Latest Odisha News

BREAKING NEWS

Browsing Category

ଅପରାଧ

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ; ଥାନା ଘେରାଉ, ୫ ଗୁରୁତର

ବଲାଙ୍ଗୀର: ବଙ୍ଗୋମୁଣ୍ଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ସୂଚନା ମିଳିଛି। ଶତାଧିକ ଆଦିବାସୀ ବଙ୍ଗୋମୁଣ୍ଡା ଥାନା ଘେରାଉ କରିଛନ୍ତି। ସୂଚନାନୁସାରେ, ବାଙ୍ଗୋମୁଣ୍ଡା ଗାଁର ଲୋକମାନେ ଦୁଇ ଦିନ ପୂର୍ବରୁ ଛତ୍ର ଯାତ୍ରାରେ ଭାଗ ନେଇଥିଲେ। ଏହି ଉତ୍ସବରେ ଆଦିବାସୀ ସମେତ ପଡୋଶୀ ଗାଁର…

ଦଶହରା ଛୁଟିରେ ଘରକୁ ଫେରୁଥିଲେ ଦମ୍ପତି, ସ୍ୱାମୀଙ୍କୁ ପିଟି ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଢେଙ୍କାନାଳ: ଦଶହରା ଛୁଟି ହେଲା କାଳ। ସ୍ୱାମୀଙ୍କ ଆଗରେ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଏପରି ଅଭାବନୀୟ ଘଟଣା ଘଟିଛି ଭୁବନ ଥାନା ଅନ୍ତର୍ଗତ ବାରୁଆଁ ଗ୍ରାମରେ। ସୂଚନା ଅନୁସାରେ ସନ୍ଧ୍ୟା ସମୟରେ ପୀଡ଼ିତା ଜଣକ ସ୍ୱାମୀଙ୍କ ସହ ବାଇକ ଯୋଗେ ଦଶହରା ଛୁଟିରେ ଘରକୁ ଫେରୁଥିଲେ। ଏହି ସମୟରେ…

ଡକାୟତି ଯୋଜନା ବେଳେ ମଞ୍ଚେଶ୍ଵର ପୋଲିସର ଚଢଉ, ୭ ଗିରଫ

ଭୁବନେଶ୍ୱର: ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ। ଦୁର୍ଗାପୂଜା ମଣ୍ଡପରୁ ଭୋତପଡା ତଥା ପଟିଆ ଅଭିମୁଖେ ଫେରୁଥିବା ଏକାକୀ ଲୋକଙ୍କ ନିକଟରୁ ସଶସ୍ତ୍ର ଡକାୟତି କରିବା ଲାଗି ଚାଲିଥିଲା ଯୋଜନା। ଯୋଜନା ସମ୍ପର୍କରେ ମଞ୍ଚେଶ୍ଵର ପୋଲିସ ସୂଚନା ପାଇବା ପରେ ପୋଲିସ ଚଢଉ କରି ୭ ଜଣଙ୍କୁ ଗିରଫ କରିଛି।…

ସିମ୍ ସ୍ୱାପ୍ ଠକେଇ କ’ଣ ? ସାମାନ୍ୟ ଭୁଲ ପାଇଁ ଆପଣଙ୍କ ଆକାଉଣ୍ଟରୁ ହୋଇପାରେ ଟଙ୍କା ଲୁଟ୍

ନୂଆଦିଲ୍ଲୀ: ମୋବାଇଲ ଫୋନ ସିମ୍ ଏପରି ଏକ କାର୍ଡ ଯାହାର ଫୋନ ବିନା କୌଣସି ଅସ୍ତିତ୍ୱ ନାହିଁ। ଫୋନ କଲ୍ ହେଉ କିମ୍ବା ଇଣ୍ଟରନେଟ୍ ବ୍ୟବହାର କିମ୍ବା ଅନ୍ୟ କୌଣସି କାର୍ଯ୍ୟ କରିବାକୁ ହେଲେ ମଧ୍ୟ ଆପଣଙ୍କୁ ଏକ ସିମ୍ କାର୍ଡର ଆବଶ୍ୟକ ପଡ଼େ। ଯଦି ଆପଣ କାହାକୁ ଟଙ୍କା ପଠାଇବାକୁ କିମ୍ବା କୌଣସି…

ଭତ୍ତା ଟଙ୍କା ବାଣ୍ଟିବା ବେଳେ ଲୁଟ, ଟଙ୍କା ଭର୍ତ୍ତି ବ୍ୟାଗ ଛଡାଇ ଘଟଣାସ୍ଥଳରୁ ଫେରାର ଯୁବକ

କେନ୍ଦୁଝର: ପଞ୍ଚାୟତ କାର୍ଯ୍ୟାଳୟରୁ ଭତ୍ତା ଟଙ୍କା ଭର୍ତ୍ତି ବ୍ୟାଗ ଧରି ଛୁ ମାରିଲା ଯୁବକ। କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଶାଳଦେଇ ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ଟଙ୍କା ବଣ୍ଟାଯିବା ସମୟରେ ଜଣେ ଯୁବକ ୧ ଲକ୍ଷ ଟଙ୍କା ନେଇ ଫେରାର ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।…

ଛତିଶଗଡ଼ ସୀମାରେ ଗାଡ଼ିରୁ ବାହାରିଲା ୧୦ ଲକ୍ଷ ଟଙ୍କା, ଜଣେ ଓଡ଼ିଶା ବ୍ୟବସାୟୀ ଅଟକ

ନବରଙ୍ଗପୁର: ପାଖେଇ ଆସୁଛି ନିର୍ବାଚନ। ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି। ପଡୋଶୀ ରାଜ୍ୟ ଛତିଶଗଡ଼ ମଧ୍ୟ ନିଜର ପ୍ରସ୍ତୁତି ଆରମ୍ଭ କରିଛି। ଏହାରି ଭିତରେ ଛତିଶଗଡ଼ରେ ଅନେକ ନଗଦ ଟଙ୍କା ସହ ଓଡିଶାର ଜଣେ ବ୍ୟବସାୟୀ ଧରାପଡିଛନ୍ତି। ଏହି…

ମହାଦେବ ବେଟିଂ ଆପ ସ୍କାମ: ୧୯୭ ପୃଷ୍ଠାର ଚାର୍ଜସିଟ୍ ଦାଖଲ, ତାଲିକାରେ ୧୪ ଅଭିଯୁକ୍ତ ଅନ୍ତର୍ଭୁକ୍ତ

ନୂଆଦିଲ୍ଲୀ: ମହାଦେବ ବେଟିଂ ଆପ୍ ସ୍କାମ୍ ମାମଲାରେ ଇଡି ପ୍ରଥମ ଚାର୍ଜସିଟ୍ ଦାଖଲ କରିସାରିଛି। ଅନୁସନ୍ଧାନକାରୀ ସଂସ୍ଥା ୫ ହଜାର କୋଟି ଟଙ୍କାର ମନି ଲଣ୍ଡ୍ରିଂ କେସରେ ଦୁବାଇରୁ ଅନଲାଇନ ବେଟିଂ ଆପ ମାଧ୍ୟମରେ ସୌରଭ ଚନ୍ଦାକର ଓ ତାଙ୍କ ବିଜନେସ ପାର୍ଟନର ରବି ଉପ୍ପଲଙ୍କ ସମେତ ୧୪ ଜଣଙ୍କ…

ଟ୍ରେନ୍ ଶୌଚାଳୟରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା: ୬ ମାସ ପରେ ଅଭିଯୁକ୍ତ ସ୍ୱାମୀ ଗିରଫ

ଭୁବନେଶ୍ୱର: ସତ୍ୟନଗର କୋଚିଂୟାର୍ଡରେ ଟ୍ରେନ୍ ଶୌଚାଳୟରୁ ମହିଳାଙ୍କ ତଣ୍ଟିକଟା ମୃତଦେହ ମିଳିବା ଘଟଣାରେ ଆଜି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ପୋଲିସ। ଘଟଣାର ୬ ମାସ ପରେ ଅଭିଯୁକ୍ତ ସ୍ୱାମୀକୁ ସୁରତରୁ ଗିରଫ କରାଯାଇଛି। ସୂଚନା ଅନୁସାରେ ଏପ୍ରିଲ ୨୦ ତାରିଖରେ ଭୁବନେଶ୍ୱର-ଧାନବାଦ…

କ୍ରିପ୍ଟୋ କରେନ୍ସି ଜାଲରେ ୧୦୦୦ ପୋଲିସ, ସ୍ୱେଚ୍ଛାକୃତ ଅବସର ନେଲେ ଅନେକ ଅଧିକାରୀ

ସିମଲା: କ୍ରିପ୍ଟୋ କରେନ୍ସି ଜାଲରେ ଅନେକ ପୋଲିସ ଅଧିକାରୀ। ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ସାଇବର ଅପରାଧୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଜାଲରେ ଫସିଛନ୍ତି ୧୦୦୦ ପୋଲିସ ଅଧିକାରୀ। ଏନେଇ ସୂଚନା ଦେଇଛନ୍ତି ଜଣେ ଅଧିକାରୀ। ନକଲି କ୍ରିପ୍ଟୋ କରେନ୍ସି ନିବେଶ କରିବାକୁ କହି…

ମହିଳା ଡାକ୍ତରଙ୍କଠାରୁ ସୁନା ଚେନ ଲୁଟ ମାମଲା: ୨ ଅଭିଯୁକ୍ତଙ୍କୁ ୨ ବର୍ଷ ସଶ୍ରମ ଦଣ୍ଡାଦେଶ

ଭୁବନେଶ୍ୱର: ଦୀର୍ଘ ଦିନ ଧରି ସୁନା ଲୁଟ କରି ଆସୁଥିବା ୨ ଅଭିଯୁକ୍ତଙ୍କୁ କୋର୍ଟଙ୍କ ଜେଲ ଦଣ୍ଡାଦେଶ। ଆଜି ଭୁବନେଶ୍ୱରସ୍ଥିତ ପ୍ରଥମ ଶ୍ରେଣୀ ବିଚାରପତି (୫) ସବ୍ୟସାଚୀ ପଣ୍ଡାଙ୍କ ଦ୍ୱାରା ଆସାମୀ ପ୍ରଦୀପ କୁମାର ଓ ବିକାଶ କୁମାରଙ୍କୁ ସୁନା ଚେନ ଲୁଟ ମାମଲାରେ ଦଣ୍ଡାଦେଷ ଦେଇଛନ୍ତି। ଗତ ୫…