କାଟି ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚ ଗାଁରେ । ମୃତକ ହେଲେ କଳ୍ପନା ଦାସ ଓ ଅଭିଯୁକ୍ତ ଯୁବକ ହେଲେ କାର୍ତ୍ତିକ ସେଠୀ । ତେବେ କିଛି ବର୍ଷ ହେବ ଉକ୍ତ…

ଆସାମର ୨୪ ସ୍ଥାନରେ ବୋମା; ଉଲ୍ଫା(ଆଇ)ର ଧମକପରେ ସର୍ଚ୍ଚ ଅପରେସନ ଆରମ୍ଭ

ଗୌହାଟି: ଦେଶ ପାଳୁଛି ସ୍ବାଧୀନତା ଦିବସ। ଏହି ଅବସରରେ ଆସାମରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଉଲ୍ଫା(ଆଇ) ରାଜ୍ୟର ୨୪ଟି ସ୍ଥାନରେ ବୋମା ରଖିଥିବା ଦାବି କରିଛି। ଯାହାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିଲା ବେଳେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ନିଦ ହଜାଇ ଦେଇଛି ଏହି ଧମକ।…

କ୍ଲବ ଘର ପଛପଟୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ସ୍ଥିତ ରଙ୍ଗଣି ସାହି ୟୁଥ୍ କ୍ଲବ୍ ପଛ ପଟୁ ରକ୍ତାକ୍ତ ମୃତଦେହ ଉଦ୍ଧାର । ଜଣେ ଯୁବକଙ୍କ ମୃତଦେହ ତଣ୍ଟିକଟା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ଯୁବକ ହେଲେ ପ୍ରଫୁଲ୍ଲ ବାରିକ (୪୮) । ତାଙ୍କ ଘର ହରିରାଜପୁରର ଗାଁରେ ବୋଲି ଜଣା ପଡିଛି । ମୃତଦେହ ଜବତ କରି…

ରାଜଧାନୀରେ ହାଇଡ୍ରାମା; ଦୁଇ ଯୁବତୀଙ୍କ ସହ ହୋଟେଲ ରୁମରୁ ସ୍ବାମୀଙ୍କୁ ଧରିଲେ

ଭୁବନେଶ୍ୱର: ରାଜଧାନୀରେ ହାଇଡ୍ରାମା। ଦୁଇ ବଙ୍ଗୀୟ ଯୁବତୀଙ୍କ ସହ ହୋଟେଲ ରୁମରେ ଥିବାବେଳେ ସ୍ବାମୀଙ୍କୁ ରଙ୍ଗେ ହାତ ଧରିଲେ ସ୍ତ୍ରୀ। ପୋଲିସକୁ ସାଙ୍ଗରେ ନେଇ ମହିଳା ନିଜ ସ୍ବାମୀକୁ ହୋଟେଲ ରୁମରୁ ଅନ୍ୟ ଦୁଇ ଯୁବତୀଙ୍କ ସହ ଧରିଛନ୍ତି। ଏଭଳି ଘଟଣା ଘଟିଛି ଭୁବନେଶ୍ଵର ଇନଫୋସିଟି ଥାନା…

ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ସମୁଦ୍ର କୂଳରୁ ମୃତଦେହ ଉଦ୍ଧାର

ପୁରୀ: ପୁରୀରେ ପୁଣି ହତ୍ୟା। ବଳିଆ ପଣ୍ଡା ଥାନା ଅନ୍ତର୍ଗତ ସମୁଦ୍ର କୂଳରେ ଜଣେ ଯୁବକକୁ ଅତି ନିର୍ମମ ଭାବେ କରାଯାଇଛି ହତ୍ୟା। ମୃତ ଯୁବକ ଜଣକ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳର ରମାକାନ୍ତ ଦାସଙ୍କ ପୁଅ ପ୍ରହଲ୍ଲାଦ ଦାସ। ପ୍ରହଲ୍ଲାଦଙ୍କ ମୁଣ୍ଡ, ବାମପାର୍ଶ୍ବ ଆଖି ଓ କାନକୁ ଅତି…