Latest Odisha News

BREAKING NEWS

Browsing Category

ଅପରାଧ

ଆଦିମାତା ମଠର ପ୍ରତିଷ୍ଠାତା ବାବା ପ୍ରହଲ୍ଲାଦ ଦାସଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ରାହଣ ପଞ୍ଚାୟତର କୋଷିଦା ବରଗୁଡ଼ିପଡ଼ା ଗ୍ରାମରେ ଥିବା ଆଦିମାତା ମଠର ପ୍ରତିଷ୍ଠାତା ବାବା ପ୍ରହଲ୍ଲାଦ ଦାସ ଙ୍କୁ ହତ୍ୟା । ଆଜି ମଧ୍ୟାହ୍ନ ସମୟରେ ମଠ ପରିସରରେ ଖାଉଥିବା ବେଳେ ନାରଦିଆ କେଳା ସାହିର ବାନା ଦାସ ନିଶାସକ୍ତ ଅବସ୍ଥାରେ ଏକ…

ଗାଡିରେ ତେଲ ପକାଇଲା ବେଳେ ମହିଳାଙ୍କ ଠାରୁ ୪ ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁର୍ବୁତ୍ତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ର କାମାକ୍ଷାନଗରରେ ଅଘଟଣ ।  କାମାକ୍ଷାନଗର ଥାନା ଅଧୀନ ସିଆରିମାଳିଆ ଛକ ନିକଟରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ଠାରୁ ୪ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୁତ୍ତ । ଗୋଟିଏ ବାଇକରେ ଆସି ଦୁର୍ବୁତ୍ତ ମାନେ ଏହି ଟଙ୍କା ଲୁଟି ନେଇଥିବା ଜଣାପଡିଛି ।…

ରାଉରକେଲାରେ ୫୨ ଲକ୍ଷ ମୂଲ୍ୟର ସୁନା ଅଳଙ୍କାର ଲୁଟ୍, ୨ ଅଭିଯୁକ୍ତ ଗିରଫ

ରାଉରକେଲା: ରାଉରକେଲାରେ ସୁନା ଭର୍ତ୍ତି ବ୍ୟାଗ୍‌ ଲୁଟ୍‌ ଘଟଣାରେ ଆଜି ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଉଭୟଙ୍କ ନିକଟରୁ ୫୧୨ ଗ୍ରାମ୍‌ ଅଳଙ୍କାର ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୫୨ ଲକ୍ଷ ହେବ । ତେବେ ଗତ ୧୫ ତାରିଖରେ ରାଉରକେଲା ଉଦିତନଗର ଥାନା ଅଧୀନ ବାସନ୍ତୀ…

ଶାଢୀ ବେପାରୀଙ୍କ ଠାରୁ ୪୦ କେଜି ଗଞ୍ଜେଇ ଜବତ, ୨ ଗିରଫ

ବରଗଡ: ଦିନକୁ ଦିନ ବରଗଡ ଜିଲ୍ଲାରେ ନିଶା କାରବାର ବଢ଼ି ବଢ଼ି ଚାଲିଥିବା ବେଳେ ଅତ୍ୟଧିକ ତତ୍ପର ହୋଇଛି ବରଗଡ ପୋଲିସ l ବରଗଡ଼ ଏସପିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ନିଶାକାରବାର କରୁଥିବା ବେପାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ତେବେ ଆଜି ଶାଢ଼ୀ ବିକ୍ରି କରିବା…

ମୋ ମା’ ମତେ ୪ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି, ମୋତେ ବଞ୍ଚାନ୍ତୁ … ପୋଲିସକୁ ୧୮ ବର୍ଷିୟ ଝିଅର ଗୁହାରି

ୟୁପି: “ମୋତେ ବଞ୍ଚେଇ ଦିଅନ୍ତୁ ପୋଲିସ ବାବୁ । ମୋ ମା’ ମତେ ୪ଲକ୍ଷ ଟଙ୍କାରେ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଛି । ଅନିଚ୍ଛା ସତ୍ଵେ ମଧ୍ୟ ମୋର ଜବରଦସ୍ତି ସେହି ଯୁବକଙ୍କ ସହ ବିବାହ କରିଦେଇଛନ୍ତି । ମୋ ସ୍ଵାମୀ ମୋତେ ଦେହ ବେପାର କରିବାକୁ ବାଧ୍ୟ କରୁଛନ୍ତି । ସେଥିପାଇଁ ମନା କରିବାରୁ…

ମୋବାଇଲ ଲୁଟ୍ ଘଟଣାରେ ୫ ଅଭିଯୁକ୍ତ ଗିରଫ

ବରଗଡ: ମୋବାଇଲ ଲୁଟ୍ ଘଟଣାରେ ଆଜି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବରଗଡ଼ ପୋଲିସ । ବରଗଡ଼ ସହରରେ ଲୁଟ୍ କରୁଥିବା ଏହି ଅଭିଯୁକ୍ତ ମାନଙ୍କ ଲୁଟ୍ କରିବାର ଭିଡ଼ିଓ ସିସି ଟିଭିରେ ରେକର୍ଡ ହୋଇଥିଲା । ତେବେ ଦିନ ଦ୍ୱିପ୍ରହର ବେଳେ ଏପରି ଉଦ୍ୟମ କରି ମୋବାଇଲ ଲୁଟ୍ କରୁଥିବା…

ଠକ ନଂ ୪୨୦: ଟଙ୍କା ଡବଲ୍ କରିବାକୁ କହି ଲୁଟୁଥିଲା ଲକ୍ଷ ଲକ୍ଷ ଟଙ୍କା

ଲକ୍ଷ୍ନୌ: ଲକ୍ଷ୍ନୌର ସରୋଜିନୀ ନଗର । ସେଠାରେ ଥିବା ଏକ ପଞ୍ଚତାରକା ହୋଟେଲରେ ଜଣେ ବ୍ୟକ୍ତି ତା ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ ଡିନର କରୁଥିଲେ । ପରିବାର ମଧ୍ୟରେ ନୂଆବର୍ଷ ପାଇଁ ବିଦେଶ ଯିବାର ଯୋଜନା ଚାଲିଥିଲା । ପିଲାମାନେ ସିଙ୍ଗାପୁର ଯିବା କଥା କହୁଥିବା ବେଳେ ସ୍ତ୍ରୀ ଦୁବାଇ ଯିବାକୁ…

୪୫ କୋଟି ସମ୍ପତ୍ତିର ମାଲିକକୁ ଛାଡି ରାଜମିସ୍ତ୍ରୀ ପ୍ରେମରେ ପଡିଲେ ମହିଳା, ସୁପାରୀ ଦେଇ ସ୍ଵାମୀକୁ କଲେ ହତ୍ୟା

କାନପୁର: ୟୁପିର କାନପୁରରେ ୪୫ କୋଟି ସମ୍ପତ୍ତିର ମାଲିକ ଜଣେ ସରକାରୀ ଶିକ୍ଷକ ରାଜେଶ ଗୌତମଙ୍କ ହତ୍ୟା ତାଙ୍କ ଶିକ୍ଷକ ପତ୍ନୀ ପିଙ୍କି କରିଛନ୍ତି । ପିଙ୍କିଙ୍କର ଜଣେ ରାଜମିସ୍ତ୍ରୀ ସହିତ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଏନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ବିବାଦ ମଧ୍ୟ ଲାଗି…

ନବରଙ୍ଗପୁରରେ ଡବଲ ମର୍ଡର, ୨ ବର୍ଷର ପୁଅକୁ କଟୁରୀରେ ହାଣି ହତ୍ୟା କଲା ମଦ୍ୟପ ବାପ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଅନ୍ତର୍ଗତ ବୁଜୁମାପଦର ଗ୍ରାମରେ ଡବଲ ମର୍ଡର । ଦୁଇ ବର୍ଷ ର ଛୁଆ କୁ ହତ୍ୟା କଲା ମଦ୍ୟପ ବାପ । ଏହା ସହ ମଦ୍ୟପ ଜଣଙ୍କ ପୋଡ଼ଶୀଙ୍କୁ ମଧ୍ୟ ହତ୍ୟାକରିଥିବା ଅଭିଯୋଗ ହୋଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।…

ଭିଜିଲାନ୍ସ ଜାଲରେ ଫସିଲେ ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଗୁରା ସିଂ

ମୟୂରଭଞ୍ଜ: ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ସହକାରୀ ଯନ୍ତ୍ରୀ। ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ରାସଗୋବିନ୍ଦପୁର ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଗୁରା ସିଂ। ଏକ ବୋରୱେଲ କାର୍ଯ୍ୟର ସର୍ଭେ କରିବା ପାଇଁ ଧର୍ମପଦ ବେହେରାଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବାରମାଇଲ…